ଶିଶୁଙ୍କୁ ଅଧିକ ସଂକ୍ରମଣ ଭୟ ଥିବାରୁ ସ୍ୱତନ୍ତ୍ର ବେଡ୍ ବ୍ୟବସ୍ଥା କରାଯାଇଛି। ଆମ ରାଜ୍ୟରେ ଡେଲ୍ଟା ଭାଇରସ୍ ସଂଖ୍ୟା ଅଧିକ ଥିଲେ ବି ସଂକ୍ରମଣ ହେଉନି ବୋଲି ସେ କହିଛନ୍ତି।
ନୂଆଦିଲ୍ଲୀ : ଦେଶରେ କରୋନାର ଭୟାବହତା ମଧ୍ୟରେ ସରକାରୀ ପ୍ୟାନେଲର ଖୁଲାସା । ଜୁଲାଇରେ ଶେଷ ହେବ କରୋନାର ଦ୍ୱିତୀୟ ଲହରୀ । ଛଅ ମାସ ପରେ ପୁଣି କରୋନାର କାୟା ମେଲିବ, ଆସିବ ତୃତୀୟ ଲହରୀ । ଦେଶରେ ଦ୍ୱିତୀୟ ଲହରୀ ଶେଷ ହୋଇନଥିବା ବେଳେ ତୃତୀୟ ଲହରୀ ନେଇ ଚେତାବନୀ ଦେଲେ ବୈଜ୍ଞାନିକ । ଭାରତ ସରକାରଙ୍କ ବିଜ୍ଞାନ ମନ୍ତ୍ରଣାଳୟ ଅଧୀନରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ସ୍ଥାପିତ ତିନିଜଣିଆ ବୈଜ୍ଞାନିକ ପ୍ୟାନେଲ […]
ମୁମ୍ବଇ: ମହାମାରୀ କରୋନାରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବାବେଳେ ପୁଣି ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଆସନ୍ତା ୨ରୁ ୪ ସପ୍ତାହ ମଧ୍ୟରେ ମହାରାଷ୍ଟ୍ରରେ କରୋନାର ତୃତୀୟ ଲହର ଦେଖାଦେବ ବୋଲି ଆକଳନ କରାଯାଉଛି। କୋଭିଡି ସ୍ଥିତି ନିରୀକ୍ଷଣ କରିବା ପାଇଁ…
କରୋନାର ତୃତୀୟ ଲହରୀ ସମ୍ପର୍କରେ ଚେତାବନୀ ଦେଲେ ନୀତି ଆୟୋଗ ସଦସ୍ୟ ତୃତୀୟ ଲହରୀ ପାଇଁ ପ୍ରସ୍ତୁତି ଆବଶ୍ୟକ କରୋନାର ତୃତୀୟ ଲହରୀ ସେପ୍ଟେମ୍ବର-ଅକ୍ଟୋବରରେ ଆସିପାରେ ତୃତୀୟ ଲହରୀକୁ ଏଡାଇବା ପାଇଁ କେବଳ ଗୋଟିଏ ଉପାୟ ଅଧିକରୁ ଅଧିକ ଲୋକଙ୍କ ଟୀକାକରଣ…