ଭୁବନେଶ୍ୱର: ଏସଡିଜି ରିପୋର୍ଟକୁ ନେଇ ଓଡ଼ିଶା ସରକାରଙ୍କୁ ଟାର୍ଗେଟ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ । କହିଲେ ଓଡ଼ିଶାର ସ୍ଥିତି ଭଲ ନାହିଁ, ସରକାର ଏଥିପ୍ରତି ଗୁରୁତ୍ୱ ଦେବା ଉଚିତ୍ । ଏସଡିଜି ରିପୋର୍ଟ ଖୋଲିଦେଲା ସରକାରଙ୍କ ପୋଲ ।…
ତୃତୀୟ ଲହର ପ୍ରସ୍ତୁତି ପାଇଁ ହାତରେ ଆଉ ନାହିଁ ବେଶୀ ସମୟ। ଆଉ କେଇମାସ ପରେ ଶୁଭିପାରେ ତୃତୀୟ ଲହରର ପଦଧ୍ୱନି। କରୋନାର ଦ୍ୱିତୀୟ ଲହର ଯୋଗୁଁ ଭାରତରେ ଜନଜୀବନ ଗୁରୁତର ପ୍ରଭାବିତ ହୋଇଥିବା ବେଳେ ତୃତୀୟ ଲହରୀ ପାଇଁ ଆଶଙ୍କା ଦେଖାଦେଇଛି
ପାଲଲହଡ଼ା: ଅନୁଗୁଳ ଜିଲ୍ଲା ପାଲଲହଡ଼ାରେ କୋଭିଡ୍ କେୟାର ସେଣ୍ଟର ଉଦ୍ଘାଟନକୁ ନେଇ ବିଜେଡି ନେତା ମୁହାଁମୁହିଁ ହୋଇଛନ୍ତି। ପାଲଲହଡ଼ା ବିଧାୟକ ମୁକେଶ ପାଲ୍ ଓ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ମଧ୍ୟରେ ଏହି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଧାୟକଙ୍କ ପ୍ରତି…
ଏବେ ସାରା ବିଶ୍ୱକୁ କରୋନାର ୨ଟି ଲହର ଘାଇଲା କରିସାରିଥିବା ବେଳେ, କିଛି ଗବେଷକ ପୃଥିବୀର ଏମିତି କିଛି ଦେଶ ବା ସ୍ଥାନକୁ ଚିହ୍ନଟ କରିଛନ୍ତି, ଯେଉଁଠି ଆଗାମୀ ଦିନରେ ପୁଣି ଭୂତାଣୁ ସଂକ୍ରମଣର ହଟସ୍ପଟ୍ ସୃଷ୍ଟି ହୋଇପାରେ
ଆଜି ବିଶ୍ୱ ପରିବେଶ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିନ ୧୧ଟା ବେଳେ ଭିଡିଓ କନ୍ଫରେନ୍ସିଂରେ ଯୋଗ ଦେଇ ପରିବେଶକୁ ସନ୍ତୁଳିତ ରଖିବା ପାଇଁ ଜୈବ ଇନ୍ଧନର ବ୍ୟବହାରକୁ ପ୍ରୋତ୍ସାହନ ଥିମ୍ ସମ୍ପର୍କରେ ଆଲୋଚନା କରିଥିଲେ
ଓଟିଭିରେ ଖବର ପ୍ରସାରଣର ପ୍ରଭାବ। ଗୋଟିଏ ଜୁଇରେ ଏକାଧିକ ଶବ ସତ୍କାର କରାଯାଉଥିବା ଖବର ଓଟିଭିରେ ପ୍ରସାରଣ ହେବା ପରେ ତଦନ୍ତ ଆରମ୍ଭ ହୋଇଛି। ବଲାଙ୍ଗିର ବିଜାଖମନ ଠାରେ ଥିବା କୋଭିଡ ଶ୍ମଶାନକୁ ଯାଇ ତଦନ୍ତ ଆରମ୍ଭ କରିଛି DLSA ବା ଜିଲ୍ଲା ଆଇନ ସେବା ପ୍ରାଧିକରଣ
ଏସଡିଜି ଇଣ୍ଡିଆ ରାକିଂ ନେଇ ବିଜେପି-ବିଜେଡି ମୁହାଁମୁହିଁ। ଓଡିଶାର ସ୍ଥାନ ତଳକୁ ଖସିଥିବାରୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ସମାଲୋଚନା କରିଛନ୍ତି। ରାଜ୍ୟରେ ଅପରାଧ ବଢ଼ୁଛି ଦେଶରେ ତଳଆଡୁ ପଂଚମ ସ୍ଥାନରେ ରହିଛି ଓଡିଶା। ରାଜ୍ୟର ନିମ୍ନ ପ୍ରଦର୍ଶନ ରାଜ୍ୟବାସୀଙ୍କ ପାଇଁ ଦୁଃଖର ବିଷୟ ବୋଲି ସେ ଅଭିଯୋଗ କରିଛନ୍ତି।
ନୂଆଦିଲ୍ଲୀ : ନୂଆ ଆଇଟି ନିୟମ ଅନୁସାରେ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରକୁ ସରକାରଙ୍କ ପକ୍ଷରୁ ଅନ୍ତିମ ଚେତାବନୀ ଦିଆଯାଇଛି । ଶନିବାର ଅର୍ଥାତ ଆଜି ଭାରତୀୟ ଅଧିକାରୀଙ୍କୁ ନିଯୁକ୍ତ କରିବା ପାଇଁ ଟ୍ୱିଟରକୁ ଶେଷ ସୁଯୋଗ ଦେଇଥିଲେ ସରକାର । ଏଥିସହିତ…
ଭୁବନେଶ୍ୱର: ଭାରତରେ କାମ ଦେଉନି ଆମେରିକୀୟ କରୋନା ଟିକା ଫାଇଜର । ଭାରତରେ ଠାବ ହୋଇଥିବା କରୋନ ଭାଇରସର ଡେଲଟା ଭାରିଆଣ୍ଟ ବିରୋଧରେ କାମ ଦେଉନି ଆମେରିକୀୟ କରୋନା ଟିକା ଫାଇଜର । ଏକ ସର୍ଭେରୁ ଜଣାପଡ଼ିଛି ଯେ, ଡେଲଟା ଭ୍ୟାରିଏଣ୍ଟ…
ମୁମ୍ବାଇ: ଟେଲିଭିଜନ ଅଭିନେତା ତଥା ଟିଭି ସିରିଜ୍ ‘ନାଗିନ୍ ୩’ର ଫେମ୍ ପର୍ଲ ଭି ପୁରୀଙ୍କୁ ମୁମ୍ବାଇ ୱାଲିଭ୍ ପୋଲିସ୍ ଗିରଫ କରିଛି। ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଶୁକ୍ରବାର ଦିନ ପୋଲିସ୍ ତାଙ୍କୁ ଗିରଫ କରିଛି। ଏହି ମାମଲାରେ…
ନୂଆଦିଲ୍ଲୀ: ଭାରତକୁ ଆସିବେ ତ ପଳାତକ ହୀରା ବ୍ୟବସାୟୀ ମେହୁଲ୍ ଚୋକ୍ସି ? ତାଙ୍କୁ ଆଣ୍ଟିଗୁଆକୁ ପଠାଯିବ ନା ଭାରତକୁ ଅଣାଯିବ ସେ ନେଇ ଏବେ ବି ସସ୍ପେନ୍ସ ଜାରି ରହିଛି। ମେହୁଲଙ୍କ ଜାମିନ ଶୁଣାଣିକୁ ଜୁଲାଇ ଯାଏଁ ସ୍ଥଗିତ ରଖିଛନ୍ତି…
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିଲେ ମଧ୍ୟ ତୃତୀୟ ଲହର ନେଇ ଆଶଙ୍କା ପ୍ରକାଶ ପାଇଛି । ଏନେ ନୀତି ଆୟୋଗ ସଦସ୍ୟ ମଧ୍ୟ ସୂଚନା ଦେଇଛନ୍ତି । ତେଣୁ ଏହାକୁ ରୋକିବାକୁ ହେଲେ କେବଳ ଟିକାକରଣ…
ନୀଳଗିରି: ମଦ୍ୟପ ସ୍ୱାମୀର ଅତ୍ୟାଚାର ଆଉ କେତେ ସହିଥାନ୍ତା ? ଯେତେବେଳେ ନାବାଳିକା ଝିଅ ପ୍ରତି ଖରାପ ଦୃଷ୍ଟି ପକାଇଲା ସହିବାର ସବୁ ବନ୍ଧ ଭାଙ୍ଗିଗଲା। ବିରୋଧ ଗଲା, ତଥାପି ଶୁଣି ନ ଥିଲା ପିଶାଚ ବାପା। ଶେଷରେ ଚରମ ପଦକ୍ଷେପ…
ଭୁବନେଶ୍ୱର: ଯୁକ୍ତ ୨ ମୂଲ୍ୟାୟନ ପ୍ରକ୍ରିୟା ନେଇ ଗଠନ କରାଯିବ ବିଶେଷଜ୍ଞ କମିଟି। କିପରି ପିଲାଙ୍କ ପରୀକ୍ଷା ଫଳାଫଳର ମୂଲ୍ୟାୟନ କରାଯିବ ସେ ନେଇ ତର୍ଜମା କରିବ ଏହି କମିଟି। କମିଟି ମତ ରଖିବା ପରେ ଯୁକ୍ତ ଦୁଇ ପରୀକ୍ଷା ଫଳାଫଳ…
ନୂଆଦିଲ୍ଲୀ: ଦିଲ୍ଲୀରେ ଲକ୍ଡାଉନ୍ କୋହଳ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଆଜି ଘୋଷଣା କରିଛନ୍ତି। ଦିଲ୍ଲୀରେ ଜାରି କରାଯାଇଥିବା ଲକ୍ଡାଉନ୍ ସୋମବାର ସରୁଥିଲେ ବି ସଂପୂର୍ଣ୍ଣ ଉଠିବନି। ଲକ୍ଡାଉନ୍ ଜାରି ରହିବ କିନ୍ତୁ କଟକଣା କୋହଳ କରାଯିବ। ଏହାସହ ଦିଲ୍ଲୀରେ ସଂକ୍ରମଣ…
ନୂଆଦିଲ୍ଲୀ: ପୁଣି ୩ ହଜାର ଟପିଲା ମୃତକଙ୍କ ସଂଖ୍ୟା । ଦେଶରେ ଗତ ୨୪ ଘଣ୍ଟାରେ ୩ ହଜାର ୩୮୦ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଥିବା ରିପୋର୍ଟ ସାମ୍ନାକୁ ଆସିଛି । ଏହାକୁ ମିଶାଇ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୩…
କେନ୍ଦ୍ର ସରକାର ଓ ଟ୍ୱିଟର ମଧ୍ୟରେ ପୁଣି ଥରେ ବିବାଦ ସୃଷ୍ଟି ହୋଇପାରେ । ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇବାକୁ ନେଇ ଉତ୍ତେଜନା ସୃଷ୍ଟି ହେବାର ପୂରା ସମ୍ଭାବନା ରହିଛି । ଶନିବାର ସକାଳେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ଆକାଉଣ୍ଟରୁ…
ନୂଆଦିଲ୍ଲୀ : ଟ୍ୱିଟରକୁ ଘାରିଲା କି କାର୍ଯ୍ୟାନୁଷ୍ଠାନ ଭୟ ? ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କିୟା ନାଇଡୁଙ୍କ ବ୍ୟକ୍ତିଗତ ଟ୍ୱିଟର ହ୍ୟାଣ୍ଡେଲକୁ ପୁଣି ଭେରିଫାଏ କରିଛି। ଆଜି ସକାଳେ ଉପରାଷ୍ଟ୍ରପତିଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇ ଦିଆଯାଇଥିଲା…
ଭୁବନେଶ୍ୱର: ଶବକୁ ମିଳୁନି ଜାଗା । ଶ୍ମଶାନ ହେଉ ବା କବରସ୍ଥାନ୍, ସବୁଠି ଏବେ ଶବକୁ ସମାଧି ପାଇଁ ଜାଗାର ଅଭାବ । ଏଭଳି ଅଭିଯୋଗ ଆଣିଛି ଭୁବନେଶ୍ୱରରେ ରହୁଥିବା ମୁସଲିମ୍ କମ୍ୟୁନିଟି ସମ୍ପ୍ରଦାୟ। ସତ୍ୟନଗରରେ ଥିବା ଏକମାତ୍ର କବର ସ୍ଥାନରେ…