• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

ipl2021
IPL-2021 ଖେଳିବେନି ଇଂଲଣ୍ଡ-ଅଷ୍ଟ୍ରେଲିଆ ଖେଳାଳି, ଏହି ଦଳ ପାଇଁ ବଡ଼ ଝଟକା

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୧ର ଅବଶିଷ୍ଟ ମ୍ୟାଚଗୁଡ଼ିକୁ ୟୁଏଇରେ ଆୟୋଜନ କରିବା ପାଇଁ ବିସିସିଆଇ ଜୋରଦାର ପ୍ରସ୍ତୁତି ଚଳାଇଛି। ସେପ୍ଟେମ୍ବର ୧୯ କିମ୍ବା ୨୦ରୁ ଆଇପିଏଲ୍ ୨୦୨୧ ପୁଣି ଥରେ ଆରମ୍ଭ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହାସହ ଆଇପିଏଲର ଫାଇନାଲ୍…

d. reddy
DRDO ପ୍ରସ୍ତୁତ କରୋନା ଔଷଧ 2DGର ମୂଲ୍ୟ ନିର୍ଦ୍ଧାରଣ

ନୂଆଦିଲ୍ଲୀ: ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା DRDO ଏବଂ ଅନ୍ୟତମ ସର୍ବବୃହତ ଫାର୍ମା କଂପାନି ଡକ୍ଟର ରେଡିସ୍ ମିଳିତ ସହଯୋଗରେ ପ୍ରସ୍ତୁତ କରୋନା ଔଷଧ ଟୁ-ଡିଜି (2DG)ର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି। ଗୋଟିଏ ସକେଟ୍ ଟୁ-ଡିଜି ଔଷଧର ଦାମ୍ ୯୯୦ ଟଙ୍କା…

  • Friday, 28 May 2021
Modi
ବାତ୍ୟା ପାଇଁ ଓଡ଼ିଶାକୁ ୫୦୦ କୋଟିର ପ୍ୟାକେଜ୍‌ ଘୋଷଣା କଲା କେନ୍ଦ୍ର

ଓଡ଼ିଶାକୁ ୫୦୦ କୋଟି ଟଙ୍କାର ବାତ୍ୟା ସହାୟତା ଘୋଷଣା। ବାତ୍ୟା ପାଇଁ ମୋଟ ହଜାରେ କୋଟିର ସହାୟତା ଘୋଷଣା କଲା କେନ୍ଦ୍ର। ବାକି ୫୦୦ କୋଟି ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ପାଇଁ ଘୋଷଣା ହୋଇଛି। ଏହାସହ ବାତ୍ୟାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ମିଳିବା ସହ  ଗୁରୁତର ଆହତଙ୍କୁ ୫୦ ହଜାର ଟଙ୍କା ଘୋଷଣା ହୋଇଛି

dog
କୁକୁରକୁ ପିଟି ପିଟି ମାରିଦେଲେ, ଭିଡିଓ ଭାଇରାଲ ହେବାପରେ ୨ ଗିରଫ

ନୂଆଦିଲ୍ଲୀ : ନିରୀହ ପଶୁକୁ ପିଟି ପିଟି ମାରିଦେଲା ମଣିଷ । ଦିଲ୍ଲୀର ଓଖଲା ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ଏପରି ଅମାନୁଷିକ ଘଟଣା ଘଟିଛି । ଗୋଟିଏ ବୁଲା କୁକରକୁ ଲାଠିରେ ପିଟି ପିଟି କିଛି ଦୁଇ ଜଣ ପିଲା ମାରି ଦେଇଛନ୍ତି…

  • Friday, 28 May 2021
cm naveen patnaik
କାହିଁକି ତତ୍କାଳ ସହାୟତା ମାଗିଲାନି ଓଡ଼ିଶା? ଟ୍ୱିଟ୍‌ କରି ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ

ବାତ୍ୟା ୟାସ ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ପାଇଁ ତତ୍କାଳ ସହାୟତା ମାଗିଲାନି ଓଡ଼ିଶା। ଦେଶ କରୋନା ମହାମାରୀରେ ଯୁଝି ହେଉଥିବାରୁ ବର୍ତ୍ତମାନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ କୌଣସି ସହାୟତା ମଗା ଯାଇନି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍‌ କରି ଜଣାଇଛନ୍ତି।

Ranveer Singh
ରଣବୀର ସିଂହ କିଣିଲେ ଲାମ୍ବ୍ରୋଗିନି Urus SUV, ଜାଣନ୍ତୁ ଏହାର ଦାମ କେତେ..

ନୂଆଦିଲ୍ଲୀ: ସାଧାରଣତଃ ବଡ଼ ବଡ଼ କ୍ରିକେଟର ହୁଅନ୍ତୁ କିମ୍ବା କୌଣସି ବଲିଉଡ୍‌ ଷ୍ଟାର, ସମସ୍ତଙ୍କର କିଛି ନା କିଛି ସୌକ ରହିଥାଏ । ସୌକିନ୍ ଜିନିଷ ପ୍ରତି ସେମାନଙ୍କର ଆଗ୍ରହ ରହିଥିବା ଦେଖାଯାଇଛି । କିଛି ସେଲିବ୍ରିଟି ମାନଙ୍କୁ ବଡ଼ ବଡ଼…

kejriwal
ଅନଲକ୍ ହେବ ଦିଲ୍ଲୀ : ସୋମବାର ଠାରୁ ନର୍ମାଣ କାମ ଚାଲୁ କରିବା ସହ କାରଖାନା ଖୋଲିବାକୁ ଅନୁମତି

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଧୀରେ ଧୀରେ କୋହଳ ହେବ କଟକଣା । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀକୁ ଧୀରେ ଧୀରେ ଅନଲକ୍ କରିବାକୁ ଆଜି ଘୋଷଣା କରିଛନ୍ତି। ଜନସାଧାରଣଙ୍କ ପରାମର୍ଶ ତଥା ବିଶେଷଜ୍ଞଙ୍କ ମତାମତକୁ ଆଧାର କରି ସପ୍ତାହେରୁ ଦେଢ଼…

  • Friday, 28 May 2021
marriage
ରିୟଲ୍‌ ଲାଇଫ୍‌ରେ ଫିଲ୍ମ କାହାଣୀ: ପ୍ରେମିକ ସହ ପତ୍ନୀଙ୍କୁ ବିବାହ ଦେଲେ ସ୍ୱାମୀ

ପାଟନା: ବିବାହ ପରେ ପରକୀୟା ପ୍ରୀତିକୁ ନେଇ ଅନେକ ଦମ୍ପତିଙ୍କ ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି ହୋଇଥାଏ।ଏପରିକି ଛାଡ଼ପତ୍ର ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥାଏ। ହେଲେ ଆପଣ କେବେ ଶୁଣିଛନ୍ତି କି, କେହି କେବେ ନିଜ ସ୍ତ୍ରୀକୁ ପ୍ରେମିକ ସହ ବିବାହ…

  • Friday, 28 May 2021
Bhadrak DM
ଭଦ୍ରକ ଜିଲ୍ଲାପାଳଙ୍କ ନାମରେ ଫେକ ଆଇଡି ଖୋଲି ଟଙ୍କା ମାଗୁଛନ୍ତି ଅଜଣା ବ୍ୟକ୍ତି

ଫେସବୁକରେ ନକଲି ଆଇଡି, କିନ୍ତୁ ଫଟୋ ଅସଲି । ପୁଣି ଫେକ ଆଇଡି ଖୋଲିଲା ଜିଲ୍ଲାପାଳଙ୍କ ନାମରେ । ଲୋକଙ୍କୁ ବନ୍ଧୁ ହେବା ପାଇଁ ଫ୍ରେଣ୍ଡସ Request ପଠାଉଛି ପୁଣି ଆବଶ୍ୟକ ଅଛି କହି ଟଙ୍କା ମାଗୁଛି । ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ।

  • Friday, 28 May 2021
corona
ଚୀନରୁ ବ୍ୟାପିଛି କି କରୋନା? ତଦନ୍ତ ନିର୍ଦ୍ଦେଶ ଦେଲେ ବାଇଡେନ୍‌

କରୋନା ଉତ୍ପତ୍ତି ପ୍ରସଙ୍ଗକୁ ନେଇ ପୁଣି ବଢିଲା ଚୀନର ଅଡୁଆ। ଭୂତାଣୁ ପଶୁଙ୍କ ଦେହରୁ ମଣିଷକୁ ଆସିଛି ନା ଚୀନ୍ ପ୍ରୟୋଗଶାଳାରୁ ଲିକ୍ ହୋଇଛି?

  • Friday, 28 May 2021
virus
କରୋନା ଭାଇରାସର ଉତ୍ପତ୍ତିକୁ ନେଇ ପୁଣି ଚୀନ-ଆମେରିକା ମୁହାଁମୁହିିଁ

ନୂଆଦିଲ୍ଲୀ: କରୋନା ଭାଇରାସର ଉପତ୍ତି ସ୍ଥଳକୁ ନେଇ ପୁଣି ଥରେ ମୁହାଁମୁହିିଁ ହୋଇଛନ୍ତି ଚୀନ ଓ ଆମେରିକା। ଉହାନ୍ ଲ୍ୟାବରୁ ମହାମାରୀର ଉତ୍ପତ୍ତି ହୋଇଛି କି ନା ନାହିଁ ସେ ନେଇ ତଦନ୍ତ ଆରମ୍ଭ କରିଛି ଆମେରିକା। ତେବେ ଆମେରିକାର ଏହି…

  • Friday, 28 May 2021
vaccination
ଘୁଞ୍ଚିଲା କରୋନା ଟିକା ପାଇଁ ରାଜ୍ୟ ସରକାର ଆହ୍ୱାନ କରିଥିବା ଗ୍ଲୋବାଲ୍‌ ଟେଣ୍ଡର ପ୍ରକ୍ରିୟା

ଘୁଞ୍ଚିଲା କରୋନା ଟିକା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଗ୍ଲୋବାଲ୍‌ ଟେଣ୍ଡର ପ୍ରକ୍ରିୟା ଏହି ପ୍ରକ୍ରିୟାକୁ ଆସନ୍ତା ଜୁନ୍ ୪ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ଆଜି ଦିନ ୧୧ଟାରେ ଟେକ୍ନିକାଲ୍ ବିଡ୍ ଖୋଲାଯିବାର ଥିଲା ଭୁବନେଶ୍ୱର: ଘୁଞ୍ଚିଲା କରୋନା ଟିକା ପାଇଁ…

  • Friday, 28 May 2021
rbi
ଆଉ କାହିଁକି ଦେଖିବାକୁ ମିଳୁନି ୨୦୦୦ ଟଙ୍କିଆ ନୋଟ୍ ? ଖୁଲାସା କଲା ଆରବିଆଇ

ନୂଆଦିଲ୍ଲୀ : ଆଜିକାଲି ବଜାରରେ ଆଉ ୨୦୦୦ ଟଙ୍କିଆ ନୋଟ୍ ଦେଖିବାକୁ ମିଳୁନି କହିଲେ ଚଳେ । ଏହା ପଛରେ ରହିଛି ବଡ଼ କାରଣ, ଯାହାର ଖୁଲାସା କରିଛି ଆରବିଆଇ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଧୀରେ ଧୀରେ…

  • Friday, 28 May 2021
cyclone
କାହିଁକି ବାତ୍ୟାର ସଂଖ୍ୟା ବଢୁଛି?

ଅକ୍ଟୋବରରେ ଆସିଥିବା ୧୯୯୯ ମହାବାତ୍ୟା, ଫାଇଲିନ୍ ଓ ହୁଡହୁଡ୍ ହେଉ, କି ମେ ମାସରେ ଆସିଥିବା ଫନି, ଅଂପନ୍ ଓ ୟାସ୍ ।ଓଡ଼ିଶାକୁ ପ୍ରାୟ ପ୍ରତ୍ୟେକ ବର୍ଷ କାହିଁକି ପ୍ରଭାବିତ କରୁଛି ବଡ଼ ବଡ଼ ବାତ୍ୟା?

  • Friday, 28 May 2021
flood
ବିପଦ ସଙ୍କେତ ଉପରେ ବୈତରଣୀ: ମଲ୍ଲିକାପୁରରେ ଘାଇ

ବୈତରଣୀ ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେବା ପରେ ଦେଖାଦେଇଛି ବନ୍ୟା ସ୍ଥିତି। ବୈତରଣୀ ଏବଂ ଶାଖା ନଦୀର ଜଳସ୍ତର ବଢ଼ିବା ଫଳରେ କୋରେଇ, ଯାଜପୁର, ଦଶରଥପୁର ସମେତ ୩ ଟି ବ୍ଲକରେ ବନ୍ୟା ଜଳ ପ୍ରବେଶ କରିଛି

ramdev
ଭାଇରାଲ ଭିଡିଓରେ IMAକୁ ରାମଦେବଙ୍କ ଚାଲେଞ୍ଜ- 'କାହା ବାପା ବି ମୋତେ ଗିରଫ କରିପାରିବେ ନାହିଁ'

ନୂଆଦିଲ୍ଲୀ:ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ ଯୋଗଗୁରୁ ବାବା ରାମଦେବଙ୍କ ବିରୁଦ୍ଧରେ ହଜାରେ କୋଟି ଟଙ୍କାର ମାନହାନି ମାମଲାା ନୋଟିସ ଜାରି କରାଯାଇଛି । ଆଇଏମଏ କହିଛି, ରାମଦେବ ଏଲୋପାଥି ଚିକିତ୍ସା ସମ୍ପର୍କରେ ଲୋକଙ୍କୁ ଭ୍ରମିତ କରିବା ସହ ଟିକା ବିରୋଧରେ କହିଛନ୍ତି…

  • Friday, 28 May 2021
pratap sarangi
ସନ୍ଧ୍ୟା ସୁଦ୍ଧା ବାତ୍ୟା ସହାୟତା ରାଶି ଘୋଷଣା କରିବ କେନ୍ଦ୍ର: ପ୍ରତାପ

ଭୁବନେଶ୍ୱରରେ ବାତ୍ୟା ସମୀକ୍ଷା ବୈଠକ ପରେ ଏରିଏଲ ସର୍ଭେରେ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ବୈଠକକୁ ନେଇ ବଡ଼ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

sushant singh rajput
ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ହଠାତ୍‌ ଆସିଲା ନୂଆ ମୋଡ଼, ଗିରଫ ହେଲେ ସୁଶାନ୍ତଙ୍କ ସାଙ୍ଗ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ହଠାତ୍‌ ଏକ ନୂଆ ମୋଡ଼ ଆସିଛି। ଡ୍ରଗ୍ସ ମାମଲାରେ Narcotics Control Bureau (NCB) ସୁଶାନ୍ତଙ୍କ ସାଙ୍ଗ ତଥା ରୁମ୍‌ ମେଟ୍‌ ସିଦ୍ଧାର୍ଥ ପିଠାନୀଙ୍କୁ ଗତକାଲି ହାଇଦ୍ରାବାଦରୁ ଗିରଫ କରିଛି।…

Naveen
ବାତ୍ୟାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପାଖରେ କୌଣସି ସହାୟତା ଦାବି କଲା ନାହିଁ ଓଡ଼ିଶା

ଭୁବନେଶ୍ୱରରେ ବାତ୍ୟା ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟପାଳ ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସହ ମୁଖ୍ୟ ଶାସନ ସଚିବ, SRC ଓ ବରିଷ୍ଠ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ।

india-corona
୪୩ ଦିନ ପରେ ଦେଶରେ ୨ ଲକ୍ଷ ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା

ଆଜି ପୁଣି ଥରେ ୨ ଲକ୍ଷ ତଳକୁ ଖସିଛି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ଚିହ୍ନଟ ହୋଇଛନ୍ତି ୧ ଲକ୍ଷ ୮୬ ହଜାର ୩୬୪ ଜଣ ଆକ୍ରାନ୍ତ

social media
ନୂଆ ସୋସିଆଲ୍ ମିଡିଆ ଗାଇଡଲାଇନ୍‌ : ତ୍ରିସ୍ତରୀୟ ଅଭିଯୋଗ ନିବାରଣ ବ୍ୟବସ୍ଥା ସହ ସ୍ବ-ନିୟନ୍ତ୍ରଣ ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ : ମିଥ୍ୟା ଓ ଆପତ୍ତିଜନକ ମେସେଜ୍କୁ ରୋକିବା ଲାଗି କେନ୍ଦ୍ର ସରକାର ଆଣିଥିବା ନୂଆ ନିୟମ ଲାଗୁ ହୋଇଛି । ଦେଶର ଅଖଣ୍ଡତା, ସର୍ବଭୌମତ୍ୱ ଓ ସୁରକ୍ଷା, ବୈଦେଶିକ ସଂପର୍କ, ଆଇନଶୃଙ୍ଖଳା ସଂପର୍କିତ କିମ୍ବା ୫ ବର୍ଷ ବା ତଦୁର୍ଦ୍ଧ୍ୱ…

  • Friday, 28 May 2021
delhi
କନେଷ୍ଟବଳରୁ ଏସିପି : ସିିନେମାରେ ଦେଖୁଥିବା କାହାଣୀକୁ ସତ କରି ଦେଖାଇଲେ ଫିରୋଜ

ଫିରୋଜଙ୍କ ସଂଘର୍ଷପୂର୍ଣ୍ଣ କାହାଣୀ ୧୦ ବର୍ଷ କନେଷ୍ଟବଳ ରହିଲେ, ଏବେ ଦିଲ୍ଲୀ ପୋଲିସରେ ଏସିପି ହୋଇଗଲେ ଚାକିରି ସମୟରେ ହିଁ ପାସ କଲେ ୟୁପିଏସସି ପରୀକ୍ଷା ନୂଆଦିଲ୍ଲୀ : ବାଟ କଢ଼ାଇ ନେଲା ସ୍ୱପ୍ନ । କନେଷ୍ଟବଳରୁ ଏସିପି ପର୍ଯ୍ୟନ୍ତ ଯାତ୍ରାକୁ…

  • Friday, 28 May 2021