ସରକାର ଚଳାଇ ପାରୁନାହାନ୍ତି କି OSRTC ବସ୍ ? କ୍ଷତିରେ ଚାଲୁଥିବା ଦର୍ଶାଇ ଲିଜ୍ରେ ଘରୋଇ ସଂସ୍ଥା ହାତକୁ ଟେକି ଦେବାକୁ ମସୁଧା ଚାଲିଛି।
ପରିବହନ ନିଗମର ଲାଭ କମିବାର କାରଣ କଣ? କାହିଁକି ଏମିତି ଦେବାଳିଆ ସ୍ଥିତିରେ ନିଗମ? ଘରୋଇ ବସ ଗୁଡିକ ଲାଭରେ ଚାଲୁଥିବା ବେଳେ କାହିଁକି କ୍ଷତି ସହୁଛି ପରିବହନ ନିଗମ ? ଭିତ୍ତିଭୂମିର ଅଭାବ ନା ରହୁଛି ସରକାରଙ୍କ ଆନ୍ତରିକତା ଅଭାବ ?
ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଆସନ୍ତାକାଲି ଦିଆଯାଇଛି ଭାରତ ବନ୍ଦ ଡାକରା । ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ପାଳନ ପାଇଁ ଦେଶବ୍ୟାପୀ ଆହ୍ୱାନ ଦେଇଛି କିଷାନ ମୋର୍ଚ୍ଚା ।
ଭୁବନେଶ୍ୱର: ଆସନ୍ତାକାଲିଠୁ ରାଜ୍ୟ ଭିତରେ ୬ଟି ସ୍ପେଶାଲ ଟ୍ରେନ୍ ଚଳାଚଳ ଆରମ୍ଭ କରିବ। ଭୁବନେଶ୍ୱରରୁ ବଲାଙ୍ଗିର, ଭଦ୍ରକ, ବ୍ରହ୍ମପୁର, କୋରାପୁଟ ଓ ରାଉରକେଲାକୁ ଏବଂ ସମ୍ବଲପୁରରୁ ଖୋର୍ଦ୍ଧା ରୋଡ୍ ଷ୍ଟେସନ୍ ମଧ୍ୟରେ ଏହି ୬ଟି ସ୍ୱତନ୍ତ୍ର ଟ୍ରେନ୍ ଚାଲିବ। ଭୁବନେଶ୍ୱର-କୋରାପୁଟ ସ୍ପେଶାଲ ଟ୍ରେନ୍ଟି ସମ୍ବଲପୁର, ଟିଟିଲାଗଡ଼ ଓ ରାୟଗଡ଼ା ଦେଇ ଚଳାଚଳ କରିବ। ଏହି ଟ୍ରେନଟି ସପ୍ତାହକକୁ ୩ ଦିନ ଚଳାଚଳ କରିବ। ଅନ୍ୟ ୫ଟି ସ୍ପେଶାଲ୍ ଟ୍ରେନ୍ କେବଳ ଶନିବାର ଓ ରବିବାରକୁ ଛାଡ଼ି ଅନ୍ୟ […]
ଭୁବନେଶ୍ୱର: ଆଜିଠୁ ଗଡ଼ିଲା OSRTC(Odisha State Road Transport Corporation) ବସ୍। ୪୩ଟି ରୁଟ୍ରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ୧୬ଟି ଡିପୋରୁ ଏହି ସବୁ ବସ୍ ଚଳାଚଳ କରିବା ନେଇ ନିଷ୍ପତ୍ତି ନିଆଯାଇଛି। କିଛି ବସ୍ ସକାଳୁ ସକାଳୁ…
<p>ଭୁବନେଶ୍ୱର: ପ୍ରତ୍ୟାହୃତ ହେଲା OSRTC କର୍ମଚାରୀଙ୍କ ଆନ୍ଦୋଳନ। ଦରମା ଏବଂ ଭତ୍ତା ୨୦ ପ୍ରତିଶତ ବୃଦ୍ଧି ନେଇ ରାଜ୍ୟ ସରକାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ସୂଚନା ମିଳିଛି। ପରିବହନ ମନ୍ତ୍ରୀ ନୃସିଂହ ସାହୁ ଏହି ସୂଚନା ଦେଇଛନ୍ତି।</p> <p>ଅନ୍ୟ ଦାବି ଗୁଡ଼ିକ ସମ୍ପର୍କରେ ବିଚାର କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି, ସମାନ କାମକୁ ସମାନ ଦରମା, ସରକାରୀ କର୍ମଚାରୀଙ୍କ ଭଳି ମହଙ୍ଗା ଭତ୍ତା ଏବଂ ପଦୋନ୍ନତି ଆଦି ପ୍ରମୁଖ ୫ ଦଫା ଦାବି ନେଇ OSRTC କର୍ମଚାରୀ ଆଜିଠୁ ଆନ୍ଦୋଳନ ଡାକରା ଦେଇଥିଲେ। ଫଳରେ ରାଜ୍ୟବ୍ୟାପି ସରକାରୀ ବସ୍ ଚଳାଚଳ ବନ୍ଦ ରହିଥିଲା ।</p>