कांग्रेस आलाकमान पर संदीप दीक्षित का खुला वार, थरूर का भी साथ, गांधी परिवार के खिलाफ विद्रोह?
ଭଦ୍ରକ: ପୁଣି ଥରେ ପଦାରେ ପଡ଼ିଲା ରାଜ୍ୟ କଂଗ୍ରେସର ଗୋଷ୍ଠୀ କନ୍ଦଳ। ପୁରୀ ପରେ ଏବେ ଭଦ୍ରକରେ ପୁଣି ଥରେ ହାତାହାତି ହୋଇଛନ୍ତି କଂଗ୍ରେସ ନେତା। ପରିସ୍ଥିତି ଏପରି ହୋଇ ଯେ, ଛାତ୍ର କଂଗ୍ରେସ ସଭାପତି ବଳରାମ ରାଉତଙ୍କୁ ପିଟି ତାଙ୍କ ପୋଷାକ ଚିରି ଦେଇଛନ୍ତି। ଗତ ୧୭ ତାରିଖ ପୁରୀ ଜିଲ୍ଲା କଂଗ୍ରେସ ଭବନରେ ସ୍ୱତନ୍ତ୍ର ଜିଲ୍ଲାସ୍ତରୀୟ କର୍ମଶାଳା ଚାଲିଥିବାବେଳେ ପ୍ରଭାରୀ ଜିତେନ୍ଦ୍ର ସିଂ, ସମ୍ପାଦକ ରୁଦ୍ର ରାଜୁ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ […]
ପୁରୀ: କଂଗ୍ରେସ୍ରେ ଗୋଷ୍ଠୀ କନ୍ଦଳ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି। ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ସ୍ଥିତି ଆହୁରି ଖରାପ ହେଲା ପରି ଲାଗୁଛି। ଏହାର ଦୃଶ୍ୟ ଆଜି ଦେଖିବାକୁ ମିଳିଛି ପୁରୀ ଜିଲ୍ଲାରେ। ପୁରୀ ଜିଲ୍ଲା କଂଗ୍ରେସରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି! ତାହା ପୁଣି ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପରି ନେତାଙ୍କ ଉପସ୍ଥିତିରେ । ଆକ୍ରମଣରେ ୩ ଜଣ ଛାତ୍ର ନେତା ଗୁରୁତର ଆହତ ହୋଇଛନ୍ତି। […]
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଶଂସା କରିବାକୁ ନେଇ କଂଗ୍ରେସ ନେତାଙ୍କ ମଧ୍ୟରେ ଅନ୍ତର୍କନ୍ଦଳ ଆରମ୍ଭ ହୋଇଯାଇଛି। ଦିଲ୍ଲୀ ବିଧାନସଭାରେ ଗୋଟିଏ ହେଲେ ଆସନ ଜିତିବାକୁ ସକ୍ଷମ ହୋଇ ନାହିଁ କଂଗ୍ରେସ । ଅନ୍ୟପକ୍ଷେ ହାଟ୍ରିକ କରିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ। କେଜ୍ରିୱାଲ ଶପଥ ନେବା ପରେ କଂଗ୍ରେସ ନେତାମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରଶଂସା ମଧ୍ୟ କରିବାରେ ଲାଗିଛନ୍ତି। ହେଲେ ଦଳର ବରିଷ୍ଠ ନେତା ଅଜୟ ମାକେନ ପାଇଁ ଏହା ଅସହ୍ୟ ହୋଇ ପଡ଼ୁଛି। […]
ଭୁବନେଶ୍ୱର: ଶିକ୍ଷାଗତ ଯୋଗ୍ୟତା ପ୍ରସଙ୍ଗକୁ ନେଇ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ ପୁଣି ଥରେ ଟାର୍ଗେଟ କରିଛି କଂଗ୍ରେସ। ୨୦୧୪ ରାଜ୍ୟସଭା ନିର୍ବାଚନରେ ସାଂସଦ ଦାଖଲ କରିଥିବା ସାର୍ଟିଫିକେଟ୍ ଜାଲ ବୋଲି କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ନେତା ନିଶିକାନ୍ତ ମିଶ୍ର କହିଥିଲେ, ଅନୁଭବ ୨୦୧୪ ରାଜ୍ୟସଭା ନିର୍ବାଚନ ସତ୍ୟପାଠରେ ମିରଟର ଶୋଭିତ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜିରୁ +୩ ପାସ୍ କରିଥିବା ଉଲ୍ଲେଖ କରିଛନ୍ତି। କିନ୍ତୁ ଉତ୍କଳ ବିଶ୍ୱବିଦ୍ୟାଳୟରୁ RTI ରୁ ମିଳିଥିବା ତଥ୍ୟ ଅନୁସାରେ ଅନୁଭବ […]
ଭୁବନେଶ୍ୱର: ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ଅଭିଯୋଗ। ସାଂସଦ ତାଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ୨୦୧୪ ରାଜ୍ୟସଭା ନିର୍ବାଚନରେ ଦାଖଲ କରିଥିବା ସାର୍ଟିଫିକେଟ୍ ଜାଲ ବୋଲି ଅଭିଯୋଗ କରିିଛି କଂଗ୍ରେସ। କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ଆଜି ଏକ ପ୍ରେସମିଟରେ ଦର୍ଶାଇଛନ୍ତି ଯେ, ଅନୁଭବ ୨୦୧୪ ରାଜ୍ୟସଭା ନିର୍ବାଚନ ସତ୍ୟପାଠରେ ସେ ମିରଟର ସୋଭିଏତ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜିରୁ +୩ ପାସ୍ କରିଥିବା ଉଲ୍ଲେଖ କରିଛନ୍ତି । କିନ୍ତୁ ଉତ୍କଳ ବିଶ୍ୱବିଦ୍ୟାଳୟରୁ RTI ସୂଚନାରୁ […]
ନୂଆଦିଲ୍ଲୀ: କଂଗ୍ରେସ ନେତା ଅଶୋକ ଚୌହ୍ୱାନଙ୍କ ବୟାନର କଡା ଜବାବ ଦେଇଛି ବିଜେପି । କଂଗ୍ରେସକୁ ମୁସ୍ଲିମ୍ ଲିଗ୍ କଂଗ୍ରେସ ନାମ ଦେଇ ବିଜେପି କହିଛି, ଅଶୋକ ଚୌହ୍ୱାନଙ୍କ ବୟାନରୁ କଂଗ୍ରେସର ପୋଲ୍ ଖୋଲି ଯାଇଛି। ସେମାନେ ହିନ୍ଦୁଙ୍କୁ ଅପମାନିତ କରିଛନ୍ତି। AIMIM ମୁଖ୍ୟ ଅସଦୁଦ୍ଦିନ ଓବେସୀଙ୍କୁ କଟାକ୍ଷ କରି ବିଜେପି ନେତା ସନ୍ଦିପ ପାତ୍ର କହିଛନ୍ତି, ସେ ଜିନ୍ନା ହେବାର ସ୍ୱପ୍ନ ଦେଖୁଛନ୍ତି। ସମ୍ବିତ୍ ପାତ୍ର କହିଛନ୍ତି, କଂଗ୍ରେସ ହିନ୍ଦୁଙ୍କର ଅପମାନ କରିଛନ୍ତି। ସେ କହିଛନ୍ତି, […]
ନୂଆଦିଲ୍ଲୀ: ଛାତ୍ରଙ୍କୁ ବିରୋଧ ତଥା ନାଗରିକତା ଆଇନ(CAA) ଏବଂ NRCକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାରେ କଂଗ୍ରେସ ଏକ ପ୍ରକାର ବିଫଳ ହୋଇଛି। କଂଗ୍ରେସ ନେତୃତ୍ୱରେ ଆଜି ବିରୋଧୀ ଦଳ ଏକାଠି ହୋଇ ସାଂପ୍ରତିକ ରାଜନୈତିକ ସ୍ଥିତି ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ଥିଲା। ହେଲେ ଏହି ବୈଠକ ବସିବା ପୂର୍ବରୁ ବିରୋଧୀ ମେଣ୍ଟକୁ ଧକ୍କା ଲାଗିଛି। କାରଣ ବୈଠକରେ ପଶ୍ଚିମପବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀ, ବହୁଜନ ସମାଜବାଦୀ ପାଟି ମୁଖ୍ୟ ମାୟାବତୀ ଯୋଗ […]
ମୁମ୍ୱାଇ: ମହାରାଷ୍ଟ୍ରରେ ମନ୍ତ୍ରିମାନଙ୍କ ବିଭାଗ ବଣ୍ଟନକୁ ନେଇ ଚାଲିଥିବା ଆଲୋଚନାର ଆଜି ପୂର୍ଣ୍ଣଛେଦ ପଡ଼ିଛି। ରାଜ୍ୟପାଳ ଭଗତ ସିଂହ କେଶିଆରୀ ବିଭାଗ ବଣ୍ଟନକୁ ଅନୁମୋଦନ ଦେଇଛନ୍ତି। ତେବେ ବିଭାଗ ବଣ୍ଟନକୁ ନେଇ ଶିବସେନାରେ ଅସନ୍ତୋଷ ଦେଖିବାକୁ ମିଳିଛି। ଶିବସେନାର ଅନେକ ବରିଷ୍ଠ ନେତା ଏହି ବିଭାଗ ବଣ୍ଟନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶିବସେନାର ଅସନ୍ତୋଷ ବିଧାୟକ କହିଛନ୍ତି, ଦଳୀୟ ବିଧାୟକମାନଙ୍କ ଅପେକ୍ଷା ଏନସିପି ଓ କଂଗ୍ରେସ ବିଧାୟକ ବଡ଼ ବଡ଼ ପଦବୀ ପାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ […]
ନୂଆଦିଲ୍ଲୀ: ରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ଲୋକସଭାରେ ବହୁ ଚର୍ଚ୍ଚିତ ନାଗରିକ ସଂଶୋଧନ ବିଲ୍ ଆଣିବା ପ୍ରସ୍ତାବକୁ ନେଇ ପ୍ରବଳ ହଟ୍ଟଗୋଳ ହୋଇଥିଲା। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବିଧେୟକ ପାଇଁ ପ୍ରସ୍ତାବ ଆଗତ କରିବା ବେଳେ ବିରୋଧୀ ସାଂସଦମାନେ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ଶାହଙ୍କୁ ପଚାରିଥିଲେ। ଜବାବରେ ଶାହ କହିଥିଲେ ସମସ୍ତ ପ୍ରଶ୍ନର ଉତ୍ତର ଦେବି। ହେଲେ କେହି କକ୍ଷ ତ୍ୟାଗ କରନ୍ତୁ ନାହିଁ। ଯେତେବେଳେ ଗୃହରେ ମୁଁ ଏହି ପ୍ରସଙ୍ଗରେ ଆଲୋଚନା କରିବି […]
ଭୁବନେଶ୍ୱର: ପୁରୀ ଗଣ ଦୁଷ୍କର୍ମ ମାମଲାରେ ତାତି ଉଠିଛନ୍ତି ବିରୋଧୀ। ଛାତ୍ର କଂଗ୍ରେସ ପକ୍ଷରୁ ଘଟଣାର ଦୃଢ ପ୍ରତିବାଦ କରାଯାଇଛି। ଆଜି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୁବନେଶ୍ୱର ସରକାରୀ ବାସଭବନ ଉପରକୁ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ। ଏହି ଘଟଣାରେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଛାତ୍ର କଂଗ୍ରେସର ସଦସ୍ୟମାନେ ଏପରି ଟମାଟୋ ମାଡ଼ କରିଛନ୍ତି । ଏଥି ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କିରଛି ଛାତ୍ର କଂଗ୍ରେସ। ଇସ୍ତଫା ନଦେଲେ ଆଗକୁ ମୁଖ୍ୟମନ୍ତ୍ରୀଙ୍କ […]
ମୁମ୍ୱାଇ:ସରକାର ଗଢିବା ପାଇଁ ଏନସିପି-କଂଗ୍ରେସ ସହ ହାତ ମିଳାଇ ହଟହଟା ହେବା ପରେ ଏବେ ଚେତା ପଶିଛି। ନିଜ କର୍ମ ପାଇଁ ଅନୁତାପ କରୁଛି। ଆଜି ଶିବସେନାର ଖବରକାଗଜ ‘ସାମ୍ନା’ର ସମ୍ପାଦକୀୟରେ ପରୋକ୍ଷରେଏଭଳି ଇଙ୍ଗିତ କରିଛି। ତେଣୁ ୟୁ ଟର୍ଣ୍ଣ ନେଇ ପାରେ କି ଶିବେସେନା ! ପୁଣି ବିଜେପି ସହ ଶିବସେନା ହାତ ମିଳାଇବ କି ? ଏମିତି ପ୍ରଶ୍ନ ଉଠିଛି। ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ବିଜେପି ଓ ଶିବସେନା […]
ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିର ଅଡୁଆ ସୂତା ଧୀରେ ଧୀରେ ଖୋଲିବାରେ ଲାଗିଛି। ବୁଝାମଣା ଭିତରେ ତିନି ଦଳ ମୁଖ୍ୟମନ୍ତ୍ରୀ (ଶିବସେନା-ଏନସିପି-କଂଗ୍ରେସ) ସରକାର ଗଠନ ପାଇଁ ଚିନ୍ତା କରୁଛନ୍ତି। ରାଜ୍ୟରେ ଶିବସେନା ଏବଂ ଏନସିପି ଅଢ଼େଇ ବର୍ଷ ଲେଖାଏଁ ମୁଖ୍ୟମନ୍ତ୍ରୀ ଆସନ ଏବଂ ୫ ବର୍ଷ ପାଇଁ ଉପମୁଖ୍ୟମନ୍ତ୍ରୀ ଆସନ କଂଗ୍ରେସ ପାଖରେ ରହିବ ବୋଲି ଚର୍ଚ୍ଚା ହେଉଛି। ଶିବସେନା ୫୬ଟି, ଏନସିପି ୫୪ଟି ଆସନ ଜିତିଥିବାରୁ ଅଢ଼େଇ ବର୍ଷ ଲେଖାଏଁ ମୁଖ୍ୟମନ୍ତ୍ରୀ ଆସନ ଏବଂ କଂଗ୍ରେସ ୪୪ଟି […]
ମୁମ୍ୱାଇ:ମହାରାଷ୍ଟ୍ରରେ ସରକାର ଗଢିବା ନେଇ ବିଜେପି ମନା କରିଦେବା ପରେ ଏବେ ଶିବସେନା ସରକାର ଗଢିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। କଂଗ୍ରେସ-ଏନ୍ସିପି ସହ ମେଣ୍ଟ କରି ଶିବସେନା ମହାରାଷ୍ଟ୍ରରେ ସରକାର ଗଢିବାକୁ ଯୋଜନା କରୁଛି। ହେଲେ ଏହାକୁ କଂଗ୍ରେସ ନେତା ସଞ୍ଜୟ ନିରୂପମ ନାପସନ୍ଦ କରିଛନ୍ତି। ଏନସିପି-କଂଗ୍ରେସର ଶିବସେନାକୁ ସମର୍ଥନ ନେଇ କଂଗ୍ରେସ ନେତା ସଞ୍ଜୟ ନିରୂପମ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହାଦ୍ୱାରା ଶିବସେନାର ଯେତିକି ଲାଭ ନ ହେବ ତାଠୁ ଅଧିକ କ୍ଷତି […]
ମୁମ୍ୱାଇ: ମହାରାଷ୍ଟ୍ରରେ ସରକାର ଗଢ଼ିବା ଅଙ୍କକଷା ଛିଣ୍ଡୁନି। ଦୁଇ ସହଯୋଗୀ ବିଜେପି-ଶିବସେନା ମଧ୍ୟରେ ବିବାଦ ବଢି ବଢି ଚାଲିଛି ସିନା ସମାଧାନର ବାଟ ଫିଟୁନି। ଆଜି ଶିବସେନାର ମୁଖପାତ୍ର ସଞ୍ଜୟ ରାଉତ ପୁଣି ଥରେ ବିଜେପି ବିରୋଧରେ ବର୍ଷିଛନ୍ତି। ଏଥିସହ ଶିବସେନା କଂଗ୍ରେସ ସହ ମେଣ୍ଟ କରି ସରକାର ଗଢ଼ିବା ପାଇଁ ପ୍ରସ୍ତୁତ ଅଛି ବୋଲି ପରୋକ୍ଷରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, କଂଗ୍ରେସ ଓ ଶିବସେନାର ରାଜନୀତିକ ଚିନ୍ତାଧାରାରେ ମତ ପାର୍ଥକ୍ୟ ରହିପାରେ, ହେଲେ ରାଜ୍ୟର […]
ଭୁବନେଶ୍ୱର: ପୂର୍ବତନ ଆଇଏଏସ୍ ଅଶ୍ୱିନୀ ବୈଷ୍ଣବ ଆଜି ବିଜେପିରେ ସାମିଲ ହୋଇଛନ୍ତି। ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଆସି ସେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଏହି ସମୟରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଜେପି ନେତା ସମୀର ମହାନ୍ତି, ଗୋଲକ ମହାପାତ୍ରଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ବିଜେପିରେ ଯୋଗ ଦେବାପରେ ଅଶ୍ୱିନୀ ବୈଷ୍ଣବ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,‘ ଓଡ଼ିଶାବାସୀଙ୍କ ସେବା ପାଇଁ ବିଜେପି ସୁଯୋଗ ଦେଇଛି। ଦଳ ଏହି […]
ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ଲଗାତାର ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ବିଜେପି ମହାସଚିବ ରାମ ମାଧବ ଦାବି କରିଛନ୍ତି ଯେ, ତାଙ୍କ ଦଳ ୨୦୪୭ ପର୍ଯ୍ୟନ୍ତ ଦେଶରେ ଶାସନ କରିବ। ତ୍ରିପୁରାର ରାଜଧାନୀ ଅଗରତାଲାରେ ଏକ ରାଲିରେ ଯୋଗ ଦେବା ଅବସରରେ ସେ ଏହିକଥା କହିଛନ୍ତି। ସେ କହିଛନ୍ତି,“୨୦୪୭ରେ ଯେତେବେଳେ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପାଳନ କରିବ ସେତେବେଳେ ବିଜେପି କ୍ଷମତାରେ ଥିବ। ଏଯାବତ୍ ଦେଶରେ କଂଗ୍ରେସ ସବୁଠୁ ଅଧିକ ସମୟ ଧରି […]
ନୂଆଦିଲ୍ଲୀ: ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ଏବେ ଟିଭି ବିତର୍କରୁ ନିଜକୁ ଦୂରେଇ ରଖିଛି। ମାସେ ପାଇଁ କୌଣସି ଟିଭି ଡିବେଟ୍ ବା ବିତର୍କରେ ମୁଖପାତ୍ରମାନେ ଭାଗ ନେବେ ନାହିଁ ବୋଲି କଂଗ୍ରେସ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏନେଇ କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ଟ୍ୱିଟ୍ କରି ସୂଚନା ଦେଇଛନ୍ତି। କଂଗ୍ରେସ ନେତାଙ୍କୁ ଡିବେଟ୍ କାର୍ଯ୍ୟକ୍ରମରେ ନ ଡାକିବାକୁ ନ୍ୟୁଜ୍ ଚ୍ୟାନେଲ ଓ ସଂପାଦକମାନଙ୍କୁ ସେ ଅନୁରୋଧ କରିଛନ୍ତି। .@INCIndia has decided to not send spokespersons on television debates […]
ନୂଆଦିଲ୍ଲୀ: ଯଦି ଆମେ ୨୦୧୪ ଓ ୨୦୧୯ ନିର୍ବାଚନକୁ ଦେଖିବା ତେବେ କଂଗ୍ରେସ ଏଥର କେବଳ ୮ଟି ଆସନ ଅଧିକ ପାଇବାରେ ସଫଳ ହୋଇଛି। ଏପରିକି ଦଳର ଭୋଟ୍ ଶେଆର ମଧ୍ୟ କମିଛି। ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସକୁ ୧୯.୫ ପ୍ରତିଶତ ଭୋଟ୍ ମିଳିଛି। ଯାହାକି ୨୦୧୪ ନିର୍ବାଚନର ଭୋଟ୍ ପ୍ରତିଶତ ପାଖାପାଖି। ଏଥର କଂଗ୍ରେସ ପାଇଁ ଜିତିବା ମାର୍ଜିନ୍ ମଧ୍ୟ କମିଛି। କଂଗ୍ରେସ ଏଥର ଯେଉଁ ୫୨ଟି ସିଟ୍ ହାସଲ କରିଛି, ଏହାର ମାର୍ଜିନ୍ ୮.୬ […]