• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deepak Acharya

ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ଶନିବାର । ଚନ୍ଦ୍ର- କନ୍ୟା ଅହୋରାତ୍ର । ତିଥି- ପ୍ରତିପଦ ଦିବା ୦୨.୩୩ ଗତେ ୨ୟା । ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର । ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ଦିବା ୦୮.୫୪ ଗତେ ।ପାଦ-କୃଷିହାନି-ଭୂମିଦାନ ଦିବା ୦୨.୩୩ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ।

ଶୁଭ ସମୟ- 

ଦିବା- ୧୦.୨୬ ରୁ ୦୧.୦୭
ରାତ୍ରି- ୦୮.୧୭ ରୁ ୧୦.୪୨
ରାତ୍ରି- ୧୨.୧୯ ରୁ ୦୧.୫୬
ରାତ୍ରି- ୦୨.୪୪ ରୁ ୦୪.୨୧

ଅଶୁଭ ସମୟ-

ରାହୁକାଳ- ଦିବା ୦୮.୫୭ ରୁ ୧୦.୨୬
କାଳବେଳା- ପ୍ରାତଃ ୦୫.୫୮ ରୁ ୦୭.୨୭
ଦିବା ୦୪.୨୩ ରୁ ୦୫.୫୨
ବାରବେଳା- ଦିବା ୦୧.୨୪ ରୁ ୦୨.୫୪
କାଳରାତ୍ରି- ସନ୍ଧ୍ୟା ୦୫.୫୨ ରୁ ୦୭.୨୩
 ରାତ୍ରି ୦୪.୨୭ ରୁ ୦୫.୫୭

OTV is now on Whatsapp

Join and get latest news update delivered to you via whatsapp

Join Now