• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "42" result for "ବ୍ରାହ୍ମଣୀ" in https://otvkhabar.in

the mythological story behind sudasha brata the way odia women worship maa laxmi
Sudasha Brata 2025: ମାଛ ଭାବି ଚିଲ ଝାମ୍ପିନେଲା ବ୍ରାହ୍ମଣୀର ବ୍ରତ, ନଈକୁ ଡେଇଁଲା ପୋଡ଼ାମାଛ

ଏହା ହେଉଛି ସଂପୂର୍ଣ୍ଣ ଭାବେ ଓଡ଼ିଆ ଘରର ଏକ ଓଷା। ଏହା ଅନ୍ୟ କୌଣସି ସ୍ଥାନରେ ପାଳନ ହେବା ଦେଖାଯାଇ ନଥାଏ। ଓଡ଼ିଆ ନାରୀ ମାଆ ଲକ୍ଷ୍ମୀଙ୍କର ପୂଜା ଏକ ବିଶେଷ ଉପାୟରେ କରିଥାନ୍ତି, ଯେଉଁଥିରେ ୧୦ ସଂଖ୍ୟାଟି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ସବୁକିଛି ୧୦ଟି ଜିନିଷ ଦରକାର ପଡ଼ିଥାଏ।

Rourkela NIT
ବୁଲିବାକୁ ଯାଇଥିଲେ; ବ୍ରାହ୍ମଣୀ ନଦୀରେ ବୁଡି ଚାଲିଗଲା ୨ଛାତ୍ରଙ୍କ ଜୀବନ

ଗୁରୁତର ଅବସ୍ଥାରେ ସେମାନଙ୍କୁ ରାଉରକେଲା ଆରଜିଏଚ୍ ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦୁଇ ଛାତ୍ରଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

Bhadrak Flood
ମହାନଦୀରୁ ଦେବୀ, ବୈତରଣୀରୁ ବ୍ରାହ୍ମଣୀ ନଦୀ: ନଈରେ ପାଣି କମୁଥିଲେ ବି ବଢ଼ି ଘେରରେ ଶହ ଶହ ଗାଁ 

ଭଦ୍ରକ ଆଖୁଆପଦାରେ ବୈତରଣୀ ନଦୀର ଜଳସ୍ତର ଖସିଥିଲେ ବି ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ପ୍ରଭାବିତ ହୋଇଛି ଧାମନଗର, ଭଣ୍ଡାରୀପୋଖରୀ, ତିହିଡ଼ି, ଚାନ୍ଦବାଲି ବ୍ଲକ। ବନ୍ୟାରେ ନିଖୋଜ ଧାମନଗର ବ୍ଲକର ଜଣେ ନାବାଳକ ଓ ଜଣେ ବୃଦ୍ଧାଙ୍କ ମୃତଦେହ ମିଳିଥିବାବେଳେ ଭଣ୍ଡାରୀପୋଖରୀ ବ୍ଲକରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

Brahmani river
ହଠାତ୍‌ ମାଡ଼ି ଆସିଲା ବନ୍ୟାଜଳ; ବ୍ରାହ୍ମଣୀ ନଦୀ ଭିତରେ ଫସିରହିଛନ୍ତି ୨ ଯୁବକ

ରାଧାଦେଇପୁର ପଞ୍ଚାୟତ ନୂଆପଡ଼ା ଗାଁର ୨ଜଣ ଯୁବକ ଫସିରହିଥିବା ଜଣାପଡ଼ିଛି । ଉଭୟ ଯୁବକ ନଦୀରେ ଏକ ମେଗା ପ୍ରୋଜେକ୍ଟର ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ ।

Crocodile fear grips villagers in Kendrapada
ବ୍ରାହ୍ମଣୀ ନଦୀ ଏବେ ନଈକୂଳିଆ ଲୋକଙ୍କ ପାଇଁ ପାଲଟିଛି ମୃତ୍ୟୁଯନ୍ତା

କେନ୍ଦ୍ରାପଡ଼ା ଜିଲ୍ଲାର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ ନଦୀ ଏବେ ନଈକୂଳିଆ ଲୋକଙ୍କ ପାଇଁ ପାଲଟିଛି ମୃତ୍ୟୁଯନ୍ତା । କାରଣ ବ୍ରାହ୍ମଣୀ ନଦୀରେ କୁମ୍ଭୀର ହାଉଯାଉ । କେବଳ ବ୍ରାହ୍ମଣୀ ନୁହେଁ- ଖରସ୍ରୋତା, କାଣୀ, ଗୋବରି ନଈ କୂଳରେ ରହୁଥିବା ଲୋକଙ୍କୁ ଘାରିଛି କୁମ୍ଭୀର ଆତଙ୍କ । ଏହାକୁ ନେଇ ତେଜୁଛି ଜନଅସନ୍ତୋଷ

3 person allegedly dragged into water by crocodile in Kendrapara within 16 days
ବ୍ରାହ୍ମଣୀ ନଦୀରେ ମଣିଷଖିଆ କୁମ୍ଭୀର: ୧୬ ଦିନରେ ୩ ଜଣଙ୍କୁ ଟାଣି ନେଲା...

ବୃଦ୍ଧଙ୍କୁ ଟାଣି ନେଲା କୁମ୍ଭୀର। କେନ୍ଦ୍ରାପଡ଼ାରେ ପୁଣି ଜଣେ ବୃଦ୍ଧଙ୍କୁ ଟାଣି ନେଇଛି କୁମ୍ଭୀର। ୧୬ ଦିନ ମଧ୍ୟରେ କେନ୍ଦ୍ରାପଡ଼ାର ବ୍ରାହ୍ମଣୀ ନଦୀରେ ୩ ଜଣଙ୍କ ଜୀବନ ନେଲାଣି କୁମ୍ଭୀର।

2 missing
ବ୍ରାହ୍ମଣୀ ନଦୀରେ ଡଙ୍ଗାବୁଡ଼ି ୨ ନିଖୋଜ

ଆଳି: ବ୍ରାହ୍ମଣୀ ନଦୀରେ ଡଙ୍ଗାବୁଡ଼ି ୨ ନିଖୋଜ । ଏକମାଣିଆ ପଞ୍ଚାୟତରୁ ରାଜନଗର କେରଡାଗଡ଼ ଯାଉଥିବା ବେଳେ ଅଘଟଣ ।

holi
ହୋଲିରେ କାନ୍ଦବୋବାଳି : ବ୍ରାହ୍ମଣୀ ନଦୀରେ ବୁଡ଼ି ୨ ଭାଇ ମୃତ

ହୋଲି ଖେଳ ସାରି ଗାଧୋଇବା ବେଳେ ଭାସି ଯାଇ ୨ ଭାଇ ମୃତ

jojana Ra Naa Hariloot
ବ୍ରାହ୍ମଣୀ ନଦୀ ସୁରକ୍ଷାବନ୍ଧ ନିର୍ମାଣରେ ଦୁର୍ନୀତିର ଗନ୍ଧ : ର-ଠ କାମ କରି କୋଟି କୋଟି ଟଙ୍କା ହଡପ ଅଭିଯୋଗ

କେବଳ ଉପରେ ଉପରେ ପଥର ଗୁଡିକୁ ଛାପି ଦିଆଯାଉଛି ଫଳରେ ଗୋଟିଏ ବନ୍ୟା ଆସିଲେ ପଥର ପ୍ୟାକିଙ୍ଗ ସବୁ ନଦୀଗର୍ଭକୁ ଚାଲିଯିବା ଥୟ ।

Iron-Ore Laden Truck Falls Off Bridge In Kamakhyanagar, Driver Dies
ଚକା ଫାଟି ବ୍ରାହ୍ମଣୀକୁ ଖସିଲା ଟ୍ରକ...

କାମାକ୍ଷାନଗର ନଦୀକୁ ଖସିଲା ଆଇରନବୋଝେଇ ଟ୍ରକ୍ । ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ ।ଟ୍ରକର ଚକା ଫାଟିବାରୁ ଦୁର୍ଘଟଣା ଘଟିଥିବା ସୂଚନା

accident
ବ୍ରାହ୍ମଣୀକୁ ଖସିଗଲା ଟ୍ରକ୍ , ଘଟଣାସ୍ଥଳରେ ଡ୍ରାଇଭର ମୃତ

ବ୍ରାହ୍ମଣୀ ନଦୀକୁ ଖସି ପଡ଼ିଲା ଟ୍ରକ୍‌। ଚାଲିଗଲା ଡ୍ରାଇଭରଙ୍କ ଜୀବନ।

Ancient Anantashayana Vishnu
ବ୍ରାହ୍ମଣୀ ନଦୀ କୂଳରେ ବିଶାଳକାୟ ବିଷ୍ଣୁମୂର୍ତ୍ତି ! କେହି ଗଢ଼ି ନାହାନ୍ତି, ଆପଣାଛାଏଁ ତିଆରି ହୋଇଛି !

ନଦୀ ଗର୍ଭରେ ପ୍ରଭୂଙ୍କ ପୀଠ। କେହି ଗଢ଼ି ନାହାନ୍ତି, ଲୋକେ କହୁଛନ୍ତି ନଦୀ ବାଲିରେ ଆପେ ଆପେ ତିଆରି ହୋଇଛି। ଶହ ଶହ ବର୍ଷ ତଳର ଏ ମୂର୍ତ୍ତି ସେମିତି ରହିଛି। ଏ ସରକାର ନା ଦାୟିତ୍ୱ ନେଉଛି ନା ଏ ପୀଠକୁ ବିକଶିତ କରୁଛି?  

Brahmani Bridge
କେବେ ଶେଷ ହେବ ଦ୍ୱିତୀୟ ବ୍ରାହ୍ମଣୀ ବ୍ରିଜ୍ ?

ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି। କେବେ ତିଆରି ସରିବ ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ବ୍ରିଜ୍? ଏ ରାସ୍ତା ଦେଇ ଯିଏ ଯିବ ଆଉ ଥରେ ମନ ନ କରିବ।

odisha
ବିପଦରେ ବ୍ରାହ୍ମଣୀ ସେତୁ ! ଦବିଲା ଲୁହା ପ୍ଲେଟ୍

ରାଉରକେଲା: ରାଉରକେଲା ବ୍ରାହ୍ମଣୀ ସେତୁରେ ପଡ଼ିଥିବା ଲୁହା ପ୍ଲେଟ୍ ଗତକାଲି ବିଳମ୍ବିତ ରାତିରେ ଦବି ଯାଇଛି। ଫଳରେ ବ୍ରିଜ୍‌ ଉପରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଘଟଣା ସ୍ଥଳରେ ଟ୍ରାଫିକ୍ ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରୁଛନ୍ତି। ଅନ୍ୟପକ୍ଷରେ, ସେତୁରେ ପଡ଼ିଥିବା ଲୁହା ପ୍ଲେଟ୍ ଦବିବା ଘଟଣାକୁ ରାଉରକେଲା NHAI ପ୍ରକଳ୍ପ ନିର୍ଦ୍ଦେଶକ ସ୍ୱୀକାର କରିଛନ୍ତି। ଯେଉଁ ସ୍ଥାନରେ ଲୁହା ପ୍ଲେଟ୍ ଦବିଛି, ତାହା ମରାମତି ଚାଲିଥିବା ପ୍ରକଳ୍ପ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

odisha
ଭାଙ୍ଗିଲା ବ୍ରାହ୍ମଣୀ ସେତୁର ସ୍ଲାବ୍‌

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ବ୍ରାହ୍ମଣୀ ସେତୁର ଏକ ସ୍ଲାବ୍‌ ଭାଙ୍ଗି ଯାଇଛି। ଯାହାଫଳରେ ୧୪୩ ନମ୍ୱର ଜାତୀୟ ରାଜପଥର  ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି। ପ୍ରାୟ ୩ କିଲୋମିଟର ଯାଏ ରାସ୍ତା ଜାମ୍‌ ରହିଛି। ତେଣୁ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ୧ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ  ନିୟୋଜିତ ହୋଇଛନ୍ତି। ଏଥିସହ ଟ୍ରାଫିକ୍ ପୁଲିସ୍ ମଧ୍ୟ ନିୟୋଜିତ ରହି ଭିଡ଼ ନିୟନ୍ତ୍ରଣ କରୁଛନ୍ତି। ତେବେ ଭାଙ୍ଗିଯାଇଥିବା ସ୍ଲାବ୍‌ ସ୍ଥାନରେ ଲୁହା ପ୍ଲେଟ୍‌ ପକାଯାଇଛି। ହେଲେ […]

brahmani
କେନ୍ଦ୍ରାପଡା ରାଜନଗରରେ କୂଳ ଲଂଘୁଛି ବ୍ରାହ୍ମଣୀ

କେନ୍ଦ୍ରାପଡା : କେନ୍ଦ୍ରାପଡା ରାଜନଗରରେ କୂଳ ଲଂଘୁଛି ବ୍ରାହ୍ମଣୀ। ବାରମ୍ବାର ଅତଡା ଖାଇ ଗାଁକୁ ଛୁଇଁଲାଣି। ଗୋବର୍ଦ୍ଧନପୁର, ଜୁନଗଡି, କ୍ଷୀରକୋଟ ଓ ରାଜଗଡ ବ୍ରାହ୍ମଣୀର ସୁଅରେ ଲୀନ ହୋଇଯିବା ଆଶଙ୍କା। ବର୍ଷା ଆରମ୍ଭରୁ ଏଭଳି ସ୍ଥିତି ନଇ କୂଳିଆବାସୀଙ୍କୁ ଆତଙ୍କିତ କରିଛି। ସେପଟେ ପ୍ରତିବର୍ଷ ଭଳି ଏଥର ମଧ୍ୟ କୁମ୍ଭୀର ଭୟ। ପୂର୍ବରୁ ବନ୍ୟାରେ ଘରଡିହ ହରାଇଛନ୍ତି ଲୋକେ। ଆଡିବନ୍ଧ  ନିର୍ମାଣ ପାଇଁ ବାରମ୍ବାର ପ୍ରଶାସନକୁ ଗୁହାରି କରିଛନ୍ତି, ହେଲେ କିଛି ଉତ୍ତର ମିଳିନାହିଁ। କିନ୍ତୁ ଏଥର […]

boat
ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ି ୪ ନିଖୋଜ ଘଟଣା : ମିଳିଲା ଜଣଙ୍କ ମୃତଦେହ

ଢେଙ୍କାନାଳ( ରାଜଶ୍ରୀ ଶତପଥୀ)  : ଢେଙ୍କାନାଳ ଜିଲ୍ଲା ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ି ଘଟଣାରେ ତିନି ଦିନ ପରେ ମିଳିଲା ଜଣଙ୍କ ମୃତଦେହ। ଶନିବାର ମୋଟଙ୍ଗା ଥାନା ଖଡଗପ୍ରସାଦ ଘାଟରୁ ପରଜଙ୍ଗ ଥାନା କୁନନ୍ଦେଇପୁର ଘାଟକୁ ଯାଉଥିବାବେଳେ ଏକ ହୁଲି ଡଙ୍ଗା ବୁଡ଼ିଯାଇଥିଲା। ଏହି ଦୁର୍ଘଟଣାରେ ୪ଜଣ ନିଖୋଜ ହୋଇଯାଇଥିଲେ।  ସର୍ଚ୍ଚ ଅପରେସନ ବେଳେ ବ୍ରାହ୍ମଣୀର ପାଣିଗେଙ୍ଗୁଟିଆ ଘାଟରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।  ମୃତକ ହେଲେ ପର୍ଜଙ୍ଗ ଥାନା କୁନ୍ଦନଦେଈପୁର ଗାଁର ବିଶ୍ୱଜିତ୍ ଆଚାର୍ଯ୍ୟ। ଅତ୍ୟଧିକ […]

boat-1
ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ି ୪ ନିଖୋଜ

ଢେଙ୍କାନାଳ: ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ି ତିନି ନିଖୋଜ। ଢେଙ୍କାନାଳ ମୋଟଙ୍ଗା ଥାନା ଖଡଗପ୍ରସାଦ ଘାଟରୁ ପରଜଙ୍ଗ ଥାନା କୁନନ୍ଦେଇପୁର ଘାଟକୁ ଯାଉଥିବା ବେଳେ ଏକ ହୁଲି ଡଙ୍ଗା ବୁଡ଼ି ଯିବାରୁ ଏଭଳି ଦୁର୍ଘଟଣା ଘଟିଛି। କିଛି ବାଟ ଯିବା ପରେ ଅତ୍ୟଧିକ ଓଜନ ହେତୁ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡି ଯାଇଥିବା କୁହାଯାଉଛି। ଡଙ୍ଗାରେ ଯାତ୍ରୀଙ୍କ ମଧ୍ୟରୁ ୫ ଜଣ ପହଁରି ପହଁରି କୁନନ୍ଦେଇପୁର ଘାଟରେ ପହଞ୍ଚିଥିଲେ । ତେବେ ଆଉ ୪ଜଣଙ୍କ ପତ୍ତା ମିଳି […]