ରାଜ୍ୟରେ ବଢି ଚାଲିଛି ମଦ ଦୋକାନ ସଂଖ୍ୟା। ଏବେ ରାଜ୍ୟରେ ୧୭୪୯ଟି ଦେଶୀ ଏବଂ ୬୭୩ଟି ଠିପି ଖୋଲା ବିଦେଶୀ ମଦ ଦୋକାନ ରହିଛି। ସେହିପରି ୪୬ଟି ବିୟର ପାର୍ଲର, ୧୯ଟି କ୍ଳବ୍ ଅନ୍, ୩୫ଟି ମିଲିଟାରୀ କ୍ୟାଣ୍ଟିନ୍, ୫୧ଟି ତାଡି ଦୋକାନ ସହ ୨ଟି ପାଚୋଇ ଦୋକାନ ମଧ୍ୟ ରହିଛି।
ଜଙ୍ଗଲରେ ଚାଲିଥିଲା ଚୋରା ମଦ ବେପାର । ଖବର ପାଇବା ପରେ ଚଢାଉ ପାଇଁ ଯାଇଥିଲା ପୂରା ଟିମ୍...ହେଲେ ହାତରେ ଥିଲା ଖାଲି ଲାଠି । କିନ୍ତୁ ଚୋରା ବେପାରୀ ପୂରା ପ୍ରସ୍ତୁତ ଥିଲେ, ମାରଣାସ୍ତ୍ର ସଜେଇ ରଖିଥିଲେ । ଅବକାରୀ ଟିମ୍ ପହଞ୍ଚିବା ମାତ୍ରେ ମୁଖା ପିନ୍ଧି ଆସିଲେ, ମାଡ ମାରିଲେ...ହାଣି ପକାଇଲେ ।
ମଦ କିଣିବା ପରେ ଆପଣ ଅନ୍ଲାଇନ୍ ହେଉ କିମ୍ବା କ୍ୟାସ୍ରେ ପେମେଣ୍ଟ କରିବାର ଉଭୟ ସୁବିଧା ମଧ୍ୟ ରହିଛି ।
ଯୁବକ ଜଣକ ହେଲେ ପାଟଣାଗଡ଼ ବଥର୍ଲା ଗାଁର ହିରୁ ସାହୁ। ଗଙ୍ଗାସାଗର ଗାଁର ଦୁଇ ଜଣ ସାଙ୍ଗ ତାଙ୍କୁ ମଦ ପିଇବାକୁ ଦେବେ ବୋଲି କହିଥିଲେ ।
ସଂପୃକ୍ତ ରୋଗୀ ଜଣକ ମଦ ନ ପିଇଲେ ଯିବେ ନାହିଁ ବୋଲି ଜିଦ୍ ଧରିଥିଲେ।
ଯଦି ହଠାତ୍ ପୁରୁଣା ପଲିସିକୁ ଲାଗୁ କରାଯିବ ତା’ହେଲେ ଲୋକମାନେ ମଦ ଦୋକାନରେ ଭିଡ଼ ଜମାଇବେ। ଏହାକୁ ଦୃଷ୍ଟିରେ ରଖି ଶନିବାର ସନ୍ଧ୍ୟାରେ ନିଷ୍ପତ୍ତି ନିଆଯାଇଥିଲା ଯେ, ପୂର୍ବରୁ ଲାଗୁ ଥିବା ପଲିସିକୁ ୧ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯିବ।
ହରିଆଣାର ଅମ୍ବାଲା ପୋଲିସ ଅମ୍ବାଲା ଜିଲ୍ଲା ଶାହଜାଦପୁର ଥାନାରେ ଗଛିତ ରଖାଯାଇଥିବା ପ୍ରାୟ ୪୦ ହଜାର ଲିଟର ମଦକୁ ନଷ୍ଟ କରିଦେଇଛି । ଏହି ମଦର ମୂଲ୍ୟ ପାଖାପାଖି ଏକ କୋଟିଏ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।
ଆରେ ଆରେ !! ଏ ଗାତରେ ଭିତରେ ଏତେ ଢକଲମ ପୂରାଇଲା କିଏ? ଇଏ କଣ ଗାତୁଆ ସାପ ପରି ସବୁ ଗୁଡ଼େଇ ତୁଡ଼େଇ ହୋଇ ରହିଛନ୍ତି? ସେପଟୁ ପୁଣି କିଏ କହିଲାଣି ଲମ୍ବା ହାତ ଯାହାର ସିଏ ଆସୁ ଆଗକୁ...
ତୁମ ବୁଦ୍ଧିକୁ ଶହେ ସଲାମ : ଅବକାରୀ ବାବୁଙ୍କୁ ଡରି ଗଛ ଉପରେ ଲୁଚାଯାଇଥିଲା ଦେଶୀ ମଦ, ଆଉ ତା'ପରେ ହେଲା କଣ?