• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "1693" result for "ଓଡ଼ିଶା" in https://otvkhabar.in

କ୍ରମାଗତ ତୃତୀୟ ଦିନ ଓଡ଼ିଶାରେ ପେଟ୍ରୋଲ ଠାରୁ ଡିଜେଲ ମହଙ୍ଗା
କ୍ରମାଗତ ତୃତୀୟ ଦିନ ଓଡ଼ିଶାରେ ପେଟ୍ରୋଲ ଠାରୁ ଡିଜେଲ ମହଙ୍ଗା

ଭୁବନେଶ୍ୱର : ଓଡିଶାରେ ଡିଜେଲ ଦର ପେଟ୍ରୋଲ ତୁଳନାରେ ଅଧିକ କାହିଁକି? ଏହି ପ୍ରଶ୍ନକୁ ନେଇ ଏବେ ଆଲୋଚନା । ପେଟ୍ରୋଲିୟମ୍ ଡିଲର୍ ଅାସୋସିଏସେନ୍ ଏହା ପଛରେ ରାଜ୍ୟ ସରକାର ନେଉଥିବା ୨୬ ପ୍ରତିଶତ ଭାଟ୍‌କୁ ଦାୟୀ କରୁଥିବା ବେଳେ ରାଜ୍ୟ ଅର୍ଥ ମନ୍ତ୍ରୀ ପେଟ୍ରୋଲ ତୁଳନାରେ ଡିଜେଲ୍‌ର ବେସ୍ ପ୍ରାଇସ୍ ଅଧିକ ଥିବା କହି କେନ୍ଦ୍ର ଉପରେ ଦୋଷ ଲଦିଛନ୍ତି। ୩ କିଲୋମିଟରେ ୩ ଟଙ୍କାର ଫରକ । ଅାଉ ଇଏ ହେଉଛି ତାର ପ୍ରଭାବ […]

assembly
ବିରୋଧୀଙ୍କ ବିରୋଧ ସତ୍ତ୍ୱେ ଓଡ଼ିଶା ସଂକ୍ରାମକ ରୋଗ ସଂଶୋଧନ ବିଲ୍ ପାରିତ

ଭୁବନେଶ୍ୱର: କଂଗ୍ରେସ ଓ ବିଜେପିର ବିରୋଧ ସତ୍ତ୍ୱେ ବିଧାନସଭାରେ ପାରିତ ହୋଇଛି ଓଡ଼ିଶା ସଂକ୍ରାମକ ରୋଗ ସଂଶୋଧନ ବିଲ୍। ଏହି ବିଲ୍ ଅନୁସାରେ ଜଣେ ଯଦି କୋଭିଡ୍ ଗାଇଡ ଲାଇନ୍ ଉଲ୍ଲଂଘନ କରେ, ଦୋଷ ପ୍ରମାଣିତ ହେଲେ ଅଭିଯୁକ୍ତକୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କିମ୍ବା ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲ୍ ହେବ। ଏଣିକି ଯଦି ମହାମାରୀ ସମୟରେ ରାଜ୍ୟ ସରକାର, ଯାହାବି ସ୍ୱାସ୍ଥ୍ୟ ସଂପର୍କିତ ସାମଗ୍ରୀ କିଣିବାକୁ ଚାହିଁବେ, ସେ ନେଇ ପୂର୍ଣ୍ଣ କ୍ଷମତା ସରକାରଙ୍କ […]

depression
ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାକୁ ମୁହାଁଇବ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ !

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାକୁ ମୁହାଁଇବ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ପରବର୍ତ୍ତୀ ୨ରୁ ୩ ଦିନ ମଧ୍ୟରେ ଡିପ୍ରେସନରେ ପରିଣତ ହୋଇପାରେ। ଏହାର ପ୍ରଭାବରେ ୧୧ରୁ ୧୩ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ।  ଏହାକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ନଜର ରଖିବାକୁ […]

univesity
ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ୨୦୨୦ କ'ଣ ?

ଭୁବନେଶ୍ୱର: ବିଧାନସଭାରେ ପାରିତ ହେଲା ବହୁ ଚର୍ଚ୍ଚିତ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ୨୦୨୦ । ଅଧ୍ୟାଦେଶ ଆସିବା ଦିନରୁ ବିଲ୍ ପାସ ପର୍ଯ୍ୟନ୍ତ ବିଧାନସଭା ବାହାରେ ଓ ଭିତରେ ପ୍ରବଳ ବିରୋଧ ସତ୍ତ୍ୱେ ଆଜି ଏହି ବିବାଦୀୟ ବିଲ୍‌କୁ ମଂଜୁରୀ ମିଳିଛି। ବିରୋଧୀ ବିଜେପି ଓ କଂଗ୍ରେସ ଏହି ଆଇନ୍‌କୁ କଳା ଆଇନ୍ ଏବଂ ବିଧାନସଭାର ଆଜିର ଦିନକୁ କଳା ଦିବସ ବୋଲି ବୋଲି କହିଛନ୍ତି। ଅନ୍ୟପଟେ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଏହି ବିଲ୍ ପାରିତ […]

toka 1
କାମ ଅପେକ୍ଷା ନାମକୁ ବେଶୀ ପ୍ରାଧାନ୍ୟ ଦେଉଛନ୍ତି କି ଓଡ଼ିଶା ସରକାର ?

ଭୁବନେଶ୍ୱର: କାମ ଅପେକ୍ଷା ନାମକୁ ବେଶୀ ପ୍ରାଧାନ୍ୟ ଦେଉଛନ୍ତି କି ଓଡ଼ିଶା ସରକାର ? ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ଅଢ଼େଇ ଲକ୍ଷ ଛୁଇଁବାକୁ ବସିଥିବା ବେଳେ, ମୃତ୍ୟୁ ସଂଖ୍ୟା ଆଜି ହଜାରେ ଟପିଛି।  ସ୍ୱାସ୍ଥ୍ୟସେବା ଓ କୋଭିଡ୍ ପରିଚାଳନାର ଏକାଧିକ ନଗ୍ନଚିତ୍ର ବି ବାରମ୍ବାର ସାମ୍ନାକୁ ଆସୁଛି। ହେଲେ ସେସବୁକୁ ଅତି ଚତୁରତାର ସହ ଆଡ଼େଇ ଯାଉଥିବା ରାଜ୍ୟ ସରକାର, ପ୍ରଶଂସା ସାଉଁଟିବାକୁ କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହାନ୍ତି। ଯେଉଁଥିପାଇଁ ଏବେ ଅକଳରେ […]

ତେଜିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି
ତେଜିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି

ସମ୍ବଲପୁର : ଜୋରଧରିଲା ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀବେଞ୍ଚ ପ୍ରତିଷ୍ଠା ଦାବି। ଅାଜିଠାରୁ ସମ୍ବଲପୁର ଓକିଲ ସଂଘ ପୁଣି ଥରେ ଅାନ୍ଦୋଳନକୁ ଓହ୍ଲାଉଛି। ବିଧାନସଭା ମୌସୁମୀ ଅଧିବେଶନ ସରିବା ପର୍ଯ୍ୟନ୍ତ କୋର୍ଟ ବର୍ଜନ ନିଷ୍ପତ୍ତି ନିଅାଯାଇଛି। ସମ୍ବଲପୁର ଓକିଲ ସଂଘ ସାଧାରଣ ପରିଷଦ ବୈଠକରେ ଏନେଇ ନିଷ୍ପତ୍ତି ନିଅାଯାଇଛି। ଅାସନ୍ତାକାଲିଠାରୁ ଜିଲ୍ଲାର ସମସ୍ତ ରାଜସ୍ୱ ଅଫିସ୍ ବନ୍ଦ କରିବାକୁ ନିଷ୍ପତ୍ତି ନିଅାଯାଇଥିବା ବେଳେ ଅାଜିଠାରୁ କୋର୍ଟ ବନ୍ଦ କରାଯାଉଛି। ସେହିପରି ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ ନେଲସନ […]