ଚଳିତ ଥର ସ୍ୱାଭାବିକ ରହିବ ମୌସୁମୀ ବର୍ଷା। ଜୁନରୁ ସେମ୍ବେରରେ ଚଳିତ ଥର ଦେଶରେ ୯୬ରୁ ୧୦୪ ପ୍ରତିଶତ ବର୍ଷା ହୋଇପାରେ। ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ ଆକଳନ କରାଯାଇଛି। ଦେଶର ଉତ୍ତର-ପଶ୍ଚିମ ଓ ଦକ୍ଷିଣ ଭାଗରେ ମୌସୁମୀ ସ୍ୱାଭାବିକ ରହିବ
ଅଭୂତପୂର୍ବ ସତର୍କତା ଭିତରେ ଆୟୋଜିତ ହେବ ବିଶ୍ୱର ସର୍ବବୃହତ କ୍ରୀଡ଼ା ମହୋତ୍ସବ ଅଲିମ୍ପିକ୍ସ। ଏଥିରେ ଭାଗ ନେବାକୁ ଥିବା ସବୁ ଆଥଲେଟଙ୍କ ଟିକାକରଣ କରାଯିବ। ଏଥିପାଇଁ ଫାଇଜର ସହ ଚୁକ୍ତି ହୋଇଛି।
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଗୋଟିଏ ସ୍ତରକୁ ଯାଇ ପାଖାପାଖି ସେଇଠି ରହି ଯାଇଛି। ଏହା କହିଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି । ଡିଏମ୍ଇଟିଙ୍କ ଅନୁସାରେ ରାଜ୍ୟରେ କରୋନା ସଂକ୍ରମଣ ଏବେ ଦ୍ରୁତ ଗତିରେ ବଢୁ ନାହିଁ । ଆକ୍ରାନ୍ତଙ୍କ ସଂଖ୍ୟା…
ବାତିଲ ହେବ କି ଟୋକିଓ ଅଲିମ୍ପିକ୍ସ? ଜାପାନରେ କରୋନା ସଂକ୍ରମଣର ଚତୁର୍ଥ ଲହର ଉଗ୍ର ରୂପ ଧାରଣ କରିଥିବା ବେଳେ ଅଲିମ୍ପିକ୍ସ ବାତିଲ କିମ୍ବା ସ୍ଥଗିତ ରଖିବାକୁ ଦାବି ଜୋର ଧରିଛି ଦେଶର ୬୦ ପ୍ରତିଶତ ଲୋକ କ୍ରୀଡ଼ା ବାତିଲ ସପକ୍ଷରେ ମତ ଦେଇଥିବା ବେଳେ, ୮୦ ପ୍ରତିଶତ ଅଲିମ୍ପିକ୍ସକୁ ସ୍ଥଗିତ ରଖାଯିବା ଦରକାର ବୋଲି କହିଛନ୍ତି
ଦମିଶ୍କ : ସାମ୍ନାକୁ ଆସିଛି ଏକ ହୃଦୟ ବିଦାରକ ଘଟଣା, ଯାହାକୁ ଶୁଣିବା ମାତ୍ରେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ। ଏହି ଘଟଣାଟି ଘିଟିଛି ସିରିଆର ଏକ ଶରଣାର୍ଥୀ ଶିବିରରେ। ବାପାର ପିଲା ପ୍ରତି ଅବହେଳା ଓ ଅକଥନୀୟ ନିର୍ଯାତନା…
ନୂଆଦିଲ୍ଲୀ: କରୋନା ମହାମାରୀକୁ ମାତ୍ ଦେବାକୁ ଦେଶରେ ଜୋରସୋରରେ ଚାଲିଛି ଟିକା ଉତ୍ପାଦନ ଓ ଟିକାକକରଣ ଅଭିଯାନ । ଏବେ ୩ଟି ଟିକା ପ୍ରଚଳନ ଥିବା ବେଳେ, ଆଗକୁ ଆ ହୁରି ଅନେକ ପ୍ରକାର ନୂଆ ଟିକା ଏହି ଅଭିଯାନରେ ସାମିଲ…
ଧାରୱାଡ଼ : କରୋନାର ଦ୍ୱିତୀୟ ଲହରୀ ପାଇଁ ଦେଶର ଅନେକ ରାଜ୍ୟ ତାଲାବନ୍ଦରେ ଅଛନ୍ତି । ସାଧାରଣ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଚାଷୀ ଭାଇ କ୍ଷତିରେ ପଡ଼ିଛନ୍ତି । ସଂକ୍ରମଣରେ ଚାଷୀ ଭାଇଙ୍କ ସୁବିଧା ପାଇଁ କର୍ଣ୍ଣାଟକରେ…
ନୂଆଦିଲ୍ଲୀ: ବିଶ୍ୱରେ ସବୁରି ପାଖରେ ପରିଚିତ ନାମ ‘କରୋନା ଭାଇରସ’। ବିଭିନ୍ନ ଭାରିଏଣ୍ଟ ଅନୁସାରେ ଏହାର ବିଭିନ୍ନ ନାମ ରଖାଯାଇଥିଲା । ଏବେ ଏହି ଭାଇରସର ନୂଆ ନାମକରଣ କରିଛି WHO। ପ୍ରଥମେ କରୋନା ଭାଇରସର ବିଭିନ୍ନ ଭାରିଏଣ୍ଟର ନାମକରଣ ସେହି…
ମହାମାରୀ କରୋନା କୋପରେ ସବୁଠି ଭୟର ବାତାବରଣ। ଏଭଳି ପରିସ୍ଥିତିରେ ଡାକ୍ତର, ନର୍ସ, ସାମ୍ବାଦିକ, ପୋଲିସଙ୍କ ଠାରୁ ଆରମ୍ଭ କରି ଆଶା କର୍ମୀ, ସ୍ୱାସ୍ଥ୍ୟକର୍ମୀ ସମ୍ମୁଖ ଯୋଦ୍ଧା ଭାବେ ରୀତିମତ ଲଢ଼େଇ କରି ଆସୁଛନ୍ତି।
ନୂଆଦିଲ୍ଲୀ : ସାମ୍ନାକୁ ଆସିଛି ବଡ ଖବର। ଗୁଗୁଲ୍ ଫଟୋରେ ଅସୀମିତ ମାଗଣା କ୍ଲାଉଡ୍ ଷ୍ଟୋରେଜ୍ ଜୁନ୍ ୧ ଅର୍ଥାତ ଆଜିଠାରୁ ଶେଷ ହେଉଛି। ଗୁଗୁଲ ଗତ ବର୍ଷ ଘୋଷଣା କରିଥିଲା ଯେ ଏହା ବର୍ତ୍ତମାନ ଫଟୋ ଡ୍ରାଇଭକୁ ମନିଟାଇଜିଂ କରୁଛି…
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ମଧ୍ୟରେ ଚାଲିଥିବା ବିବାଦ ଥମିବାର ନାଁ ନେଉନି। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବ ଆଲାପନ ବନ୍ଦୋପାଧ୍ୟାୟଙ୍କୁ ଏବେ କେନ୍ଦ୍ର ସରକାର ନୋଟିସ ଜାରି କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଡାକିଥିବା ବୈଠକରେ ସେ…
ଆଉ ଦୁଇ ଦିନ ପରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ତାପରେ ପରେ ଆସିବ ଓଡ଼ିଶା। ନିର୍ଦ୍ଧିଷ୍ଟ ଭାବେ କେତେ ତାରିଖରେ ଓଡ଼ିଶା ଛୁଇଁବ ମୌସୁମୀ, ତାହା ସ୍ପଷ୍ଟ ହୋଇନଥିଲେ ବି ଓଡ଼ିଶା ଆକାଶରେ ପ୍ରାକ୍ ମୌସୁମୀର ସଂକେତ ଦେଖିବାକୁ ମିଳିଛି
ସାଧାରଣ ଲୋକଙ୍କ ପାଇଁ କାଳ ସାଜିଲା ମହାମାରୀ । ଅର୍ଥ ବ୍ୟବସ୍ଥାର ଅଣ୍ଟା ଭାଙ୍ଗିଦେଲା ଭାଇରସ୍ । ତାଜା ତଥ୍ୟ ଅନୁସାରେ କରୋନାର ଦ୍ୱିତୀୟ ଲହରୀ ପାଇଁ ଦେଶର ପାଖାପାଖି ଏକ କୋଟିରୁ ଅଧିକ ଲୋକ ବେକାର ହୋଇଯାଇଛନ୍ତି । ସେହିପରି…
ଆପଣ ଏସବିଆରରେ ଆକାଉଂଟ୍ ରଖିଛନ୍ତି କି? ଯଦି ହଁ ତେବେ, ଏହି ସୂଚନା ଆପଣଙ୍କ ଲାଗି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ନଚେତ୍ ଆପଣଙ୍କ ଆକାଉଂଟ୍ ବନ୍ଦ ହୋଇପାରେ। ବ୍ୟାଙ୍କ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଆପଣ ଯଦି ଜୁନ୍ ୩୦ ସୁଦ୍ଧା ନିଜର ପାନ୍ କାର୍ଡକୁ ଆଧାର ସହ ଲିଙ୍କ୍ ନକରାଇବେ ତେବେ ଆପଣ ଅନେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
ଦେଶରେ କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍। ଦେଶରେ ୨୪ ଘଣ୍ଟାରେ ପୁଣି ୨ ହଜାର ୭୯୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏଥିସହ ମୋଟ ମୃତ୍ୟୁସଂଖ୍ୟା ୩ ଲକ୍ଷ ୩୧ ହଜାର ୮୯୫କୁ ବୃଦ୍ଧି ପାଇଛି। ଦେଶରେ ଆଜି ଆଉ ୧ ଲକ୍ଷ ୨୭ ହଜାର ୫୧୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ମଦର ହୋମ ଡେଲିଭରିକୁ ଅନୁମତି । ମୋବାଇଲ ଆପ୍ କିମ୍ବା ଅନଲାଇନ ୱେବ୍ ପୋର୍ଟାଲ ମାଧ୍ୟମରେ ମଦର ହୋମ ଡେଲିଭରିକୁ ଅନୁମତି ଦେଇଛନ୍ତି କେଜ୍ରିୱାଲ ସରକାର । ଏହା ପୂର୍ବରୁ ଛତିଶଗଡ଼ ସରକାର ମଦର…
ହାଇଦ୍ରାବାଦ୍: ଦିନେ ବନ୍ଧୁକ, ଲାଲ ପତାକା ଥିଲା ତାଙ୍କର ପରିଚୟ। ହେଲେ ଏବେ ସେ ଜନ ପ୍ରତିନିଧି। ଜନତାଙ୍କ ସୁଖ ଦୁଃଖର ସାଥୀ। ଖାଲି ଯେ ତାଙ୍କର ପରିଚୟ ବଦଳିଛି ତା ନୁହେଁ, କାମ ବି ବଦଳିଛି। ନକ୍ସଲଙ୍କ ସହ ୧୧…
ନୂଆଦିଲ୍ଲୀ : ଭୟ ବଢ଼ାଉଛି ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ । ଦେଶରେ କରୋନା ସଂକ୍ରମଣ ସହ ବ୍ଲାକ୍ ଫଙ୍ଗସ୍ ମଧ୍ୟ ବ୍ୟାପିବାରେ ଲାଗିଛି । ମସ୍ତିଷ୍କକୁ ସିଧାସଳଖ ପ୍ରଭାବିତ କରୁଥିବା ଏହି ରୋଗ ବର୍ତ୍ତମାନ ଦେଶର ୨୬ ଟି ରାଜ୍ୟରେ ପହଞ୍ଚି…
ନୂଆଦିଲ୍ଲୀ : ଯୋଗଗୁରୁ ବାବା ରାମଦେବ ଓ ଏଲୋପାଥି ଡାକ୍ତରଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉନି । ଏହି କ୍ରମରେ ଆଜି ସାରା ଦେଶରେ କଳା ଦିବସ ପାଳନ କରୁଛନ୍ତି ଡାକ୍ତର । ବାବା ରାମଦେବଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ…
ଟେନ୍ସନ୍ ଦେଉଛି କରୋନା। ଦେଶରେ ସଂକ୍ରମଣର ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ କମିବାର ନା ନେଉନାହିଁ। ଗତ ୪ ଦିନ ହେବ ଦେଶରେ ୨ ଲକ୍ଷ ମଧ୍ୟରେ ରହୁଛି ସଂକ୍ରମଣ। ଆଉ ଲଗାତାର ୧୮ ଦିନ ହେବ ସଂକ୍ରମଣ କମିବାରେ ଲାଗିଛି।