• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

corona
ରାଜଧାନୀରେ ବଢ଼ୁଛି ସଂକ୍ରମଣ, ୨୪ ଘଣ୍ଟାରେ ୧୩୫୩ ଜଣ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ପୁଣି ରାଜଧାନୀରୁ ୧୩୫୩ ଜଣ କରୋନା ସଂକ୍ରମିତ ଚିହ୍ନଟ । ୧୩୫୩ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୧୩୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେବଳ ପଟିଆ ଅଞ୍ଚଳରୁ ସର୍ବାଧିକ…

  • Sunday, 16 May 2021
183509349_931140121056638_8731273384502048061_n
ବୃଦ୍ଧାଙ୍କ ମୃତ୍ୟୁ ପରେ ଶେଷକୃତ୍ୟ କରିବାକୁ ମିଳିଲାନି ଚାରିକାନ୍ଧ

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ବୃଦ୍ଧାଙ୍କ ମୃତ୍ୟୁପରେ ଶେଷକୃତ୍ୟ କରିବାକୁ ମିଳିଲାନି ଚାରିକାନ୍ଧ  । ସାହି ପଡ଼ିଶା କେହି ଶବକୁ ନ ଛୁଇଁବାରୁ ପାଞ୍ଚ ଘଣ୍ଟା ଧରି ଘରେ ମୃତଦେହ ପଡିରହିବା ପରେ ମୁଜାଗଡ଼ ସରପଞ୍ଚ ଓ ତାଙ୍କ ସହଯୋଗୀମାନେ ମିଶି କଲେ…

  • Sunday, 16 May 2021
ପୃଥିବୀର ଅନ୍ତଃସ୍ଥଳରେ ରହିଛି ସୌର ପବନ!

ସୌରମଣ୍ଡଳର ଅନେକ ରହସ୍ୟ ଆମ ପୃଥିବୀରେ ଲୁଚି ରହିଛି। ପୃଥିବୀର ଗଭୀରତାରୁ ଏପରି କିଛି ପ୍ରମାଣ ମିଳୁଛି ଯାହା ଏହି ପୃଥିବୀ ନିର୍ମାଣ ହେଉଥିବା ସମୟର ଘଟଣା ବିଷୟରେ ସୂଚନା ପ୍ରଦାନ କରୁଛି। ଏବେ ଆମ ବୈଜ୍ଞାନିକମାନଙ୍କୁ ଏହିପରି ଏକ ଆଶ୍ଚର୍ଯ୍ୟଜନକ…

  • Sunday, 16 May 2021
Tauktae in Kerala
ସ୍ଥଳଭାଗ ଛୁଇଁବା ପୂର୍ବରୁ ତାଣ୍ଡବ ରଚିଲାଣି ‘ତାଉତେ’, ଘରଦ୍ୱାର ଭାଙ୍ଗି ଚୁରମାର୍

ନୂଆଦିଲ୍ଲୀ:  ସ୍ଥଳଭାଗ ଛୁଇଁବାର ଢେର୍ ପୂର୍ବରୁ ବିପଯର୍ୟୟ ଘଟାଇଛି ସାମୁଦ୍ରିକ ଝ଼ଡ଼ ତାଉତେ । କେରଳର ଥିରୁଅନନ୍ତପୁରମରେ ସମୁଦ୍ରର ଉଚ୍ଚ ଜୁଆରରେ ଭାଙ୍ଗିରୁଜି ଚୁରମାର ହୋଇଯାଇଛି ତଟବର୍ତ୍ତୀ ଅଞ୍ଚଳର ଲୋକଙ୍କ ଘର ଦ୍ୱାର । ଭାଲିଆଥୁରା ଅଞ୍ଚଳର ସମୁଦ୍ର ଜୁଆରରୁ ଘରକୁ…

  • Sunday, 16 May 2021
deadbody
ମୃତ ମଣିଷର ଦରପୋଡ଼ା ଶରୀରକୁ ଝୁଣି ଝୁଣି ଖାଉଛି କୁକୁର !

ବଲାଙ୍ଗିର: ଏଣେ ତେଣେ ପଡ଼ି ରହିଛି ମୃତଦେହର ଅବଶେଷ। କିଛି ଦରପୋଡ଼ା ହୋଇ ପଡ଼ିଛି। ତପୁଣି କିଛିକୁ ଝୁଣି ଖାଉଛନ୍ତି କୁକୁର। ଏଦୃଶ୍ୟ ଯେତେ ହୃଦୟ ବିଦାରକ ସେତେ ଅମାନବୀୟ। ଏହେଉଛି ବଲାଙ୍ଗିର ବିଜାଖମନ ନିକଟ ଶ୍ମଶାନର ଚିତ୍ର। ଓଟିଭିରେ ଖବର…

  • Sunday, 16 May 2021
Tauktae
ଖାଲି NDRF ନୁହେଁ ବାୟୁସେନା ବି ରଖିଛି ନଜର, ସମୁଦ୍ର ଉପରେ ହେଲିକପ୍ଟର ମାରୁଛି ପଇଁନ୍ତରା

ନୂଆଦିଲ୍ଲୀ: ଭେରି ସିଭିଅର ସାଇକ୍ଲୋନିକ ଷ୍ଟର୍ମରେ ରୂପାନ୍ତରିତ ହୋଇସାରିଲାଣି ସାମୁଦ୍ରିକ ଝଡ଼ ତାଉତେ । ଏହାର ପ୍ରଭାବରେ ଗୋଆରେ ପ୍ରବଳ ବର୍ଷା ଲାଗି ରହିଛି । ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ି ରହିଥିବା ବେଳେ ଯାତାୟତ ମଧ୍ୟ ବନ୍ଦ…

  • Sunday, 16 May 2021
bonda ghati
ବଣ୍ଡା ଘାଟିକୁ ଛୁଇଁଲା ମହାମାରୀ କରୋନା

ମାଲକାନଗିରି: ବଣ୍ଡା ଘାଟିକୁ ଛୁଇଁଲା ମହାମାରୀ କରୋନା। ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରୁ ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମାଲକାନଗିରି ବଣ୍ଡା ଘାଟିରେ ୧୨ ଜଣ କରୋନା ଆକ୍ରାନ୍ତ ହେବା ପରେ ଏବେ ଏହାକୁ ନେଇ ଚିନ୍ତା ବଢ଼ିଛି।…

  • Sunday, 16 May 2021
covid19
ଗ୍ରାମାଞ୍ଚଳରେ କରୋନା ମୁକାବିଲା ଲାଗି ନୂଆ ଏସ୍ଓପି ଜାରି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ଏବେ ବି ଉପରମୁହାଁ । ବିଗତ ତିନି ଦିନ ଧରି କରୋନା ସଂକ୍ରମଣ ସାମାନ୍ୟ କମିଥିବା ଦେଖିବାକୁ ମିଳୁଛି । ଜାତୀୟ ରାଜଧାନୀ ଦିଲ୍ଲୀ ଓ…

  • Sunday, 16 May 2021
sameer
ଗତବର୍ଷ ଟିଏମସିରେ ବ୍ୟବହୃତ ସାମଗ୍ରୀ ଗଲା କୁଆଡେ: ବିଜେପି

ଭୁବନେଶ୍ୱର: କରୋନାର ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହରରେ ଦେଖାଦେଇଛି ଅଧିକ ପରିଚାଳନାଗତ ତ୍ରୁଟି। ରାଜ୍ୟ ସରକାର ଭୁବନେଶ୍ୱରକୁ ସାରା ଓଡ଼ିଶା ବୋଲି ଭାବୁଛନ୍ତି। ସେପଟେ ଜିଲ୍ଲା ସ୍ତରରେ ସ୍ଵାସ୍ଥ୍ୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯସ୍ତ ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା…

  • Sunday, 16 May 2021
Mask
ମୁଖା

ଆସ ଆମେ ଖେଳିବା ଲୁଚକାଳି ଯଦି ତୁମେ ଲୁଚିଯାଅ ମୋ ହୃଦୟରେ ତେବେ ଖୋଜିବା ମୋ ପାଇଁ ନୁହେଁ ମୁସ୍କିଲ କିନ୍ତୁ, ତୁମେ ଯେବେ ଲୁଚିଯାଅ ନିଜ ମୁଖା ଭିତରେ ତେବେ ନିରର୍ଥକ ଆମ ଲୁଚକାଳି ଖେଳର କାହାଣୀ l  …

  • Sunday, 16 May 2021
ଏହି ଅଭିନେତ୍ରୀଙ୍କ ପିତା ଆରପାରିରେ

ମୁମ୍ବା‍ଇ : ବରିଷ୍ଠ ଅଭିନେତ୍ରୀ ତଥା ସର୍ବୋତ୍ତମ ନୃତ୍ୟଶିଳ୍ପୀ ସୁଧା ଚନ୍ଦ୍ରନଙ୍କ ପିତା କେ.ଡି ଚନ୍ଦ୍ରନଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ 86 ବର୍ଷ ହୋଇଥିଲା। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି। ସୁଧା ଚନ୍ଦ୍ରନଙ୍କ ପିତା ଦୀର୍ଘ ଦିନ ଧରି…

  • Sunday, 16 May 2021
ପ୍ରଫେସରଙ୍କ ଅଭଦ୍ରାମୀର ଶିକାର ହେଲେ ଏହି କଳାକାର

ମୁମ୍ବା‍ଇ : ମନୋରଞ୍ଜନ ଜଗତ ସହିତ ଜଡିତ ମହିଳାମାନେ ଅନେକ ସମୟରେ ସେମାନଙ୍କର ପୋଷାକ, ଶରୀରର ଗଠନ ଓ ଚେହେରା ପାଇଁ ସୋସିଆଲ ମିଡିଆରେ ଟ୍ରୋଲ ହେବା ନଜିର ରହିଛି। ଅଭିନେତ୍ରୀ ତଥା ଗାୟକ ସୌନ୍ଦର୍ଯ୍ୟା ବାଲା ମଧ୍ୟ ସୋସିଆଲ ମିଡିଆରେ…

  • Sunday, 16 May 2021
କରୋନାରେ କଏଦୀ ମୃତ

ଝାରପଡ଼ା ଜେଲର ଜଣେ ବିଚାରାଧୀନ କଏଦୀଙ୍କର କରୋନାରେ ମୃତ୍ୟୁ ହୋଇଛି। ମୃତ କଏଦୀ ଜଣକ ହେଲେ ତ୍ରିପତି ମହାନ୍ତି। ନିଶା କାରବାର ମାମଲାରେ ଗିରଫ ହୋଇ ଜେଲରେ ଥିବା ତ୍ରିପତି କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ।

  • Sunday, 16 May 2021
corona-hotel
ହୋଟେଲ୍‌ରେ ହେବ କରୋନା ଚିକିତ୍ସା

ଗୁରୁତର ନଥିବା କରୋନା ଆକ୍ରାନ୍ତଙ୍କୁ ହୋଟେଲରେ ଚିକିତ୍ସା କରାଇବା ଲାଗି ଭୁବନେଶ୍ୱର ମହାନଗର ନିଗମର ପଦକ୍ଷେପ ନେଇଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସାଙ୍ଗକୁ ହସ୍ପିଟାଲଗୁଡ଼ିକରେ ବେଡ୍, ଭେଣ୍ଟିଲେଟର ଓ ଆଇସିୟୁର ଅଭାବ ଦେଖାଦେଉଛି।

  • Sunday, 16 May 2021
rkl-fish
ମାଛ-ମଟନ ଜବତ କରି ବାହାରେ ଢାଳିଲେ

ରାଉରକେଲା : ସଟଡାଉନ ନିୟମ ଭାଙ୍ଗି ବେପାର କରୁଥିବା ସମୟରେ ବ୍ୟବସାୟୀଙ୍କଠାରୁ ମାଛ ଓ ମଟନ ଜବତ ହୋଇଛି। ରାଉରକେଲା ମ୍ୟୁନିସପାଲ କର୍ପୋରେସନ ଓ ପୁଲିସର ମିଳିତ ଚଢ଼ଉ ବେଳେ ଡେଲି ମାର୍କେଟରୁ ପ୍ରାୟ ୬୦ କିଲୋ ମାଛ ଜବତ ହୋଇଥିବା…

  • Sunday, 16 May 2021
mrg-test
ବିବାହ ପୂର୍ବରୁ ବର-କନ୍ୟା କରିବେ କରୋନା ଟେଷ୍ଟ୍‌

ବିବାହରେ ଯୋଗଦେବା ପୂର୍ବରୁ କରି ନିଅନ୍ତୁ କରୋନା ଟେଷ୍ଟ। ଆଜି କିଛି ଏଭଳି ନିବେଦନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ।

  • Sunday, 16 May 2021
delhi
ଦିଲ୍ଲୀରେ ପୁଣି ବଢ଼ିଲା ଲକଡାଉନ୍

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିଲେ ମଧ୍ୟ ଆଉ ସପ୍ତାହେ ପାଇଁ ଲକଡାଉନ୍‌ ଅବଧିକୁ ବୃଦ୍ଧି କରାଯାଇଛି। ମେ ୨୪ ସକାଳ ୫ଟା ଯାଏ ଲକଡାଉନ୍‌ କଟକଣା ବଳବତ୍ତର ରହିବ। ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି।…

  • Sunday, 16 May 2021
cyclone
କର୍ଣ୍ଣାଟକରେ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ତାଉତେର ତାଣ୍ଡବ : ୪ ମୃତ,୭୩ ଗାଁ ପ୍ରଭାବିତ

ତୀବ୍ର ବେଗରେ ମାଡ଼ି ଆସୁଛି ବାତ୍ୟା । ଆରବ ସାଗରରେ ଉଠିଥିବା ଘୂର୍ଣ୍ଣିଝଡ଼କୁ ନେଇ ଅନେକ ରାଜ୍ୟରେ ଆଲର୍ଟ ଜାରି କରାଯାଇଛି । କର୍ଣ୍ଣାଟକରେ ବାତ୍ୟା ପ୍ରଭାବରେ ପ୍ରବଳ ଝଡ଼ବର୍ଷା ଯୋଗୁୁଁ ୪ ଜଣ ପ୍ରାଣ ହରାଇଛନ୍ତି । ସେହିପରି ରାଜ୍ୟର…

  • Sunday, 16 May 2021
ଶ୍ଵେତା ତିୱାରୀ ଦେଖେଇଲେ ଆବ୍ସ

ମୁମ୍ବାଇ: ଆଜିକାଲି ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀ ଲଗାତର ଚର୍ଚ୍ଚାରେ ରହିଆସୁଛନ୍ତି। ବୃତ୍ତିଗତ ଜୀବନ ଠାରୁ ଆରମ୍ଭ କରି ବ୍ୟକ୍ତିଗତ ଜୀବନ ପର୍ଯ୍ୟନ୍ତ ଶ୍ୱେତା ମୁଖ୍ୟ ପ୍ରସଙ୍ଗରେ ଅଛନ୍ତି। ଦେଖିବାକୁ ଗଲେ ଅଭିନେତ୍ରୀ ଶ୍ଵେତା ତାଙ୍କ ସ୍ୱାମୀ ଅଭିନବ କୋହଲିଙ୍କ ସହ…

  • Sunday, 16 May 2021
online class
ସଂକ୍ରମଣ ଭିତରେ ଆରମ୍ଭ ହେବ ଅନଲାଇନ୍ ପାଠପଢ଼ା

କରୋନା ସଙ୍କଟ ମଧ୍ୟରେ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆରମ୍ଭ ହେବ ଅନଲାଇନ୍ ପାଠପଢ଼ା । ଉତ୍ତରପ୍ରଦେଶରେ ମେ ୨୦ ପର ଠାରୁ ପ୍ରାଥମିକ ଶିକ୍ଷାକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସ୍ତରରେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଅନଲାଇନ୍ କ୍ଲାସ୍ ଆରମ୍ଭ ହେବ ।…

  • Sunday, 16 May 2021
Karnataka Police
ଅମାନିଆଙ୍କୁ ସୁଧାରିବାକୁ ଅଭିନବ ପ୍ରୟାସ: ସିନ୍ଦୂର ଟିକା ମାରି ଧୂପ ଦୀପରେ ବନ୍ଦାପନା

ବେଙ୍ଗାଲୁରୁ: କରୋନା କଟକଣା ମାନୁନଥିବା ଅମାନିଆଙ୍କୁ ସୁଧାରିବାକୁ ପୋଲିସର ଅଭିନବ ପ୍ରୟାସ ଦେଖିବାକୁ ମିଳିଛି। ବେକରେ ଫୁଲମାଳ ପକାଇ, ସିନ୍ଦୂର ଟିକା ମାରି ଧୂପ ଦୀପରେ ବନ୍ଦାପନା କରିଛନ୍ତି ପୋଲିସ।କର୍ଣ୍ଣାଟକରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ବାରମ୍ବାର ଜରିମାନା କରିବା…

  • Sunday, 16 May 2021
lockdown 1
ରାଜ୍ୟରେ ଏବେ କମିବ ନାହିଁ କରୋନା: ଆଉ ୨ ସପ୍ତାହ ଲକଡାଉନ୍‌ ଆବଶ୍ୟକତା ରହିଛି ବୋଲି କହିଲେ ବିଶେଷଜ୍ଞ

ଏ ସପ୍ତାହରେ କମିବ ନାହିଁ କରୋନା ସଂକ୍ରମଣ। ମେ ପରେ ଧୀରେ ଧୀରେ ରାଜ୍ୟରେ କମିବ ସଂକ୍ରମଣ। କରୋନା ସଂକ୍ରମଣକୁ ନେଇ ଆଜି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଡାକ୍ତର ନିରୋଜ ମିଶ୍ର। ସେ କହିଛନ୍ତି ଯେ,  ମେ ୩୧ ପରେ ଯାଇ ସଂକ୍ରମିତ ସଂଖ୍ୟା କମିବ।

  • Sunday, 16 May 2021
petrol-1
ପୁଣି ମହଙ୍ଗା ହେଲୋ ପେଟ୍ରୋଲ, ଡିଜେଲ : ମେ ମାସରେ ୧୬ ଦିନରେ ୯ ଥର ବଢ଼ିଲା ତେଲ ଦର

ନୂଆଦିଲ୍ଲୀ : ମହାମାରୀ ସଙ୍କଟ ମଧ୍ୟରେ ପୁଣି ଥରେ ବୃଦ୍ଧି ପାଇଲା ତେଲ ଦର । ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ପିଛା ୨୪ ପଇସା ଓ ଡିଜେଲ ଲିଟର ପିଛା ୨୭ ପଇସା ବୃଦ୍ଧି କରାଯାଇଛି । ଫଳରେ…

  • Sunday, 16 May 2021
Sputnik-V-2
ହାଇଦ୍ରାବାଦରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟରେ ପ୍ରେରିତ ରୁଷୀୟ ଟିକା ‘ସ୍ପୁଟ୍‌ନିକ୍‌ ଭି’

ରୁଷିଆରେ ପ୍ରସ୍ତୁତ କରୋନା ଟିକା ସ୍ପୁଟନିକ୍-ଭିର ଦ୍ୱିତୀୟ ବ୍ୟାଚ ଆସି ହାଇଦ୍ରାବାଦରେ ପହଞ୍ଚିଛି। ଏକ ସ୍ୱତନ୍ତ୍ର ବିମାନରେ ସ୍ପୁଟନିକ ଭି ଟିକା ଆସି ଆଜି ସକାଳେ ହାଇଦ୍ରାବାଦର ସମଶାବାଦ୍ ଏୟାରପୋର୍ଟରେ ପହଞ୍ଚିଛି। ଟିକା ପହଞ୍ଚିବା ପରେ ନୂଆଦିଲ୍ଲୀରେ ଅବସ୍ଥାପିତ ରୁଷିଆ ରାଷ୍ଟ୍ରଦୂତ ନିକୋଲେ କୁଦାଶେ ଏନେଇ ସୂଚନା ଦେଇଛନ୍ତି।

  • Sunday, 16 May 2021
congress mp
କଂଗ୍ରେସ ସାଂସଦ ରାଜୀବ ସାତୱଙ୍କ ପରଲୋକ

ପୁଣେ: ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ରାଜୀବ ସାତୱଙ୍କ ପରଲୋକ ହୋଇଛି।  ଆଜି ସକାଳେ ପୁଣେ ସ୍ଥିତ ଏକ ପ୍ରାଇଭେଟ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ବୟସ ହୋଇଥିଲା।…

  • Sunday, 16 May 2021