• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

lockdown
ରାଜ୍ୟରେ ଲକଡାଉନ ଘୋଷଣା କଲେ ସରକାର, ମେ’ ୫ରୁ ୧୯ ପର୍ଯ୍ୟନ୍ତ ଘରେ ରୁହ

ଭୁବନେଶ୍ୱର: ରାଜ୍ୟରେ ଲକଡାଉନ ଘୋଷଣା କଲେ ସରକାର। ମେ’ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା। ମେ ୫’ ବୁଧବାର ସକାଳୁ ୧୯ ତାରିଖ ସକାଳ ଯାଏ ଏହି ଲକଡାଉନ୍ ବଳବତ୍ତର ରହିବ। ତେବେ ଶନିବାର ଓ ରବିବାର ସମ୍ପୂର୍ଣ୍ଣ…

  • Sunday, 02 May 2021
coronavirus
ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୯୨ ହଜାର ୪୮୮ ଜଣ ନୂଆ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ବଢ଼ିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୩ ଲକ୍ଷ ୯୨ ହଜାର ୪୮୮ ଜଣ ନୂଆ ସଂକ୍ରମିତ ଚିହ୍ନଟ। ଏହାକୁ ମିଶାଇ ଦେଶରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୯୫ ଲକ୍ଷ ୫୭ ହଜାର…

  • Sunday, 02 May 2021
coronaviru-s
୨୪ ଘଣ୍ଟାରେ ୧୪ ମୁଣ୍ଡ ନେଲା କରୋନା : ରାୟଗଡ଼ାରୁ ସର୍ବାଧିକ ୪ ସଂକ୍ରମିତ ମୃତ

ଭୁବନେଶ୍ୱର : ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ୧୪ ଜଣ ଅଦୃଶ୍ୟ ଭାଇରସରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ରାୟଗଡ଼ା…

  • Sunday, 02 May 2021
shradha
ସାବାସ ଶ୍ରଦ୍ଧା : ଏମିତି ଝିଅ ସଭିଙ୍କୁ ମିଳୁ

ମୁମ୍ବାଇ : ସୁନା ଝିଅ ଶ୍ରଦ୍ଧା । ବାପାଙ୍କ ବ୍ୟବସାୟକୁ ବଢ଼ାଇବା ସହ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ମହାରାଷ୍ଟ୍ରର ଝିଅ । ଦିନ ରାତି କଠିନ ପରିଶ୍ରମ କରି ପାଠପଢ଼ା ସହ ଘରର ଅଚଳାବସ୍ଥା ଦୂର କରିବାରେ ଆଜି…

  • Sunday, 02 May 2021
Capture
ପତ୍ନୀଙ୍କ ଦ୍ୱିତୀୟ ବିବାହ ଖବର ଶୁଣି ଥାନାରେ ପହଞ୍ଚିଲେ ସ୍ୱାମୀ

ଯାଜପୁର: ବିବାହ ପରେ ପାଠ ପଢ଼ିବା ପାଇଁ ବାପ ଘରକୁ ଯାଉଥିଲା ବୋହୂ। କିଛିଦିନ ସବୁକିଛି ଠିକଠାକ ଚାଲିଥିବାବେଳେ ହଠାତ୍ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମନମାଳିନ୍ୟ ହୋଇଥିଲା। ଆଉ ସବୁ ଦିନ ପାଇଁ ବାପ ଘରେ ରହିଗଲା ବୋହୂ। ପୁଣି ଥରେ ଝିଅର…

  • Sunday, 02 May 2021
doctor suicide
କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ସାରାଦେଶରେ କରୋନା ସଂକ୍ରମଣ ଯେଭଳି ଭାବରେ ବୃଦ୍ଧି ପାଉଛି ତାକୁ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି। କିଛିଦିନ ହେବ ଲଗାତାର ଭାବେ ପ୍ରତ୍ୟେକ ଦିନ ୩ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ଯାହା…

  • Sunday, 02 May 2021
election
କିଏ ହାତେଇବ ଗାଦି ? ୫ ରାଜ୍ୟରେ ଭୋଟ୍ ଗଣତି ଆରମ୍ଭ

ଆଉ ମାତ୍ର କେଇଘଣ୍ଟାର ଅପେକ୍ଷା । ଇଭିଏମ୍ ଖୋଲିବ, ଆଉ ଜଣାପଡ଼ିବ କାହାକୁ ପଡ଼ିଛି କେତେ ଭୋଟ୍ । ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଆଜି ବିଧାନସଭା ନିର୍ବାଚନ ଭୋଟ ଗଣତି । ତେବେ ଫୋକସରେ…

  • Sunday, 02 May 2021
coronavirus
ରାଜ୍ୟରେ ଆଜି ପୁଣି ୮୦୧୫ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ଭୟ ବଢ଼ାଉଛି ସଂକ୍ରମଣ ।  ରାଜ୍ୟରେ ଆଜି ପୁଣି ୮ହଜାର ୧୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଗତକାଲି ୧୦ ହଜାର ୪୧୩ ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଆଠ…

  • Sunday, 02 May 2021
mahamari
କରୋନା ମହାମାରୀକୁ ହରାଇବା ଲାଗି ଚାଲିଥିବା ମହାସଂଗ୍ରାମରେ ସାରଥୀ ସାଜିଛନ୍ତି ଏମାନେ

କଣ ଏହି କୋଭିଡ୍-୧୯ ଭୂତାଣୁ, କେଉଁଠୁ ଆସିଲା, କିଭଳି ବ୍ୟାପିଲା, କଣ ଏହାର ଚିକିତ୍ସା, ଏଥିରୁ କିଭଳି ମୁକ୍ତି ପାଇବ ମଣିଷ ସମାଜ? ସଂକ୍ରମଣ ବ୍ୟାପିବାକୁ ଦେଢ ବର୍ଷ ହୋଇଯାଇଥିଲେ ବି କାହା ପାଖରେ ନାହିଁ ସ୍ପଷ୍ଟ ଉତ୍ତର ରୂପ ବଦଳାଇବା…

  • Sunday, 02 May 2021
tika-3.0
କାହାକୁ କେଉଁ ସମୟରେ ମିଳିବ ଟିକା? ସମୟ ନିର୍ଧାରଣ କଲେ ସରକାର...

୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ମେ ୩ରୁ ଭୁବନେଶ୍ୱରେ ଆରମ୍ଭ ହେବ ଟିକାକରଣ। ଭାରତ ବାୟୋଟେକଠାରୁ ଦେଢ଼ ଲକ୍ଷ ଡୋଜ୍ କୋଭାକ୍ସିନ୍ ଟିକା ପାଇବା ପରେ ଆରମ୍ଭ ହୋଇଛି ପ୍ରସ୍ତୁତି।

  • Saturday, 01 May 2021
khurda-jila
କାମ ଦେଉନି ସପ୍ତାହାନ୍ତ ସଟଡାଉନ୍‌ କି ନାଇଟ୍‌ କର୍ଫ୍ୟୁ

ଝଡ଼ ପରି ମାଡ଼ି ଚାଲିଥିବା ମହାମାରୀ, ମହାବିପଦ ଆଣିଛି। ରାଜଧାନୀ ସମେତ ସଂଲଗ୍ନ ଖୋର୍ଦ୍ଧା ଏବଂ ଜଟଣୀରେ ଉଦବେଗଜନକ ହାରରେ ବଢ଼ିଚାଲିଛି ମୃତକଙ୍କ ସଂଖ୍ୟା। ଗତ ସପ୍ତାହକ ଭିତରେ ୧୯ ଜଣଙ୍କ ଜୀବନ ନେଇଛି ଏହି ଅଦୃଶ୍ୟ ଭୂତାଣୁ।

  • Saturday, 01 May 2021
chalenge-to-odisha
ଆଗକୁ ଓଡ଼ିଶାରେ ଦୈନିକ ୧୩ ହଜାର ହେବେ ସଂକ୍ରମିତ? ଚିନ୍ତା ବଢାଇବ ମେ' ମାସ...

ଏପ୍ରିଲ ୧ରେ ଦୈନିକ ସଂକ୍ରମଣ ୩୯୪ ଥିବା ବେଳେ ଏପ୍ରିଲ୍ ୩୦ରେ ୮, ୬୮୧ ଥିଲା। ପୁରା ମାସରେ ୧ ଲକ୍ଷରୁ ଅଧିକ କେଶ୍ ହେଲାଣି। ଆଉ ମେ ପସିବା ମାତ୍ରେ ଦୈନିକ ସଂକ୍ରମଣ ସଂଖ୍ୟା ପାର୍ କରିଛି ୧୦ ହଜାର।

  • Saturday, 01 May 2021
naveen patnaik
କାଲି ଦିନ ୧୦ଟାରେ କରୋନାକୁ ନେଇ ବଡ଼ ଘୋଷଣା କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ଆସନ୍ତାକାଲି କରୋନାକୁ ନେଇ ବଡ଼ ଘୋଷଣା କରିବେ ରାଜ୍ୟ ସରକାର। କୋଭିଡ୍ ପରିଚାଳନା ନେଇ ରାଜ୍ୟ ସରକାର କରିବେ ବଡ଼ ଘୋଷଣା। ଆସନ୍ତାକାଲି ଦିନ ୧୦ଟାରେ ବଡ଼ ଘୋଷଣା କରିବା ନେଇ ସୂଚନା ମିଳିଛି। ତେବେ କରୋନା ବଢୁଥିବାକୁ କିଛି…

  • Saturday, 01 May 2021
Untitled-1
ହ୍ଵାଟ୍ସଆପରେ ଆସୁଥିବା ବାର୍ତ୍ତା ପ୍ରତି ସାବଧାନ, ଆପଣଙ୍କ ଆକାଉଣ୍ଟକୁ ଖାଲି ହୋଇପାରେ

ଆଜିକାଲି ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ୍। ଆଉ ସମସ୍ତଙ୍କ ଫୋନରେ ଫେସବୁକ୍, ଟ୍ଵିଟର, ଇନଷ୍ଟାଗ୍ରାମ, ହ୍ଵାଟ୍ସଆପ ଭଳି ଆପ୍। ସେ ଭାବର ଆଦାନ ପ୍ରଦାନ ହେଉ କି ଅର୍ଥର ସମସ୍ତେ ଇଣ୍ଟରନେଟ୍ ଉପରେ ନିର୍ଭରଶୀଳ। ତେବେ ଇଣ୍ଟରନେଟର ଏହି ଯୁଗରେ ଅନଲାଇନ୍…

  • Saturday, 01 May 2021
heat wave
ଅସହ୍ୟ ଗରମରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି

ଭୁବନେଶ୍ୱର: ଅସହ୍ୟ ଗରମରୁ ଆଜି ସାମାନ୍ୟ ଆଶ୍ୱସ୍ତି ମିଳିଛି । ୪୦ ଡିଗ୍ରୀ ଉପରେ ୫ଟି ସହର ରହିଛି । ସୋନପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି । ଜାଣନ୍ତୁ କେଉଁଠି କେତେ ରହିଛି ତାପମାତ୍ରା ? ୪୧.୩ ଡିଗ୍ରୀ…

  • Saturday, 01 May 2021
cbse
ଜୁନ୍‌ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ଦଶମ ଶ୍ରେଣୀ CBSE ରେଜଲ୍ଟ !

ନୂଆଦିଲ୍ଲୀ: ଜୁନ୍‌ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ CBSE ରେଜଲ୍ଟ।  CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ନେଇ ଗାଇଡ୍ ଲାଇନ୍ ଜାରି କଲା CBSE। ସବୁ ସ୍କୁଲରେ ୮ ଜଣିଆ ରେଜଲ୍ଟ କମିଟି ଗଠନ ପାଇଁ ନିର୍ଦ୍ଦେଶ…

  • Saturday, 01 May 2021
Untitled-1
ଭବିଷ୍ୟତରେ ଶ୍ଵାସନେବେ ସାଟେଲାଇଟ୍ : ଜାଣନ୍ତୁ ସୁବିଧା-ଅସୁବିଧା

ଭବିଷ୍ୟତରେ, ମହାକାଶରେ ଏପରି ଉପଗ୍ରହ ରହିବ, ଯାହା ଏରୋସ୍କୋପ୍ ଟେକ୍ନୋଲୋଜି ବ୍ୟବହାର କରି ଅତି କମ୍ କକ୍ଷପଥରେ ରହିପାରିବ, ଯାହା ବହୁତ ଲାଭଦାୟକ ହେବ। ଯେତେବେଳେ ଉପଗ୍ରହ ଏହାର କକ୍ଷପଥରେ ପହଞ୍ଚେ, ସେତେବେଳେ ବି ଏହାକୁ ପୃଥିବୀର ବାୟୁମଣ୍ଡଳ ସହିତ ମୁକାବିଲା…

  • Saturday, 01 May 2021
mamata Banerjee
କାଲି ବାହାରିବ ରେଜଲ୍ଟ, ପୁଣି ଥରେ ସରକାର କରିବେ କି ଦିଦି?

ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଆସନ୍ତାକାଲି ବିଧାନସଭା ନିର୍ବାଚନ ଭୋଟ ଗଣତି ହେବାକୁ ଯାଉଛି। ତେବେ ଫୋକସ ରହିଛି ପଶ୍ଚିମବଙ୍ଗର ଫଳାଫଳ ଉପରେ।

  • Saturday, 01 May 2021
Covid_cremation_Bengaluru_220720_PTI_1200
ଶବ ସତ୍କାର କରିବାକୁ ମନା କରିଦେଲେ ଗାଁ ଲୋକେ, ମୃତ କରୋନା ରୋଗୀଙ୍କୁ ଧରି ଫେରିଲା ପ୍ରଶାସନ

ଉଦଳା: କରୋନା ରୂପ କେବଳ ଭୂତାଣୁରେ ସୀମିତ ନାହିଁ ବରଂ ସମ୍ପର୍କ ଆଗରେ କଣ୍ଟା ହୋଇ ଠିଆ ହୋଇଛି। ଏଭଳି ସ୍ଥିତି ହୋଇଛି ଯେ, ଜଣେ ଅନ୍ୟ ଜଣକୁ ସାହାଯ୍ୟ ପାଇଁ ହାତ ପତାଇଲେ, ସହାନୁଭୁତି ତ ଦୂରର କଥା ବରଂ…

  • Saturday, 01 May 2021
corona
୧୦-୧୫ ଦିନରେ ଉଗ୍ର ରୂପ ଦେଖାଇବ ମହାମାରୀ, ସମ୍ଭାଳିବା ହୋଇପାରେ କଷ୍ଟକର...

ଜଙ୍ଗଲ ନିଆଁ ଭଳି ରାଜ୍ୟରେ ମାଡି ଚାଲିଛି କରୋନା ସଂକ୍ରମଣ। ଆଜି ଗୋଟିଏ ଦିନରେ ୧୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ମେ ମାସରେ ମହାମାରୀ ଆହୁରି ଉଗ୍ର ହେବ ଏବଂ ୧୦-୧୫ ଦିନ ଭିତରେ ସଂକ୍ରମଣ ପିକରେ ପହଞ୍ଚିପାରେ ବୋଲି ବିଶେଷଜ୍ଞ ଆକଳନ କରୁଛନ୍ତି

  • Saturday, 01 May 2021