• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "1263" result for "ପୁରୀ" in https://otvkhabar.in

puri
ଖଣି ପଥରରେ ହେବ ପୁରୀ ଶ୍ରୀଜଗନ୍ନାଥ ଐତିହ୍ୟର ବିକାଶ

ପୁରୀ: ଖଣି ପଥରରେ ହେବ ପୁରୀ ଶ୍ରୀଜଗନ୍ନାଥ ଐତିହ୍ୟର ବିକାଶ। ଏଥିପାଇଁ ଓଡ଼ିଶା ଖଣି ନିଗମକୁ ୬ଟି ଖଣ୍ଡୋଲାଇଟ ଖଣି ଦେଲା ଖଣି ଓ ଇସ୍ପାତ ବିଭାଗ। ୬ଟି ଖଣି ମଧ୍ୟରେ ଯାଜପୁରର ୩ଟି, ଖୋର୍ଦ୍ଧାରେ ୨ଟି ଏବଂ କଟକରେ ଗୋଟିଏ ଖଣି ରହିଛିଯ ଓଡ଼ିଶା ଖଣି ନିଗମ ମାଧ୍ୟମରେ ଏହି ଖଣିଗୁଡ଼କରୁ ଉତ୍ତୋଳନ ହେବାକୁ ଥିବା ଖଣିଜ ପଦାର୍ଥ, ପୂର୍ତ୍ତ ବିଭାଗ କିମ୍ବା ଏହା ଦ୍ୱାରା ମନୋନୀତ ଅନ୍ୟ ଏଜେନ୍ସିକୁ ଯୋଗାଇ ଦିଆଯିବ। ଆଉ ଏହି […]

cm
ପୁରୀ ଗଣଦୁଷ୍କର୍ମ ଘଟଣା: ସିବିଆଇ ତଦନ୍ତ ନଚେତ୍‌ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିରୋଧୀ

ଭୁବନେଶ୍ୱର: ପୁରୀ ଦୁଷ୍କର୍ମ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ଏହି ଘଟଣାରେ ସିବିଆଇ ତଦନ୍ତ କରାଯାଉ ବୋଲି ଦାବି କରିବା ସହିତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ। ନଚେତ୍ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ଦିଅନ୍ତୁ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଦାବି କରିଛନ୍ତି। ଏହି ଘଟଣାରେ ପୁଲିସ୍‌ ଅଭିଯୁକ୍ତ ଥିବାରୁ ତଦନ୍ତରେ ହେର୍‌ଫେର୍‌ ଆସଙ୍କା ନେଇ ସିବିଆ ତଦନ୍ତ ଦାବି କରିଛନ୍ତ […]

tahtay
ପୁରୀ ଗଣଦୁଷ୍କର୍ମ ଘଟଣାରେ ୨ ଗିରଫ: ୨୦ ଦିନରେ ଚାର୍ଜସିଟ୍ ହେବ

ପୁରୀ: ପୁରୀ ଗଣଦୁଷ୍କର୍ମ ଘଟଣାରେ ୨୦ ଦିନ ଭିତରେ ଚାର୍ଜସିଟ୍ ଦାଖଲ ହେବ। କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ ଏକ ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି। ତେବେ ଘଟଣାରେ ଦୁଇଜଣ ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସେଠୀ ଓ ରାଜେଶ ସେଠୀଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ। ଏହି ଘଟଣାକୁ ପୁଲିସ ସ୍ପେଶାଲ୍ କେସ୍ ଭାବେ ଗ୍ରହଣ କରି ୪ଟି ଟିମ୍ ଗଠନ କରାଯାଇଥିବା କେନ୍ଦ୍ରାଞ୍ଚଳ ଡିଆଇଜି ସୂଚନା ଦେଇଛନ୍ତି। ମାମଲାରେ ଶୁଣାଣି […]

congress
ପୁରୀ ଗଣଦୁଷ୍କର୍ମ ଘଟଣାରେ ସରକାରଙ୍କୁ ଘେରିବାକୁ କଂଗ୍ରେସର ରାତି ପ୍ଲାନିଂ

ପୁରୀ: ପୁରୀ ଦୁଷ୍କର୍ମ ଘଟଣାକୁ ନେଇ ଗତକାଲି ରାତି ୧୧ଟାରେ  କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ ଉଦ୍ୟମ କରାଯାଇଥିଲା। ରାଜ୍ୟ କଂଗ୍ରେସ ଭବନରୁ ଏକ ରାଲି ବାହାରି ନବୀନ ନିବାସ ଘେରାଉ ପାଇଁ ଯାଇଥିଲା। ଏହି ସମୟରେ କର୍ମୀମାନେ ହାତରେ କ୍ୟାଣ୍ଡେଲ ଧରି ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ପରେ ଶିଶୁ ଭବନ ଛକରେ ଆନ୍ଦୋଳନ କରିବା ସହ ନବୀନ ନିବାସ ଘେରାଉ ପାଇଁ ଉଦ୍ୟମ କରିଥିଲେ।  ତେବେ ଏହି ସମୟରେ ପୁଲିସ କଂଗ୍ରେସ […]

h
ମନିପର୍ସରୁ ଧରାପଡ଼ିଲେ ପୁରୀ ଦୁଷ୍କର୍ମକାରୀ; ମୁଖ୍ୟ ଅଭିଯୁକ୍ତ ଗିରଫ

ପୁରୀ: ଧର୍ମକ୍ଷେତ୍ର ପୁରୀରେ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ କନଷ୍ଟେବଲ୍ ଜିତେନ୍ଦ୍ର ସେଠୀକୁ ଗିରଫ କରାଯାଇଛି। ଅନ୍ୟ ୩ ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚରା ଚାଲିଛି। ପୀଡ଼ିତାଙ୍କ ବୟାନ ରେକର୍ଡ ସହ ଡାକ୍ତରୀ ମାଇନା କରିଛି ପୁଲିସ। ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସେଠୀ ଆଗରୁ କନଷ୍ଟେବଳ ଚାକିରି କରିଥିଲେ ହେଁ ସେ ବହିଷ୍କୃତ ହୋଇଛନ୍ତି। ଜିତେନ୍ଦ୍ର ସେଠୀ ନାଁରେ ଆଗରୁ ମଧ୍ୟ ବହୁ ମାମଲା ଅଛି। ଚାକିରୀ କ୍ଷେତ୍ରରେ ନିଜର ଆଚରଣ ଲାଗି ଜିତେନ୍ଦ୍ରର ସର୍ଭିସ […]

photo
ପୁରୀ ୭୫ ମିଟର ପରିଧି ଭିତରେ ଉଚ୍ଛେଦ: ସ୍ୱେଚ୍ଛାକୃତ ଜମି ଦାନ କଲେ ଲୋକେ

ପୁରୀ: ଶ୍ରୀମନ୍ଦିର ୭୫ ମିଟର ପରିଧି ଭିତରେ ଆସୁଥିବା ଜାଗା ମଧ୍ୟରୁ ୭୫ ପ୍ରତିଶତ ଘରୋଇ ଜମିକୁ ଲୋକେ ସ୍ୱେଚ୍ଛାକୃତ ଭାବେ ପ୍ରଦାନ କରିଛନ୍ତି। ଫଳରେ ୪୦ ଦିନ ମଧ୍ୟରେ ସିଧାସଳଖ ବିକ୍ରି-ଖର୍ଦ୍ଦି ପ୍ରକ୍ରିୟାରେ ମୋଟାମୋଟି ଭାବେ ୭୫ ପ୍ରତିଶତ ଘରୋଇ ଜମି ସଂଗ୍ରହ ହୋଇପାରିଛି। ଲୋକଙ୍କ ଉତ୍ସର୍ଗୀକୃତ ମନୋଭାବ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି।  ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏପଟେ ବିସ୍ଥାପିତଙ୍କ ଲାଗି ଥିବା ଅତିରିକ୍ତ ପ୍ରୋତ୍ସାହନ […]

h
ପୁରୀରେ ପୁଣି ଉଚ୍ଛେଦ ଆରମ୍ଭ

ପୁରୀ: କିଛି ଦିନ ବନ୍ଦ ରହିବା ପରେ ଆଜିଠାରୁ ପୁରୀରେ ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଶ୍ରୀମନ୍ଦିର ପାଚେରୀ ପାଖ ଅଞ୍ଚଳରେ ଉଚ୍ଛେଦ ହେବ ନାହିଁ। ପୁରୀ ପୌରପାଳିକାର ପୁରୁଣା ମାର୍କେଟ କଂପ୍ଲେକ୍ସ ଉଚ୍ଛେଦ କରାଯାଉଛି। ମାର୍କେଟ ଛକରେ ଥିବା ଶହେ ବର୍ଷର ପୁରୁଣା କଂପ୍ଲେକ୍ସକୁ ଭଙ୍ଗାଯିବା ଆରମ୍ଭ ହୋଇଛି। ମୋଚିସାହି ମହୋଦଧି ମାର୍କେଟ କଂପ୍ଲେକ୍ସ ଭାଙ୍ଗିବା ଲାଗି ସେପ୍ଟେମ୍ବର ୨୪ରେ ୨୩୦ ଦୋକାନୀଙ୍କୁ ନୋଟିସ ଦିଆଯିବା ସହ ଅକ୍ଟୋବର ୧୪ ସୁଦ୍ଧା ଦୋକାନ […]

se
ପୁରୀ ସମୁଦ୍ରରେ ଗାଧୋଉଥିଲେ, ଫେରିବା ବେଳେ ମାଡ଼ିଆସିଲା ବିରାଟ ଢେଉ

ପୁରୀ: ସେନାରେ ଭର୍ତ୍ତି ପାଇଁ ପରୀକ୍ଷା ଦେବାକୁ ଆସି ସମୁଦ୍ରରେ ଭାସିଗଲେ ଦୁଇ ପରୀକ୍ଷାର୍ଥୀ। ଆଜି ଏପରି ଅଭାବନୀୟ ଦୃଶ୍ୟରେ ଶ୍ରୀକ୍ଷେତ୍ରର ଦିଗବାରେଣି ଖୁଣ୍ଟି ନିକଟରେ ଘଟିଛି। ପରୀକ୍ଷାର୍ଥୀମାନେ ସମୁଦ୍ରରେ ଗାଧୋଇବା ବେଳେ ଏପରି ଅଘଟଣା ଘଟିଛି। ତେବେ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପତ୍ତା ମିଳିପାରି ନାହିଁ। ଟେରିଟୋରିଆଲ୍‌ ଆର୍ମିର ଭୁବନେଶ୍ୱରରେ ଥିବା ୧୨୦ ଇନ୍‌ଫ୍ରାନଣ୍ଟ୍ରି ବାଟାଲିୟନ୍‌ରେ ଭର୍ତ୍ତି ପାଇଁ ପରୀକ୍ଷା ଚାଲିଛି। ସେଥିପାଇଁ ରାଜଧାନୀକୁ ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ପରୀକ୍ଷାର୍ଥୀ ଆସୁଛନ୍ତି। ଆର୍ମି ପରୀକ୍ଷା […]

mo-beach-programme-in-puri1
ବିଶ୍ୱ ରେକର୍ଡ ହାସଲ୍‌ କରିବାକୁ ଯାଉଛି ପୁରୀ

ପୁରୀ: ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ ଅବସରରେ ପୁରୀ ବେଳାଭୂମି ସଫେଇ ସହ “ମୋ ବିଚ୍‌”ର ବାର୍ତ୍ତା ବିଶ୍ୱକୁ ଦେବାପାଇଁ ଜିଲ୍ଲା ପ୍ରଶାସନର ନିଆରା ପ୍ରୟାସ ଆରମ୍ଭ କରିଛି। ୧୪୦ କିଲୋମିଟରର ବିସ୍ତୀର୍ଣ ବେଳାଭୂମି ସଫେଇ କରି ବିଶ୍ୱ ରେକର୍ଡ ହାସଲ କରିବାକୁ ଯାଉଛି ପୁରୀ ଜିଲ୍ଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ ଯୋଗ ଦେଇଥିଲେ। ତେବେ ମୁଖ୍ୟ ଆକର୍ଷଣ ସାଜିଥିଲେ ବଲିଉଡ ଆକ୍ଟର ବିଦ୍ୟୁତ ଜାମଓ୍ୱାଲ ଓ […]

encounter (1)
ପୁରୀରେ ଡବଲ୍‌ ଏନ୍‌କାଉଣ୍ଟର୍; ଦୁଇ ମାଫିଆ ଆହତ

ପୁରୀ(ମଧୁସୂଦନ ମିଶ୍ର): ପୁରୀ ଜିଲ୍ଲାରେ ଡବଲ୍ ଏନ୍‌କାଉଣ୍ଟର ହୋଇଛି। ଗତ ରାତିରେ ଦୁଇଟି ଅଲଗା ଅଲଗା ସ୍ଥାନରେ ଏନ୍‌କାଉଣ୍ଟର ହୋଇଥିବାବେଳେ ଏଥିରେ ଦୁଇଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ଆହତ ଦୁଇଜଣ ହେଲେ ବିଶୁ ଓରଫ୍ ବିଶ୍ୱରଞ୍ଜନ ସାହୁ ଏବଂ ବାଲି ମାଫିଆ ଟିକି ମିଆଁ ଓରଫ୍ ସିୟାମତ୍ ଖାନ୍। ଏମାନେ ଦୁଇଜଣ ବ୍ରାଉନ ସୁଗାର ଓ କୋରେସ୍କ ବ୍ୟବସାୟୀ ବୋଲି ଜଣାପଡ଼ିଛି। ଗତକାଲି ରାତିରେ ଦୁର୍ଦ୍ଦାନ୍ତ ଅପରାଧୀ ବିଶ୍ୱ ରଞ୍ଜନ ସାହୁ ତାଳବଣିଆ ଥାନା ଅଞ୍ଚଳରେ […]

vv
ପୁରୀରେ ଉଚ୍ଛେଦକୁ ବିରୋଧ ପରେ ସରକାରଙ୍କ ବ୍ୟଗ୍ରତା; ଲୋଭ ଦେଖାଇବା ପାଇଁ ଚାଲିଛି ପ୍ରକଳ୍ପ ଘୋଷଣା

ପୁରୀ: ଉଚ୍ଛେଦ ଅଭିଯାନ ସରିଲେ ଚିକ୍‌ ଚିକ୍‌ ଦିଶିବ ଶ୍ରୀକ୍ଷେତ୍ର, ବ୍ୟାଘ୍ରଦ୍ୱାର। ୨୫ କୋଟି ଟଙ୍କା ବ୍ୟୟରେ ତିଆରି ହେବ ରଘୁନନ୍ଦନ ଲାଇବ୍ରେରୀ। ପରିକଳ୍ପିତ ବିଶ୍ୱ ଐତିହ୍ୟ ନଗରୀର ଚିକ୍‌ ମିକ୍‌ ରୂପ ଥିବା କିଛି ଫଟୋ ଛାଡ଼ି ସାଧାରଣ ଜନତାର ଆଖି ଝଲ୍ସାଇ ଦେଇଥିଲେ ସରକାର। ଗତକାଲି ପୁରୀ ପାଇଁ ୩ଟି ନୂଆ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଏମିତି ଫଟୋସବୁ ଛାଡ଼ିଥିଲେ ସରକାର। କେବଳ ଏତିକି ନୁହେଁ, ଆଜି ମଧ୍ୟ ପୁରୀର ରୂପ ବଦଳେଇବାକୁ […]