
ଆଜିହେଉଛି ଦୋଳ ପୂର୍ଣ୍ଣିମା। ତେବେ ଆଜି ଦୋଳରେ ଆମେ ଆପଣଙ୍କୁ ଏକ ନିଆରା ମିଠା ‘ସେଓ ଜିଲାପି’ ବିଷୟରେ କହିବୁ ଆସନ୍ତୁ ଜାଣିବା। ଆବଶ୍ୟକ ସାମଗ୍ରୀ: ସେଓ, ମଇଦା, ଚିନି, ତେଲ, ଲେମ୍ବୁରସ, ଗୁଜୁରାତି ଗୁଣ୍ଡ, କାଜୁ ଓ ପେସ୍ତା। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗରମ ପାଣିରେ ଅଳ୍ପ ଚିନି ପକାଇ ଗୋଳାଇ କିଛି ସମୟ ଯାଏ ରଖି ଦିଅନ୍ତୁ। ବର୍ତ୍ତମାନ ଏକ ପାତ୍ରରେ ମଇଦା, କିଛି ବୁନ୍ଦା ତେଲ ଓ ଚିନିକୁ ମିଶାଇ ଏକ ମିଶ୍ରଣ […]
ଭଦ୍ରକ(ତପନ ସ୍ୱାଇଁ): ରାସ୍ତାରେ ଧାନ ବସ୍ତା ରଖି ଆନ୍ଦୋଳନ କରୁଛନ୍ତି ଚାଷୀ। ଏହି ଆନ୍ଦୋଳନ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରେ ଦେଖିବାକୁ ମିଳିଛି। ସେଠାରେ ଚାଷୀମାନେ ଆନ୍ଦୋଳନ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି। ଖରିଫ ଋତୁରେ ୨୨ଟି ସମିତି ଜରିଆରେ ଧାନକିଣା ପାଇଁ ଯୋଜନା ହୋଇଥିଲା। କିନ୍ତୁ ପର୍ଯ୍ୟାୟ କ୍ରମେ ମିଳିଥିବା ଟାର୍ଗେଟ ଅନୁସାରେ ସମିତି ଗୁଡ଼ିକ ଚାଷୀଙ୍କ ଠାରୁ ଧାନ କିଣା ଆରମ୍ଭ ହୋଇଥିଲା। ଏମିତିକି ସମିତିରେ ଆଣି ଚାଷୀ ଧାନ ଗଦା କରୁଥିଲେ ବି, ମିଲର ନେଉ […]
ନୂଆଦିଲ୍ଲୀ: ସରକାରଙ୍କୁ ଚ୍ୟାଲେଞ୍ଜ ଦେବାକୁ ପୁଣି ଚାଷୀଙ୍କ ସଜବାଜ ଆରମ୍ଭ ହୋଇଯାଇଛି। ୬ ତାରିଖରେ ଦେଶବ୍ୟାପୀ ରାଜପଥ ଅବରୋଧ ଲାଗି ବଡ଼ ଧରଣର ଆୟୋଜନ ହେଉଛି। ଆଉ ଏଣେ ସେମାନଙ୍କ ବାଟ ଓଗାଳିବାକୁ ବି ଦିଲ୍ଲୀ ପୋଲିସ ନିଜକୁ ପ୍ରସ୍ତୁତ କରୁଛି। ଗତ ୨୯ରେ ୟୁପିର ମୁଜାଫରନଗର ପରେ ଗତକାଲି ହରିୟାଣାର ଜିନ୍ଦରେ ଅନୁଷ୍ଠିତ ହୋଇଥିଲା ଚାଷୀ ମହାପଞ୍ଚାୟତ। ଚାଷୀ ଆନ୍ଦୋଳନର ନେତୃତ୍ୱ ନେଉଥିବା ଭାରତୀୟ କିଷାନ ୟୁନିୟନ ନେତା ରାକେଶ ସିଂହ ଟିକାୟତ ଏଥିରେ ସାମିଲ […]
ନୂଆଦିଲ୍ଲୀ: ଦେଶରେ ଚାଷୀଙ୍କ ଆନ୍ଦୋଳନ ଜୋର ଧରୁଛି। ଆସନ୍ତା ୬ତାରିଖରୁ ଦେଶବ୍ୟାପୀ ଚାଷୀ ଆନ୍ଦୋଳନ କରିବେ। ଏହି ୬ ତାରିଖରେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ସମସ୍ତ ଜାତୀୟ ରାଜପଥ ସହ ରାଜ୍ୟ ରାଜପଥ ଅବରୋଧ କରିବେ ବୋଲି ଭାରତୀୟ କିଶାନ ସଂଘ ଚେତାନବୀ ଦେଇଛି। ଚାଷୀ ନେତା ବଲବୀର ସିଂ ରାଜେୱାଲା ଏବଂ ଯୋଗେନ୍ଦ୍ର ଯାଦବ ଏନେଇ ସୂଚନା ଦେଇଛନ୍ତି। ଏପଟେ ଗାଜିପୁର ସୀମାରେ ପହଞ୍ଚି ଦିଲ୍ଲୀ ପୋଲିସ କମିଶନର ଏସ.ଏନ ଶ୍ରୀବାସ୍ତବ ସୁରକ୍ଷା […]
ନୂଆଦିଲ୍ଲୀ: ଚାଷୀମାନଙ୍କର ଆନ୍ଦୋଳନ କରିବାର ଅଧିକାର ଅଛି। ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି।ସୁପ୍ରିମକୋର୍ଟ କହିଛନ୍ତି ଯେ ଚାଷୀମାନଙ୍କର ଆନ୍ଦୋଳନ କରିବାର ଅଧିକାର ଅଛି। ତେବେ ଆନ୍ଦୋଳନ ଯେଉଁ ଢଙ୍ଗରେ ହେଉଛି, ଆମେ ନଜର ରଖିଛୁ। ଏହାର ତରିକା ବଦଳାଯାଉ, ଯେମିତିକି ସାଧାରଣ ଲୋକ ହଇରାଣ ହେବେନି। ଯେ ପର୍ଯ୍ୟନ୍ତ ଧନଜୀବନକୁ ହାନୀ ନପହଞ୍ଚାଇଛି, ସେଯାଏ ଆନ୍ଦୋଳନ ସାମ୍ବିଧାନିକ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଆନ୍ଦୋଳନରତ ଚାଷୀମାନଙ୍କୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି ଯେ ଏକ ନିରପେକ୍ଷ […]
ଭୁବନେଶ୍ୱର: କୃଷକ ଆନ୍ଦୋଳନ ନେଇ ନିଜର ଆଭିମୁଖ୍ୟ ରଖିଲା ବିଜେଡି। ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ କୃଷକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଆଶଙ୍କା ଓ ଦ୍ୱନ୍ଦ୍ୱ ଦୂର କରିବା ଗୁରୁତ୍ୱପୂର୍ଣ୍ଣ। ଡିସେମ୍ବର ୯ରେ ସରକାର ଓ କୃଷକଙ୍କ ମଧ୍ୟରେ ଏ ନେଇ ଆଲୋଚନା ହେବ। ଆଲୋଚନା ମାଧ୍ୟମରେ ସମସ୍ୟା ଦୂର ନେଇ ବିଜେଡି ଆଶାବାଦୀ ରହିଛି। MSPକୁ ଦୁଇଗୁଣା ବୃଦ୍ଧି ଲାଗି ବିଜେଡି ଦାବି କରିଆସୁଛି। ବିଜେଡି ସବୁବେଳେ କୃଷକଙ୍କ […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ଭାରିଗଦାଠାରେ ଖରସ୍ରୋତା ନଦୀରେ ହେବାକୁ ଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ। ପ୍ରକଳ୍ପକୁ ବିରୋଧ କରି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ପକ୍ଷରୁ ଜଳ ସତ୍ୟାଗ୍ରହ କରାଯାଇଛି। ପ୍ରସ୍ତାବିତ ପ୍ରକଳ୍ପକୁ ବନ୍ଦ କରିବା ଦାବିରେ ଆଜି ଶତାଧିକ ମହିଳା ଏକାଠି ହୋଇ ଖରସ୍ରୋତା ନଦୀ ଭିତରେ ପଶି ଜଳ ସତ୍ୟାଗ୍ରହ କରିଛନ୍ତି। ପ୍ରଥମେ ଖରସ୍ରୋତା ନଦୀର ତଳ ମୁଣ୍ଡରେ ବ୍ୟାରେଜ ର୍ନିମାଣ ସହ ଆଳି ଓ ରାଜକନିକା ବ୍ଲକରେ ପାନୀୟଜଳ […]
ବିଜୁଳି ଦର ବୃଦ୍ଧି ପ୍ରତିବାଦରେ ବିଜେପିର ଆନ୍ଦୋଳନ । ବିଦ୍ୟୁତ ଦରବୃଦ୍ଧି ଓ ଅଘୋଷିତ ବିଦ୍ୟୁତ କାଟ୍ ନେଇ ଆନ୍ଦୋଳନ ଆରମ୍ଭ କରିଛି ବିଜେପି । ଆଜିଠୁ ୨୦ ତାରିଖ ପର୍ଯ୍ୟନ୍ତ ସପ୍ତାହେ ବ୍ୟାପୀ ସବୁ ବିଦ୍ୟୁତ ଅଫିସ ଆଗରେ ଦଳ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।
ଏଥର ବି କରୋନା ମାଡ଼ରେ ଫିକା ହେବ ଦୋଳ ମେଳଣ ଓ ହୋଲି ମଉଜ। ସର୍ବସାଧାରଣ ସ୍ଥାନରେ ହୋଲି ଖେଳ ମନା ହୋଇଥିବା ବେଳେ, ଦୋଳଯାତ୍ରା ଓ ମେଳଣ ପାଇଁ ଗାଇଡଲାଇନ ଜାରି ହୋଇଛି। ସେପଟେ ବ୍ରହ୍ମପୁରର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ବି ସ୍ଥଗିତ ରହିପାରେ ବୋଲି ସୂଚନା ମିଳିଛି
ଆସନ୍ତାକାଲି ଦେଶବ୍ୟାପି ଚକାଜାମ୍ କରି ଆନ୍ଦୋଳନ କରିବେ ଚାଷୀ। ଦିନ ୧୨ଟାରୁ ଅପରାହ୍ନ ୩ଟା ଯାଏଁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାକୁ କୃଷକ ସଂଗଠନଗୁଡ଼ିକ ନିଷ୍ପତ୍ତି ନେଇଛନ୍ତି। କୃଷକଙ୍କ ଚକାଜାମ୍ ଆନ୍ଦୋଳନକୁ ଦୃଷ୍ଟିରେ ଦେଶବ୍ୟାପୀ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ଦିଲ୍ଲୀ ଚାଷୀ ଆନ୍ଦୋଳନରେ ଫାଟ ଦେଖିବାକୁ ମିଳିଛି। ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ନାଁରେ ବ୍ୟାପକ ହିଂସାକାଣ୍ଡ ପରେ ଭାରତୀୟ କିଷାନ ୟୁନିୟନ ଭାନୁ ଏବଂ ଅଲ୍ ଇଣ୍ଡିଆ କିଷାନ୍ ସଂଘର୍ଷ କୋର୍ଡିନେସନ୍ କମିଟି ଆନ୍ଦୋଳନରୁ ଓହରିଛି।
ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ଆନ୍ଦୋଳନ ରୋକିବାକୁ ନେଇ ଦିଲ୍ଲୀ ପୋଲିସ କରିଥିବା ଆବେଦନ ଉପରେ ଶୁଣାଣି କରି ଏହା କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।
ଆଉ ଅନ୍ୟପଟେ, କେନ୍ଦ୍ର ଆଇନରେ ସଂଶୋଧନ ନକଲେ ଆନ୍ଦୋଳନ ସରିବ ନାହିଁ ବୋଲି ଚରମବାଣୀ ଶୁଣାଇଛନ୍ତି ଚାଷୀ। ତେବେ ଏହାରି ମଧ୍ୟରେ ବିଜେପି ସାଂସଦ ତଥା ବଲିଉଡ ଅଭିନେତ୍ରୀ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଛନ୍ତି।
ପରୀକୁ ନ୍ୟାୟ ପାଇଁ ବିଜେପିର ୫ ଦିନିଆ ପଦଯାତ୍ରା ଶେଷ ହୋଇଥିଲେ ମଧ୍ୟ ଏହି ଆନ୍ଦୋଳନ ଆଗକୁ ଗାଁ ଗାଁ ଏବଂ ଘର ଘରକୁ ନିଆଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଗତକାଲି ଇଟାମାଟିରୁ ଆରମ୍ଭ କରିଥିବା ଏହି ଯାତ୍ରା ସାରେ ଯଦୁପୁରରେ ପହଂଚିଥିଲା। ଗାଁରେ ପହଞ୍ଚିବା ପରେ ସିଦ୍ଧେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହାପରେ ସିଧାସଳଖ ପରୀ ଘରକୁ ଯାଇ ମାଆ ଓ ବାପାଙ୍କୁ ଭେଟିଥିଲେ। ସେମାନଙ୍କୁ ସମବେଦନା ଜଣାଇଥିଲେ ବିଜେପି ନେତ୍ରୁବୃନ୍ଦ।
'ଆମ ପାଠାଗାର' ଓଡିଶାରେ ପାଠାଗାର ଆନ୍ଦୋଳନକୁ ଉଜ୍ଜୀବିତ କରିବାକୁ ଅଭିନେତ୍ରୀ ଓ ସମାଜସେବୀ ବର୍ଷା ପ୍ରିୟଦର୍ଶିନୀଙ୍କର ଏକ ପ୍ରୟାସ। ପାଠାଗାର ଆନ୍ଦୋଳନର ଅଗ୍ରଗାମୀ ଦୂତ ଥିଲେ ଦାସିଆ ଅଜା (ସ୍ୱର୍ଗତ ଦାଶରଥୀ ପଟ୍ଟନାୟକ)
ଦିଲ୍ଲୀ ସୀମାରେ ଚାଲିଥିବା ଚାଷୀଙ୍କ ଆନ୍ଦୋଳନକୁ ନେଇ ଆଜି ପୁଣି ସୁପ୍ରିମକୋର୍ଟରେ ଶୁଣାଣି। ଅବରୋଧ ହଟାଇବା ନେଇ ହୋଇଥିବା ଆବେଦନ ଉପରେ ଆଜି ଶୁଣାଣି ହେବ। ଗତକାଲି ମାମଲାର ଶୁଣାଣି କରି ଚାଷୀଙ୍କ ଦାବିର ସମାଧାନ ପାଇଁ ସ୍ୱତନ୍ତ୍ର କମିଟି ଗଠନ କରିବାକୁ ସୁପ୍ରିମକୋର୍ଟ କହିଥିଲେ।
ଦେଶରେ ଥମିବାରେ ନା ନେଉ ନାହିଁ ଚାଷୀ ଆନ୍ଦୋଳନ । ଲଗାତାର ଭାବରେ କୃଷକମାନେ ଆନ୍ଦୋଳନରେ ବସିଛନ୍ତି । ଶୀତ କାକରକୁ ଖାତର ନକରି ରାଜରାସ୍ତାରେ ସେମିତି ଅଖିଆ ଓ ଅପିଆ ବସିଛନ୍ତି ଚାଷୀ । ବାରମ୍ବାର ସରକାରଙ୍କ ସହ ଆଲୋଚନା ପରେ ବି କୌଣସି ନିଷ୍କର୍ସ ବାହାରି ପାରୁନାହିଁ
ନୂଆ କୃଷି ଆଇନ ବିରୋଧରେ ଚାଲିଥିବା କୃଷକଙ୍କ ଆନ୍ଦୋଳନ ଆଜି ୧୮ ଦିନରେ ପହଞ୍ଚିଛି । ଆଜି ଆନ୍ଦୋଳନରେ ସାମିଲ ହୋଇଛନ୍ତି ରାଜସ୍ଥାନର କୃଷକ ଶହ ଶହ କୃଷକ । ଦିଲ୍ଲୀ-ଜୟପୁର ରାଜରାସ୍ତାକୁ ଓହ୍ଲାଇଛନ୍ତି ।
ନୂଆଦିଲ୍ଲୀ : ପୁଣି ବିବାଦ ଘେରରେ କେନ୍ଦ୍ର ମନ୍ତ୍ରୀ ରାଓସାହେବ ଦାନବେ । ସେ କହିଛନ୍ତି ଯେ, ଦିଲ୍ଲୀ ସୀମାରେ ଧାରଣା ଦେଉଥିବା ଚାଷୀ ନୁହଁନ୍ତି । ଏହାପଛରେ ରହିଛି ଚୀନ ଓ ପାକିସ୍ତାନର ହାତ । ଯାହାକୁ ନେଇ ଏବେ ବିଭିନ୍ନ ମହଳରେ ଦେଖାଦେଇଛି ବିରୋଧ । ଜଣେ କେନ୍ଦ୍ର ମନ୍ତ୍ରୀଙ୍କ ବୟାନକୁ ନେଇ କଡ଼ା ସମାଲୋଚନା କରିଛନ୍ତି ଶିବସେନା ମୁଖପାତ୍ର ସଞ୍ଜୟ ରାଉତ । ସଞ୍ଜୟ କହିଛନ୍ତି ଯେ, ଯଦି, ଚାଷୀଙ୍କ ଆନ୍ଦୋଳନ ପଛରେ […]
ନୂଆଦିଲ୍ଲୀ : ଚାଷୀଙ୍କ ଆନ୍ଦେ।ଳନର ବହାରିବ କି ସମାଧାର ବାଟ? ସୂଚନା ଅନୁସାରେ ମୋଦି ସରକାର ଚାଷୀଙ୍କୁ ସନ୍ତୁଷ୍ଟ କରିବାକୁ କିଛି ପ୍ରସ୍ତାବ ଦେଇଛନ୍ତି । ଅଲ ଇଣ୍ଡିଆ କିଷାନ ସଙ୍ଗଠନର ନେତା ରାଜା ରାମ ସିଂହଙ୍କ କହିବା ଅନୁଯାୟୀ ସରକାରଙ୍କ କିଛି ପ୍ରସ୍ତାବ ମିଳିଛି । ଏଥିରେ ସରକାର MSP ବ୍ୟବସ୍ଥା ଜାରି ରଖିବା, APMCକୁ ସୁଦୃଢ଼ କରିବା ଏବଂ ମଣ୍ଡି ବ୍ୟବସ୍ଥାରେ ସୁଧାର ଆଣିବା ନେଇ ପ୍ରସ୍ତାବ ରହିଥିବା ସୂଚନା ମିଳିଛି । ଏଥିସହ […]
ନିଜ ଦାବୀ ପୂରଣ କରିବାକୁ ଆନ୍ଦୋଳନକୁ ଜୋରସୋରରେ ଜାରି ରଖିଛନ୍ତି ଚାଷୀ । ପ୍ରବଳ ଥଣ୍ଡାକୁ ଖାତିର ନକରି ରାସ୍ତା ଉପରେ ଭୋକ ଉପାସରେ ପଡିରହିଛନ୍ତି ଚାଷୀ । ରାଜଧାନୀ ଦିଲ୍ଲୀ ବର୍ଡରରେ ଅନେକ ଦିନ ହେବ ଧାରଣାରେ ବସିଛନ୍ତି ଚାଷୀ ।
ନୂଆଦିଲ୍ଲୀ: ମେ’ ୨୬ରେ ସମ୍ୟୁକ୍ତା କିଷାନ ମୋର୍ଚ୍ଚା ପକ୍ଷରୁ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇଛି। ୧୨ ପ୍ରମୁଖ ବିରୋଧୀ ଦଳ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି। କେନ୍ଦ୍ରର କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନକୁ ୬ ମାସ ପୂରିବାକୁ ଯାଉଛି। ଏହି ଅବସରରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି। କଂଗ୍ରେସ, ଜେଡି-ଏସ, ଏନସିପି, ଟିଏମସି, ଶିବସେନା, ଡିଏମକେ, ଜେଏମଏମ, ଜମ୍ମୁ ଆଣ୍ଡ କଶ୍ମୀର ନ୍ୟାସନାଲ କନଫରେନ୍ସ,, ସମାଜବାଦୀ ପାର୍ଟି, ଆରଜେଡି, […]
ଆଲର୍ଟରେ ଦିଲ୍ଲୀ ପୋଲିସ୍ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ଆଜି କଳା ଦିବସ ପାଳନ କରିବେ କୃଷକ ସଂଗଠନ । ସଂକ୍ରମଣ ଭୟ ଭିତରେ କୃଷକ ସଂଗଠନ କରୁଥିବା ବିକ୍ଷୋଭକୁ ଆଜି ୬ ମାସ ପୂରିଛି । ସାରା ଦେଶରେ କଳା ଦିବସ ପାଳନ କରାଯାଉ ବୋଲି କୃଷକମାନେ ଆହ୍ୱାନ ଦେଇଛନ୍ତି । ସମସ୍ତଙ୍କ ଘରେ ଓ ଗାଡ଼ିରେ କଳା ପତାକା ଲଗାଇ ମୋଦି ସରକାରଙ୍କ କୁଶପୁତ୍ତଳିକା ଦାହ କରିବାକୁ ଦେଶବାସୀଙ୍କୁ […]