ଭୁବନେଶ୍ୱର: ଓଡ଼ିଶାରେ ମହାମାରୀ କରୋନା ଗୋଷ୍ଠୀ ସଂକ୍ରମଣର ଷ୍ଟେଜ ଫୋର୍ରେ ପହଞ୍ଚିଛି! ଯାହାକି ଅତି ଭୟଙ୍କର। କରୋନା ପଜିଟିଭ୍ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି। ଦୈନିକ ୪ ହଜାର ପଜିଟିଜ୍ ଚିହ୍ନଟ ହେଉଛନ୍ତି। ଏହି ଟ୍ରେଣ୍ଡ ଖସିବାକୁ ଆହୁରି ମାସେ ଲାଗିବ। ଯଦି ଲୋକେ ସଚେତନ ହୁଅନ୍ତି, ତାହାଲେ ନଭେମ୍ବର ୧୭ ଆଡ଼କୁ ପ୍ଲାଟୋ ସ୍ଥିତିକୁ ଆସିପାରେ ବୋଲି କହୁଛନ୍ତି ବିଶେଷଜ୍ଞ। ତଥ୍ୟ ଅନୁସାରେ ଅଗଷ୍ଟ ୨୩ରେ ସର୍ବାଧିକ ୬୮,୯୦୬ ଟେଷ୍ଟିଂ ହୋଇଥିଲା। ଯେଉଁଥିରୁ ୨୯୯୩ […]
ଭୁବନେଶ୍ୱର : ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ନେଇ ସତରେ କଣ ତତ୍ପର ରାଜ୍ୟ ସରକାର? ଅାଚରଣ ଓ ଉଚ୍ଚାରଣକୁ ଦେଖିଲେ ଏହା ଅାଦୌ ଜଣାପଡୁନାହିଁ। କାରଣ ଗୋଟିଏ ପଟେ ରାଜ୍ୟକୁ ଶିଳ୍ପ ଅାଣିବା ଲାଗି ମେନ୍ ଇନ୍ ଓଡ଼ିଶା କନ୍କ୍ଲେଭ, ଅନ୍ୟପଟେ ରାଜ୍ୟରେ ଥିବା ପ୍ରତିଷ୍ଠିତ ଶିଳ୍ପକୁ ବନ୍ଦ କରିବା ଲାଗି ଯୋଜନାବଦ୍ଧ ଷଡ଼ଯନ୍ତ୍ର। ଏବେ ଜଣାପଡ଼ିଗଲା ରାଜ୍ୟର ସର୍ବ ପୁରାତନ ଶିଳ୍ପ ସଂସ୍ଥା ଇମ୍ଫା ବିରୁଦ୍ଧରେ ଷଡ଼ଯନ୍ତ୍ର। ଥେରୁବାଲି କାରଖାନାରେ ବିଶୃଙ୍ଖଳା ସୃଷ୍ଟି ପରେ ଯାଜପୁର […]
କଟକ: ଆଜି ଓ ଆସନ୍ତାକାଲି ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ। ହାଇକୋର୍ଟର କିଛି ବିଭାଗରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଥିବାରୁ ଆଜି ଓ ଆସନ୍ତାକାଲି କୋର୍ଟ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରେଜିଷ୍ଟ୍ରାର ଜେନେରାଲ। ଏହି ଦୁଇ ଦିନ ହାଇକୋର୍ଟ ସହ ଏହାର କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ। ଏହି ସମୟରେ ହାଇକୋର୍ଟର ସମ୍ପୂର୍ଣ୍ଣ ପରିସରକୁ ସାନିଟାଇଜ କରାଯିବ। ଆଜି ପ୍ରକାଶିତ କଜ୍ ଲିଷ୍ଟକୁ ୨୩ ତାରିଖରେ ଶୁଣାଣି ସହ ୨୨, ୨୩, ୨୪, ୨୫ […]
ଭୁବନେଶ୍ଵର: ଓଡ଼ିଶାରେ କରୋନା ନେଇ ଲୋକସଭାରେ ସମାଲୋଚନା କଲେ ସାଂସଦ ସୁରେଶ ପୂଜାରୀ। ରବିବାର ଲୋକସଭା ଆଲୋଚନାରେ ଭାଗ ନେଇ ଓଡ଼ିଶାରେ ସ୍ଵାସ୍ଥ୍ୟବସ୍ଥା ନେଇ ଟାର୍ଗେଟ୍ କରିଛନ୍ତି। ଓଡ଼ିଶାର ସ୍ଵାସ୍ଥ୍ୟ ଠିକ୍ ନାହିଁ, ବିଗିଡ଼ିି ଯାଇଛି ବୋଲି କହିଥିଲେ ସୁରେଶ ପୂଜାରୀ। ଓ୍ବାଶିଂଟନ ୟୁନିଭର୍ସିଟିର ତଥ୍ୟ ଅନୁସାରେ ଜାନୁଆରୀ ସୁଦ୍ଧା ଓଡ଼ିଶାରେ ୧୧ ହଜାର ମୃତ୍ୟୁ ଆଶଙ୍କା ରହିଛି। ଦିଲ୍ଲୀରେ ଯେପରି କେନ୍ଦ୍ର ସରକାର ଦାୟିତ୍ୱ ନେଇ ସ୍ଥିତି ସମ୍ଭାଳଥିଲେ ଓଡ଼ିଶାରେ ସେପରି ହେଉ ବୋଲି ସେ […]