ନୂଆଦିଲ୍ଲୀ-ଭାରତରୁ ଠାବ ହୋଇଥିବା କୋଭିଡ ଭାରିଏଣ୍ଟ ଘାତକ ଏବଂ ଅଧିକ ସଂକ୍ରାମକ । କରୋନା ସ୍ଥିତିର ସମୀକ୍ଷା କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ପକ୍ଷରୁ ଏହା କୁହାଯାଇଛି । WHO ପକ୍ଷରୁ ଏକଥା ବି କୁହାଯାଇଛି ଯେ, ଏପରି ସ୍ଥିତିରେ…
ରାୟଗଡ଼ା: କରୋନା କାଳରେ ଅନ୍ୟର ଜୀବନ ବଞ୍ଚାଇବାକୁ ପଣ କରିଛନ୍ତି ରାୟଗଡ଼ାର ସ୍ୱେଚ୍ଛାସେବୀ ବି.ଭେଙ୍କଟେଶ। କରୋନା ରୋଗୀଙ୍କୁ ପ୍ଲାଜମା ଦେବା ପାଇଁ ସେ ସହାୟତାର ହାତ ବଢାଇଛନ୍ତି। ରାୟଗଡ଼ା ସାଇପ୍ରିୟା ନଗରରେ ରହୁଥିବା ଭେଙ୍କଟେଶ ୧୫ ଦିନ ମଧ୍ୟରେ ୩ ଥର…
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪, ଅନୁଗୁଳରୁ ୩ ଆକ୍ରାନ୍ତ ମୃତ କଳାହାଣ୍ଡି, କେନ୍ଦ୍ରାପଡ଼ା, ରାୟଗଡ଼ା ଓ ସୁନ୍ଦରଗଡ଼ରୁ ୨ ଜଣ ଲେଖାଏଁ ମୃତ ବଲାଙ୍ଗିର, ବୌଦ୍ଧ, କଟକ ଓ ଦେବଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ ଗଜପତି, ଗଞ୍ଜାମ ଓ କନ୍ଧମାଳରୁ…
ନାଗାଓ : ଜଙ୍ଗଲ ଭିତରେ ମରି ପଡ଼ିଛନ୍ତି ୧୮ ହାତୀ । ଏପରି କିଛି ଘଟଣା ଘଟିଛି ଆସାମର ନାଗାଓ କାଠିଆଟୋଲୀ ରେଞ୍ଜର ପାହାଡ଼ିଆ ଅଞ୍ଚଳରେ । କୁନ୍ଦୋଲି ସଂରକ୍ଷିତ ଜଙ୍ଗଲର ଦୁଇଟି ପୃଥକ ସ୍ଥାନରେ ଏତେ ସଂଖ୍ୟାରେ ହାତୀମାନଙ୍କ ମୃତଦେହ…
ଭୁବନେଶ୍ୱର: ଓଡ଼ିଶାରେ ପୁଣି କରୋନା ଗ୍ରାଫ୍ ଉପର ମୁହାଁ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨,୩୯୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୨,୨୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ପରେ ଦ୍ୱିତୀୟ ସ୍ଥାନରେ ସୁନ୍ଦରଗଡ଼ ଓ…
ଅଦୃଶ୍ୟ ଶତ୍ରୁର ଚକ୍ରବ୍ୟୁହରେ ଛଟପଟ ହୋଇ ଚାଲିଗଲା ଜୀବନ । ମୃତ୍ୟୁକୁ ହରାଇ ସମାଜକୁ ନୂଆ ସନ୍ଦେଶ ଦେବାକୁ ଚାହୁଁଥିବା ମଣିଷ ଆଜି ହସ୍ପିଟାଲ ବେଡରେ ଶେଷ ନିଶ୍ୱାସ ତ୍ୟାଗ କରିଛି । ଜୀବନ ମାତ୍ର ଥରେ ମିଳେ, ଏଥିପାଇଁ ଲୋକେ…
ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କୁ ମିଳିବ ଡବଲ୍ ସହାୟତା ଟଙ୍କା ସାଢ଼େ ୯ କୋଟି ଚାଷୀଙ୍କ ପରିବାରକୁ ଆଜି ଅଷ୍ଟମ କିସ୍ତିର ପିଏମ୍ କିଷାନ ସମ୍ମାନ ନିଧି ଯୋଜନା ଟଙ୍କା ପଠାଇଲେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆଜି…
ନୂଆଦିଲ୍ଲୀ: ଭାରତରେ କରୋନା ପ୍ରଭାବ ଦିନକୁ ଦିନ ସ୍ଥିତିକୁ ଗୁରୁତର କରୁଛି । କିଛି ରାଜ୍ୟରେ ଏହାର ପ୍ରଭାବ କମୁଥିବା ବେଳେ ଓଡିଶା ପରି ଅନେକ ରାଜ୍ୟରେ ଏହା ନିୟନ୍ତ୍ରଣ ବାହାରେ । ଏପଟେ ଦେଶରେ ଭ୍ୟାକସିନର ଘୋର ଅଭାବ ।…
ନୂଆଦିଲ୍ଲୀ : କରୋନାର ଭୟାବହତା ମଧ୍ୟରେ ଆଶ୍ୱସ୍ତିକର ଖବର । ଜାତୀୟ ରାଜଧାନୀ ଦିଲ୍ଲୀରେ ନୂଆ କରୋନା ସଂକ୍ରମଣ ମାମଲା କମ୍ ହେବା ସହ ସଂକ୍ରମଣ ହାର ମଧ୍ୟ କମ ହେବାରେ ଲାଗିଛି । ଦିଲ୍ଲୀର ଅଣାୟତ ସଂକ୍ରମଣ ହାର ଏବେ…
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବଗନାନସ୍ଥିତ ୟୁନାଇଟେଡ୍ କୋ-ଅପରେଟିଭ୍ ବ୍ୟାଙ୍କ ଲିମିଟେଡ୍ର ଲାଇସେନ୍ସ ବାତିଲ । ଆର୍ଥିକ ଅବସ୍ଥା ଖରାପ ଥିବାରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ବ୍ୟାଙ୍କର ଲାଇସେନ୍ସ ବାତିଲ କରାଯାଇଛି । ରିଜର୍ଭ ବ୍ୟାଙ୍କର ଏହି ନିଷ୍ପତ୍ତି ପରେ, ୧୩…
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ପାଇଁ ଜୁନ୍ ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ଜୁନ୍ରେ ଟିମ୍ ଇଣ୍ଡିଆ ଇଂଲଣ୍ଡ ଗସ୍ତରେ ଯିବ ଏବଂ ସେଠାରେ ଇଂଲଣ୍ଡ ବିପକ୍ଷରେ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ । ଖାଲି ସେତିକି…
କେଉଁଠି ଗଡ଼ିଆ ଗୋଳେଇ ମାଛ ଧରା ଚାଲିଛି ତ ପୁଣି କେଉଁଠି ଗାଁ ଚଉତରାରେ କ୍ୟାରମ୍ ପିଟା କୁ ତାସ୍ ମାଡ଼ରେ ମସଗୁଲ ଲୋକେ। ମୁହଁରେ ମୁହଁ ଲଗେଇ ଖଟି କରୁଛନ୍ତି। ଟିକେ ବି ଡ଼ରିବାର ନାହିଁ। ମହାମାରୀ ମହାବିପତ୍ତି ବେଳେ ବି ଏମାନଙ୍କୁ ଗେଲ ଲାଗିଛି ଯେମିତି।
ୱାଶିଂଟନ: ଆମେରିକାରେ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ। ଶୀର୍ଷରେ ଥିବା ବେଳେ ଦୈନିକ ୧ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିଲେ ମାତ୍ର ଏବେ ସଂଖ୍ୟା ୪୦ ହଜାରକୁ ଖସି ଆସିଛି। ଜୋରଦାର ଟିକାକରଣ ସାଙ୍ଗକୁ କରୋନା ନିୟମର…
ଜୟପୁର: ଦେଶରେ କରୋନା ସଂକ୍ରମଣ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ ଏବେ ବି ପ୍ରତ୍ୟେକ ଦିନ ୪ ଲକ୍ଷ ନୂଆ ସଂକ୍ରମଣ ଚିହ୍ନଟ ହେଉଛନ୍ତି । ଆଗକୁ ଏହାର ପ୍ରକୋପ ଅଧିକ ରହିବ ବୋଲି କିଛି ବିଶେଷଜ୍ଞ ମତ ଦେଇଛନ୍ତି…
ସମ୍ମୁଖ ଯୋଦ୍ଧା ତାଲିକାରେ ବିଭିନ୍ନ ବର୍ଗର କର୍ମଚାରୀଙ୍କୁ ସାମିଲ୍ କଲେ ରାଜ୍ୟ ସରକାର। ଏନେଇ ସବୁ ଜିଲ୍ଲାପାଳ, ପୌରାଞ୍ଚଳ କମିଶନରଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ଚିଠି ଲେଖିଛନ୍ତି। ବନ ଅଧିକାରୀ, ଫରେଷ୍ଟ ଗାର୍ଡଙ୍କୁ ସମ୍ମୁଖ ଯୋଦ୍ଧା ମାନ୍ୟତା ଦେଲେ ରାଜ୍ୟ ସରକାର
କରୋନା ରୋଗୀଙ୍କର ମୃତ୍ୟୁ ହୋଇସାରିଥିଲେ ବି ଜୀବିତ ଥିବା ଓ ଚିକିତ୍ସା ଚାଲିଥିବା ନେଇ କୋଭିଡ୍ ହସ୍ପିଟାଲରୁ ସମ୍ପର୍କୀୟଙ୍କ ପାଖକୁ ଆସୁଛି ଫୋନ୍ କଲ। ଆତ୍ମୀୟଙ୍କୁ ହରାଇ ମାନସିକ ଯନ୍ତ୍ରଣା ଭୋଗୁଥିବା ପରିବାର ଲୋକଙ୍କୁ ଫୋନ୍ କରି ମୃତ୍ୟୁ ହୋଇସାରିଥିବା ରୋଗୀର ଭଲମନ୍ଦ ପଚାରି କଟା ଘାରେ ଚୂନ ଦେଉଛନ୍ତି କୋଭିଡ୍ ନାଇଣ୍ଟିନ୍ କଲ ସେଣ୍ଟର କର୍ମଚାରୀ
ପୁଣେ: ମହାରାଷ୍ଟ୍ର ପୁଣେ ସହରରେ ନିଆରା ଜୁଗାଡ୍ ଆମ୍ବୁଲାନ୍ସ ସେବା। କିଛି ଚାଳକ ନିଜ ଅଟୋରେ କରୋନା ରୋଗୀଙ୍କ ପାଇଁ ଆମ୍ବୁଲାନ୍ସର ବ୍ୟବସ୍ଥା କରିଛନ୍ତି। ବର୍ତ୍ତମାନ କରୋନା ସଂକ୍ରମଣ ବଢି ଚାଲିଥିବାବେଳେ ମହାରାଷ୍ଟ୍ରର ସ୍ଥିତି ସଂଗିନ ରହିଛି। ଏଭଳି ସ୍ଥିତିରେ ଅନେକ…
ଭୋପାଳ: ମଧ୍ୟପ୍ରଦେଶରେ, କରୋନାର ଦ୍ୱିତୀୟ ଲହର କ୍ରମାଗତ ଭାବରେ ନିୟନ୍ତ୍ରଣ ବାହାରେ ରହିଥିବା ବେଳେ ଏବେ ତୃତୀୟ ଲହର ସାଙ୍ଗେ ଲଢ଼େଇ ପାଇଁ ରାଜ୍ୟ ପ୍ରସ୍ତୁତ ହେଲାଣି । ତୃତୀୟ ଲହର ସହ ଲଢ଼େଇ ପାଇଁ ଭୋପାଳର ପାଞ୍ଚଟି ବଡ ମେଡିକାଲ…
କରୋନା ଟିକାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବଡ଼ ଘୋଷଣା। ଏଣିକି କୋଭିସିଲ୍ଡ ଟିକା ଡୋଜ୍ ମଧ୍ୟରେ ବ୍ୟବଧାନ ଅବଧି ବଢ଼ିଲା। ପ୍ରଥମ ଡୋଜର ୧୨ରୁ ୧୬ ସପ୍ତାହ ପରେ ୨ୟ ଡୋଜ୍ ଦିଆଯିବ ବୋଲି ସୂଚନା ମିଳିଛି । ୬ରୁ ୮ ସପ୍ତାହ ବଦଳରେ ଏଣିକି ୧୨ରୁ ୧୬ ସପ୍ତାହ ପରେ ମିଳିବ କରୋନା ଟିକା
ନୂଆଦିଲ୍ଲୀ: ନିକଟରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଟ୍ୱିଟର ଆକାଉଣ୍ଟକୁ ସସ୍ପେଣ୍ଡ କରିଦିଆଯାଇଛି । ତଥାପି ସେ ସୋସିଆଲ ମିଡିଆରେ ସକ୍ରିୟ ରହିଛନ୍ତି । ଆଉ ନିଜର ବିଚାର ଲୋକଙ୍କ ଆଗରେ ରଖିବା ପାଇଁ ସେ ଇନ୍ଷ୍ଟାଗ୍ରାମ୍ର ବ୍ୟବହାର କରୁଛନ୍ତି ।…
ରାଜ୍ୟରେ ବଢ଼ିବ କି ଲକଡାଉନ୍ ଅବଧି? ମେ ମାସରେ ବେଲଗାମ୍ ସଂକ୍ରମଣ ଓ ଆକ୍ଟିଭ୍ କେଶ୍ ସଂଖ୍ୟା ଆଜି ୧ ଲକ୍ଷ ପାର୍ କରିବା ପରେ ଏହି ଆଶଙ୍କା ବଢ଼ିଯାଇଛି।
ବାରିପଦା: ଚିକିତ୍ସାଧୀନ କରୋନା ରୋଗୀଙ୍କ ମିଳୁନି ପତ୍ତା । ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଦୌଡି ନୟାନ୍ତ ହେଲେଣି ପରିବାର ଲୋକେ କିନ୍ତୁ ରୋଗୀଙ୍କୁ ଖୋଜି ପାଉନାହାନ୍ତି । ଶେଷରେ ନିରୁପାୟ ହୋଇ ଥାନାର ଆଶ୍ରୟ ନେଇଛନ୍ତି ପରିବାର ଲୋକ ।…
ବୁର୍ଲା ଭିମସାରରେ ନର୍ସ ହାଲ୍ଲାବୋଲ କରିଛନ୍ତି। ତିନିମାସର ଦରମା ଦାବିରେ ହସପିଟାଲ ମ୍ୟାନେଜରଙ୍କୁ ଘେରାଉ କରିଛନ୍ତି ନର୍ସ। ଗତ ୨୦୧୪ ମସିହାରେ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ଜି.ଏନ.ଏମ ମାନେ ଗତ ଡିସେମ୍ବର ମାସରେ ରେଗୁଲାର ହୋଇଥିଲେ
ଟିକାକୁ ନେଇ ବଡ଼ ସୂଚନା ଦେଲେ ନୀତି ଆୟୋଗ ସଦସ୍ୟ ଭି.କେ ପଲ। ଆସନ୍ତା ଡିସେମ୍ବର ସୁଦ୍ଧା ୨୧୬ କୋଟି ଟିକା ନେଇ ଭି.କେ ପଲ କହିଛନ୍ତି। ଏହାସହ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ଟିକା ଅଭାବ ସମସ୍ୟା ଦୂର ହେବ ବୋଲି ସେ କହିଛନ୍ତି।
ଲକଡାଉନ୍ରେ ମର୍ଣ୍ଣିଂ ୱାର୍କ ଓ ସାଇକେଲିଂକୁ ସଂପୂର୍ଣ୍ଣ ମନା। ଲକ୍ ଡାଉନ୍ କଟକଣା ନେଇ ବରିଷ୍ଠ ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି। କେବଳ ମର୍ଣ୍ଣିଂ ୱାର୍କ ନୁହେଁ ବରଂ ଇଭିନିଂ ୱାର୍କ, ସାଇକ୍ଲିଂକୁ ସଂପୂର୍ଣ୍ଣ ବାରଣ କରାଯାଇଛି।