• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Instagram

Ratan Tata
ରତନ ଟାଟାଙ୍କ ଭିଡିଓ ହେଲା ଭାଇରାଲ ! ପୁଣି ଥରେ ଲୋକେ କହିଲେ ବାଃ ବାଃ, ଦେଖନ୍ତୁ..

ଭିଡିଓରେ ରତନ ଟାଟା ଏକ ଧଳା ରଙ୍ଗର ଟାଟା ନାନୋରେ ବସି ଆସୁଥିବାର ନଜର ଆସିଛନ୍ତି । ଏହି ଭିଡିଓରେ ତାଙ୍କ ସହ କେବଳ ଶାନ୍ତନୁ ନାୟୁଡ ନଜର ଆସିଛନ୍ତି ।

Bride
ବାହାଘର ବେଳେ ନବବଧୂଙ୍କ ଧୂଳିଉଡ଼ା ନାଚ, ସମସ୍ତ ଦେଖି ଆଶ୍ଚର୍ଯ୍ୟ ! ଭାଇରାଲ ହେଲା ଭିଡିଓ

ସବୁଠାରୁ ମଜାଦାର କଥା ହେଲା, ବର-କନ୍ୟା ଉଭୟ ମଞ୍ଚ ଉପରେ ଛିଡ଼ା ହୋଇ ଅତିଥିଙ୍କ ଶୁଭେଚ୍ଛା ଗ୍ରହଣ କରୁଥିବା ବେଳେ ଅଚାନକ ଗୀତ ବାଜିଥିଲା ।

Russia Bans Facebook And Instagram, Here Are Details
ଆକ୍ସନ ମୋଡ୍‌ରେ ପୁଟିନ୍‌, ଋଷିଆରେ ବନ୍ଦ ହେଲା ଫେସବୁକ୍‌ ଓ ଇନଷ୍ଟା

ଯୁଦ୍ଧ ବେଳେ ଆକ୍ସନ ମୋଡ୍‌ରେ ପୁଟିନ୍‌। ଫେସବୁକ, ଇନଷ୍ଟା ବନ୍ଦ କରିବାକୁ ଦେଲେ ନିର୍ଦ୍ଦେଶ। ଏଣିକି ସୋସିଆଲ ସାଇଟ୍‌ରୁ ଦୂରେଇ ରହିବେ ଋଷିଆବାସୀ...ସୋସିଆଲ ମିଡିଆ ପ୍ଲାର୍ଟଫର୍ମକୁ ଚରମପନ୍ଥୀ ସହ ତୁଳନା କଲେ ପୁଟିନ୍‌

Youtube
ପୁଣି ପାକିସ୍ତାନୀ YouTube, Twitter, Instagram, Website ବ୍ଲକ୍‌ କଲା କେନ୍ଦ୍ର ସରକାର

ବ୍ଲକ ସମସ୍ତ ଚ୍ୟାନେଲ ଓ ଆକାଉଣ୍ଟ ପାକିସ୍ତାନରୁ ପରିଚାଳିତ ହେଉଥିଲା । ପାକିସ୍ତାନରୁ ପରିଚାଳିତ ହୋଇ ଭାରତ ବିରୋଧୀ ଖବର ପ୍ରସାରଣ କରୁଥିଲା । ଭାରତ ବିରୋଧୀ ଖବର ପ୍ରସାରଣ କରୁଥିବାରୁ ବ୍ଲକ କଲେ କେନ୍ଦ୍ର ସରକାର । କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରାଳୟ ଯୁଗ୍ମ ସଚିବ ବିକ୍ରମ ସହାୟଙ୍କ ସୂଚନା ।

Facebook, Instagram, WhatsApp and Messnger Services Return Online
ଧୀରେ ଧୀରେ ସ୍ୱାଭାବିକ ହେଉଛି ସୋସିଆଲ୍ ମିଡିଆ

୬ ଘଣ୍ଟାରୁ ଅଧିକ ସମୟ ଅଚଳ ପରେ ଧୀରେଧୀରେ ସ୍ୱାଭାବିକ ହେଉଛି ସୋସିଆଲ ମିଡିଆ ଫେସବୁକ, ହ୍ୱାଟସଆପ୍ ଓ ଇନଷ୍ଟାଗ୍ରାମ୍।

Facebook Outage
୬ ଘଣ୍ଟାରେ ଫେସ୍‌ବୁକ୍‌ ସହିଲା ୫୨ ହଜାର କୋଟି ଟଙ୍କାର ଘାଟା, ୫% ଶେଆର ହ୍ରାସ

୬ ଘଣ୍ଟାର ଅଚଳାବସ୍ଥା ଯୋଗୁ ଫେସ୍‌ବୁକର ଶେଆର ପ୍ରାୟ ୫% ହ୍ରାସ ପାଇଛି। ଏଥିପାଇଁ କମ୍ପାନୀକୁ ୭ ବିଲିୟନ ଡଲାର ବା ୫୨,୧୦୦ କୋଟି ଟଙ୍କାର ଝଟ୍‌କା ଲାଗିଛି। ୨୦୦୮ ପରଠାରୁ କେବେ ହେଲେ ଫେସ୍‌ବୁକ ଏପରି ବଡ଼ଧରଣର ଟେକ୍ନିକାଲ ସମସ୍ୟାର ସମ୍ମୁଖୀନ ହୋଇ ନଥିଲା।

Social Media
ଅଚଳ ପରେ ସ୍ୱାଭାବିକ ହେଲା ଫେସବୁକ୍, ହ୍ୱାଟ୍ସଆପ୍

୬ ଘଣ୍ଟାରୁ ଅଧିକ ସମୟ ଧରି ୟୁଜର୍ସଙ୍କ ମଧ୍ୟରୁ ନା କେହି ମେସେଜ୍ ପଠାଇ ପାରୁଥିଲେ ନା କୌଣସି ୟୁଜର୍ସଙ୍କ ପାଖକୁ ମେସେଜ ଆସିପାରୁଥିଲା। ଭାରତ, ଆମେରିକା ସମେତ ବିଶ୍ୱର ବହୁ ଦେଶରେ ଏଭଳି ସର୍ଭର ଡାଉନ୍ ହୋଇ ପଡିଥିଲା।

Instagram Girl
ବାୟା କଲାଣି ସୋସିଆଲ ମିଡିଆ, ବାପା-ମାଆଙ୍କୁ ନଜଣାଇ ଘରୁ ପଳାଇଲା ୧୨ ବର୍ଷର ଝିଅ

ବାୟା କଲାଣି ସୋସିଆଲ ମିଡିଆ । ବର୍ତ୍ତମାନର ଯୁବପିଢ଼ିଙ୍କୁ ସୋସିଆଲ ମିଡିଆ ଫେସ୍‌ବୁକ୍‌-ଇନ୍‌ଷ୍ଟାଗ୍ରାମ୍‌ ଆଦି ବାୟା କରୁଛି ।