• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "1952" result for "କଂଗ୍ରେସ" in https://otvkhabar.in

111112231
ରାହୁଲ କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳିବା ଦାବି ପୁଣି ତେଜିଲା

ନୂଆଦିଲ୍ଲୀ:  କଗ୍ରେସର ମଙ୍ଗ ପୁଣି ସମ୍ଭାଳିବେ ରାହୁଲ ଗାନ୍ଧି ! ଏପରି ଦାବି କରିଛନ୍ତି ଦଳର ବରିଷ୍ଠ ନେତାଗଣ ।  କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଶନିବାର ଦଳର ଲୋକସଭା ସଦସ୍ୟଙ୍କ ସହ ଏକ ଡିଜିଟାଲ୍ ବୈଠକ କରି ଦେଶର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଏବଂ କରୋନାଭାଇରସ୍ ମହାମାରୀର ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ସମୟରେ ଅନେକ ସାଂସଦ ରାହୁଲ ଗାନ୍ଧୀ ଦଳର ଅଧ୍ୟକ୍ଷ ପଦବୀ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ସୂଚନାନୁସାରେ, ଏହି […]

congress
ବିଜେଡି ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଲେ କଂଗ୍ରେସ ସମେତ ୧୩ ଦଳ

ଭୁବନେଶ୍ୱର: ମହାମାରୀ କରୋନା ସମୟରେ ରାଜ୍ୟ ସରକାରଙ୍କ ପରିଚାଳନାଗତ ବିଫଳତାକୁ ନେଇ ବିକ୍ଷୋଭ ପ୍ରକାଶ କରିଛି କଂଗ୍ରେସ୍‌।  ଏନେଇ କଂଗ୍ରେସ ସମେତ ରାଜ୍ୟର ୧୩ଟି ରାଜନୈତିକ ଦଳ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତାଲା ବନ୍ଦ ଯୋଗୁ ରାଜ୍ୟ ତଥା ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡିଥିବା ସେମାନେ ଅଭିଯୋଗ ଆଣିଛନ୍ତି।  ଏନେଇ ସେମାନେ ଆଜି ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେବେ। ଦେଶରେ କୋଭିଡ୍ ଟେଷ୍ଟିଂ ହାର ଯଥେଷ୍ଟ କମ୍ ରହିଥିବାରୁ ସଂକ୍ରମଣ ଦିନକୁ […]

sambit patra
କଂଗ୍ରେସ ଅମଳରେ ଦେଶ ହରାଇଛି ୭୮,୦୦୦ ବର୍ଗ କି.ମି. ଜମି

ନୂଆଦିଲ୍ଲୀ: କଂଗ୍ରେସ ସରକାର ଅମଳରେ ଭାରତ ହରାଇଛି ୭୮ ହଜାର ବର୍ଗ କିଲୋମିଟର ଜମି । ଚୀନ୍ ଏବଂ ପାକିସ୍ତାନକୁ ତତ୍କାଳୀନ ସରକାର ଏହି ଜମି ଦେଇ ଦେଇଥିବା ଭଳି ଗୁରୁତର ଅଭିଯୋଗ ଆଣିଛି ବିଜେପି । ଭାରତ-ଚୀନ୍ ସୀମା ବିବାଦ ଲାଗି ରହିଥିବା ବେଳେ ବିଜେପି ଏହି ବଡ଼ ଅଭିଯୋଗ ଆଣିଛି । ସୀମା ବିବାଦକୁ ନେଇ ଭାରତ-ଚୀନ୍ ମଧ୍ୟରେ ସ୍ଥିତି ଉଦବେଗଜନକ ଥିବା ବେଳେ କଂଗ୍ରେସ ଓ ବିଜେପି ଏହାକୁ ନେଇ ବାକ୍ ଯୁଦ୍ଧ […]

congress
୨୦ ଲକ୍ଷ କୋଟି ପ୍ୟାକେଜରେ ଗରିବଙ୍କୁ ପ୍ରାଥମିକତା ଦିଅ-କଂଗ୍ରେସ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓ ବିଜେପି ବିରୋଧରେ କଂଗ୍ରେସର ସୋସିଆଲ ମିଡିଆରେ ଯୁଦ୍ଧଂ ଦେହି ଡାକରା । ସୋସିଆଲ ମିଡିଆରେ କେନ୍ଦ୍ର ସରକାର ବିରୋଧରେ ସ୍ୱର ଉତ୍ତୋଳନ ପାଇଁ ସ୍ପିକ୍ ଅପ୍ ଇଣ୍ଡିଆ କ୍ୟାମ୍ପେନ ଆରମ୍ଭ କରିଛି । କରୋନା ସଂକଟ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ୨୦ ଲକ୍ଷ କୋଟିର ପ୍ୟାକେଜରେ ଗରିବଙ୍କୁ ପ୍ରାଥମିକତା ଦେବାକୁ କ୍ୟାମ୍ପେନ୍ ରେ ଜୋର୍ ଦେଇଛି କଂଗ୍ରେସ। ଦେଶର ପ୍ରତି ଗରିବ ପରିବାରକୁ କେନ୍ଦ୍ର ସରକାର ତୁରନ୍ତ […]

sonia
ଘରବାହୁଡ଼ା ଶ୍ରମିକଙ୍କ ରେଳ ଖର୍ଚ୍ଚ ବହନ କରିବ କଂଗ୍ରେସ

ନୂଆଦିଲ୍ଲୀ: ଦେଶରେ କରୋନା ବିପତ୍ତି ବଢି ବଢି ଚାଲିଛି। ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସମସ୍ତେ ନିଜ ନିଜ ସ୍ତରରେ ଉଦ୍ୟମ କରୁଛନ୍ତି। ଏବେ ବିଳମ୍ବରେ ହେଉ ପଛେ କଂଗ୍ରସ କରୋନା ବିପତ୍ତିର ମୁକାବିଲା ପାଇଁ ସହଯୋଗର ହାତ ବଢାଇଛି। କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ସୋମବାର ଘୋଷଣା କରିଛନ୍ତି, ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ଶ୍ରମିକମାନଙ୍କୁ ଘରକୁ ପଠାଇବା ପାଇଁ ରେଳଯାତ୍ରାର ସମସ୍ତ ଖର୍ଚ୍ଚ କଂଗ୍ରେସ ବହନ କରିବ। ଏ ନେଇ କଂଗ୍ରେସ ପକ୍ଷରୁ […]