ଭୁବନେଶ୍ଵର: ରାଜ୍ୟରେ ଆଜି ସୁସ୍ଥ ହେଲେ ୧୧ ହଜାର ୮୨୧ ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସୁସ୍ଥ ସଂଖ୍ୟା ୫ ଲକ୍ଷ ୨୬ ହଜାର ୩୫୩କୁ ବୃଦ୍ଧି ପାଇଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ…
ଭୁବନେଶ୍ୱର: ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ମେ ୨୪ରୁ ଘର ଘର ବୁଲି କରୋନା ଲକ୍ଷଣ ଓ ଜଟିଳ ରୋଗର ସର୍ଭେ କରିବେ ଏଏନଏମ୍ କର୍ମୀ ଓ ଆଶାକର୍ମୀ । ଆସନ୍ତା ୩ ମାସ ପର୍ଯ୍ୟନ୍ତ ଏହି ସର୍ଭେ…
ରାୟଗଡ଼ା: ଆମେ ନିୟମ ରଜାଙ୍କୁ ପୂଜା କରୁଛୁ । ଆମର କିଛି ହେବ ନାହିଁ । କିଛି ଏମିତି ଢଙ୍ଗରେ କହି କରୋନା ଟେଷ୍ଟିଂକୁ ବିରୋଧ କରିଛନ୍ତି କନ୍ଧ ସମାଜର ଲୋକେ । ଏହା ତ ହେବା ସ୍ୱାଭାବିକ, କାହିଁକିନା କରୋନା…
ନୂଆଦିଲ୍ଲୀ: ଦେଶ ପାଇଁ ଆଉ ଏକ ଖୁସି ଖବର । ଏଣିକି ସ୍ପୁଟନିକ୍-ଭି ମଧ୍ୟ ଭାରତରେ ହେବ ଉତ୍ପାଦନ । ଏନେଇ ଡ. ରେଡ୍ଡୀ ଲ୍ୟାବ୍ ପକ୍ଷରୁ ସୂଚନା ଦିଆଯାଇଛି । ଦେଶରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର…
ବାରିପଦା (ମାନିକ୍ ଲାଲ୍ ପାଣି): ଶିମିଳିପାଳ ବଫର ଇଲାକାର ବିଭିନ୍ନ ଗାଁକୁ ଛୁଇଁଲା କରୋନା। ପ୍ରଥମ ଲହରରେ ଛୁଇଁ ପାରିନଥିବା ବେଳେ ଦ୍ଵିତୀୟ ଲହରରେ ଅନେକ ଖଡିଆ ଆଦିମ ଜନଜାତିର ଲୋକ ଆକ୍ରାନ୍ତ ହୋଇଛନ୍ତି । ଗାଁ ଗାଁ ରେ ବୁଲୁଛି…
କରୋନା ଜୀବାଣୁର ଦ୍ୱିତୀୟ ତରଙ୍ଗ ଲୋକଙ୍କୁ ନିଜ ଅଧୀନକୁ ନେଇଛି। ସମଗ୍ର ଦେଶରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି ଅନେକ ସ୍ଥାନରେ ସମ୍ପୂର୍ଣ୍ଣ ତାଲାବନ୍ଦ କରାଯାଇଛି। ଏହା ସହିତ ଲୋକଙ୍କୁ ମାସ୍କ ପିନ୍ଧିବାକୁ, ସାବୁନ୍ ଓ ହ୍ୟାଣ୍ଡୱାସରେ…
କୋଲକତା: ଟିଏମସି କର୍ମୀଙ୍କ ଉତ୍ପାତ । ସିବିଆଇ ଅଫିସ ଆଗରେ ଟେକା ପଥର ମାଡ଼ କଲେ, ଧାରଣାରେ ବସିଲେ । ସୋମବାର ସକାଳୁ ଟିଏମସିର ଚାରି ଜଣ ନେତାଙ୍କୁ ସିବିଆଇ ଉଠାଇ ନେବା ପରେ ଏବେ ଟିଏମସି କର୍ମୀଙ୍କ ଉତ୍ପାତ ଆରମ୍ଭ…
ମୁମ୍ବାଇ: କରୋନା କାଳରେ ଆର୍ଥିକ ଦୁର୍ବଳତା ତଥା ଦୁଃଖୀ ଶ୍ରେଣୀର ଲୋକଙ୍କୁ ସାହାଯ୍ୟ କରୁଥିବା ସୋନୁ ସୁଦ ବର୍ତ୍ତମାନ ଲୋକଙ୍କ ପାଇଁ ଈଶ୍ଵର ବନିଯାଇଛନ୍ତି। ସୋନୁ ସୁଦ କୋଭିଡରେ ପୀଡିତ ରୋଗୀଙ୍କୁ ଡାକ୍ତରଖାନା ନେବା ପାଇଁ ଶଯ୍ୟା, ଅମ୍ଳଜାନ ଓ ଔଷଧର…
ନୂଆଦିଲ୍ଲୀ: ଖୁବଶୀଘ୍ର ଲ୍ୟାଣ୍ଡଫଲ୍ କରିବ ତାଉତେ । ଆଉ ଲ୍ୟାଣ୍ଡଫଲ୍ ପୂର୍ବରୁ ଉପକୂଳରେ ତାଣ୍ଡବ ରଚିଲାଣି ବାତ୍ୟା ତାଉତେ । ସୋମବାର ରାତିରେ ଗୁଜରାଟ ଉପକୂଳ ଛୁଇଁବ ଏହି ବାତ୍ୟା । ଏଥିପାଇଁ ଏବେଠୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ ପଶିଲାଣି ଛନକା…
ମୁମ୍ବାଇ: ମେକ୍ସିକୋର ବିୟୁଟି କୁଇନ୍ ଏଣ୍ଡ୍ରିୟା ମେଜା ମିସ୍ ୟୁନିଭର୍ସ ୨୦୨୦ ଟାଇଟଲ୍ ଜିତିଛନ୍ତି। ପୂର୍ବତନ ମିସ୍ ୟୁନିଭର୍ସ ଜୋଜିବିନି ଟୁଞ୍ଜୀ ଏଣ୍ଡ୍ରିୟା ମେଜାଙ୍କୁ ମିସ୍ ୟୁନିଭର୍ସ ୨୦୨୦ ଭାବରେ ମୁକୁଟ ପିନ୍ଧେଇଛନ୍ତି। ଫ୍ଲୋରିଡାର ସେମିନୋଲ ହାର୍ଡ ରକ୍ ହୋଟେଲରେ ଏହି…
ଭୁବନେଶ୍ୱର: ଏଣିକି ମନ ଇଚ୍ଛା ଭଡ଼ା ନେଇପାରିବେନି ଘରୋଇ ଆମ୍ବୁଲାନ୍ସ ମାଲିକ । ସରକାରଙ୍କ ପକ୍ଷରୁ ନିର୍ଦ୍ଧାରଣ ହେଲା ଦର । ପ୍ରତ୍ୟେକ ବର୍ଗର ଅମ୍ବୁଲାନ୍ସ ପାଇଁ ସରକାର ଭିନ୍ନ ଭିନ୍ନ ଦର ନିର୍ଦ୍ଧାରଣ କରିଛନ୍ତି । ଏନେଇ ରାଜ୍ୟ ପରିବହନ…
ରାୟଗଡ଼ା ଜିଲ୍ଲା ନିୟମଗିରି ଅଞ୍ଚଳରେ ବସବାସ କରୁଥିବା ଡଙ୍ଗରିଆ କନ୍ଧ ସମାଜର ଲୋକେ କରୋନା ଟେଷ୍ଟକୁ ବିରୋଧ କରୁଛନ୍ତି
ତେଲକୋଇ(ଚିନ୍ମୟ କୁମାର ସାହୁ) : ହାତୀ ଆକ୍ରମଣରେ ଚାଲିଗଲା ଆଉ ଏକ ଜୀବନ । କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳର ଶିରିଆବାହାଲ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ଆମ୍ବ ବଗିଚାକୁ ଯାଉଥିଲା ବେଳେ ଅଚାନକ୍ ହାତୀ…
ଦକ୍ଷିଣ କୋରିଆଭିତ୍ତିକ ଭିଡିଓ ଗେମ୍ ଡେଭଲପର୍ କ୍ରାଫ୍ଟନ୍ ଘୋଷଣା କରିଛନ୍ତି ଯେ ବ୍ୟାଟଲଗ୍ରାଉଣ୍ଡ୍ ମୋବାଇଲ୍ ଇଣ୍ଡିଆର ପ୍ରି-ପଞ୍ଜୀକରଣ ମେ ୧୮ ରୁ ଆରମ୍ଭ ହେବ। ତେବେ ଏହି ପ୍ରି-ରେଜିଷ୍ଟ୍ରେସନ୍ ମେ ୧୮ରେ କେବଳ ଆଣ୍ଡ୍ରଏଡ୍ ମୋବାଇଲ୍ ବ୍ୟବହାରକାରୀଙ୍କ ପାଇଁ ଲାଇଭ୍ ହେବ।
ତରବରିଆ ଭାବେ ବିନା ଟିକେଟରେ ଯାତ୍ରା କରୁଥିଲେ ବସନ୍ତ ଟିକେଟ ନଥିବାରୁ ଠେଲି ଦେଲେ ଟିଟିଇ ଜୀବନର ମୂଲ୍ୟ ଠାରୁ କ’ଣ ୫୦୦ ଟଙ୍କା ବଡ଼ ଲକ୍ଷ୍ନୌ : ସଂକ୍ରମଣର ଭୟାବହତା ଭିତରେ ହଜିଯାଉଛି ମାନବିକତା । ପାଞ୍ଚ ଶହ ଟଙ୍କା…
ପୁଣେ: କରୋନା ମହାମାରୀର କରାଳ ଗ୍ରାସରେ ହଜି ଯାଉଛି ଗୋଟିଏ ପରେ ଗୋଟିଏ ଜୀବନ। ଅନିଶ୍ଚିତ ହୋଇପଡ଼ିଛି ଭବିଷ୍ୟତ। କରୋନା ସାମ୍ନାରେ ଯେମିତି ଅସହାୟ ଏଠି ମଣିଷ। ଲାଗୁଛି, ଯେମିତି ବର୍ତ୍ତିବାର ବାଟ ନାହିଁ। ଶିଶୁଙ୍କଠାରୁ ଆରମ୍ଭ କରି ଯୁବଗୋଷ୍ଠି ସମସ୍ତଙ୍କୁ…
ଏକ୍ସଟ୍ରିମ୍ ସିଭିୟର ସାଇକ୍ଲୋନିକରେ ପରିଣତ ହୋଇ ସ୍ଥଳଭାଗ ଆଡ଼କୁ ମୁହାଁଉଛି ବାତ୍ୟା ତାଉତେ। ଆଇଏମଡିର ପୂର୍ବାନୁମାନ ଅନୁଯାୟୀ ତାଉତେ ଆଜି ରାତିରେ ଗୁଜରାଟ ପୋରବନ୍ଦର-ମହୁଆରେ ଲ୍ୟାଣ୍ଡଫଲ କରିବ।
ଡେରାଡୁନ୍: ଦେଶରେ କରୋନା ସଂକ୍ରମଣ ପ୍ରଭାବ ସାମାନ୍ୟ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି। ଦୈନିକ କରୋନା ମୃତ୍ୟୁ ଯଦିଓ ୪ ହଜାର ଉପରେ ରହିଛି ତେବେ ଆଜି ଦୀର୍ଘଦିନ ପରେ ଦୈନିକ ସଂକ୍ରମଣ ୩ ଲକ୍ଷ ତଳକୁ ଖସିଛି। ହେଲେ କରୋନାକୁ…
ଚିକାଗୋରେ ବିବାହ କଲେ ଶାହାଜାହାନପୁର ଯୁବକ ଅନଲାଇନରେ ନବବିବାହିତଙ୍କୁ ଆଶୀର୍ବାଦ ଦେଲେ ପରିବାର ଲୋକ ସଂକ୍ରମଣର ଭୟ ଭିତରେ ସୁହୂର ଚିକାଗୋ ସହରରେ ହେଲା ବିବାହ, ଅନଲାଇନରେ ଯୋଡ଼ି ହେଲେ ପରିବାର ଲୋକ । ଉତ୍ତରପ୍ରଦେଶର ଶାହାଜାହାନପୁର ସ୍ଥିତ ରୋସନଗଞ୍ଜ ନିବାସୀ…
ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି ସଂକ୍ରମଣ। ଲକଡାଉନ୍ ପରେ ବି କମିବାରେ ନା ନେଉନାହିଁ ମହାମାରୀ। ଆଉ ଏହାରି ମଧ୍ୟରେ କରୋନା ମୁକାବିଲା ନେଇ ବିଜେପି ସାଂସଦ ବସନ୍ତ ପଣ୍ଡା ରାଜ୍ୟ ସରକାରଙ୍କୁ ଅନେକ ପ୍ରସ୍ତାବ ଦେଇଛନ୍ତି।
କରୋନା ମେଡିସିନ 2DG ଶୁଭାରମ୍ଭ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ୱତନ୍ତ୍ର ଉତ୍ସବରେ 2DG ହେଲା ଶୁଭାରମ୍ଭ; ପ୍ରତିରକ୍ଷା ମନ୍ତ୍ରୀ ବି ଉପସ୍ଥିତ ଡିଆରଡିଓ ଦ୍ୱାରା ପ୍ରସ୍ତୁତ କରୋନା ମେଡିସନ ନୂଆଦିଲ୍ଲୀ : ଦେଶକୁ ମିଳିଲା ଆଉ ଏକ କରୋନା ଔଷଧ…
ବିଶିଷ୍ଟ ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ ହୋଇଛି। କୋଭିଡରେ ଆକ୍ରାନ୍ତ ହୋଇ ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲେ ଅମରେନ୍ଦ୍ର
ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ଭାବେ ତୃତୀୟ ଇନିଂସ ଆରମ୍ଭ କରୁ କରୁ ମମତା ବାନାର୍ଜୀଙ୍କୁ ବଡ଼ ଝଟକା ଲାଗିଛି। କିଛିଦିନ ପୂର୍ବରୁ ମନ୍ତ୍ରୀ ଭାବେ ଶପଥ ନେଇଥିବା ମମତାଙ୍କ କ୍ୟାବିନେଟର ଫିରହଦ ହାକିମଙ୍କୁ ସିବିଆଇ ଉଠାଇ ନେଇଛି
ଗାଜା ସିଟି: ଇସ୍ରାଏଲ ପକ୍ଷରୁ ରବିବାର ଗାଜା ସିଟି ଉପରେ କରାଯାଇଥିବା ଆକ୍ରମଣକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ। ରବିବାର ଇଜ୍ରାଏଲ ପକ୍ଷରୁ ହାଇଥିବା ଏୟାର ଷ୍ଟ୍ରାଇକ୍ରେ ଗାଜାସିଟିର ତିନୋଟି ବଡ ବଡ କୋଠା ଧ୍ୱଂସ ହେବା ପରେ ଅତି…