• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

lockdown
ଲକଡାଉନ୍‌ରେ ବୁଲିବାକୁ ତିଆରି ଚାଲିଥିଲା ଫେକ୍‌ ପାସ୍‌

ଲକ୍ ଡାଉନ୍ ପାଇଁ ଜାଲ ପରିଚୟପତ୍ର ପ୍ରସ୍ତୁତ କରୁଥିବା ଅଭିଯୋଗରେ ଜଣେ ଗିରଫ। ଲକ୍ ଡାଉନରେ ବୁଲିବାକୁ ବ୍ୟକ୍ତି ଜଣକ ଜାଲିଆତି କରି କୋଭିଡ ପାସ୍ ତିଆରି କରୁଥିଲେ

  • Tuesday, 18 May 2021
lockdown
ଘଂଟାଏ ପରେ କରୋନାକୁ ନେଇ ବଡ଼ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ

ଆଜି ଦିନ ୧ଟା ୪୫ରେ ମୁଖ୍ୟ ଶାସନ ସଚିବ ପ୍ରେସମିଟ୍ କରିବେ। କରୋନା ସଂପର୍କରେ କିଛି ବଡ଼ ଘୋଷଣା କରିବା ସମ୍ଭାବନା ରହିଛି। ତେବେ ରାଜ୍ୟରେ ଲାଗୁ ହୋଇଥିବା ଲକଡାଉନ୍‌ ଆସନ୍ତାକାଲି ଶେଷ ହେଉଥିବାରୁ ଆଜିର ପ୍ରେସମିଟ୍‌କୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି

  • Tuesday, 18 May 2021
corona
କରୋନାରେ ଆଖି ବୁଜିଲେ ମାଗଣାରେ ଗରିବଙ୍କ ଚିକିତ୍ସା କରୁଥିବା ଡାକ୍ତର ବାବୁ

  ଅମର ହୋଇଗଲେ ଯୋଦ୍ଧା କରୋନାରେ ଜୀବନ ହାରିଲେ ପ୍ରସିଦ୍ଧ ଡାକ୍ତର କେ କେ ଅଗ୍ରୱାଲ ସେ ଆଇଏମଏ (IMA) ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିବା ସହ ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି କରୋନା କାଳରେ ଭିଡିଓ ମାଧ୍ୟରେ ଲୋକଙ୍କୁ ସଚେତନ କରୁଥିଲେ ଜୀବନ…

  • Tuesday, 18 May 2021
corona-death-sundargarh
ସାଙ୍ଗ ହୋଇ ଚାଲିଗଲେ ବାପା, କକା ଓ ପୁଅ

କରୋନା ମହାମାରୀ ଯେ, କେତେ ଯେ ପରିବାରକୁ ନଷ୍ଟ ଦେଲାଣି ତାହାର ହିସାବ ନାହିଁ। କାହା ମଥାରୁ ସିନ୍ଦୂର ଆଉ ହାତରୁ ଶଙ୍ଖା ଭାଙ୍ଗିଲାଣି ତାହା ଗଣିବା ବି କଷ୍ଟ। ହଜାର ହଜାର ମାଆର କୋଳକୁ ଖାଲି କରିଦେଲାଣି କରୋନା। ପିତାଙ୍କୁ ହରାଇ ବାପା ଛେଉଣ୍ଡ ହୋଇଗଲେଣି ପିଲା।

  • Tuesday, 18 May 2021
corona
ବଣ୍ଡାଘାଟିରେ ପଜିଟିଭ୍‌ ଚିହ୍ନଟ ପରେ ତତ୍ପର ହେଲା ପ୍ରଶାସନ

ମାଲକାନଗିରିର ବଣ୍ଡାଘାଟିରେ ୧୨ ଜଣ କରୋନା ପଜିଟିଭ ବାହାରିବା ପରେ ତତ୍ପର ହୋଇଛି ପ୍ରଶାସନ। ଚିହ୍ନଟ ହୋଇଥିବା କିଛି ପଜିଟିଭଙ୍କ ମଧ୍ୟରୁ କିଛି ଭଲ ହୋଇ ସାରିଲେଣି, ଅନ୍ୟ କିଛି ଲୋକଙ୍କୁ ସଂଗରୋଧରେ ରଖାଯାଇଛି।

  • Tuesday, 18 May 2021
cyclone
ମେ’ ୨୩ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର

ନୂଆଦିଲ୍ଲୀ: ଆସନ୍ତା ମେ’ ୨୩ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବା ନେଇ ଭୁବନେଶ୍ୱର ସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର…

  • Tuesday, 18 May 2021
biden
ଆମେରିକାରେ ଟଳିଲା କରୋନା ସଙ୍କଟ : ଏବେ ଅନ୍ୟ ଦେଶକୁ ଭ୍ୟାକ୍ସିନ ପଠାଇବେ ବାଇଡେନ୍

ଓ୍ୱାଶିଂଟନ: କରୋନା ଭାଇରସରେ ସର୍ବାଧିକ ପ୍ରଭାବିତ ଦେଶ ଆମେରିକାରେ ଏବେ କରୋନା ସଙ୍କଟ ଟଳିଯାଇଛି । ମାସ୍କ ହଟାଇ ଦେଶରେ ସଂକ୍ରମଣ କମିଥିବା ଘୋଷଣା କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ । ଯେଉଁମାନେ ଟିକା ନେଇସାରିଛନ୍ତି, ସେମାନେ ବିନା ମାସ୍କରେ ବାହାରକୁ…

  • Tuesday, 18 May 2021
rat
ନବଜାତ ଶିଶୁର ଗୋଇଠି ଓ ଅଙ୍ଗୁଳି କାଟି ନେଇଗଲା ମୂଷା

ଇନ୍ଦୋର : ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା । ନବଜାତ ଶିଶୁର ଗୋଇଠି ଓ ଅଙ୍ଗୁଳି କାଟିଦେଲା ମୂଷା । ପରିବାରର ଅଭିଯୋଗ ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ତଦନ୍ତ କମିଟି ଗଠନ କରି ଯାଂଚ ଆରମ୍ଭ କରିଛନ୍ତି । ଇନ୍ଦୋରର ମହାରାଜା…

  • Tuesday, 18 May 2021
ratha
ବଡ଼ଦାଣ୍ଡରେ ଚାଲିଛି ରଥ ନିର୍ମାଣ, ସେପଟେ କରୋନା କଟକଣା ମଧ୍ୟରେ ଚାପ ଖେଳୁଛନ୍ତି ମହାପ୍ରଭୁ

ଚଳଚଞ୍ଚଳ ରଥଖଳା। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଗେଇ ଚାଲିଛି ରଥ ନିର୍ମାଣ କାମ। କରୋନା କଟକଣା ଭିତରେ ମହାରଣା ସେବାୟତ ମାନେ ରଥ ନର୍ମାଣ କାମରେ ଲାଗିଛନ୍ତି। ପ୍ରଥମେ ୩ ରଥର ତୁମ୍ବ ନର୍ମାଣ କରାଯାଉଛି। ସୋମବାର ସୁଦ୍ଧା ୩ଟି ତୁମ୍ବର ମର୍ଦଳ ଆକୃତିର ପ୍ରାଥମିକ କାର୍ଯ୍ୟ ଶେଷ ହୋଇଛି।

corona
୨୪ ଘଂଟାରେ ଦେଶରେ ସର୍ବାଧିକ ସଂକ୍ରମିତଙ୍କ ଗଲା ପ୍ରାଣ

ଦେଶରେ ଆଜି ସବୁ ରେକର୍ଡ ଭାଙ୍ଗିଛି କରୋନା ମୃତ୍ୟୁ ସଂଖ୍ୟା। ଦିନକରେ ଦେଶରେ ସର୍ବାଧିକ ମୃତ୍ୟୁ ରେକର୍ଡ ହୋଇଛି। ଦେଶରେ ଗତ ୨୪ ଘଣ୍ଟାରେ ୪୩୨୯ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲା ବେଳେ ମୃତ୍ୟୁ ସଂଖ୍ୟାରେ କିନ୍ତୁ ଲାଗି ପାରୁନି ବ୍ରେକ୍‌

  • Tuesday, 18 May 2021
petrol price
୧୧ ଦିନରେ ଟ.୨.୫୦ ମହଙ୍ଗା ହେଲା ପେଟ୍ରୋଲ

ନୂଆଦିଲ୍ଲୀ : ଦିନକୁ ଦିନ ଦ୍ରୁତ ହାରରେ ବଢ଼ିଚାଲିଛି ତେଲ ଦର । ମହାମାରୀ ସଙ୍କଟ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସାଧାରଣ ଲୋକଙ୍କ ମୁସ୍କିଲ ବଢ଼ାଇ ଦେଇଛି । ସରକାରୀ ତୈଳ କମ୍ପାନୀଗୁଡିକ ଆଜି ପୁଣି ଥରେ…

  • Tuesday, 18 May 2021
cyclone tauktae
ତାଣ୍ଡବ ରଚିଲା ବାତ୍ୟା ‘ତାଉତେ’: ଉପୁଡ଼ିଲା ବଡ଼ ବଡ଼ ଗଛ, ବିଦ୍ୟୁତ୍‌ ଖୁଣ୍ଟ; ୧୪ ମୃତ

ନୂଆଦିଲ୍ଲୀ: ଗୁଜରାଟରେ ଲ୍ୟାଣ୍ଡ୍‌ଫଲ୍‌ ପରେ କ୍ରମଶ ଦୁର୍ବଳ ହୋଇଛି ବାତ୍ୟା ‘ତାଉତେ’। ଏକ୍ସିଟ୍ରିମଲି ସିଭିୟର ସାଇକ୍ଲୋନରୁ ଦୁର୍ବଳ ହୋଇ ଭେରି ସିଭିୟର ସାଇକ୍ଲୋନରେ ପରିଣତ ହୋଇଛି ତାଉତେ। ଗତକାଲି ରାତି ୮ଟା ୩୦ରେ ତାଉତେ ଲ୍ୟାଣ୍ଡଫଲ୍ କଲାବେଳେ ପବନର ବେଗ ୧୫୫ରୁ…

  • Tuesday, 18 May 2021
marriage
ବିବାହ, ଅନ୍ତ୍ୟେଷ୍ଟି ପାଇଁ ଏଣିକି ଇ-ଲାଇସେନ୍ସ ବ୍ୟବସ୍ଥା

ଭୁବନେଶ୍ୱର : ବିବାହ, ଅନ୍ତ୍ୟେଷ୍ଟି ପାଇଁ ଏଣିକି ଇ-ଲାଇସେନ୍ସ ବ୍ୟବସ୍ଥା । ଭୁବନେଶ୍ୱରରେ ବିବାହ, ଅନ୍ତ୍ୟେଷ୍ଟି ପାଇଁ ଜନସାଧାରଣଙ୍କୁ ଏଣିକି ଅନଲାଇନ ମିଳିବ ଅନୁମତି । କମିଶନରେଟ୍ ପୋଲିସ ପକ୍ଷରୁ ଏନେଇ ଆଜି ଆରମ୍ଭ କରାଯାଇଛି ଇ-ଲାଇସେନ୍ସ ବ୍ୟବସ୍ଥା । କମିଶନରେଟ…

  • Tuesday, 18 May 2021
cbse exam
ଜୁନ୍‌ ୫ ରୁ ୧୦ମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଆରମ୍ଭ: ସୋସିଆଲ ମିଡ଼ିଆରେ ଗୁଜବ ହେଲା ପ୍ରଚାର

କରୋନା ପାଇଁ ସିବିଏସଇ ସମେତ ଅନେକ ରାଜ୍ୟ ନିଜ ନିଜ ବୋର୍ଡ଼ ପରୀକ୍ଷା ସହ ଦ୍ୱାଦଶ ଶ୍ରେଣୀର ପରୀକ୍ଷାକୁମଧ୍ୟ ସ୍ଥଗିତ ରଖିଛନ୍ତି। ଅନେକ ରାଜ୍ୟ ଦଶମ ଶ୍ରେଣୀର ପରୀକ୍ଷା ବାତିଲ ମଧ୍ୟ କରିଛନ୍ତି।

  • Tuesday, 18 May 2021
sushil kumar
ରେସଲର୍ ସୁଶୀଲ କୁମାରଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୧ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଅଲିମ୍ପିକ୍ ପଦକ ବିଜେତା ରେସଲର୍ ସୁଶୀଲ କୁମାରଙ୍କ ପାଇଁ ବଢ଼ିଲା ଅଡ଼ୁଆ। ପୂର୍ବତନ ଜୁନିଅର୍‌ ନ୍ୟାସ୍‌ନାଲ୍‌ ଚାମ୍ପିଅନ୍‌ ସାଗର ରାଣା ହତ୍ୟା ମାମଲାରେ ସମ୍ପୃକ୍ତି ଅଭିଯୋଗରେ ସୁଶୀଲଙ୍କୁ ଏବେ ପୋଲିସ୍‌ ଖୋଜୁଛି। ସେ ଫେରାର ଥିବା ଜଣାପଡ଼ିଛି। ଯଦି କେହି…

  • Tuesday, 18 May 2021
corona testing
ଆଜି ବି ଓଡ଼ିଶାରେ ଦୈନିକ ସଂକ୍ରମଣ ୧୦ ହଜାର ଉପରେ; କେବଳ ଖୋର୍ଦ୍ଧାରୁ ବାହାରିଲେ ୧,୫୬୬ ପଜିଟିଭ୍‌

୨୪ ଘଣ୍ଟାରେ ରାଜ୍ୟରେ ୧୦, ୩୨୧ କରୋନା ସଂକ୍ରମିତ ଚିହ୍ନଟ ଓ ୨୨ ଜଣଙ୍କ ମୃତ୍ୟୁ ଖୋର୍ଦ୍ଧାରୁ ସର୍ବାଧିକ ୧,୫୬୬ ଆକ୍ରାନ୍ତ ଚିହ୍ନଟ BMC ଅଞ୍ଚଳରେ ଗର୍ଭବତୀଙ୍କର କୋଭିଡ୍ ଟେଷ୍ଟ ଲାଗି ଘରକୁ ଘର ଯିବ ଟିମ୍ ଭୁବନେଶ୍ୱର: ଓଡ଼ିଶାରେ ଆଜି…

corona death
୨୪ ଘଂଟାରେ ୨୨ ଜଣଙ୍କ ମୁଣ୍ଡ ନେଲା କରୋନା

ରାଜ୍ୟରେ ଥମିବାରେ ନା ନେଉନାହିଁ କରୋନା ମୃତ୍ୟୁସଂଖ୍ୟା। ଗତ ୨୪ ଘଂଟାରେ ପୁଣି ଉପରମୁହାଁ ରହିଛି କରୋନା ମୃତ୍ୟୁଟ୍ରେଣ୍ଡ୍‌। ୨୪ ଘଂଟାରେ ୨୨ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ଯାହାକୁ ନେଇ ଏବେ ଚିନ୍ତା ବଢିଛି।

Imageafie-1620993118260
ୟୁଏସରୁ ଫେରି ଡାୟରୀ ଫାର୍ମ ଆରମ୍ଭ କଲେ ଆଇଆଇଟି ଇଞ୍ଜିନିୟର : ବାର୍ଷିକ ଆୟ ୪୪ କୋଟି

ନୂଆଦିଲ୍ଲୀ : ଚାକିରି ଛାଡ଼ି ଡାଏରୀ ଫାର୍ମ କଲେ ଆଇଆଇଟି ଇଞ୍ଜିନିୟର । ଦେଶରେ କର୍ମନିଯୁକ୍ତିର ଅଭାବ ହେତୁ ଭାରତରୁ ଅନେକ ଯୁବକଯୁବତୀ ଭଲ ଆୟ ଆଶାରେ ବିଦେଶ ଯାଉଛନ୍ତି । ହେଲେ ଏପରି ସମୟରେ କର୍ଣ୍ଣାଟକ ଯୁବକ କିଶୋଇ ଇନ୍ଦୁକୁରୀ…

  • Tuesday, 18 May 2021
doctor111
ଗୋଟିଏ ଦିନରେ ୫୦ ଡାକ୍ତରଙ୍କ ପ୍ରାଣ ନେଲା କରୋନା

ଦେଶରେ ସଂକ୍ରମଣ କମିଛି ସତ କିନ୍ତୁ ଡ଼ର ଛାଡ଼ିନାହିଁ। ସଂକ୍ରମଣ କମିଥିଲେ ବି ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି ଯାହାକୁ ନେଇ ଏବେ ଚିନ୍ତା ବଢିଯାଇଛି।

  • Tuesday, 18 May 2021
plasma therapy
କରୋନା ଚିକିତ୍ସାରୁ ବାଦ୍‌ ପଡ଼ିଲା ପ୍ଲାଜ୍‌ମା ଥେରାପି

କରୋନା ଚିକିତ୍ସାରୁ ବାଦ୍‌ ପଡ଼ିଲା ପ୍ଲାଜ୍‌ମା ଥେରାପି କ୍ଲିନିକାଲ୍‌ ମ୍ୟାନେଜମେଣ୍ଟ ଗାଇଡଲାଇନ୍‌ରୁ ପ୍ଲାଜ୍‌ମା ଥେରାପି ଚିକିତ୍ସା ପଦ୍ଧତିକୁ ହଟା ଯାଇଛି କରୋନା ଚିକିତ୍ସା କ୍ଷେତ୍ରରେ ପ୍ଲାଜ୍‌ମା ଥେରା ଫଳପ୍ରଦ ହେଉନଥିବା ଅନେକ ଗବେଷଣାରୁ ଜଣାପଡ଼ିଛି ନୂଆଦିଲ୍ଲୀ: କରୋନା ଚିକିତ୍ସାରୁ ପ୍ଲାଜ୍‌ମା ଥେରାପିକୁ…

  • Tuesday, 18 May 2021
mask-hecking-odisha
ନିୟମ ମାନୁନାହାନ୍ତି ଲୋକେ: ବଢୁଛି ସଂକ୍ରମଣ

ସହର ପରେ ଗାଁରେ ବଢିବାରେ ଲାଗିଛି କରୋନା ସଂକ୍ରମଣ। ତେବେ ଏ ନେଇ ଗ୍ରାମାଞ୍ଚଳରେ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳୁନି ସଚେତନତା।

  • Tuesday, 18 May 2021
coronavirus in odisha
କାମ ଦେଲା ଲକଡାଉନ୍‌: ରାଜଧାନୀରେ କମିଲା ସଂକ୍ରମଣ

ଲକଡାଉନ୍‌ କଟକଣା ଯୋଗୁଁ ରାଜଧାନୀ ଦିଲ୍ଲୀରେ ଖସୁଛି କରୋନା ସଂକ୍ରମଣ ଗ୍ରାଫ୍। ଦିଲ୍ଲୀରେ ଏବେ ଦୈନିକ ସଂକ୍ରମଣ ୫ ହଜାର ତଳକୁ ଖସିଆସିଛି।

  • Tuesday, 18 May 2021
Modi
ରାଜ୍ୟର ଅଧିକାରୀ ଓ ଫିଲ୍ଡ ଅଫିସରଙ୍କ ସହ ଆଜି କଥା ହେବେ ମୋଦି

କରୋନା ମୁକାବିଲା ନେଇ ଆଜି ପ୍ରଧାନମନ୍ତ୍ରୀ ସମୀକ୍ଷା କରିବେ। ବିଭିନ୍ନ ରାଜ୍ୟର ଅଧିକାରୀ ଓ ଫିଲ୍ଡ ଅଫିସରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

  • Tuesday, 18 May 2021
cyclone-tauktae
ବାତ୍ୟା ତାଉତେର ଲ୍ୟାଣ୍ଡଫଲ୍ ପରେ ଗୁଜରାଟରେ ବ୍ୟାପକ କ୍ଷୟକ୍ଷତି

ଅତିଭୀଷଣ ସାମୁଦ୍ରିକ ଝଡ଼ ତାଉତେର ଲ୍ୟାଣ୍ଡଫଲ୍ ପରେ ଗୁଜରାଟରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବା ସହ ବିଦ୍ୟୁତ୍‌ ଖୁଣ୍ଟ ମଧ୍ୟ ଉପୁଡ଼ି ପଡ଼ିଛି

  • Tuesday, 18 May 2021