• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "729" result for "ଦୋଳ" in https://otvkhabar.in

layer strike
ଓକିଲ ଆନ୍ଦୋଳନ ଯୋଗୁଁ ଆଇନସେବା ଠପ୍‌

ଭୁବନେଶ୍ୱର :  କୁହାଯାଏ ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ ; ହେଲେ ଭିନ୍ନ ଭିନ୍ନ କାରଣରୁ ରାଜ୍ୟର ସର୍ବତ୍ର ଚାଲିଥିବା ଓକିଲ ଆନ୍ଦୋଳନ ଯୋଗୁଁ ବିଳମ୍ବ କଥା ଛାଡ଼ନ୍ତୁ, ବଲାଙ୍ଗିରର ରମେଶଙ୍କ ଭଳି ଅନେକ ସାଧାରଣ ଲୋକ ଜାମିନ ଆବେଦନ ବି କରିପାରୁନାହାଁନ୍ତି। ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ଚାଲିଛି। ଆଉ ଏପଟେ ହାଇକୋର୍ଟରେ ବି ଆନ୍ଦୋଳନ ଯୋଗୁଁ ଠପ୍ ହୋଇଯାଇଛି ବିଚାର ପ୍ରକ୍ରିୟା।  ହେଲେ ଏଠି କିନ୍ତୁ ପ୍ରସଙ୍ଗ ଅଲଗା। ହାଇକୋର୍ଟ […]

toll tax
ଟୋଲ୍ ଟ୍ୟାକ୍ସ ଛାଡ୍ ଦାବିରେ ଆନ୍ଦୋଳନ

ସମ୍ବଲପୁର: ଆଜିଠାରୁ ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ୍ ୱେରେ ଥିବା ୩ଟି ଟୋଲ୍ ପ୍ଲାଜାରେ ଆନ୍ଦୋଳନ ଆରମ୍ଭ ହୋଇଛି।   ସମ୍ବଲପୁର ହାଇୱେ ୟୁଜର୍ସ ଫୋରମ୍ ପକ୍ଷରୁ ସୁନ୍ଦରଗଡ଼ର ମସନିକାନି, ସମ୍ବଲପୁରର ରେଙ୍ଗାଲି ଓ ରାଜଗାଙ୍ଗପୁରର ଲାଇଙ୍ଗରେ ଥିବା ତିନିଟି ଯାକ ଟୋଲ୍ ପ୍ଲାଜାରେ ଆନ୍ଦୋଳନ ଚାଲିଛି। ଏହାକୁ ବିଭିନ୍ନ ଓକିଲ ସଂଘ ଓ ସାଧାରଣ ଲୋକେ ମଧ୍ୟ ସମର୍ଥନ କରୁଛନ୍ତି।  ଟୋଲ୍ ଟ୍ୟାକ୍ସ ଛାଡ୍ ଦାବିରେ ଏହି ଆନ୍ଦୋଳନ ହେଉଛି । ଟୋଲ୍ ପ୍ଲାଜାରେ ସ୍ଥାନୀୟ ଅଞ୍ଚଳର ଚାରି […]

cm naveen patnaik
ଆମେ କେବଳ ପାଣି ନୁହେଁ, ମହାନଦୀର ଜୀବନ ପାଇଁ ଆନ୍ଦୋଳନ କରୁଛୁ: ମୁଖ୍ୟମନ୍ତ୍ରୀ

ପାରାଦୀପ: ମହାନଦୀ ବିବାଦ ନେଇ ଜନ ସଚେତନତା ସୃଷ୍ଟି ଲାଗି ବିଜେଡିର ମହାନଦୀ ସୁରକ୍ଷା ଅଭିଯାନର ଉଦ୍‌ଯାପନୀ ସମାରୋହରେ ବିଜେପି ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପାରାଦୀପରେ ଉଦ୍‌ଯାପନୀ ସମାରୋହରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି-ଏବେ ମହାନଦୀ ରାଜନୈତିକ ନୁହେଁ, ଜନ ଆନ୍ଦୋଳନ ପାଲଟିଛି। ମହାନଦୀ ପ୍ରସଙ୍ଗ ନେଇ କେନ୍ଦ୍ର ସରକାର ଚୁପ୍ ଅଛନ୍ତି। ଏଠାକୁ ଆସି କେନ୍ଦ୍ର ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ସେମାନେ ଛତିଶଗଡ଼ କାମ ବନ୍ଦ କରାଇ ପାରିବେ କି ବୋଲି […]

revenue
୨୩ ଦିନ ପରେ ଓଡ଼ିଶା ରାଜସ୍ୱ ଅମଲା ସଂଘର ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ୱର: ଦୀର୍ଘ ୨୩ ଦିନର ଆନ୍ଦୋଳନ ପରେ ଆସନ୍ତାକାଲିଠୁ କାର୍ଯ୍ୟରେ ଯୋଗ ଦେବେ ରାଜସ୍ୱ ଅମଲା ସଂଘ। ୨୩ ଦିନ ଧରି ଜିଦ୍‌ରେ ଅଟଳ ରହିବା ପରେ ଗତକାଲି ଆନ୍ଦୋଳନ ପ୍ରତ୍ୟାହାର କରିଥିଲା ଓଡ଼ିଶା ରାଜସ୍ୱ ଅମଲା ସଂଘ। ମୁଖ୍ୟ ଶାସନ ସଚିବଙ୍କ ଲିଖିତ ପ୍ରତିଶ୍ରୁତି ପରେ ଏହି ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।  ତେଣୁ ଆସନ୍ତାକାଲି ଠାରୁ ସମସ୍ତ କର୍ମଚାରୀ କାର୍ଯ୍ୟରେ ଯୋଗଦେବେ ବୋଲି ଓଡ଼ିଶା ରାଜସ୍ୱ ଅମଲା ସଂଘର ରାଜ୍ୟ ସାଧାରଣ ସଂପାଦକ ନରେଶ ମହାପାତ୍ର […]

ash
ଭୂଷଣ କାରଖାନାରୁ ନିର୍ଗତ ପାଉଁଶ ହଟାଇବା ଦାବିରେ ଆନ୍ଦୋଳନ

ଝାରସୁଗୁଡ଼ା  : ପାହାଡର ଭ୍ରମ ସୃଷ୍ଟି କରୁଛି କାରଖାନାରୁ ନିର୍ଗତ ପାଉଁଶ ଗଦା। ଝାରସୁଗୁଡା ବଡମାଲ ପଞ୍ଚାୟତ ଅନ୍ତର୍ଗତ ପଣ୍ଡରିପଥର ଗାଁ ଆଖପାଖରେ କୁଢାଯାଇଛି ଏଭଳି ପାଉଁଶ। ସମ୍ବଲପୁର ଜିଲ୍ଲା ଭୂଷଣ କାରଖାନାରୁ ଶହ ଶହ ଡମ୍ପର ଓ ଟ୍ରକ୍‌ରେ ବୁହା ହୋଇ ଏଠାରେ ଗଦା କରାଯାଇଛି ପାଉଁଶ। ଗତ ୧୫ ଦିନ ହେଲାଣି ପଣ୍ଡରିପଥର, ବେହେରାପାଟ, ସିଂହାବଗାଠାରେ ପାଉଁଶ କୁଢାଯାଉଛି। ଏଥିପାଇଁ ବିରୋଧ ଆରମ୍ଭ କରିଦେଇଛନ୍ତି ସ୍ଥାନୀୟ ବାସିନ୍ଦା। ବଡମାଲ ଥାନାରେ ଲିଖିତ ଅଭିଯୋଗ କରିବା ସହ […]

girl death
ଦୋଳି ସାଜିଲା କାଳ ; ଚାଲିଗଲା ନାବାଳିକାଙ୍କ ଜୀବନ

ନୟାଗଡ଼ : ଦୋଳି ସାଜିଲା କାଳ। ଦୋଳି ଦଉଡ଼ି ବେକରେ ଗୁଡେଇ ହୋଇଯିବାରୁ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଟାଉନ ଥାନା ହାଟପଦା ନିକଟସ୍ଥ ବସ୍ତିରେ। ମିଳିଥିବା ସୂଚନା ମୁତାବକ , ମହେଶ୍ୱର ସାହୁଙ୍କ ୧୧ବର୍ଷର ଝିଅ ଲକ୍ଷ୍ମୀ ପ୍ରିୟା ସାହୁ ଆଜି ମଧ୍ୟାହ୍ନରେ ଦୋଳି ଖେଳୁଥିଲେ। ମାତ୍ର ଅସାବଧାନତା ଯୋଗୁ ଦୋଳିର ଦଉଡ଼ି ଲକ୍ଷ୍ମୀପ୍ରିୟାଙ୍କ ବେକରେ ଗୁଡ଼େଇ ହୋଇଯାଇଥିଲା। ଫଳରେ ଦଉଡ଼ିରେ ଭିଡ଼ି ହୋଇ ବେକ ଚାପି […]

amala st
କେନ୍ଦ୍ରାପଡ଼ା ଅମଲା ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ

କେନ୍ଦ୍ରାପଡ଼ା: ୪ ଦଫା ଦାବିରେ କେନ୍ଦ୍ରାପଡ଼ା  ଅମଲା ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣାରେ ବସିଛନ୍ତି ୨ ଶହରୁ ଅଧିକ କର୍ମଚାରୀ। ଗତ ୧ ତାରିଖରୁ ଅମଲାମାନେ ସମୂହ ଛୁଟିରେ ଯାଇଥିଲେ। ଅମଲାମାନଙ୍କୁ  ସ୍ୱତନ୍ତ୍ର  କ୍ୟାଡ଼ରଭୁକ୍ତ କରିବା, ଗ୍ରେଡ୍‌ ପେ ୪ ହଜାର ୨ ଶହ ଟଙ୍କା କରିବା ଭଳି ଦାବି ପୂରଣ ନେଇ ଅମଲା ସଂଘ ପକ୍ଷରୁ ଆନ୍ଦୋଳନ ଚାଲିଛି। ସରକାର ଦାବି ପୂରଣ ନ କରିବା ଯାଏ ଆନ୍ଦୋଳନ ଜାରି […]

doctors strike
ସାରା ଦେଶକୁ ବ୍ୟାପିଛି ପଶ୍ଚିମବଙ୍ଗ ଜୁନିୟର ଡାକ୍ତରଙ୍କ ଆନ୍ଦୋଳନର ନିଆଁ

କୋଲକାତା : ଚତୁର୍ଥ ଦିନରେ ପହଁଞ୍ଚିଛି ପଶ୍ଚିମବଂଗରେ ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ। ଦିଦିଙ୍କ ଚେତାବନୀ ପରେ ଡାକ୍ତର ଆନ୍ଦୋଳନକୁ ଅଧିକ ତୀବ୍ର କରିଛନ୍ତି। ଗତକାଲି ଦିନ ୨ଟା ସୁଦ୍ଧା କାମକୁ ନଫେରିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଲାଗି ଚରମବାଣୀ ଶୁଣାଇ ଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତେବେ ଡାକ୍ତର ଏହି ଧମକକୁ ବେଖାତିର କରିବା ସହ ଆନ୍ଦୋଳନ ଜାରି ରଖିଛନ୍ତି। ଅନ୍ୟପକ୍ଷରେ ସୁରକ୍ଷା ଯୋଗାଇ ଦିଆଯିବା ଦାବିକୁ ନେଇ କିଛି ଡାକ୍ତର ସାମୁହିକ ଇସ୍ତଫା ଦେଇଛନ୍ତି। ସେପଟେ ପଶ୍ଚିମବଙ୍ଗ […]

mahanadi meeting
ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ସର୍ବଦଳୀୟ ବୈଠକ

ଭୁବନେଶ୍ୱର : ମହାନଦୀ ସୁରକ୍ଷା ପ୍ରସଙ୍ଗରେ ସର୍ବଦଳୀୟ ବୈଠକ। ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଆଜି ଭୁବନେଶ୍ୱରରେ ଏହି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ମହାନଦୀ ବଞ୍ଚାଅ ଆନ୍ଦୋଳନ ଆବାହକ ସୁଦର୍ଶନ ଦାସଙ୍କ ନେତୃତ୍ୱରେ ଏହି ବୈଠକ ବସିଥିଲା। ଏଥିରେ ରାଜ୍ୟର ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିମାନେ ମଧ୍ୟ ଯୋଗ ଦେଇଛନ୍ତି। ବିଜେଡିରୁ ବରିଷ୍ଠ ନେତା ଦେବୀମିଶ୍ର, କଂଗ୍ରେସରୁ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ ବିଜେପିରୁ ବିଶ୍ୱଭୂଷଣ ହରିଚନ୍ଦନଙ୍କ ସମେତ ଅନ୍ୟ ଦଳର ନେତାମାନେ ଯୋଗ […]

revenshwa
ରେଭେନ୍ସାରୁ ଛାତ୍ର ଆନ୍ଦୋଳନ ହଟିଲା

କଟକ : ଦୂର ହେଲା ରେଭେନ୍ସା ଅଶାନ୍ତି। କୁଳପତିଙ୍କ ସହ ଆଲୋଚନା ପରେ ପ୍ରତ୍ୟାହୃତ ହୋଇଛି ଛାତ୍ର ଆନ୍ଦୋଳନ। ତେବେ ବିଶ୍ୱବିଦ୍ୟାଳୟରୁ ସାଇନ-ଏ-ଡାଏ ହଟିବା ନେଇ କୌଣସି ନିଷ୍ପତ୍ତି ହୋଇନି। ରେଭେନ୍ସାରେ ଲାଗି ରହିଥିବା ଛାତ୍ର ଅଶାନ୍ତି ବନ୍ଦ ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ଛାତ୍ରଙ୍କ କେତେକ ଦାବିକୁ  ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମାନି ନେଇଥିବା ସୂଚନା ମିଳିଛି। ସାଇନ ଏ ଡାଏ ହଟିବାପରେ ବିଶ୍ୱବିଦ୍ୟାଳୟରେ ହେବାକୁ ଥିବା ସମସ୍ତ ପରୀକ୍ଷା ନିର୍ଦ୍ଧାରିତ ସମୟରେ କରିବା […]

protest
୪ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲା ରାଜସ୍ୱ ଅମଲା ସଙ୍ଘ

ଭୁବନେଶ୍ୱର: ଦାବି ହାସଲ ପାଇଁ ରାଜଧାନୀରେ ଗର୍ଜିଲେ ରାଜସ୍ୱ ଅମଲା ସଙ୍ଘ କର୍ମଚାରୀ। ୪ ଦଫା ଦାବିରେ ଆଜି ଲୋୟର ପିଏମ୍‌ଜିରେ ବିଶାଳ ରାଲିରେ ଏକାଠି ହୋଇଥିଲେ ହଜାର ହଜାର କର୍ମଚାରୀ। ଦାବୀ ପୂରଣ ନହେଲେ ଆସନ୍ତାକାଲିଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଆନ୍ଦୋଳନ ଚାଲୁ ରଖିବାକୁ ନିଷ୍ପତ୍ତି ନେଇଛି ସଙ୍ଘ। ରାଜସ୍ୱ ଅମଲା କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଯୋଗୁଁ ରାଜ୍ୟର ବିଭିନ୍ନ ତହସିଲ୍ ଓ ଆରଆଇ ଅଫିସ୍‌ରେ ସାଧାରଣ ଲୋକେ ହଇରାଣ ହେଉଛନ୍ତି। ତେବେ ସେମାନଙ୍କ […]

adiabsi
ଇମ୍ଫା ଥେରୁବାଲି ପ୍ଲାଣ୍ଟ ଆନ୍ଦୋଳନକୁ ଆଦିବାସୀ ସଙ୍ଘର ବିରୋଧ, କହିଲା ଶାସକ ଦଳର ଚାପରେ ହିଁ ସବୁକିଛି ଚାଲିଛି

ରାୟଗଡ଼ା: ଇମ୍ଫା ଥେରୁବାଲି ଆଗରେ ଆନ୍ଦୋଳନକୁ ବିରୋଧ କରିଛି ଜିଲ୍ଲା ଆଦିବାସୀ ସଙ୍ଘ। ରାୟଗଡ଼ା ଜିଲ୍ଲା ଆଦିବାସୀ ସଙ୍ଘର ସଭାପତି ଆପଲସ୍ୱାମୀ କାଡ଼୍ରାକା ଆନ୍ଦୋଳନକୁ ସମାଲୋଚନା ମଧ୍ୟ କରିଛନ୍ତି। କାଡ଼୍ରାକା କହିଛନ୍ତି ଯେ, ଆଦିବାସୀମାନେ ହିଂସାତ୍ମକ ଆନ୍ଦୋଳନକୁ ପ୍ରଶ୍ରୟ ଦିଅନ୍ତି ନାହିଁ। ଶାସକ ଦଳର ଚାପରେ ଏଭଳି କାଣ୍ଡ ଚାଲିଛି ବୋଲି ସେ କହିଛନ୍ତି। ଏଥିସହିତ କାହାରି ଚାପରେ ବଶବର୍ତ୍ତୀ ହୋଇ ଆନ୍ଦୋଳନ ନ କରି ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରନ୍ତୁ ବୋଲି ସେ ଆଦିବାସୀ ଭାଇଭଉଣୀମାନଙ୍କୁ […]

imfa
ଇମ୍ଫା ପ୍ଲାଣ୍ଟରେ ଆନ୍ଦୋଳନ ଜାରି: ବାହ୍ୟ ଚାପ ନେଇ ସନ୍ଦେହ

ରାୟଗଡ଼ା: ଥେରୁବାଲି ସ୍ଥିତ ଇମ୍ଫା ପ୍ଲାଣ୍ଟ ଆଗରେ ଜାରି ରହିଥିବା ଆନ୍ଦୋଳନ ଆଜି ପଞ୍ଚମ ଦିନରେ ପହଞ୍ଚିଛି।  ଏଥିପାଇଁ ପ୍ଲାଣ୍ଟ ପରିସରରେ ଅଚଳାବସ୍ଥା ଜାରି ରହିଥିବା ବେଳେ ସାଧାରଣ ଲୋକ ଓ କାରଖାନା ଭିତରେ ବନ୍ଦୀ ହୋଇ ରହିଥିବା କର୍ମଚାରୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏଭଳି ଆନ୍ଦୋଳନ ପଛରେ କୌଣସି ବାହ୍ୟ ଚାପ ଥିବା ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ସେପଟେ ଆଜି ରାୟଗଡ଼ା ଉପଜିଲ୍ଲାପାଳ ପ୍ରବୀର ନାୟକ ଘଟଣାସ୍ଥଳକୁ ଯାଇ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛନ୍ତି। […]

jayaram pangi
ଇମ୍ଫା ଆନ୍ଦୋଳନ ପଛରେ ଷଡ଼ଯନ୍ତ୍ର

ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲା ଥେରୁବାଲି ଇମ୍ଫା ଆନ୍ଦୋଳନ ପଛରେ ପାଣ୍ଡିଆନଙ୍କ ହାତ। ଏଭଳି ଅଭିଯୋଗ କରିଛନ୍ତି ବିଜେପି ନେତା ଜୟରାମ ପାଙ୍ଗୀ। ଇମ୍ଫା ଆନ୍ଦୋଳନ ପ୍ରସଙ୍ଗରେ ପାଙ୍ଗୀ ତାଙ୍କ ମନ୍ତବ୍ୟ ରଖିଛନ୍ତି। ଆଦିବାସୀମାନେ ସରଳ, ଏମାନେ ନିଜ ମନକୁ ମନ ଆନ୍ଦୋଳନ କରିବା ବିଶ୍ୱାସ ହେଉନି। ଏଥିସହ ବାହ୍ୟ ନିର୍ଦ୍ଦେଶରେ ଆଦିବାସୀମାନେ ଆନ୍ଦୋଳନ କରୁଥିବା ନେଇ ଭାବୁଛନ୍ତି ବୋଲି କହିଛନ୍ତି ପାଙ୍ଗୀ।  ଆନ୍ଦୋଳନ ତୃତୀୟ ମହଲା ବା ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ହେଉଥିବ, ନହେଲେ ପ୍ରଶାସନ କିମ୍ବା ପୋଲିସ […]

naba kishre
ମହାନଦୀ ବଞ୍ଚାଅ ଆନ୍ଦୋଳନ କରିବ କଂଗ୍ରେସ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା କଂଗ୍ରେସ। ଏ ନେଇ ଦଳ ପକ୍ଷରୁ ପଶ୍ଚିମ ଓଡ଼ିଶାରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ଆରମ୍ଭ ହେବ। ରାଜ୍ୟ କଂଗ୍ରେସର ନବନିଯୁକ୍ତ କାର୍ଯ୍ୟକାରୀ ସଭାପତି ନବକିଶୋର ଦାସ ବୁଧବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଛତିଶଗଡ଼ର ମନମୁଖୀ ପାଇଁ ଓଡ଼ିଶାରେ ମହାନଦୀ ଜଳ କମ୍‌ ପ୍ରବାହିତ ହେଉଛି। ତେଣୁ ଜଳ ସମସ୍ୟା ନେଇ ପ୍ରତି ବ୍ଲକ ଓ ପଞ୍ଚାୟତକୁ ଯାଇ କଂଗ୍ରେସ ଆନ୍ଦୋଳନ କରିବ। ଏହି ସମୟରେ […]

protest
ଜଳ ଯୋଗାଣ ଓ ବିଦ୍ୟୁତ୍ ସଂଯୋଗ ଦାବିରେ ରାଜଧାନୀରେ ଆନ୍ଦୋଳନ

ଭୁବନେଶ୍ୱର : ତୁରନ୍ତ ପାଇପ୍ ଯୋଗେ ଜଳ ଯୋଗାଣ ସାଙ୍ଗକୁ ବିଦ୍ୟୁତ୍ ସଂଯୋଗ ଦାବିରେ ରାଜଧାନୀରେ ଆନ୍ଦୋଳନ। ଚନ୍ଦ୍ରଶେଖରପୁର ସ୍ଥିତ ବିଡିଏ କଲୋନୀ ଓ ହାଉସିଂବୋର୍ଡ ଅଞ୍ଚଳର ଶତାଧିକ ବାତ୍ୟା ବିପନ୍ନ ଆଜି ରାସ୍ତାକୁ ଓହ୍ଲାଇଥିଲେ। ଦିନ ପ୍ରାୟ ୧୧ଟା ସମୟରେ ରେଳ ସଦନ ସମ୍ମୁଖରେ ଜୟଦେବ ବିହାର-ନନ୍ଦନକାନନ ରାସ୍ତା ଉପରେ ଗଛ ପକାଇ ଅବରୋଧ କରି ରଖିଥିଲେ। ଫଳରେ ଏହି ରାସ୍ତାରେ ଘଣ୍ଟାଏରୁ ଅଧିକ ସମୟ ଧରି ଯାନବାହନ ଚଳାଚଳ ଠପ୍ ହୋଇଯାଇଥିଲା। ସ୍ଥାନୀୟ ଜଳ […]

bjd---
ଏଟିଏମ୍‌ରେ ଟଙ୍କା ସଙ୍କଟ ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ

ଭୁବନେଶ୍ୱର : ସାରା ଦେଶରେ ନୋଟ୍ ଅଭାବ ସମସ୍ୟା ପ୍ରତିବାଦରେ ଆଜି ସାରା ରାଜ୍ୟରେ ବିଜେଡି ଶାନ୍ତିପୂର୍ଣ୍ଣ ଭାବେ ୨ ଘଣ୍ଟିଆ ପ୍ରତିବାଦ କରୁଛି।  ଭୁବନେଶ୍ୱରରେ ରିଜର୍ଭ ବ୍ୟାଙ୍କ ଏବଂ ଅନ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକ ଆଗରେ ଦଳ ପକ୍ଷରୁ ପ୍ରତିବାଦ କରାଯାଉଛି। ଏଥିସହ ସବୁ ସବ୍‌ଡିଭିଜନ ଓ ବ୍ଲକରେ ଥିବା ବ୍ୟାଙ୍କ ଗୁଡ଼ିକ ଆଗରେ ମଧ୍ୟ ପ୍ରତିବାଦ କରାଯିବ ବୋଲି ବିଧାୟକ ସଞ୍ଜୟ ଦାସବର୍ମା ଗତକାଲି ସୂଚନା ଦେଇଥିଲେ।  ଏଟିଏମ୍‌ରେ ଟଙ୍କା ଅଭାବକୁ ନେଇ ଗତକାଲି […]

teACHER
ଶିକ୍ଷକଙ୍କ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର : ଶିକ୍ଷକଙ୍କ ଆନ୍ଦୋଳନ ସ୍ଥଗିତ। ଆଜି ସରକାର ଓ ସ୍କୁଲ ଓ କଲେଜ ଶିକ୍ଷକ ମିଳିତ ମଞ୍ଚ ବୈଠକ ପରେ ଏହି ନିଷ୍ପତ୍ତି ନେଇଛି ମିଳିତ ମଞ୍ଚ। ଆନ୍ଦୋଳନରୁ ହଟିବା ସହ ଯୁକ୍ତ ଦୁଇ ଖାତାଦେଖା ପ୍ରକ୍ରିୟାରେ ସାମିଲ ହେବାକୁ ସଂଘର ଆବାହାକ ପବିତ୍ର ମାହାଲା ଘୋଷଣା କରିଛନ୍ତି। ବିବାଦର ସମାଧାନ ପାଇଁ ଆଜି ବସିଥିବା ବୈଠକରେ ସରକାର ଓ ଶିକ୍ଷକ/ଅଧ୍ୟାପକ ସଂଘ ମଧ୍ୟରେ ବିସ୍ତୁତ ଆଲୋଚନା ହୋଇଥିଲା। ସଂଘ ପକ୍ଷରୁ ୩ଟି ଦାବି ରଖାଯାଇଥିବା […]

badri narayana patra
ଆନ୍ଦୋଳନରୁ ଓହରୁନାହାନ୍ତି ଶିକ୍ଷକ

ଭୁବନେଶ୍ୱର: ଦାବି ହାସଲ ପାଇଁ ମୂଲ୍ୟାୟନ ବର୍ଜନ କରି ଆନ୍ଦୋଳନ ଚଳାଇଥିବା ଶିକ୍ଷକଙ୍କ ଲାଗି ଆଲୋଚନାର ବାଟ ଖୋଲା ଅଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର। ତା’ସହ ମନ୍ତ୍ରୀ କହିଛନ୍ତି ସରକାର ସବୁବେଳେ ଆଲୋଚନା ପାଇଁ ପ୍ରସ୍ତୁତ, ତେବେ ମୂଲ୍ୟାୟନ ବର୍ଜନ ନିଷ୍ପତ୍ତି କୌଣସି ପ୍ରଭାବ ପକାଇବ ନାହିଁ। ଆସନ୍ତା ୧୬ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ସରିବ ଓ ସଠିକ୍ ସମୟରେ ଯୁକ୍ତ ଦୁଇ ଫଳ ପ୍ରକାଶ ପାଇବ ବୋଲି […]

congress protest
ଅଭିଯୁକ୍ତକୁ ଗିରଫ ଦାବିରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ

ଆନନ୍ଦପୁର ( ମୁନା ସିଂହ) : କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ଡଳୀ ନହଙ୍ଗୀରେ ପିସିସି ସଭାପତିଙ୍କ ଉପରେ ଆକ୍ରମଣ ଘଟଣା। ଏହି ପ୍ରତିବାଦରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜି କଂଗ୍ରେସ ପକ୍ଷରୁ ଆନନ୍ଦପୁର ଏସଡିପିଓଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଶତାଧିକ କଂଗ୍ରେସ କର୍ମୀ ଶୈଲଙ୍ଗ ଛକରୁ ବାହାରି ଏସଡିପିଓଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଗତକାଲି ସଂଧ୍ୟାରେ ପ୍ରଚାର ସାରି ଫେରୁଥିବା ବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ସମର୍ଥକଙ୍କ ଉପରେ ଆକ୍ରମଣ କରିଥିବା ଥାନାରେ […]

student
ଆନ୍ଦୋଳନରତ ଅଧ୍ୟାପକଙ୍କ ସମର୍ଥନରେ ବାହାରିଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱର, ପୁରୀ, ସମ୍ବଲପୁର ଓ ବାଲେଶ୍ୱର ଶିକ୍ଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ଛାତ୍ରଛାତ୍ରୀଙ୍କ ଧାରଣା, ନାରାବାଜି। ଦାବି ପୂରଣ ନେଇ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନକୁ ଆଜି ଏମିତି ଢଙ୍ଗରେ ରାଜ୍ୟର ବିଭିନ୍ନ ସ୍ଥାନରେ ମିଳିଛି ସମର୍ଥନ। ମାଟ୍ରିକ ଖାତା ମୂଲ୍ୟାୟନର ଠିକ୍ ଗୋଟିଏ ଦିନ ଆଗରୁ ଅର୍ଥାତ୍ ମାର୍ଚ୍ଚ ୧୯ରୁ ଆରମ୍ଭ ହୋଇଥିବା ଶିକ୍ଷକଙ୍କ ଆନ୍ଦୋଳନକୁ ପାଖାପାଖି ୨୦ଦିନ ବିତିଲାଣି। ଯୁକ୍ତ ଦୁଇ ମୂଲ୍ୟାୟନ ବର୍ଜନକୁ ବି […]

teacher's protest
ଆନ୍ଦୋଳନରତ ଶିକ୍ଷକଙ୍କ ସହ ସାମିଲ ହେଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଦାବି ପୂରଣ ନେଇ ଜିଦ୍‌ରେ ଅଟଳ ଶିକ୍ଷକ। ଏଣେ ଆନ୍ଦୋଳନରତ ଶିକ୍ଷକଙ୍କ ସହ ସାମିଲ ହେଲେ ଛାତ୍ରଛାତ୍ରୀ।  ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ତାର ଆନ୍ଦୋଳନ ଜାରି ରଖିଥିବା ବେଳେ ଆଜି ଭୁବନେଶ୍ୱର ବିଜେବି କଲେଜ ଓ ବାଲେଶ୍ୱର ଏଫ୍.ଏମ କଲେଜେର ଆନ୍ଦୋଳନ ଚଳାଇଥିବା ଶିକ୍ଷକଙ୍କୁ ସମର୍ଥନ ଜଣାଇଛନ୍ତି ଛାତ୍ରଛାତ୍ରୀ। ଶିକ୍ଷକମାନଙ୍କ ଦାବି ଅନୁସାରେ ଏପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ନପାଇବାରୁ ଏହି ଆନ୍ଦୋଳନ ଜାରି ରହିଛି। ଯେପର୍ଯ୍ୟନ୍ତ ଦାବି […]

hirakud
କଲମା ବ୍ୟାରେଜର ଗେଟ୍ ବନ୍ଦ ପ୍ରତିବାଦରେ ମହାନଦୀ ବଞ୍ଚାଅ ଆନ୍ଦୋଳନ

ଭୁବନେଶ୍ୱର: ଛତିଶଗଡ଼ରେ କଲମା ବ୍ୟାରେଜର ଗେଟ୍ ବନ୍ଦ ବିରୋଧରେ ପ୍ରତିବାଦର ସ୍ୱର ଉଠିଛି। ଏହାକୁ ବିରୋଧ କରି ମହାନଦୀ ବଞ୍ଚାଅ ଆନ୍ଦୋଳନ ତରଫରୁ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି। ଏହାସହ ପୋଷ୍ଟକାର୍ଡ ମାଧ୍ୟମରେ ଲୋକଙ୍କ ଦସ୍ତଖତ ସଂଗ୍ରହ କରାଯିବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି। ପ୍ରାୟ ଏକ ଲକ୍ଷ ଦସ୍ତଖତ ସଂଗ୍ରହ କରାଯାଇ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ନିକଟକୁ ପଠାଯିବ ବୋଲି ସୂଚନା ଦେଇଛନ୍ତି ଆନ୍ଦୋଳନର ଆବାହକ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ସୂଚନା […]