• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "729" result for "ଦୋଳ" in https://otvkhabar.in

apollo
ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ କର୍ମଚାରୀ ସଂଘ

ଭୁବନେଶ୍ୱର: ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ କର୍ମଚାରୀ ସଂଘ। କର୍ମଚାରୀଙ୍କୁ ନିଯୁକ୍ତି ପତ୍ର, ଇଏସ୍‌ଆଇ ଓ ସର୍ବନିମ୍ନ ମଜୁରି ପ୍ରଦାନ ସହ ‌ଆପୋଲୋ ହସ୍ପିଟାଲରେ ଚିକିତ୍ସା ସୁବିଧା ‌ଆଦି ଦାବି ଯଦି ପୂରଣ ନ ହୁଏ ତେବେ ସଂଘ ଆନ୍ଦୋଳନ କରିବ ବୋଲି ଜଣାପଡ଼ିଛି। ଏନେଇ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉ ନ ଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସଂଘ ଅଭିଯୋଗ […]

kolakata
CAA ବିରୋଧୀ ଆନ୍ଦୋଳନରେ ହିଂସା, ଚାଲିଗଲା ଜୀବନ

କୋଲକାତା:ନାଗରିକତା ସଂଶୋଧନ ଆଇନ (CAA) ବିରୋଧରେ ଦେଶରେ ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ ଏବେ ବି ଜାରି ରହିଛି। ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏହି ପ୍ରଦର୍ଶନ ହିଂସା ରୂପ ନେଇଛି। ଏଠାରେ ସିଏଏ ବିରୋଧୀ ପ୍ରଦର୍ଶନ ଚାଲୁ ରହିଥିବାବେଳେ ଦେଶୀ ବୋମା ପକାଯାଇଥିବାବେଳେ ଗୁଳି ମଧ୍ୟ ଚଲା ଯାଇଥିଲା। ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷେ ସିଏଏ ବିରୁଦ୍ଧରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପଶ୍ଚିମବଙ୍ଗର ପାର୍କ ସର୍କସ […]

Caa
CAA ଆନ୍ଦୋଳନ: ସ୍ୱେଚ୍ଛାକୃତ ଭାବେ କ୍ଷତିଭରଣା କଲେ ଆନ୍ଦୋଳନକାରୀ

ବୁଲନ୍ଦସହର: ବିବାଦୀୟ ନାଗରିକ ସଂଶୋଧନ ବିଲ ବିରୋଧରେ ପ୍ରଦର୍ଶିତ ହିଂସାରେ ଅନେକ ମୃତାହତ ହୋଇଛନ୍ତି। ଅନେକ କ୍ଷୟକ୍ଷତି ହୋଇଛି। ବିଶେଷକରି ଉତ୍ତରପ୍ରଦେଶରେ ବେଶି ହୋଇଛି। ଏହି କ୍ଷତିଭରଣା ପାଇଁ ଅଭିଯୁକ୍ତଙ୍କ ପାଖକୁ ନୋଟିସ ପଠାଯାଉଛି। ତେବେ ଏହି ଘଟଣାକୁ ନେଇ ଏକ ରୋଚକ ଖବର ନଜରକୁ ଆସିଛି। ଖବରଟି ଖାଲି ରୋଚକ ନୁହେଁ, ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ମଧ୍ୟ।  ଘଟଣାଟି ଘଟିଛି ବୁଲନ୍ଦହରରେ। CAA ବିରୋଧୀ ଆନ୍ଦୋଳନରେ ଏଠିକାର ଲୋକ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏହି ସମୟରେ […]

caa-1
ସିଏଏ ବିରୋଧୀ ଆନ୍ଦୋଳନ; ମଇଁଷି ରଖି ରାଜରାସ୍ତା ବନ୍ଦ କଲେ ଆନ୍ଦୋଳନକାରୀ

ପାଟନା: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଆଜି ଆରଜେଡି ପକ୍ଷରୁ ବିହାର ବନ୍ଦ ଡାକରା ଦିଆଯାଇଛି। ବନ୍ଦକୁ ସାଧାରଣ ଲୋକ ମଧ୍ୟ ସମର୍ଥନ କରିଛନ୍ତି। ପାଟନାଠାରୁ ଆରମ୍ଭ କରି ଭାଗଲପୁର, ବେଗୁସରାଇ ଓ ଦରଭଙ୍ଗା ଭଳି ଅଞ୍ଚଳରେ ବନ୍ଦର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ଏଠାରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ଠପ ହୋଇଯାଇଛି। ଆନ୍ଦୋଳନକାରୀମାନେ ହାତରେ ସିଏଏ ଓ କେନ୍ଦ୍ର ବିରୋଧୀ ପୋଷ୍ଟର ଧରି ବିଭିନ୍ନ ସ୍ଥାନରେ ପିକେଟିଂ […]

123456789
ହିଂସା ଭିତରେ ବି ମାନବିକତା: ଆନ୍ଦୋଳନକାରୀଙ୍କ ଆକ୍ରମଣରୁ ପୋଲିସକୁ ବଞ୍ଚାଇଲେ ମୁସଲିମ ଯୁବକ

ନୂଆଦିଲ୍ଲୀ: ନାଗରିକ ସଂଶୋଧନ ଆଇନ ବିରୋଧରେ ସାରା ଦେଶରେ ହିଂସାକାଣ୍ଡ ଭିତରେ ବି ଦେଖିବାକୁ ମିଳିଛି ମାନବିକତାର ଦୃଶ୍ୟ। ହିଂସାକାଣ୍ଡରେ କର୍ଣ୍ଣାଟକର ମେଙ୍ଗଲୁରରେ ୨ ଏବଂ ଲକ୍ଷ୍ନୌରେ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ଅହମ୍ମଦାବାଦରେ ଶାହ-ଏ-ଇଲାମ୍‌ ଇଲକାରେ ଆନ୍ଦୋଳନକାରୀମାନେ ଉନ୍ମତ୍ତକାଣ୍ଡ ଭିଆଇଛନ୍ତି। ଆନ୍ଦୋଳନକାରୀଙ୍କ ଆକ୍ରମଣରେ ଡିସିପି, ଏସିପି, ଇନ୍ସପେକ୍ଟରଙ୍କ ସମେତ ୧୯ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି। ଜଣେ ପୋଲିସ କର୍ମଚାରୀଙ୍କୁ ଏକୁଟିଆ ପାଇ ଆନ୍ଦୋଳନକାରୀମାନେ ନିର୍ଦ୍ଧୁମ ପିଟିଥିଲେ। ହେଲେ ଏହି ଆନ୍ଦୋଳନକାରୀଙ୍କ ମଧ୍ୟରେ କେହି ଏମିତି […]

1222121
ଆନ୍ଦୋଳନ ଯୋଗୁଁ ବାତିଲ ହେଲା ଏହିସବୁ ସବୁ ଟ୍ରେନ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ପୂର୍ବ, ଉତ୍ତର-ପୂର୍ବ ଭାରତରେ ଆନ୍ଦୋଳନ ଯୋଗୁଁ ରେଳ ଚଳାଚଳ ପ୍ରଭାବିତ ହୋଇଛି । ଗୁଆହାଟୀ, ହାଓଡ଼ା ଓ ଚେନ୍ନାଇ ରୁଟ୍‌ରେ ବହୁ ଟ୍ରେନ୍ ବାତିଲ ହୋଇଛି। ଆଜିର ୫ଟି ଟ୍ରେନ୍ ସଂପୂର୍ଣ୍ଣ ବାତିଲ ହୋଇଥିବା ବେଳେ ୧୨ଟି ଟ୍ରେନ୍ ଆଂଶିକ ଭାବେ ବାତିଲ ହୋଇଛି। ଆଜି ପାଇଁ ବାତିଲ ହୋଇଥିବା ଟ୍ରେନ୍‌ ଗୁଡ଼ିକ ହେଲା-ସିଆଲାଦରୁ ବାହାରୁଥିବା ସିଆଲାଦ-ପୁରୀ ଏକ୍ସପ୍ରେସ୍, ହାଓ୍ୱଡ଼ାରୁ ବାହାରୁଥିବା ହାଓ୍ୱଡ଼ା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍, ହାଓ୍ୱଡ଼ା-ୟଶଓ୍ୱନ୍ତପୁର ଏକ୍ସପ୍ରେସ୍, ହାଓ୍ୱଡ଼ା-ଚେନ୍ନାଇ […]

facebook
ଆମ ଗାଁ ବୁଡ଼ିଯିବ ଏଥର ଆଉଛାଡ଼ିବୁନି; ପୋଲାଭରମ ଆନ୍ଦୋଳନ

ମାଲକାନଗିରି: ପୁଣି ତେଜିଲା ପୋଲାଭରମ ବିରୋଧୀ ଆନ୍ଦୋଳନ। ଏକାଠି ହେଲେ ଚାରିଟି ରାଜ୍ୟର ଲୋକେ ଓ ଜନପ୍ରତିନିଧି। ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶର ଚିନ୍ତୁରରେ ଏହି ସଭାର ଆୟୋଜନ ହୋଇଥିଲା। ଗତ କିଛି ବର୍ଷ ଧରି ପୋଲାଭରମକୁ ନେଇ ଆନ୍ଦୋଳନ ଜୋର ଧରିଥିବାବେଳେ ଏବେ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଓ ଓଡ଼ିଶାର ପ୍ରଭାବିତ ହେବାକୁ ଥିବା ଅଚଂଳର ଶତାଧିକ ଲୋକଙ୍କ ସହ ଜନପ୍ରତିନିଧି ପ୍ରତିବାଦ ସଭାରେ ସାମିଲ ହୋଇଥିଲେ। ପୋଲାଭରମ ପ୍ରକଳ୍ପ ହେଲେ ଏହି ୪ ରାଜ୍ୟର ଅନେକ […]

strike
ପଶ୍ଚିମବଙ୍ଗରେ ଡାକ୍ତର ଆନ୍ଦୋଳନକୁ ସମର୍ଥନ କରି ୨୪ ଘଣ୍ଟିଆ ଦେଶବ୍ୟାପୀ ଧର୍ମଘଟ ଡାକରା

ନୂଆଦିଲ୍ଲୀ/ଭୁବନେଶ୍ୱର: ଇଣ୍ଡିଆନ୍ ମେଡିକାଲ୍‌ ଆସୋସିଏସନ (ଆଇଏମ୍ଏ) ଆଜି ୨୪ ଘଣ୍ଟିଆ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି। ପଶ୍ଚିମବଙ୍ଗରେ ଡାକ୍ତର ଆନ୍ଦୋଳନକୁ ସମର୍ଥନ କରି ଆଜି ସକାଳ ୬ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ଏହି ଧର୍ମଘଟ ଡାକରା ଦିଆଯାଇଛି। ୨୪ ଘଣ୍ଟିଆ ବନ୍ଦ ପାଳନ ବେଳେ ଜରୁରୀକାଳୀନ ଚିକିତ୍ସା ସେବାକୁ ଛାଡ଼ି ଅନ୍ୟ ସବୁ ବିଭାଗ ବନ୍ଦ ରହିବ। ଦେଶବ୍ୟାପୀ ଡାକ୍ତରଙ୍କ ଧର୍ମଘଟକୁ IMA ଓଡ଼ିଶା ଶାଖା ପକ୍ଷରୁ ମଧ୍ୟ ସମର୍ଥନ ମିଳିଛି।  JDA, OMSA ଏବଂ […]

mamta banerjee
ପୁଣି ଆନ୍ଦୋଳନ କରିବେ ଦିଦି

କୋଲକାତା: ସାଧାରଣ ନିର୍ବାଚନ ପାଇଁ ବ୍ୟବହୃତ ହୋଇଥିବା ଇଭିଏମ୍ ମେସିନ୍ ହଟାଇବା ଦାବିରେ ପୁଣି ଏକ ହେବା ପାଇଁ ୨୩ ବିରୋଧୀ ଦଳକୁ ଆହ୍ୱାନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଇଭିଏମ୍ ବଦଳରେ ବ୍ୟାଲଟ୍‌ ପେପର ବ୍ୟବହୃତ ଦାବି କରି ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ତୃଣମୂଳ କଂଗ୍ରେସ ଅଧ୍ୟକ୍ଷ ମମତା ବାନାର୍ଜୀ କହିଛନ୍ତି। ସୂଚନାଯୋଗ୍ୟ ଯେ, ନିର୍ବାଚନ ବେଳେ ଟିଏମସି ସମେତ ୨୩ ବିରୋଧୀ ନିର୍ବାଚନରେ ଇଭିଏମ୍ ହଟାଇବା ଦାବି କରି ଆନ୍ଦୋଳନ କରିଥିଲେ। […]