• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

maoist
ଆତ୍ମ ସମର୍ପଣ କଲେ ମାଓବାଦୀଙ୍କୁ ମିଳିବ ମାଗଣା ଚିକିତ୍ସା

ଛତିଶଗଡ଼ରେ ମାଓବାଦୀଙ୍କୁ କରୋନା ବ୍ୟାପିବା ପରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। କରୋନା କିମ୍ବା ଅନ୍ୟ ରୋଗରେ ପୀଡ଼ିତ ଥିଲେ ଆତ୍ମସମର୍ପଣ କରିବାକୁ ଅପିଲ୍ କରିଛନ୍ତି ମାଲକାନଗିରି ଏସ୍ପି ହୃଷିକେଶ ଖିଲାରୀ।

  • Wednesday, 12 May 2021
corona
କରୋନା ରୋକିବାକୁ ସୀମାରେ ଜୋରସୋରରେ ଚାଲିଛି ଚେକିଂ

ନୂଆପଡା ଜିଲ୍ଲା ସିନାପାଲି ଥାନା କୁସୁମଯୋର ସ୍ଥିତ ଓଡିଶା ଛତିଶଗଡ ସୀମାରେ ସୁରକ୍ଷା କଡାକଡି କରାଯାଇଛି। ଏହି ରାସ୍ତା ଓଡିଶାର ସିନାପାଲି ଓ ଛତିଶଗଡର ଦେଓଭୋଗକୁ ସଂଯୋଗ କରୁଥିବାରୁ ଅନେକ ଲୋକେ ଛତିଶଗଡ଼ରୁ ଓଡ଼ିଶାରେ ପ୍ରବେଶ କରୁଛନ୍ତି।

  • Wednesday, 12 May 2021
covischield
କୋଭିଶିଲଡ ଟିକାର ଦ୍ୱିତୀୟ ଡୋଜ ନେବାପାଇଁ ସମୟ ବ୍ୟବଧାନରେ ପରିବର୍ତ୍ତନ

ନୂଆଦିଲ୍ଲୀ: କୋଭିଶିଲଡ ଟିକାର ଦ୍ୱିତୀୟ ଡୋଜ ନେବାପାଇଁ ସମୟ ବ୍ୟବଧାନରେ ପରିବର୍ତ୍ତନ। ପୂର୍ବରୁ ପ୍ରଥମ ଡୋଜ ଟିକା ନେବାର ୪ ସପ୍ତାହ ଅର୍ଥାତ ୨୮ ଦିନ ପରେ ଦ୍ୱିତୀୟ ଡୋଜ ନେବାକୁ ଧାର୍ଯ ହୋଇଥିଲା। ଏବେ ଦ୍ୱିତୀୟ ଡୋଜ ପାଇଁ ସମୟ…

  • Wednesday, 12 May 2021
gold
ଅକ୍ଷୟ ତୃତୀୟା ପୂର୍ବରୁ କମିଲା ସୁନା ଦର

ନୂଆଦିଲ୍ଲୀ: ମେ’ ୧୪ରେ ପଡ଼ୁଛି ଅକ୍ଷୟ ତୃତୀୟା। ତେବେ ଏହା ପୂର୍ବରୁ ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି। ଗତକାଲି ସୁନା ଓ ରୂପା ଦରରେ ହ୍ରାସ ଘଟିଥିବା ବେଳେ ଆଜି ମଧ୍ୟ ଏହି ଦରରେ ହ୍ରାସ ଘଟିଛି। Multi Commodity…

nurses
ଆଜି ନର୍ସେସ ଡେ': ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ ସେବିକା ଦିବସ ବା ନର୍ସେସ ଡେ। ପ୍ରତିବର୍ଷ ଆଜିର ଦିନକୁ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନର୍ସମାନଙ୍କ ଅବଦାନକୁ ସମ୍ମାନ ଜଣାଇ ଏହି ଦିବସ ପାଳନ କରାଯାଉଛି। ବ୍ରିିଟେନ୍ ଜନ୍ମିତ ବିଶ୍ୱ ପ୍ରସିଦ୍ଧ ନର୍ସ, ସମାଜ ସଂସ୍କାରକ ଫ୍ଲୋରେନ୍ସ…

  • Wednesday, 12 May 2021
Untitled-1
ମାଓବାଦୀଙ୍କ ବର୍ବରକାଣ୍ଡ : ଯବାନଙ୍କୁ ଗଳାକାଟି ହତ୍ୟା

ମାନକାନଗିରି: ମାଓ ଅଧ୍ୟୁଷିତ ଛତିଶଗଡ଼ ସୁକୁମା ଜିଲ୍ଲାରେ ପୁଣି ମାତିଲେ ମାଓବାଦୀ।  ରକ୍ତମୁଖା ଲାଲ୍ ବାହିନୀ ଜଣେ ଯବାନଙ୍କୁ ଘରୁ ଉଠାଇ ନେଇ ଗଳାକାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସହିଦ ଯବାନ ଜଣଙ୍କ ହେଉଛନ୍ତି ବେଟି ଭୀମା।  ମାଲକାନଗିରି ସୀମାନ୍ତ…

  • Wednesday, 12 May 2021
odisha
ପରିଚୟ ପତ୍ର ନଥିବା ବ୍ୟକ୍ତିଙ୍କୁ ମିଳିବ କରୋନା ଟିକା

ପରିଚୟ ପତ୍ର ନଥିବା ବ୍ୟକ୍ତିଙ୍କୁ ମିଳିବ କରୋନା ଟିକା ଟିକାକରଣ ପ୍ରକ୍ରିୟାରେ ସାମିଲ ପାଇଁ ସମସ୍ତ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ କମିଶନରଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ(ସ୍ୱାସ୍ଥ୍ୟ ବିଭାଗ)ଙ୍କ ଚିଠି ୧୮ ବର୍ଷରୁ ଅଧିକ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଟିକାକରଣ…

  • Wednesday, 12 May 2021
Untitled-1
କଂଗ୍ରେସର ବ୍ୟବହାର ଅପରିପକ୍ୱ ବୋଲି କହିଲେ ଅପରାଜିତା

ଭୁବନେଶ୍ଵର : ଦେଶରେ ଟିକା ଯୋଗାଣରେ କୌଣସି ପାତରଅନ୍ତର କରାଯାଉ ନାହିଁ। ଜଣେ ବରିଷ୍ଠ କଂଗ୍ରେସ ମୁଖ୍ୟମନ୍ତ୍ରୀ ଭ୍ୟାକ୍ସିନ୍ ଠିକ୍ ନୁହେଁ କହିବା ଦୁର୍ଭାଗ୍ୟଜନକ ଏବଂ ଏହା ଦେଶର ବୈଜ୍ଞାନିକ, ଗବେଷକଙ୍କ ପାଇଁ ଅପମାନ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା…

  • Wednesday, 12 May 2021
8
ତାଲାବନ୍ଦରେ ସ୍ତ୍ରୀ ଓ ଛୁଆଙ୍କୁ ଦେଖା କରିବାକୁ ବସ୍ ଚୋରି କଲେ ଯୁବକ

ତ୍ରିଭେନ୍ଦ୍ରମ୍ : ସ୍ତ୍ରୀ ପାଖକୁ ଯିବା ପାଇଁ ବସ୍ ଚୋରି କଲେ ଯୁବକ । ତାଲାବନ୍ଦରେ ପରିବାର ପର୍ଯ୍ୟନ୍ତ ପହଞ୍ଚିବାକୁ କୌଣସି ରାସ୍ତା ଦେଖା ନଯିବାରୁ ୩୦ ବର୍ଷିୟ ଯୁବକ ବସ୍ ଚୋରାଇ ନେଲେ । କିନ୍ତୁ ଦୁଃଖର ବିଷୟ ଘରେ…

  • Wednesday, 12 May 2021
Untitled-1
କରୋନାର ଦୈନିକ ସଂକ୍ରମଣ ନିୟନ୍ତ୍ରଣାଧୀନ

ଭୁବନେଶ୍ଵର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ନିୟନ୍ତ୍ରଣାଧୀନ ଥିବା କହିଛନ୍ତି ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର। ସେ ସୂଚନା ଦେଇଛନ୍ତି ଯେ ରାଜ୍ୟରେ ଯେତେ ପଜିଟିଭ ବାହାରିବେ ବୋଲି ପୂର୍ବରୁ ଆକଳନ କରାଯାଇଥିଲା, ତା’ଠାରୁ ବହୁତ କମ୍ ରହିଛି ସଂକ୍ରମଣ।…

  • Wednesday, 12 May 2021
କରୋନାରେ ଏହି କଳାକାରଙ୍କ ପିତୃ ବିୟୋଗ

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ଏହି ଦ୍ୱିତୀୟ ଲହରରେ ଅନେକ ଲୋକ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି। ସେ ସାଧାରଣ ଲୋକ ହୁଅନ୍ତୁ ବା କୌଣସି କୋଟିପତି। ଏଥିରେ ଚଳଚ୍ଚିତ୍ର ଦୁନିଆର ଅନେକ ତାରକା ମଧ୍ୟ ସାମିଲ ଅଛନ୍ତି। ହିନା ଖାନ, ସ୍ନେହା ପଣ୍ଡିତ,…

  • Wednesday, 12 May 2021
school
ସ୍କୁଲ ଉପରକୁ ଗୁଳିମାଡ, ୧୧ ମୃତ: ୧୭ ବର୍ଷର ଆକ୍ରମଣକାରୀ ଅଟକ

ମସ୍କୋ:ରୁଷର କଜାନ ସହରର ଏକ ସ୍କୁଲରେ ଭୟଙ୍କର ଅଘଟଣ ଘଟିଯାଇଛି । ମଙ୍ଗଳବାର ସ୍କୁଲ ଉପରେ କେହି ଆଖିବୁଜା ଗୁଳିବର୍ଷା କରିଛନ୍ତି । ଏଥିରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ୪ ଜଣ ଆହତ ହୋଇଛନ୍ତି । ରୁଷର ସରକାରୀ…

  • Wednesday, 12 May 2021
woman
ଗର୍ଭବତୀ ମହିଳାଙ୍କ ଶେଷ ଭିଡିଓ,କାନ୍ଦି କାନ୍ଦି କହିଲେ-‘କରୋନାକୁ ହାଲ୍‌କା ଭାବେ ନିଅନ୍ତୁ ନାହିଁ’

ନୂଆଦିଲ୍ଲୀ: “ହ୍ୟାଲୋ ଏଭ୍ରିୱନ୍‌। ବହୁତ କଷ୍ଟରେ ମୁଁ ଏହି ଭିଡିଓ କରୁଛି। ମୁଁ ସମସ୍ତଙ୍କୁ କହିବାକୁ ଚାହୁଁଛି, ଦୟାକରି କରୋନାକୁ ହାଲ୍‌କା ଭାବେ ନିଅନ୍ତୁ ନାହିଁ। ଏହା ବହୁତ ଖରାପ। ବହୁତ ଖରାପ ଲକ୍ଷଣ। ମୁଁ ଠିକ୍‌ ଭାବେ କଥା ହୋଇପାରୁ…

  • Wednesday, 12 May 2021
Sonu Sood
ସୋନୁ ସୁଦ ଫ୍ରାନ୍ସରୁ ମଗେଇଲେ ଅକ୍ସିଜେନ ପ୍ଲାଣ୍ଟ୍

ଗତ ବର୍ଷ ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥାନରେ ପହଞ୍ଚାଇବାରେ ସାହାଯ୍ୟ କରିଥିବା ସୋନୁ ସୁଦ ଏଥର ଅଭାବୀ ଲୋକଙ୍କ ପାଖରେ ଅମ୍ଳଜାନ ପହଞ୍ଚାଇବାର ଦାୟିତ୍ଵ ନେ‍ଇଛନ୍ତି। ଏହି ଦାୟିତ୍ଵକୁ ସେ ମଧ୍ୟ ପୂର୍ଣ୍ଣ ଭାବେ ପାଳନ କରୁଥିବା ତାଙ୍କ କାର୍ଯ୍ୟକଳାପରୁ ଦେଖାଯାଏ।

  • Wednesday, 12 May 2021
hamas
ଇସ୍ରାଏଲ ଉପରେ ହମାସ୍‌ର ୩୦୦ ରକେଟ ମାଡ, ଭାରତୀୟ ମହିଳା ମୃତ

ଗାଜା-ଇସ୍ରାଏଲ ଏବଂ ହମାସ୍‌ ମଧ୍ୟରେ ଦୀର୍ଘ ସପ୍ତାହେ ଧରି ଚାଲିଥିବା ଉତ୍ତେଜନା ଏବେ ହିଂସାର ରୂପ ନେଇଛି । ରାତାରାତି ଦୁଇ ପକ୍ଷ ପରସ୍ପର ଉପରେ ଆକ୍ରମଣ କରିବା ଆରମ୍ଭ କରି ଦେଇଛନ୍ତି । ଏହି ହିଂସାରେ ଅନେକ ଲୋକଙ୍କର ମୃତ୍ୟୁ…

  • Wednesday, 12 May 2021
corona case
ଚିନ୍ତାଜନକ : କରୋନାରେ ପ୍ରାଣ ହରାଇଥିବା ଦୁଇ ଜଣରେ ଜଣେ ବ୍ୟକ୍ତିଙ୍କ ବୟସ ୨୧ରୁ ୪୦ ବର୍ଷ ମଧ୍ୟରେ

ଗୁରୁଗ୍ରାମରେ ଏପ୍ରିଲ ୧ରୁ ୧୦ମେ ମଧ୍ୟରେ ୨୩୫ ଲୋକଙ୍କ ମୁଣ୍ଡ ନେଲା କରୋନା ପ୍ରଥମ ଲହରୀ ଓ ଦ୍ୱିତୀୟ ଲହରୀରେ ଏବେ ସୁଦ୍ଧା ୫୯୯ ଲୋକଙ୍କ ଜୀବନ ଯାଇଛି ୨୩୫ ଲୋକଙ୍କୁ ମଧ୍ୟରୁ ୧୪୦ ଜଣ ପୁରୁଷ ଓ ୯୫ ମହିଳା…

  • Wednesday, 12 May 2021
bmc
ବଦଳିଲେ ଭୁବନେଶ୍ୱର ମହାନଗର ନିଗମ କମିଶନର

ବଦଳିଲେ ଭୁବନେଶ୍ୱର ମହାନଗର ନିଗମ( BMC) କମିଶନର IAS ସଞ୍ଜୟ କୁମାର ସିଂ ହେଲେ BMC କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ହେଲେ GA ବିଭାଗର OSD ହେମନ୍ତ ଶର୍ମାଙ୍କୁ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ଅତିରିକ୍ତ ଦାୟିତ୍ୱ ଡ. କ୍ରିଷନ…

  • Wednesday, 12 May 2021
covid injection
୨ରୁ ୧୮ ବର୍ଷ ପିଲାଙ୍କ ପାଖରେ କରୋନା ଟିକାର ହେବ ଟ୍ରାଏଲ

ନୂଆଦିଲ୍ଲୀ:କରୋନାର ୨ୟ ଲହରକୁ ସାମ୍ନା କରିଥିବା ଦେଶବାସୀ ତୃତୀୟ ଲହରକୁ ନେଇ ଖୁବ ଭୟଭୀତ ହୋଇପଡିଛନ୍ତି।  କାରଣ ଏଥର କରୋନା ଟାର୍ଗେଟରେ ରହିବେ ଶିଶୁ । ତେବେ ତୃତୀୟ ଲହର ଆସିବା ପୂର୍ବରୁ ସାମ୍ନାକୁ ଆସିଛି ଏକ ଖୁସି ଖବର ।…

  • Wednesday, 12 May 2021