• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "1026" result for "ଟ୍ରେନ" in https://otvkhabar.in

surjya patra
ଇ-ବିଧାନସଭା ଲାଗି ଆସନ୍ତାକାଲି ଠାରୁ ଟ୍ରେନିଂ ଆରମ୍ଭ

ଭୁବନେଶ୍ୱର: ୪ ଘଣ୍ଟା ବସିବ ଶୀତ ଅଧିବେଶନ। ରାଜ୍ୟ ବିଧାନସଭା ଶୀତ ଅଧିବେଶନ ନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। କୋଭିଡ କଟକଣା ଭିତରେ ଦୈନିକ ସାଢ଼େ ୪ ଘଣ୍ଟା ବସିବ ଶୀତ ଅଧିବେଶନ। ପ୍ରଶ୍ନ କାଳ ହେବ କି ନାହିଁ ସେନେଇ କିଛି ସ୍ଥିର କରାଯାଇନାହିଁ ବୋଲି ସୂର୍ଯ୍ୟ ପାତ୍ର କହିଛନ୍ତି। ବିଧାୟକ, କର୍ମଚାରୀ, ସାମ୍ବାଦିକଙ୍କ କୋଭିଡ଼ ଟେଷ୍ଟ ନେଇ ପରାମର୍ଶ ନିଆଯିବ। ଇ-ବିଧାନସଭା ଲାଗି ଆସନ୍ତାକାଲି ଠାରୁ ପ୍ରଶିକ୍ଷଣ ଶିବିର ଆରମ୍ଭ […]

breaking news
ବିଳମ୍ବିତ ରାତିରେ ଲାଇନ୍‌ଚ୍ୟୁତ୍‌ ହେଲା ଟ୍ରେନ୍‌ର ୧୨ ବଗି

କୋରାପୁଟ: କୋରାପୁଟ-ଜୟପୁର ରେଳପଥର ମାନବାର ରେଲ୍‌ୱେ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ୍‌ର ୧୨ଟି ବଗି ଲାଇନ୍‌ଚ୍ୟୁତ୍‌ ହୋଇଛି। ଗତକାଲି ରାତି ପ୍ରାୟ ୧୨ଟା ସମୟରେ ଏହି ଘଟଣା ଘଟିଛି। ଟ୍ରେନ୍‌ଟି ଲୁହାପଥର ଗୁଣ୍ଡ ବୋଝେଇ କରି ଛତିଶଗଡ଼ କିରଣ୍ଡୁଲ୍‌ରୁ ବିଶାଖାପାଟଣା ଯାଉଥିବା ବେଳେ ଲାଇନ୍‌ଚ୍ୟୁତ୍‌ ହୋଇଥିଲା। ଲାଇନ୍‌ଚ୍ୟୁତ୍‌ର କାରଣ ଅସ୍ପଷ୍ଟ ଥିବାବେଳେ ଉଦ୍ଧାର କାମ ଜାରି ରହିଛି।

headphone
ହେଡ୍‌ଫୋନ୍‌‌ ଲଗାଇ ରେଲ୍‌ୱେ ଟ୍ରାକ୍‌ରେ ଚାଲୁଥିଲେ ଦୁଇ ଯୁବକ, ମାଡ଼ି ଆସିଲା ଟ୍ରେନ୍‌

ବୁରହାନ୍‌ପୁର: ହେଡ୍‌ଫୋନ୍‌‌ ଲଗାଇ ରେଲ୍‌ୱେ ଟ୍ରାକ୍‌ ଉପରେ ଚାଲି ଚାଲି ଯାଉଥିଲେ, ପଛରୁ ଆସି ଧକ୍କା ଦେଲା ଟ୍ରେନ୍‌। ଫଳରେ ଘଟଣାସ୍ଥଳରେ ହିଁ ଚାଲିଗଲା ୨ ଯୁବକଙ୍କ ଜୀବନ। ମଧ୍ୟପ୍ରଦେଶ ବୁରହାନପୁରରେ ଏହି ଅଭାବନୀୟ ଘଟଣା ଘଟିଛି। ଟ୍ରେନ୍‌ଟି ଏତେ ଜୋରରେ ଧକ୍କା ଦେଇଥିଲା ଯେ, ଉଭୟଙ୍କ ଶରୀର ୫୦ରୁ ୬୦ ଖଣ୍ଡ ହୋଇଯାଇଥିଲା। ମୃତ ୨ ଯୁବକ ବୁରହାନପୁର ବିରୋଦା ଗାଁର ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଏହି ୨ ଯୁବକ ରେଲ୍‌ୱେ ଟ୍ରାକ୍‌ରେ ଚାଲି […]

12
ଟ୍ରେନ୍‌ ତଳୁ ବଞ୍ଚିଗଲେ ମହିଳା

ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କ ସହରରେ ଥିବା ମେଟ୍ରୋରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ୪୦ ବର୍ଷୀୟ ଜଣେ ମହିଳାଙ୍କୁ ମେଟ୍ରୋ ଟ୍ରେନ୍‌ ଆସିବାର କିଛି ସମୟ ପୂର୍ବରୁ ଟ୍ରେନ୍‌ ଟ୍ରାକ୍‌କୁ ଧକ୍କା ଦେଇଥିଲେ। ଫଳରେ ମହିଳା ଜଣକ ଟ୍ରେନ୍‌ର ତଳକୁ ଆସିଯାଇଥିଲେ। ଏହି ଘଟଣାଟି ୧୪ ଷ୍ଟ୍ରୀଟ୍‌ ୟୁନିୟନ୍‌ ସ୍କୋୟାରର ମେଟ୍ରୋ ଷ୍ଟେସନ୍‌ରେ ଘଟିଥିବା ଜଣାପଡ଼ିଛି। ମହିଳାଙ୍କର ଭାଗ୍ୟ ତାଙ୍କୁ ସାଥ୍ ଦେଇଛି। ଟ୍ରେନ୍‌ର ଚକା ତଳକୁ ଆସିଯାଇଥିଲେ ମଧ୍ୟ ସେ […]

railway track 22
ହେଡ୍‌ଫୋନ୍‌ ଲଗାଇ ରେଲ୍‌ୱେ ଟ୍ରାକ୍‌ରେ ମର୍ଣ୍ଣିଂ ୱାକ୍‌ କରୁଥିଲେ; ମାଡ଼ି ଆସିଲା ଟ୍ରେନ୍‌, ତା’ପରେ...

ସକାଳୁ ସକାଳୁ ହେଡ୍‌ଫୋନ୍‌ ଲଗାଇ ଜଣେ ଯୁବକ ରେଲ୍‌ୱେ ଟ୍ରାକ୍‌ରେ ମର୍ଣ୍ଣିଂ ୱାକ୍‌ କରୁଥିବା ସମୟରେ ଦ୍ରୁତ ବେଗରେ ମାଡ଼ି ଆସିଲା ଟ୍ରେନ୍‌। ହେଲେ ଯୁବକଙ୍କୁ ଟ୍ରେନ୍ ଧକ୍କା ଦେବା ପୂର୍ବରୁ‌ ସେ ତତ୍‌କ୍ଷଣାତ୍‌ ଟ୍ରାକ୍‌ରୁ ବାହାରକୁ ଚାଲି ଆସିଥିଲେ। ଫଳରେ ଏକ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିଲେ ଯୁବକ। ଏହି ହୃଦୟଥରା ଦୃଶ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ନେଟ୍‌ୱର୍କ ରେଲ୍‌ର ସୂଚନା ଅନୁସାରେ, ନଭେମ୍ବର ୬ ସକାଳ ସାଢ଼େ ୮ଟାରେ ଲଣ୍ଡନର ଚିଲର୍ଟନ୍‌ […]

proposed
ନାବାଳିକାଙ୍କୁ ଟ୍ରେନ୍‌ରେ ଦେଖି ପ୍ରପୋଜ କଲେ ଯୁବକ, ଆଉ ତା' ପରେ

ରାଉଲକେଲା: ଟ୍ରେନରେ ନାବାଳିକାଙ୍କୁ ଦୁର୍ବବ୍ୟହାର ଅଭିଯୋଗରେ ଜଣେ ଗିରଫ। ଗତ ୨୯ ତାରିଖରେ ମୁମ୍ବାଇ LTT ଏକ୍ସପ୍ରେସ୍‌ରେ ନାବାଳିକା ତାଙ୍କ ପରିବାର ସହ ଆସୁଥିବା ବେଳେ ଅଶ୍ଲୀଳ ବ୍ୟବହାର ନେଇ ଅଭିଯୋଗ ହୋଇଥିଲା। ସାଥୀ ଯାତ୍ରୀ ଜଣକ ଏପରି କରିଥିବା ଅଭିଯୋଗ ପରେ ରାଉରକେଲା ରେଳବାଇ ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିଛି। ନାବାଳିକା ଯାତ୍ରୀଙ୍କୁ ସଂପୃକ୍ତ ଅଭିଯୁକ୍ତ ଜଣକ ପ୍ରେମ ନିବେଦନ କରିବା ସହ ଅଶାଳୀନ ବ୍ୟବହାର କରିଥିବା ତାଙ୍କ ପରିବାର ଅଭିଯୋଗ କରିଥିଲେ। ତେବେ ରୋଡ୍‌ ରୋମିଓ […]

arvind-kejriwal
କୋଭିଡ୍‌ ମୁକାବିଲା ପାଇଁ ୫ ହଜାର ଯୁବକ-ଯୁବତୀଙ୍କୁ ଦିଆଯିବ ସ୍ୱାସ୍ଥ୍ୟ ସହାୟକ ଟ୍ରେନିଂ

ନୂଆଦିଲ୍ଲୀ: କରୋନାର ସମ୍ଭାବ୍ୟ ତୃତୀୟ ଲହର ସହ ମୁକାବିଲା କରିବାକୁ ପ୍ରସ୍ତୁତ ହେଉଛନ୍ତି ଦିଲ୍ଲୀ ସରକାର । ଏହି କ୍ରମରେ ୫ ହଜାର ଯୁବକ/ଯୁବତୀଙ୍କୁ ସ୍ୱାସ୍ଥ୍ୟ ସହାୟକା ଭାବେ ପ୍ରଶିକ୍ଷଣ ଦେବେ ବୋଲି ସ୍ଥିର କରିଛନ୍ତି ସରକାର । ଆଗକୁ ଦେଶରେ…

man doing stunts
ରେଲ୍‌ୱେ ଟ୍ରାକ୍‌ରେ ଷ୍ଟଣ୍ଟ୍‌ କରୁଥିଲେ; ହଠାତ୍‌ ଦ୍ରୁତ ବେଗରେ ମାଡ଼ି ଆସିଲା ଟ୍ରେନ୍‌, ତା’ପରେ...

ଗାନ୍ଧିନଗର: ଆପଣ, ଏମିତି ଅନେକ ଘଟଣା ଦେଖିଥିବେ ଯେଉଁଠି ବିପଦପୂର୍ଣ୍ଣ ଷ୍ଟଣ୍ଟ୍‌ କରି ଲୋକମାନେ ନିଜ ପାଇଁ ନିଜେ ସମସ୍ୟା ସୃଷ୍ଟି କରିଥାନ୍ତି। ହୁଏତ ଏହା ସେମାନଙ୍କ ପାଇଁ ଏକ ସଉକ ହୋଇପାରେ କିମ୍ବା ସୋସିଆଲ୍‌ ମିଡିଆରେ ଭିଡିଓ ପୋଷ୍ଟ କରି…

ଜଳିଗଲା ଏକ୍ସପ୍ରେସ୍‌ ଟ୍ରେନ୍‌
ଜଳିଗଲା ଏକ୍ସପ୍ରେସ୍‌ ଟ୍ରେନ୍‌

ଗ୍ୱାଲିୟର: ହୁତୁ ହୁତୁ ହୋଇ ଜଳିଗଲା ଟ୍ରେନ୍‌। ଆନ୍ଧ୍ରପ୍ରଦେଶ ଏସି ସୁପର୍‌ ଫାଷ୍ଟ ଏକ୍ସପ୍ରେସ୍‌ରେ ନିଆଁ ଲାଗି ଯାଇଥିବାର ସୂଚନା ମିଳିଛି। ମଧ୍ୟପ୍ରଦେଶ ଗ୍ୱାଲିୟରରେ ଆଜି ଏହି ଅଘଟଣ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଟ୍ରେନ୍‌ଟି ଦିଲ୍ଲୀରୁ ବିଶାଖାପାଟଣା ଅଭିମୁଖେ ଯାଉଥିଲା। ଟ୍ରେନ୍‌ରେ ନିଆଁ ଲାଗିଯିବା ଫଳରେ ପରିବେଶଟି ପୂରା ଧୂଆଁମୟ ହୋଇଯାଇଥିଲା। ଅନ୍ୟପକ୍ଷରେ, ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଏପଟେ ନିଆଁରେ କୌଣସି ଯାତ୍ରୀଙ୍କ କିଛି କ୍ଷତି ହୋଇନଥିବା ସୂଚନା […]

ରାଜଧାନୀ ଏକ୍ସପ୍ରେସ୍‌ରେ ଦିଆଯାଉଛି ବାସି ଖାଦ୍ୟ: ଅଧାବାଟରେ ଟ୍ରେନ୍‌ ଅଟକାଇଲେ ଯାତ୍ରୀ
ରାଜଧାନୀ ଏକ୍ସପ୍ରେସ୍‌ରେ ଦିଆଯାଉଛି ବାସି ଖାଦ୍ୟ: ଅଧାବାଟରେ ଟ୍ରେନ୍‌ ଅଟକାଇଲେ ଯାତ୍ରୀ

ଭୁବନେଶ୍ୱର: ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍‌ରେ ଦିଆଯାଉଛି ବାସି ଖାଦ୍ୟ। ଏପରି କିଛି ଗୁରୁତର ଅଭିଯୋଗ ଟ୍ରେନ୍‌ ଯାତ୍ରୀ ଆଣିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ଇଣ୍ଡିଆନ୍ ରେଲେୱେ କ୍ୟାଟରିଂ ଆଣ୍ଡ ଟୁରିଜିମ ଲିମିଟେଡରେ ଅଭିଯୋଗ କରିଛନ୍ତି ଯାତ୍ରୀ। ବି-୫ ବଗିରେ ବାସି ଖାଦ୍ୟ ଦିଆଯାଇଥିବା ଅଭିଯୋଗରେ ଟ୍ରେନ୍‌ ମଝି ରାସ୍ତାରେ ଅଟକାଇଛନ୍ତି ଯାତ୍ରୀ। ମିଳିଥିବା ସୂଚନା ମୁତାବକ ଟାଟା ନଗର ଷ୍ଟେସନ୍‌ରେ ଅଟକି ରହିଛି ରାଜଧାନୀ ଏକ୍ସପ୍ରେସ୍।

ଚଳନ୍ତା ଟ୍ରେନରୁ ଖସି ୨ ନାବାଳକ ଗୁରୁତର
ଚଳନ୍ତା ଟ୍ରେନରୁ ଖସି ୨ ନାବାଳକ ଗୁରୁତର

ରାୟଗଡା : ଚଳନ୍ତା ଟ୍ରେନରୁ ଠେଲି ଦେଲା ଦୁର୍ବୃତ୍ତ। ପଡିଯାଇ ୨ଜଣ ନାବାଳକ ଗୁରୁତର। ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଲେଲିଗୁମ୍ମା ନିକଟରେ ଘଟିଛି ଏହି ଘଟଣା। ଗୁରୁତର ଦୁଇ ଜଣ ହେଲେ ଟିକିରି ଥାନା ଡାବୁଡା ଗାଁର ସନ୍ତୋଷ ନାୟକ ଓ ଲୋଚନ ନାୟକ। ସେମାନଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ହସପିଟାଲରେ ଭର୍ତ୍ତି କରାଯାଇଛି। ଆଜି ଦୁହେଁ କୋରାପୁଟ-ବିଶାଖାପାଟଣା ଟ୍ରେନ୍‌ରେ ଟିକିରିରୁ ଲେଲିଗୁମ୍ମା ଯାଉଥିବା ବେଳେ କେହି ସେମାନଙ୍କୁ ଠେଲି ଦେଇଥିବା ଅଭିଯୋଗ ହୋଇଛି। ତେବେ […]

ମାଲବାହୀ ଟ୍ରେନ ଲାଇନଚ୍ୟୁତ
ମାଲବାହୀ ଟ୍ରେନ ଲାଇନଚ୍ୟୁତ

କୋରାପୁଟ: କୋରାପୁଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ। କୋରାପୁଟ ଜୟପୁର ମଧ୍ୟରେ ଥିବା ଦୟାନିଧିଗୁଡା ଷ୍ଟେସନରେ ଲାଇନଚ୍ୟୁତ ହୋଇଥିଲା। ଏହି ମାଲବାହୀ ଟ୍ରେନ  ବିଳମ୍ବିତ ରାତ୍ରୀରେ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ଟ୍ରେନଟି ଜୟପୁରରୁ ବିଶାଖାପାଟଣା ଯାଉଥିଲା। ମାଲବାହୀ ଟ୍ରେନର ଇଂଜିନ ଲାଇନଚ୍ୟୁତ ହେବାପରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ଓ ମରାମତି ପରେ ଏବେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଛି।

ବେତନଟୀ ଥାନା ବଙ୍ଗଳା ଛକରେ ବସକୁ ଧକ୍କା ଦେଲା ଟ୍ରେନ୍‌ : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ବାରିପଦା: ବାରିପଦାର ବେତନଟୀ ଥାନା ବଙ୍ଗଳା ଛକରେ କାଲି ବିଳମ୍ବିତ ରାତିରେ ଏକ ବସକୁ ଧକ୍କା ଦେଇଥିଲା ଟ୍ରେନ୍‌। ଦୁର୍ଘଟଣାରେ ବସଟି ଚୁରମାର ହୋଇଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଥିଲେ ଡ୍ରାଇଭର। ବସ୍‌ରେ କେହି ଯାତ୍ରୀ ନଥିବାରୁ କେହି ମୃତାହତ ହୋଇନଥିବା ଜଣାପଡ଼ିଛି ବସଟି ଭାରସାମ୍ୟ ହରାଇବାରୁ ବଙ୍ଗଳା ଛକରେ ରେଳଧାରଣା ଉପରକୁ ଚାଲିଆସିଥିଲା। ଏହି ସମୟରେ ବାଲେଶ୍ୱରରୁ ବାରିପଦା ଯାଉଥିବା ଡିଏସ୍‌ୟୁ ଟ୍ରେନ ବସ୍‌କୁ ଧକ୍କା ଦେବା ସହ କିଛି ଦୂର ଘୋଷାଡ଼ି ନେଇଥିଲା। ଦୁର୍ଘଟଣା ବେଳେ […]

train accident
ପାକିସ୍ତାନରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା : ୩୦ ମୃତ

ଇସଲାମାବାଦ : ପଡୋଶୀ ଦେଶ ପାକିସ୍ତାନରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା । ସିନ୍ଧର ଡହାରକି ଅଞ୍ଚଳରେ ଦୁଇ ଟ୍ରେନ୍ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି । ଏବେ ସୁଦ୍ଧା ୩୦…

corona
କରୋନାର ନାମକରଣ କଲା WHO: ଭାରତ ଷ୍ଟ୍ରେନର ନାଁ ରଖିଲା କପ୍ପା ଓ ଡେଲ୍ଟା

ନୂଆଦିଲ୍ଲୀ: ବିଶ୍ୱରେ ସବୁରି ପାଖରେ ପରିଚିତ ନାମ ‘କରୋନା ଭାଇରସ’। ବିଭିନ୍ନ ଭାରିଏଣ୍ଟ  ଅନୁସାରେ ଏହାର ବିଭିନ୍ନ ନାମ ରଖାଯାଇଥିଲା ।  ଏବେ ଏହି ଭାଇରସର ନୂଆ ନାମକରଣ କରିଛି WHO। ପ୍ରଥମେ କରୋନା ଭାଇରସର ବିଭିନ୍ନ ଭାରିଏଣ୍ଟର ନାମକରଣ ସେହି…

corona
ଭାରତରେ ଚିହ୍ନଟ ହୋଇଥିବା ସର୍ବପ୍ରଥମ ଷ୍ଟ୍ରେନ ‘ଡେଲ୍ଟା’ : କୋଭିଡ ଭାରିଏଣ୍ଟର ନାମ ଦେଲା WHO

ଅଦୃଶ୍ୟ ଭାଇରସର ନାମକରଣ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଭାରତରେ ଚିହ୍ନଟ ହୋଇଥିବା ପ୍ରଥମ କରୋନା ଭାରିଏଣ୍ଟର ନାମ ଡେଲ୍ଟା’ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସୋମବାର ଏହି ନାମ ରଖାଯାଇଛି । କରୋନା ଭାଇରସର ଉତ୍ପତ୍ତି ସ୍ଥଳକୁ…

delhi cm
କରୋନାର ନୂଆ ଷ୍ଟ୍ରେନକୁ ନେଇ ଅରବିନ୍ଦ କେଜ୍ରିୱାଲଙ୍କ ଟ୍ୱିଟ ପରେ ହଙ୍ଗାମା ଆରମ୍ଭ

ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହରୀ ଦେଶରେ ତାଣ୍ଡବ ରଚୁଥିବା ବେଳେ ତୃତୀୟ ଲହରୀକୁ ନେଇ ସତର୍କତା ବଢ଼ିଯାଇଛି । ଆଉ ଏପରି ସମୟରେ ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରୋନାର ସିଙ୍ଗାପୁର ଷ୍ଟ୍ରେନକୁ ନେଇ ଚିନ୍ତା ବ୍ୟକ୍ତ କରିବା…

Chid corona
ଭାରତ ପରେ ସିଙ୍ଗାପୁରରେ ଡରାଇଲାଣି କରୋନାର ନୂଆ ଷ୍ଟ୍ରେନ୍, କମ୍ ବୟସ୍କଙ୍କ ପ୍ରତି ରହିଛି ବିପଦ

ନୂଆଦିଲ୍ଲୀ: ଭାରତ ପରେ ସିଙ୍ଗାପୁରକୁ ଡରାଇଲା କରୋନାର ନୂଆ ଷ୍ଟ୍ରେନ୍ B.1.617 । ଭାରତରେ ଦ୍ୱିତୀୟ ଲହର ପଛରେ ଏହି ଭାରିଆଣ୍ଟର ପ୍ରମୁଖ ଭୂମିକା ଥିବା ଆଶଙ୍କା କରାଯାଉଥିବା ବେଳେ, ସିଙ୍ଗାପୁରରେ ବି ହଠାତ୍ ସଂକ୍ରମଣ ହାରକୁ ବଢ଼ାଇଛି ଏହି ନିର୍ଦ୍ଦିଷ୍ଟ…

train
ପାଞ୍ଚ ଶହ ଟଙ୍କା ପାଇଁ ଚଳନ୍ତା ଟ୍ରେନରୁ ଧକ୍କା ଦେଲେ ଟିଟିଇ : ଘଟଣାସ୍ଥଳରେ ଶ୍ରମିକଙ୍କ ଜୀବନ ଚାଲିଗଲା

ତରବରିଆ ଭାବେ ବିନା ଟିକେଟରେ ଯାତ୍ରା କରୁଥିଲେ ବସନ୍ତ ଟିକେଟ ନଥିବାରୁ ଠେଲି ଦେଲେ ଟିଟିଇ  ଜୀବନର ମୂଲ୍ୟ ଠାରୁ କ’ଣ ୫୦୦ ଟଙ୍କା ବଡ଼ ଲକ୍ଷ୍ନୌ : ସଂକ୍ରମଣର ଭୟାବହତା ଭିତରେ ହଜିଯାଉଛି ମାନବିକତା । ପାଞ୍ଚ ଶହ ଟଙ୍କା…

covaxin
‘ୟୁକେ ଷ୍ଟ୍ରେନ୍ ଏବଂ ଭାରତର ଭ୍ୟାରିଆଣ୍ଟ ବିରୋଧରେ ଅଧିକ ପ୍ରଭାବୀ କୋଭାକ୍ସିନ’

ନୂଆଦିଲ୍ଲୀ: କରୋନା ମହାମାରୀର ୟୁକେ ଷ୍ଟ୍ରେନ୍ ଏବଂ ଭାରତରେ ଦେଖାଦେଇଥିବା ଭ୍ୟାରିଆଣ୍ଟ ବିରୋଧରେ ପ୍ରଭାବୀ ହେଉଛି କୋଭାକ୍ସିନ । ଏହି କରୋନା କବଚର ନିର୍ମାଣକାରୀ ସଂସ୍ଥା ଭାରତ ବାୟୋଟେକ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଦେଶରେ ଦେଖାଦେଇଥିବା B.1.617 ଷ୍ଟ୍ରେନ…

train
ଦେଶରେ ବଢୁଛି କରୋନା ସଂକ୍ରମଣ: ମେ ୯ରୁ ୨୮ଟି ସ୍ପେଶାଲ ଟ୍ରେନ୍ ବାତିଲ୍ ପାଇଁ ନିଷ୍ପତ୍ତି

ନୂଆଦିଲ୍ଲୀ: ପୁଣିଥରେ ଟ୍ରେନ୍ ସେବାକୁ ରୋକିଲା ମହାମାରୀ କରୋନା। ଆସନ୍ତା ୯ ତାରିଖରୁ ଦେଶବ୍ୟାପୀ ୨୮ଟି ଏକ୍ସପ୍ରେସ ତଥା ସ୍ପେଶାଲ ଟ୍ରେନ୍ ଚଳାଚଳକୁ ବାତିଲ କରିବାକୁ ରେଲୱେ  ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଲଗାତାର ଭାବେ ଦେଶରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ…

train bridge collapse
ଓଭର ବ୍ରିଜ୍‌ରେ ମେଟ୍ରୋ ଟ୍ରେନ ଯାଉଥିବା ବେଳେ ୧୬ ଫୁଟ ତଳକୁ ଖସି ପଡ଼ିଲା, ୨୩ ମୃତ

ମେକ୍ସିକୋ: ସାରା ବିଶ୍ୱ ଏବେ ମହାମାରୀ କରୋନାର ମୁକାବିଲା କରୁଥିବାବେଳେ ମେକ୍ସିକୋରୁ ଏକ ଦୁଃଖଦପୂର୍ଣ୍ଣ ଖବର ଆସିଛି। ମେକ୍ସିକୋ ସିଟିରେ ସୋମବାର ଦିନ ଏକ ଭୟଙ୍କର ଦୁର୍ଘଟଣା  ଘଟିଛି। ମେକ୍ସିକୋ ସିଟିରେ ଏକ ମେଟ୍ରୋ ଟ୍ରେନ୍‌ ଓଭରବ୍ରିଜ୍‌ ଉପରେ ଯାଉଥିବା ବେଳେ…