• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "1693" result for "ଓଡ଼ିଶା" in https://otvkhabar.in

jp nadda
ଓଡ଼ିଶା ଆସିପାରନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର: ଓଡ଼ିଶା ଆସିପାରନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଜାନୁଆରୀ କିମ୍ବା ଫେବ୍ରୁଆରୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଓଡ଼ିଶା ଆସିପାରନ୍ତି ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସଂଗଠନ, ମିଶନ-୧୨୦, ଡବଲ ଇଞ୍ଜିନ ନେଇ ଆଲୋଚନା ହୋଇପାରେ। ଏହାସହ ରାଜ୍ୟରେ ବିଜେପିର ସ୍ଥିତି ସୁଦୃଢ ପାଇଁ ଆଲୋଚନା ସହ ବିଜେପିର ବରିଷ୍ଠ ପଦାଧିକାରୀଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ସମୀକ୍ଷା କରିପାରନ୍ତି ବୋଲି ସୂଚନା ମିଳିଛି।

aiiims
ଓଡ଼ିଶାରେ ଦ୍ୱିତୀୟ ଏମ୍ସ ପାଇଁ ପ୍ରସ୍ତାବ

ଭୁବନେଶ୍ୱର: ଓଡ଼ିଶାରେ ଦ୍ୱିତୀୟ ଏମ୍ସ ପାଇଁ ପ୍ରସ୍ତାବ। ଏନେଇ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୁଷଣଙ୍କୁ ଚିଠି ଲେଖିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ଏମ୍ସ ପ୍ରତିଷ୍ଠା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି। ସୁନ୍ଦରଗଡ଼ରେ ଏମ୍ସ ପାଇଁ ଭିତ୍ତିଭୂମି ଥିବା ଜଣାଇଛନ୍ତି। ବିହାର ଭଳି ଓଡ଼ିଶାରେ ଦ୍ୱିତୀୟ ଏମ୍ସ ପାଇଁ ଅନୁମତି ପ୍ରସ୍ତାବ ଦିଆଯାଇଛି। ଅନ୍ୟ ରାଜ୍ୟ ପାଇଁ ୨ୟ ଏମ୍ସ ପ୍ରସ୍ତାବ ବିଚାରାଧୀନ ରହିଛି। ତେଣୁ ସ୍ୱାସ୍ଥ୍ୟସେବା ଆବଶ୍ୟକତା ଦୃଷ୍ଟିରୁ ଓଡ଼ିଶା […]

sambit-patra
ପରୀ ହତ୍ୟା ପ୍ରସଙ୍ଗରେ ସମ୍ବିତଙ୍କ ପ୍ରଶ୍ନ; ଓଡ଼ିଶାର ୯ ଜଣ କଂଗ୍ରେସ ବିଧାୟକ କାହିଁକି ଚୁପ୍ ?

ଭୁବନେଶ୍ୱର: ପରୀ ପ୍ରସଙ୍ଗରେ କଂଗ୍ରେସର ଆଚରଣ ନେଇ ରାହୁଲ ଗାନ୍ଧି ଓ କଂଗ୍ରେସ ବିଧାୟକଙ୍କୁ ପ୍ରଶ୍ନ କରିଛନ୍ତି ବିଜେପି ପ୍ରବକ୍ତା ସମ୍ବିତ ପାତ୍ର। ଏନେଇ ସେ କହିଛନ୍ତି ଓଡ଼ିଶାର ୯ ଜଣ କଂଗ୍ରେସ ବିଧାୟକ କାହିଁକି ଚୁପ୍ ବସିଛନ୍ତି ? କଣ ପାଇଁ ସେମାନେ ଅରୁଣ ସାହୁଙ୍କୁ କ୍ଲିନ ଚିଟ୍ ଦେଇଦେଲେ? ଅରୁଣ ସାହୁଙ୍କ ଠାରୁ ପଇସା ନେଇ ଚୁପ୍ ହୋଇ ବସିଛନ୍ତି ବୋଲି କହିଲେ ସମ୍ବିତ ଅଭିଯୋଗ କରିଛନ୍ତି। ପରୀ ପ୍ରସଙ୍ଗରେ ରାହୁଲ ଗାନ୍ଧିଙ୍କୁ ବି […]

elephant
ଗଜରାଜଙ୍କ ସୁରକ୍ଷା ପାଇଁ ଗୁଜୁରାଟ ମଡ଼େଲ୍ ଆପଣାଇବ ଓଡ଼ିଶା !

ହାତୀଙ୍କ ସୁରକ୍ଷା ପାଇଁ ଗୁଜୁରାଟ ମଡ଼େଲ୍ ଆପଣାଇବ ଓଡ଼ିଶା  ଟ୍ରେନ୍ ଧକ୍କାରେ ହାତୀ ମୃତ୍ୟୁକୁ ରୋକିବା ପାଇଁ ଖୁବ୍ ଶୀଘ୍ର ଯୋଜନାକୁ ଚୂଡାନ୍ତ ରୂପରେଖ ଦିଆଯିବ ଇୟର ଟୁ ଦ ୱାଇଲ୍ଡ ଫାଉଣ୍ଡେସନ ପକ୍ଷରୁ ରାଜ୍ୟ ବନ ବିଭାଗ ସହ ବୈଠକ…

Dilip-Tirkey-
ଦିଲ୍ଲୀପ ତିର୍କି ଓଡ଼ିଶା ହକି ଆଡହକ କମିଟିର ନୂଆ ଚେୟାରମ୍ୟାନ

ଭୁବନେଶ୍ୱର: ବଦଳିଲେ ଓଡ଼ିଶା ହକି ଆଡହକ କମିଟି ଚେୟାରମ୍ୟାନ । ଦିଲ୍ଲୀପ ତିର୍କି ହେଲେ ଆଡହକ କମିଟିର ନୂଆ ଚେୟାରମ୍ୟାନ । ସେହିଭଳି କ୍ରୀଡ଼ା ବିଭାଗ ଉପସଚିବ ଶୈଳେନ୍ଦ୍ର ଜେନା ହେଲେ ସଦସ୍ୟ ଆବାହକ । ଅନ୍ୟପଟେ ଭୋଳାନାଥ ସିଂହ, ରାଜେନ୍ଦ୍ର…

odisha
“ଦକ୍ଷିଣ,ପଶ୍ଚିମ ଓଡ଼ିଶାରେ କରୋନା ନିୟନ୍ତ୍ରଣ; ଫୋକସ୍‌ରେ ଏବେ କ୍ୟାଟୋଗୋରୀ ‘ବି’ ଜିଲ୍ଲା”

ଭୁବନେଶ୍ୱର: ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ କରୋନା ନିୟନ୍ତ୍ରଣକୁ ଆସିବା ପରେ ଏବେ ଫୋକସ୍‌ରେ ଉପକୂଳ ଅଞ୍ଚଳ। କ୍ୟାଟୋଗୋରୀ ‘ବି’ ରେ ଥିବା ୧୩ ଜିଲ୍ଲାକୁ ଏବେ ଗୁରୁତ୍ୱ ଦିଆଯାଉଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି। ଏହି ସବୁ ଜିଲ୍ଲାରେ…

ପରଲୋକରେ ଓଡ଼ିଶା ଶିଳ୍ପ ଜଗତର ଭୀଷ୍ମ ପିତାମହ ବଂଶୀଧର ପଣ୍ଡା
ପରଲୋକରେ ଓଡ଼ିଶା ଶିଳ୍ପ ଜଗତର ଭୀଷ୍ମ ପିତାମହ ବଂଶୀଧର ପଣ୍ଡା

ଭୁବନେଶ୍ୱର : ମଣିଷ ଯେମିତି ମରଣ ବି ସେମିତି। ଜୀବନ ବ୍ୟାପୀ ମାଟିକୁ, ମାଟିର ମଣିଷଙ୍କୁ ଭଲ ପାଉଥିବା ଲୋକଟିର ମରଣକୁ ବି ଦେଖନ୍ତୁ ଶେଷ ସମୟରେ ନିଜ ଗାଁମାଟି ବାରଙ୍ଗ ମଧୁବନ ଗଲେ, ଇଷ୍ଟଦେବଙ୍କୁ ମୁଣ୍ଡିଆ ମାରି ପାଦୁକ ନେଲେ। ଘରକୁ ଫେରିବାର କେଇ ମୁହୂର୍ତ୍ତରେ ଚାଲିଗଲେ ପରଲୋକ। ମୃତ୍ୟୁର ଶେଜରେ ଓଡ଼ିଶାରେ ଶିଳ୍ପ ବିକାଶର ଭଗୀରଥ ବଂଶୀଧର ପଣ୍ଡା। ଓଡ଼ିଶା ଶିଳ୍ପଜଗତର ଭୀଷ୍ମ ପିତାମହ ଯେ ଆଉ ନାହାନ୍ତି ଏହି ଖବର ପ୍ରଚାରିତ ହେବା […]

ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର : ପାଖାପାଖି ଗୋଟିଏ ବର୍ଷ ଗୋଟିଏ ମାସ ପରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତ ବର୍ଷ ଏପ୍ରିଲ ୧୫ରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅବସରରେ ଭୁବନେଶ୍ୱରରେ ରୋଡ ଶୋ କରିଥିଲେ ମୋଦି। ଏଥର କିନ୍ତୁ ବିକାଶର ଗାଥା ବଖାଣିବାକୁ ଆସିବେ ମୋଦି। ଏଥିପାଇଁ ଦଳ କଟକ କିଲ୍ଲା ପଡ଼ିଆକୁ ବାଛିଛି। ଏଇଠି ନିଜ ଶାସନର ଚତୁର୍ଥ ବର୍ଷରେ ଦେଶ ପାଇଁ ମୋଦି କଣ କଣ କରିଛନ୍ତି ତାର ହିସାବ ରଖିବେ। ଆଜି ଦଳର ରାଜ୍ୟ […]

ଓଡ଼ିଶା ସ୍କିଲ୍‌ଡ ଦକ୍ଷତା ପ୍ରତିଯୋଗିତା ଉଦଘାଟିତ
ଓଡ଼ିଶା ସ୍କିଲ୍‌ଡ ଦକ୍ଷତା ପ୍ରତିଯୋଗିତା ଉଦଘାଟିତ

ଭୁବନେଶ୍ୱର : ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଆୟୋଜିତ ହୋଇଛି ସ୍କିଲ୍‌ଡ ଓଡ଼ିଶା ଦକ୍ଷତା ପ୍ରତିଯୋଗିତା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲେ। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ରାଜ୍ୟର ୨ ଶହ ଛାତ୍ରଛାତ୍ରୀ ଭାଗ ନେବେ। ୨୫ଟି କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ସ୍କିଲ ଓଡ଼ିଶା କମ୍ପିଟିସନରୁ ଜାତୀୟ ସ୍ତରର ପ୍ରତିଯୋଗିତା ଲାଗି ପ୍ରତିଭା ଚୟନ କରାଯିବ। ଏହି ଅବସରରେ ୫ଟି ସଂସ୍ଥା ସହିତ ବିଭିନ୍ନ ଚୁକ୍ତି ସ୍ୱାକ୍ଷରିତ ହୋଇଛି।

ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭରେ CII ସାମିଲ ନହେବା ନେଇ ବିବାଦ
ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭରେ CII ସାମିଲ ନହେବା ନେଇ ବିବାଦ

ଭୁବନେଶ୍ୱର : ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭରେ କନ୍‌ଫେଡେରେସନ ଅଫ୍ ଇଣ୍ଡିଆନ ଇଣ୍ଡଷ୍ଟ୍ରି ବା ଭାରତୀୟ ଶିଳ୍ପ ମହାସଂଘ ସାମିଲ ନହେବା ନେଇ ବିବାଦ। ଏନେଇ CIIର ଇଷ୍ଟର୍ଣ୍ଣ ରିଜିଅନର ଅଧ୍ୟକ୍ଷା ଜଗି ମଙ୍ଗତ୍ ପଣ୍ଡାଙ୍କୁ ଦାୟୀ କରିଛି ବିଜେଡି। ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭରେ ସହଯୋଗ ପାଇଁ CII ଗତ ଫେବ୍ରୁଆରୀ ମାସ ପର୍ଯ୍ୟନ୍ତ ସରକାରଙ୍କ ସହ ଯୋଗସୂତ୍ରରେ ଥିଲା,ତେବେ ଜଗି ମଙ୍ଗତ ଇଷ୍ଟର୍ଣ୍ଣ ରିଜିଅନର ଅଧ୍ୟକ୍ଷା ହେବା […]

ଓଡ଼ିଶାରେ ଆରମ୍ଭ ହେବ ‘ଓଡ଼ିଶା ମିଲେଟ୍ ମିଶନ’
ଓଡ଼ିଶାରେ ଆରମ୍ଭ ହେବ ‘ଓଡ଼ିଶା ମିଲେଟ୍ ମିଶନ’

ଭୁବନେଶ୍ୱର : ଓଡ଼ିଶାରେ ଆରମ୍ଭ ହେବ ‘ବାଜରା ମିଶନ୍’। ରାଜ୍ୟରେ ‘ଓଡ଼ିଶା ମିଲେଟ୍ ମିଶନ’  ଆରମ୍ଭ ହେବା ନେଇ ଆଜି ବିଧିବଦ୍ଧ ଭାବେ ପ୍ୟାକେଜ୍ ଘୋଷଣା ହୋଇଛି। ଆଦିବାସୀଙ୍କ ପାଇଁ ଏହି ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଦିବାସୀମାନେ ଚାଷ କରୁଥିବା ବାଜରା ପାଇଁ ଏହି ପ୍ୟାକେଜ୍‌ରେ ପ୍ରୋତ୍ସାହନ ରହିବ। ବାଜରା ଚାଷ ପାଇଁ ଆସନ୍ତା ବର୍ଷ ଖର୍ଚ୍ଚ ହେବ ଶହେ କୋଟି ଟଙ୍କା। ଯାହାଦ୍ୱାରା ଉପକୃତ ହେବେ ୫ ଲକ୍ଷ ଚାଷୀ ଆଦିବାସୀଙ୍କ […]

ସ୍ମାର୍ଟ ୱାର୍କ ଓ କ୍ୱାଲିଟି ଷ୍ଟ୍ରାଟେଜିରେ ହିଁ ସଫଳତା ହାସଲ କରାଯାଇ ପାରିବ : ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ଟପ୍ପର

ଭୁବନେଶ୍ୱର : ସ୍ମାର୍ଟ ୱାର୍କ ଓ କ୍ୱାଲିଟି ଷ୍ଟ୍ରାଟେଜି ଦ୍ୱାରା ହିଁ ସଫଳତା ହାସଲ କରାଯାଇ ପାରିବ। ଏହି ମନ୍ତ୍ର ଦେଇଛନ୍ତି ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଟପ୍ପର ହୋଇଥିବା ଚିନ୍ମୟୀ ଚେତନା ଦାସ। ଇଞ୍ଜିନିୟରିଂ ଗ୍ରାଜୁଏଟ ଚିନ୍ମୟୀ ନିଜର ପ୍ରଥମ ଚେଷ୍ଟାରେ ହିଁ ଏହି ସଫଳତା ହାସଲ କରିଛନ୍ତି। ସଫଳତା ପାଇଁ ସେ ନିଜ ବାପା-ମାଙ୍କୁ ଶ୍ରେୟ ଦେଇଥିବା ବେଳେ ଭବିଷ୍ୟତରେ ମହିଳାଙ୍କ ବିକାଶ ପାଇଁ କାର୍ଯ୍ୟ କରିବା ତାଙ୍କ ଲକ୍ଷ୍ୟ ବୋଲି କହିଛନ୍ତି ଚିନ୍ମୟୀ। […]

ଓଡ଼ିଶାରେ ମହାମାରୀ ରୂପ ନେଇଛି କର୍କଟ ରୋଗ : ଦିନକୁ ଯାଉଛି ୬୯ ଜଣଙ୍କ ଜୀବନ

ଭୁବନେଶ୍ୱର : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ, ରାଜ୍ୟରେ ଦିନକୁ ପ୍ରାୟ ୧୩୬ ଜଣ କର୍କଟରେ ଆକ୍ରାନ୍ତ ହେଉଛନ୍ତି। ଆଉ ପ୍ରାଣ ହରାଉଛନ୍ତି ପାଖାପାଖି ୬୯ଜଣ। କହିବାକୁ ଗଲେ, ପ୍ରତିଘଣ୍ଟାରେ ୩ଜଣଙ୍କ ଜୀବନ ନେଉଛି ଏହି ମହାମାରୀ। ଓଡ଼ିଶାରେ ମୁଖ୍ୟତଃ ତମାଖୁ ଜନିତ ମୁଖଗହ୍ୱର କର୍କଟ ଓ ଗର୍ଭାଶୟ ଗ୍ରୀବା କର୍କଟରେ ଲୋକେ ଅଧିକ ମାତ୍ରାରେ ପୀଡ଼ିତ ହେଉଥିବା ବିଶେଷଜ୍ଞ କହିଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ, ୨୦୧୪ରେ ଓଡ଼ିଶାରେ ୪୫ ହଜାର ୭୩୬ଜଣ କର୍କଟରେ ଆକ୍ରାନ୍ତ […]