• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "1263" result for "ପୁରୀ" in https://otvkhabar.in

arndam
ପୁରୀରେ ମଠ ପୁନରୁଦ୍ଧାର ପାଇଁ ଗଠନ ହେବ ଉପସମିତି; ପୁରୀ ଆସୁଛନ୍ତି ଆମିକସ୍‌ କ୍ୟୁରୀ

ପୁରୀ: ପୁରୀରେ ମଠ ଗଠନ ବା ପୁନରୁଦ୍ଧାର ପାଇଁ ଏକ ଉପସମିତି ଗଠନ ହେବ। ଆଜି ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାର ଏହି ସୂଚନା ଦେଇଛନ୍ତି। ମଠ ସଂସ୍କୃତିକୁ ଆଗକୁ ନେବାକୁ ପରିଚାଳନା କମିଟି ମିଟିଂରେ ନିଷ୍ପତ୍ତି ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ଏଥିସହିତ ୫ଟି ପ୍ରକଳ୍ପକୁ ଅନୁମୋଦନ କରିବାକୁ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯାଇଛି। ଏଥିମଧ୍ୟରେ ରଥଦାଣ୍ଡକୁ ଐତିହ୍ୟ କରିଡର, ଶ୍ରୀମନ୍ଦିର ଚତୁପାର୍ଶ୍ୱ ଉନ୍ନତିକରଣ, […]

sankaracharyt
ପୁରୀ ଶଙ୍କରାଚାର୍ଯ୍ୟଙ୍କ ବଡ଼ ବୟାନ; ତାଜ୍‌ମହଲ୍‌ର ପ୍ରକୃତ ନାଁ ଥିଲା...

ପୁରୀ: ତାଜ୍‌ମହଲର ଇତିହାସକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ। ତାଜମହଲର ପ୍ରକୃତ ନାଁ ‘ତେଜ ମହାଲୟା’। ଏହା ଏକ ଶୈବ ପୀଠ ଥିଲା ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ। ସେହିପରି କୋହିନୂର ହୀରା ସମ୍ପର୍କରେ ଶଙ୍କରାଚାର୍ଯ୍ୟ କହିଛନ୍ତି, ରାଜା ରଣଜିତ ସିଂହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଏହି ହୀରାକୁ ଅର୍ପଣ କରିଥିଲେ। ତେବେ କୋହିନୂରକୁ ଲୁଟ କରାଯାଇଛି ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ। କେବଳ କୋହିନୂର ନୁହେଁ, ଭାରତର ଅନେକ ମୂଲ୍ୟବାନ […]

puri-konark-railway
ପୁରୀ ଓ କୋଣାର୍କକୁ ଆଇକନିକ୍‌ ପର୍ଯ୍ୟଟନ ତାଲିକାରେ ସାମିଲ୍‌ କରିବାକୁ ଦାବି କଲେ ଏହି ବିଜେପି ସାଂସଦ

ଭୁବନେଶ୍ୱର: ଭାରତର ‘ଆଇକନିକ୍’ ପର୍ଯ୍ୟଟନ କ୍ଷେତ୍ର ତାଲିକାରେ ଶ୍ରୀକ୍ଷେତ୍ର ପୁରୀ ଓ କୋଣାର୍କ ସୂର୍ଯ୍ୟମନ୍ଦିରକୁ ସାମିଲ କରିବାକୁ ଦାବି ହୋଇଛି। ଓଡ଼ିଶାର ସବୁ ବିଜେପି ସାଂସଦ ଏ ନେଇ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ଚିଠି ଲେଖିଛନ୍ତି। ଏହି ଦୁଇ ପର୍ଯ୍ୟଟନ ସ୍ଥଳୀ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବାରୁ ଆଇକନିକ ପର୍ଯ୍ୟଟନ କ୍ଷେତ୍ର ତାଲିକାରେ ଏହି ଦୁଇ କ୍ଷେତ୍ରକୁ ସ୍ଥାନ ଦିଆଯାଉ ବୋଲି ସାଂସଦମାନେ ଦାବି କରିଛନ୍ତି। ୨୦୧୯-୨୦ ବଜେଟରେ ହୋଇଥିବା ଘୋଷଣା […]

vvv
ମିଶନ୍‌ ଚନ୍ଦ୍ରାୟନ-୨ ପଛରେ ପୁରୀ ଶଙ୍କରାଚାର୍ଯ୍ୟଙ୍କ ଦିଗ୍‌ଦର୍ଶନ

ପୁରୀ: ବହୁଚର୍ଚ୍ଚିତ ଚନ୍ଦ୍ରଯାନ-୨ ମିଶନରେ ରହିଛି ପୁରୀ ଶଙ୍କରାଟର୍ଯ୍ୟଙ୍କ ଅବଦାନ। ଜଗତ୍‌ଗୁରୁଙ୍କଠାରୁ ବୈଦିକ ଗାଣିତିକ ସୂତ୍ରକୁ ନେଇ କାମରେ ଲଗାଇଛି ଇସ୍ରୋ। ଯାହାଦ୍ୱାରା ନିର୍ଦ୍ଧାରିତ ସମୟରେ ଚନ୍ଦ୍ରଯାନ-୨ ଚନ୍ଦ୍ର ପୃଷ୍ଠ ଛୁଇଁବା ନେଇ ଆକଳନ କରୁଛନ୍ତି ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ବୈଜ୍ଞାନିକ। ତେବେ ଜଗଦ୍‌ଗୁରୁଙ୍କ କେଉଁ ପ୍ରକାର ଗାଣିତିକ ସୂତ୍ରକୁ କାମରେ ଲଗାଇଛି ଇସ୍ରୋ, ତାକୁ ନେଇ ଲାଗି ରହିଛି ଉତ୍କଣ୍ଠା। ଭାରତର ମିଶନ ଚନ୍ଦ୍ରାୟନ-୨ର ସଫଳ ଉତକ୍ଷେପଣ ପଛରେ ରହିଛି ପୁରୀ ଶଙ୍କରାଚାର୍ଯ୍ୟଙ୍କ ପ୍ରେରଣା। […]

temple
ପୁରୀରେ ଖୋଲିବ ଯାତ୍ରୀ ପରିଚର୍ଯ୍ୟା କେନ୍ଦ୍ର

ପୁରୀ: ପୁରୀରେ ଖୋଲିବ ଯାତ୍ରୀ ପରିଚର୍ଯ୍ୟା କେନ୍ଦ୍ର ବା ଭିଜିଟର୍ ଫେଲିସିଏସନ୍ ସେଣ୍ଟର୍। ଶ୍ରୀମନ୍ଦିରରେ ଯାତ୍ରୀ ପରିଚର୍ଯ୍ୟାକୁ ଘରୋଇକରଣ କରିବାକୁ ଜିଲ୍ଲା ପ୍ରଶାସନ ଏଭଳି ପ୍ରାୟସା ଆରମ୍ଭ କରିଛି। ଟେଣ୍ଡର ମାଧ୍ୟମରେ ବିଭିନ୍ନ ଘରୋଇ କମ୍ପାନୀମାନଙ୍କ ଠାରୁ ଆବେଦନ ଗ୍ରହଣ କରିବା ପରେ ଖୁବଶୀଘ୍ର ଏହାକୁ ଲାଗୁ କରାଯିବା ସହ ଯାତ୍ରୀମାନେ ଏହାର ସୁବିଧା ସୁଯୋଗ ପାଇପାରିବେ। ତେବେ ଶ୍ରୀମନ୍ଦିର ପରିଚାଳନା କମିଟି ବିନା ଅନୁମୋଦନରେ ଏହାର ନିଷ୍ପତ୍ତି ନେଇଥିବାରୁ ସେବାୟତ ଏହାକୁ ବିରୋଧ କରୁଥିବା ସୂଚନା […]

w
ବର୍ଷାରେ ବେହାଲ ପୁରୀ: ବଡ଼ଦାଣ୍ଡରେ ସମୁଦ୍ରର ଭ୍ରମ

ପୁରୀ: ବର୍ଷାରେ ବେହାଲ ପୁରୀ ସହର। ବଡ଼ଦାଣ୍ଡ, ଭିଆଇପି ରୋଡ ସମେତ ବିଭିନ୍ନ ସାହି ବସ୍ତିରେ ଖାଲି ପାଣି ଆଉ ପାଣି। ବିଶେଷ କରି ଲଘୁଚାପ ଜନିତ ବର୍ଷାରେ ବଡ଼ଦାଣ୍ଡରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ବର୍ଷା ସମୟରେ ମେଡିକାଲ ଛକ, ମାଉସୀମା ଛକ, ବଳଗଣ୍ଡି ଛକ ଆଦିରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିଥିବା ଦେଖିବାକୁ ମିଳିଛି। ସେହିଭଳି ଭିଆଇପି ରୋଡରେ ମଧ୍ୟ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। […]

pipili-stop
ପିପିଲି ବିଧାନସଭା ଉପନିର୍ବାଚନ ସ୍ଥଗିତ, ସିଇଓଙ୍କୁ ଚିଠି ଲେଖିଲେ ପୁରୀ ଏଡିଏମ୍

ପିପିଲି ବିଧାନସଭା ଉପନିର୍ବାଚନ ସ୍ଥଗିତ। ଏନେଇ ଘୋଷଣା କରିଛନ୍ତି ପୁରୀ ADM। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗ ଯୋଗୁଁ ସ୍ଥଗିତ ହେଲା ଉପ-ନିର୍ବାଚନ। ସ୍ଥଗିତ ନେଇ ଏକ ଚିଠି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ECIଙ୍କୁ ପଠାଯାଇଛି ବୋଲି ସୂଚନା ଦେଇଛନ୍ତି ପୁରୀ ADM। ଖାଲି ସେତିକି ନୁହେଁ ଗୁରୁବାର ପିପିଲି ଆସିବାକୁ ଥିବା ପୋଲିଂ କର୍ମଚାରୀଙ୍କୁ ନଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏଡିଏମ୍। ଆସନ୍ତା ୧୭ ତାରିଖରେ ପିପିଲିରେ ହୋଇଥାନ୍ତା ନିର୍ବାଚନ। ଏନେଇ ସମସ୍ତ […]

toll plaza
ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କ ହେବ ଯାଞ୍ଚ

ପୁରୀ: ଆଜିଠୁ ପିପିଲି ଟୋଲ୍ ଗେଟ୍‌ରେ ପୁରୀକୁ ଆସୁଥିବା ସମସ୍ତ ପର୍ଯ୍ୟଟକଙ୍କ ଗାଡ଼ିକୁ ଯାଞ୍ଚ କରାଯିବା ସହ ପର୍ଯ୍ୟଟକଙ୍କ ସ୍କାନିଂ କରାଯିବ। ଏହି ଯାଞ୍ଚରେ ଡାକ୍ତରୀ ଟିମ୍, ପରିବହନ ଅଧିକାରୀ ଏବଂ ପୁଲିସ୍‌ ରହିବେ। ଯଦି, କୌଣସି ପର୍ଯ୍ୟଟକଙ୍କ ପାଖରେ କରୋନାକୁ ନେଇ ସନ୍ଦେହ ଦେଖାଦିଏ ତେବେ ତାଙ୍କୁ ସେଠୁ ଫେରାଇ ଦିଆଯିବ ବୋଲି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି। ପୁରୀକୁ ରାଜ୍ୟ ଓ ବାହାର ରାଜ୍ୟରୁ ଆସୁଥିବା ଲୋକେ ଅତ୍ୟାବଶକ କାମ ହେଲେ […]

beggar 1
ପୁରୀ ସହର ହେବ ଭିକାରି ମୁକ୍ତ !

ପୁରୀ: ପୁରୀ ସହର ହେବ ଭିକାରି ମୁକ୍ତ ! ପୁରୀ ସହର ତଥା ଏହାର ଆଖପାଖ ଅଞ୍ଚଳକୁ ଭିକାରି ମୁକ୍ତ କରିବା ସହ ସେମାନଙ୍କର ପୁନର୍ବାସ କରିବାକୁ ନୀଳାଦ୍ରି ନିଳୟ ନାମକ ଏକ ଯୋଜନା ଆରମ୍ଭ ହୋଇଛି। ଏହି ଯୋଜନାରେ ସହରକୁ ଭିକାରି ମୁକ୍ତ କରାଯାଇ ଭିକ୍ଷାବୃତ୍ତି କରୁଥିବା ଲୋକଙ୍କୁ ଥଇଥାନ କରାଯିବ। ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସଶକ୍ତିକରଣ ଓ ସାମାଜିକ ସୁରକ୍ଷା ବିଭାଗ ସହାୟତାରେ ଏହି ଯୋଜନା ଆରମ୍ଭ ହୋଇଛି। ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ […]

odisha
ଡ୍ରେନ୍‌ ପାଣିରେ ଭାସୁଛି ପୁରୀ ବଡ଼ଦାଣ୍ଡ

ପୁରୀ: ପୁରୀର ସୌନ୍ଦର୍ଯ୍ୟକରଣ ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର। ପୁରୀ ଆଖପାଖ ପରିବେଶ ଯେପରି ଦେଶବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମନକୁ ଛୁଇଁବ ସେଥିଲାଗି ଦିଆଯାଉଛି ସ୍ୱତନ୍ତ୍ର ଧ୍ୟାନ। କିନ୍ତୁ ଏତେ ସବୁ ପଦକ୍ଷେପ ସତ୍ତ୍ୱେ ବଡ଼ଦାଣ୍ଡରେ ଡ୍ରେନେଜ୍‌ ବ୍ୟବସ୍ଥାର ସୁଧାର ଲାଗି କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି। ଅପରିଷ୍କାର ପାଣି ବାଟଦେଇ ଭକ୍ତଙ୍କୁ ମନ୍ଦିର ଭିତରେ ପ୍ରବେଶ କରିବାକୁ ପଡ଼ୁଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ କ୍ଷୋଭ […]

puri
ପୁରୀ ସ୍ୱର୍ଗଦ୍ୱାରରୁ ହଟିବ ବିଜୁବାବୁଙ୍କ ସ୍ମୃତି ସ୍ଥଳ

ପୁରୀ: ପୁରୀ ସ୍ୱର୍ଗଦ୍ୱାରରୁ ହଟିବ ବିଜୁବାବୁଙ୍କ ସ୍ମୃତି ସ୍ଥଳ। ସ୍ୱର୍ଗଦ୍ୱାରର ବିକାଶ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ବିଜେଡି ନେତା ସଞ୍ଜୟ ଦାସବର୍ମା। ତେବେ ସ୍ମୃତି ସ୍ଥଳରେ କେବଳ ସ୍ମୃତି ଫଳକଟିଏ ରହିବ। ସ୍ୱର୍ଗଦ୍ୱାରର ବିକାଶ ପାଇଁ ଏହା ସମ୍ପୂର୍ଣ୍ଣ ସମର୍ପିତ ବୋଲି ଦାସବର୍ମା କହିଛନ୍ତି।  ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ପୁରୀବାସୀ। ସୂଚନାଥାଉ କି, ସ୍ୱର୍ଗଦ୍ୱାରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୫ […]

puri
ପୁରୀରେ ‘ମୋ ବିଚ୍’ କାର୍ଯ୍ୟକ୍ରମ; ପରିବେଶ ସୁରକ୍ଷା ନେଇ ସାରା ବିଶ୍ୱକୁ ବାର୍ତ୍ତା

ଭୁବନେଶ୍ୱର: ବିଶ୍ୱର ସବୁଠୁ ବଡ଼ ବେଳାଭୂମି ସଫେଇ ଅଭିଯାନ ‘ମୋ ବିଚ୍’ କାର୍ଯ୍ୟକ୍ରମ ଆଜି ପୁରୀରେ ଆୟୋଜିତ ହୋଇଛି। ଅର୍ନ୍ତଜାତୀୟ ବେଳାଭୂମି ସଫେଇ ଦିବସ ଅବସରରେ ସାରା ବିଶ୍ୱକୁ ଆଜି ପୁରୀରୁ ବାର୍ତ୍ତା ଦିଆଯାଇଛି। ପରିବେଶକୁ ସୁରକ୍ଷା ରଖିବା ସହ ସମୁଦ୍ର ଉପକୂଳକୁ ସ୍ୱଚ୍ଛ ରଖିବାକୁ ବାର୍ତ୍ତା ଦିଆଯାଇଛି। ଏନେଇ ଜିଲ୍ଲାର ୧୪୦ କିଲୋମିଟର୍ ବେଳାଭୂମିର ଶହେଟି ସ୍ଥାନରେ ୧୦ ହଜାର ସ୍ୱେଚ୍ଛାସେବୀ ଏକାଠି ହୋଇଛନ୍ତି। ଦିଆଯାଇଛି। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସାମାଜିକ କର୍ମୀ, ଛାତ୍ରଛାତ୍ରୀ ମଧ୍ୟ […]

rf
ପୁରୀ ଗଲେ ୫ ଆଇଏଏସ୍

ପୁରୀ : ପୁରୀ ଗଲେ ୫ ପ୍ରୋବେସନର ଆଇଏଏସ୍ ଅଫିସର । ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ ଭାବେ ବିକଶିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ଉନ୍ନତିକରଣ କାର୍ଯ୍ୟରେ ଏମାନେ ସହଯୋଗ କରିବେ। ଏହି ୫ ଅଫିସର ହେଲେ ସୂର୍ଯ୍ୟବଂଶୀ ମୟୂର ବିକାଶ, କୀର୍ତ୍ତିଭାସନ.ଭି, ଶୁଭଙ୍କର ମହାପାତ୍ର, ଜେ.ସୋନାଲ ଏବଂ ଭୁବନେଶ ଦାସ ପାଟିଲ। ପୁରୀକୁ  ବିଶ୍ୱ ଐତିହ୍ୟ ନଗରୀ ଭାବେ ଗଢି ତୋଳିବାକୁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକଳ୍ପ ଆରମ୍ଭ କରାଯାଉଛି । […]

train
ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଲା ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ୍

ସମ୍ବଲପୁର(ସଞ୍ଜୟ ଜେନା): ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଗଲା ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ୍। ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁରର ମାନେଶ୍ୱର ଓ ସିଟି ଷ୍ଟେସନ୍ ମଧ୍ୟରେ ଟ୍ରେନ୍‌ର ବ୍ରେକ୍‌ରେ ନିଆଁ ଲାଗି ଯାଇଥିଲା। ଏହା ଜଣାପଡ଼ିବା ପରେ ଟ୍ରେନ୍‌କୁ ଅଟକା ଯାଇଥିଲା। ରେଲୱେ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପରେ ଟ୍ରେନ୍‌ଟି ପୁରୀ ଅଭିମୁଖେ ଯାତ୍ରା କରିଥିଲା। ଠିକ୍ ସମୟରେ ଉଚିତ ପଦକ୍ଷେପ ଯୋଗୁ ଯଦିଓ ଏକ ବଡ଼ ଅଘଟଣକୁ ରୋକା ଯାଇ ପାରିଥିଲେ […]

naveen patnaik
ପୁରୀର ବିକାଶ ପାଇଁ ୫ ଶହ କୋଟିର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ପୁରୀ: ପୁରୀର ଭିତ୍ତିଭୂମି ବିକାଶ ଲାଗି ୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ୫୦୦ କୋଟି ଟଙ୍କାରେ ପୁରୀ ସହରରେ ନୂଆ ରାସ୍ତା, ସେତୁ, ପାର୍କିଂ ପ୍ଲେସ୍‌ ସମେତ ସହରର ଅନେକ ବିକାଶ କରାଯିବ। ମାଳତୀପାଟପୁରରୁ ଜଗନ୍ନାଥ ବଲ୍ଲଭ ମଠକୁ ସଂଯୋଗ କରିବା ଲାଗି ୧୯୦ କୋଟି ଟଙ୍କା ବ୍ୟୟରେ ଶ୍ରୀସେତୁ ନିର୍ମାଣ ହେବ। ଏହାସହ ଜଗନ୍ନାଥ ବଲ୍ଲଭ ମଠରେ […]

p5
ରଥଯାତ୍ରା ପାଇଁ ସିସିଟିଭି ନଜରରେ ରହିବ ପୁରୀ

ପୁରୀ : ରଥଯାତ୍ରା ବେଳେ ସିସିଟିଭି ନଜରରେ ରହିବ ସମଗ୍ର ପୁରୀ ସହର। ସିଂହଦ୍ୱାର, ବଡ଼ଦାଣ୍ଡଠୁ ଆରମ୍ଭ କରି ରେଳ ଷ୍ଟେସନ, ବସ୍‌ଷ୍ଟାଣ୍ଡ, ପାର୍କିଂସ୍ଥଳ ସବୁ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବ। ଏଥି ସହିତ ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ଏହି ବ୍ୟବସ୍ଥାକୁ ନିୟନ୍ତ୍ରଣ କରାଯିବ ବୋଲି ପୁଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି। ରଥଯାତ୍ରା ପାଇଁ ଦାୟିତ୍ୱରେ ଥିବା ସମସ୍ତ ପୁଲିସ ଓ ଅନ୍ୟ ବିଭାଗର ଉଚ୍ଚ ଅଧିକାରୀଙ୍କ ସହ ଚୂଡ଼ାନ୍ତ ବୈଠକ […]