• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

election-1
୧୦ଟି ରାଜ୍ୟର ୫୪ଟି ବିଧାନସଭା ଆସନରେ ଆଜି ହେଉଛି ଉପନିର୍ବାଚନ

ନୂଆଦିଲ୍ଲୀ: ବିହାରରେ ନିର୍ବାଚନ ବ୍ୟତୀତ ଦେଶରେ ୧୦ଟି ରାଜ୍ୟର ୫୪ଟି ବିଧାନସଭା ଆସନରେ ଆଜି ଉପନିର୍ବାଚନ ହେଉଛି। ଏହା ମଧ୍ୟରୁ କେବଳ ମଧ୍ୟପ୍ରଦେଶରେ ୨୮ଟି ଆସନ ରହିଛି। କରୋନା ମହାମାରୀ ଭିତରେ ନିର୍ବାଚନ ହେଉଥିବାରୁ ଏଥି ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ସକାଳ ୭ରୁ ସଂଧ୍ୟା ୬ ପର୍ଯ୍ୟନ୍ତ ଭୋଟ୍‌ଗ୍ରହଣ ପାଇଁ ସମୟ ଧାର୍ଯ୍ୟ ହୋଇଛି। ଛତିଶଗଡ଼, ନାଗାଲାଣ୍ଡ ଓ ଝାଡ଼ଖଣ୍ଡରେ ମତଦାନ ସମୟ ଭିନ୍ନ ରହିଛ॥ ତେବେ ମତଦାନର ଶେଷ ଘଣ୍ଟାଏରେ କରୋନା ପଜିଟିଭ୍ ଭୋଟର […]

donald
ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ

ନୂଆଦିଲ୍ଲୀ: ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ। ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ଡେମୋକ୍ରାଟିକ ପାର୍ଟିର ଜୋ ବାଇଡେନ।  ନିର୍ବାଚନ ପୂର୍ବରୁ ଉଭୟ ପ୍ରାର୍ଥୀଙ୍କ ମଧ୍ୟ ପ୍ରେସିଡେନ୍ସିଆଲ ଡିବେଟ ହୋଇଥିଲା। ଭୋଟରଙ୍କୁ ମନାଇବାକୁ ଉଭୟ ଭରପୁର ଉଦ୍ୟମ କରିଛନ୍ତି। ତେବେ ଆସନ୍ତା ବର୍ଷ ଜାନୁଆରୀ ୬ ତାରିଖରେ ଆମେରିକୀୟ କଂଗ୍ରେସର ବୈଠକ ହେବ। ଏଥିରେ ବିଦ୍ଧିବଦ୍ଧ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ନାଁ ଘୋଷଣା କରାଯିବ। ଭୋଟ ପୂର୍ବରୁ କରାଯାଇଥିବା ଜନମତ ସର୍ଭେରେ ବାଇଡେନ ଟ୍ରମ୍ପଙ୍କଠାରୁ  ବହୁ ଆଗରେ […]

pic-1
ମାଗଣାରେ ଯୁବପିଢିଙ୍କୁ ତାଲିମ ଦେଉଛନ୍ତି ଅବସରପ୍ରାପ୍ତ ସିଆଇଏସଏଫ୍ ଅଫିସର

ଯାଜପୁର: ଦୀର୍ଘଦିନ ଧରି ଦେଶର ସେବା କରିବା ପରେ ଏବେ ଯୁବପିଢିଙ୍କୁ ତାଲିମ ଦେବାରେ ବ୍ୟସ୍ତ ରହିଛନ୍ତି ଅବସରପ୍ରାପ୍ତ ସିଆଇଏସଏଫ୍ ଅଫିସର ଅଖତର ହୁସେନ ଖାଁ। ସେ ପ୍ରତିଦିନ ଯାଜପୁରର ବ୍ରହ୍ମବରଦା କଲେଜରେ ପ୍ରାୟ ୪୦ରୁ ସ୍ଥାନୀୟ ଯୁବକଙ୍କୁ ଫିଟନେସ ଟ୍ରେନିଂ ଦେଉଛନ୍ତି।  ଏଥିପାଇଁ କିନ୍ତୁ ସେ ଟଙ୍କାଟିଏ ବି ପାରଶ୍ରମିକ ନିଅନ୍ତି ନାହିଁ।  କେବଳ ଏତିକି ନୁହେଁ ସପ୍ତାହକୁ ୪ଦିନ ଯୁବକମାନଙ୍କୁ ଫିଟନେସ୍ ଟ୍ରେନିଂ ସହ ଗୋଟିଏ ଦିନ ଯୋଗ, ପ୍ରାଣାୟାମ ଶିଖାଇଥାନ୍ତି। ରବିବାର କିମ୍ବା […]

america
କେମିତି ହୋଇଥାଏ ଆମେରିକା ରାଷ୍ଟ୍ରପତି ନିବାର୍ଚନ ?

ୱାଶିଂଟନ: ସବୁଠୁ ଶକ୍ତିଶାଳୀ ଓ ବିକଶିତ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଉପରେ ସାରା ବିଶ୍ୱର ନଜର ରହିଥାଏ। ଆମେରିକାରେ କେଉଁ ଦଳ କ୍ଷମତା ହାତେଇବ ଏବଂ କିଏ ରାଷ୍ଟ୍ରପତି ହେବ ସମସ୍ତେ ଚାହିଁ ବସିଥାନ୍ତି। କାରଣ ତା ଉପରେ ଆମେରିକାର ଭବିଷ୍ୟତ ଏବଂ ଅନ୍ୟ ଦେଶ ପ୍ରତି ଆଭିମୁଖ୍ୟ କିଭଳି ରହିବ, ତାହା ନିର୍ଭର କରିଥାଏ । ତେବେ ଆମେରିକାବାସୀ ସିଧାସଳଖ ନିଜ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିନଥାନ୍ତି । ସେଠାରେ ପରୋକ୍ଷ ନିର୍ବାଚନ ହୋଇଥାଏ । […]

cricket
ଦିନେ ଆତଙ୍କୀ ଗଡ଼ ଥିଲା ହଣ୍ଡଓ୍ୱାରା, ହେଲେ ଆଜି ହିଂସା ବଦଳରେ ଶାନ୍ତି ଖୋଜୁଛନ୍ତି ଯୁବଗୋଷ୍ଠୀ

ଶ୍ରୀନଗର: ଧାରା ୩୭୦ ଉଚ୍ଛେଦ ହେବା ପରେ ବିକାଶ ଦିଗରେ ଆଗେଇ ଚାଲିଛି ଜାମ୍ମୁ ଓ କାଶ୍ମୀର । ଦିନେ ଆତଙ୍କବାଦୀଙ୍କ ଗଡ଼ ଥିଲା ହଣ୍ଡଓ୍ୱାରା। ହେଲେ ଆଜି ସେଠି ସ୍ଥିତି ବଦଳିଛି । ଯୁବ ପିଢ଼ିଙ୍କ ନିକଟତର ହେବା ପାଇଁ ଉଦ୍ୟମ ଜାରି କରିଛି ସେନା। ବିଭିନ୍ନ ଉନ୍ନୟନମୂଳକ କାମ ସହ ଏଠାରେ ସେନା ପକ୍ଷରୁ ୟୁନିଟ୍ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ କରାଯାଇଛି। ଏଥିରେ ଆଖପାଖର ୨୪ଟି ଟିମ୍ ଅଂଶଗ୍ରହଣ କରିଥିଲେ। ଏହା ଫଳରେ ସେନା […]

vote
ଦେଶରେ ୫୪ଟି ବିଧାନସଭା ଆସନରେ ଚାଲିଛି ଉପନିର୍ବାଚନ

ପାଟ୍‌ନା: ବିହାର ନିର୍ବାଚନ ବ୍ୟତୀତ ଦେଶରେ ୧୦ଟି ରାଜ୍ୟର ୫୪ଟି ବିଧାନସଭା ଆସନରେ ଆଜି ଉପନିର୍ବାଚନ ହେଉଅଛି ।ଏହା ମଧ୍ୟରୁ କେବଳ ମଧ୍ୟପ୍ରଦେଶରେ ୨୮ଟି ଆସନ ରହିଛି । କରୋନା ମହାମାରୀ ଭିତରେ ନିର୍ବାଚନ ହେଉଥିବାରୁ ଏଥି ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ସକାଳ ୭ରୁ ସଂଧ୍ୟା ୬ ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ପାଇଁ ସମୟ ଧାର୍ଯ୍ୟ ହୋଇଛି । ଛତିଶଗଡ଼, ନାଗାଲାଣ୍ଡ ଓ ଝାଡ଼ଖଣ୍ଡରେ ମତଦାନ ସମୟ ଭିନ୍ନ ରହିଛି । ତେବେ ମତଦାନର […]

amitabh-bachan
ବାଘ ସହ ଲଢିଥିଲେ ବିଗ୍‌ ବି

ମୁମ୍ବାଇ: ହିନ୍ଦୀ ସିନେମାରେ ଦୀର୍ଘ ୫୦ ବର୍ଷ ପୂରଣ କରିଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ। ଅନେକ ସମୟରେ ଏହି ଦୀର୍ଘ ଦିନର ଅଭିନୟର ଯାତ୍ରା ମଧ୍ୟରେ ଘଟିଥିବା ଖଟା ମିଠା ଅନୁଭୂତିକୁ ବାଣ୍ଟନ୍ତି ବିଗ୍‌ ବି। ପ୍ରଶଂସକଙ୍କୁ ପୁରୁଣା କାହାଣୀ ଶୁଣାଇବାକୁ ସେ ଭଲ ପାଆନ୍ତି। ନିକଟରେ ଅମିତାଭ ୧୯୭୭ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଖୁନ୍‌ ପସିନା’ର ଶୁଟିଂ ସମୟରେ ଏକ ଫଟୋ ଶେଆର କରିଥିଲେ। ଫଟୋରେ ଅମିତାଭ ବଚ୍ଚନ ଏକ ଜ୍ୟାକେଟ ପିନ୍ଧିଥିବାର ଦେଖିବାକୁ […]

ankita-lokhande
ବୟଫ୍ରେଣ୍ଡ ବିକିଙ୍କୁ କ୍ଷମା ମାଗିଲେ ଅଙ୍କିତା

ମୁମ୍ବାଇ: ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି ବଲିଉଡ୍‌ ତଥା ଟେଲି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। ପୂର୍ବତନ ପ୍ରେମିକ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଅଙ୍କିତା ସୋଶାଲ୍‌ ମିଡିଆରେ ସୁଶାନ୍ତଙ୍କୁ ନ୍ୟାୟ ଦାବିରେ ଅନେକ ପୋଷ୍ଟ କରିଛନ୍ତି। କେତେବେଳେ ସୁଶାନ୍ତଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯାଇ ତ କେତେବେଳେ ସୁଶାନ୍ତଙ୍କ ଇଚ୍ଛା ପୁରଣ କରିବାକୁ ଯାଇ ଅଙ୍କିତା ଗଛ ଲଗାଇ ଖବର ପରିସରକୁ ଆସିଛନ୍ତି। ଏବେ ଅଙ୍କିତା ତାଙ୍କ ଇନ୍‌ଷ୍ଟାଗ୍ରାମ ପୋଷ୍ଟକୁ ନେଇ ଚର୍ଚ୍ଚାରେ […]

Child-Tika
୧୨ରୁ ୧୮ ବୟସ୍କଙ୍କ ପାଇଁ ଲାଗିବ ବିନା ଛୁଞ୍ଚି ବାଲା କରୋନା କବଚ

ନୂଆଦିଲ୍ଲୀ: ୧୨ରୁ ୧୮ ବୟସ୍କଙ୍କ ପାଇଁ ଲାଗିବ ବିନା ଛୁଞ୍ଚି ବାଲା କରୋନା କବଚ । ଭାରତୀୟ କମ୍ପାନି ଜାଇଡସ୍ କାଡିଲା ଏହାର ତିନି ଡୋଜ୍ ବିଶିଷ୍ଟ ଜାଇକୋଭ୍-ଡି ଟିକାର ଜରୁରୀକାଳୀନ ବ୍ୟବହାର ଲାଗି ଆଜି DCGIର ଅନୁମତି ମାଗିଛି ।…

susant
ସୁଶାନ୍ତ ସିଂହ ମୃତ୍ୟୁ ମାମଲା: ଦୁଇ ଭଉଣୀଙ୍କ ବିରୋଧରେ ଏମିତି ଅଭିଯୋଗ ଆଣିଲା ମୁମ୍ବାଇ ପୋଲିସ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ୍ ମୃତ୍ୟୁ ରହସ୍ୟର ଉନ୍ମୋଚନକୁ ନେଇ ଅଜବ ବୟାନ ଦେଇଛି ମୁମ୍ବାଇ ପୋଲିସ । ମୁମ୍ବାଇ ପୋଲିସ ବମ୍ବେ ହାଇକୋର୍ଟରେ କହିଛି, ସୁଶାନ୍ତଙ୍କ ଭଉଣୀଙ୍କ ବିରୋଧରେ ମାମଲା ଦାଏର କରାଯିବା ଉଚିତ । କାରଣ ରିୟା ଚକ୍ରବର୍ତ୍ତୀ ସେମାନଙ୍କ ବିରୋଧରେ ଅଭିଯୋଗ ଆଣିବା ସହ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ସେମାନଙ୍କୁ ଦାୟୀ କରିଛନ୍ତି। ସୂଚନାଥାଉ କି, ସୋମବାର ମୁମ୍ବାଇ ପୋଲିସ ବମ୍ବେ ହାଇକୋର୍ଟରେ ଏକ ଶପଥ ପାଠ ଦାଏର କରି  ସୁଶାନ୍ତଙ୍କ ଭଉଣୀ […]

mirror
ବାଥରୁମ୍‌ରେ ଲାଗିଥିଲା ଫ୍ରାନ୍ସ ରାଣୀଙ୍କ ଦର୍ପଣ, ମୂଲ୍ୟ ଜାଣି ପରିବାର ଲୋକେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ବାଥରୁମ୍‌ରେ ଲାଗିଥିଲା ଦର୍ପଣ। ପରିବାର ଲୋକ ଏହାକୁ ଏକ ସାଧାରଣ ଦର୍ପଣ ଭାବି ଦେଇଥିଲେ। କିନ୍ତୁ  କିଛି ଦିନ ପରେ ଏହି ଏମାନେ ଜାଣିବାକୁ ପାଇଲେ ଯେ ଦର୍ପଣଟି ଫ୍ରାନ୍ସର ଶେଷ ରାଣୀ ମାରି ଆଣ୍ଟୋନିଟିଙ୍କର। ଡେଲି ମେଲ ରିପୋର୍ଟ ଅନୁଯାୟୀ, ଏହି ପ୍ରାଚୀନ ଦର୍ପଣ ୪୦ ବର୍ଷର। ଦର୍ପଣର ଆକାର ୧୯ ଇଞ୍ଚ / ୧୫ ଇଞ୍ଚ। ବର୍ତ୍ତମାନ ବ୍ରିଟେନର ବ୍ରିଷ୍ଟଲରେ ଏହି ଦର୍ପଣ ନିଲାମ ହେବାକୁ ଯାଉଛି। ଅତି କମରେ ୮ ହଜାର […]

ghj
ଡାକ୍ତରଖାନା ପରିସରରେ ମହିଳାଙ୍କୁ ଗଣ ଦୁଷ୍କର୍ମ

ନୂଆଦିଲ୍ଲୀ: ଦିଲ୍ଲୀର ଏକ ଡାକ୍ତରଖାନା ପରିସରରେ ଥିବା ପାର୍କିଂ ସ୍ଥଳ ନିକଟରେ ଜଣେ ୩୦ ବର୍ଷୀୟ ମହିଳାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ସ୍ଥାନୀୟ ପୋଲିସ୍‌ ୩ ଜଣଙ୍କୁ ଗିରଫ କରିଛି। ଅକ୍ଟୋବର ୩୦ ତାରିଖ ମଧ୍ୟରାତ୍ରିରେ କିଛି ଗୁଣ୍ଡା ଶ୍ରେଣୀର ବ୍ୟକ୍ତି ଏବଂ ସେହି ହସ୍ପିଟାଲର ଜଣେ ସୁରକ୍ଷାକର୍ମୀ ମିଳିତ ଭାବେ ପୀଡ଼ିତା ମହିଳାଙ୍କୁ ଦୁର୍ବ୍ୟବହାର କରିଥିଲେ। ପରେ ସେମାନେ ପାର୍କିଙ୍ଗ ସ୍ଥଳକୁ ନେଇଯାଇ ଗଣ ଦୁଷ୍କର୍ମ କରିଥିଲେ। ମହିଳାଙ୍କ କହିବା ଅନୁଯାୟୀ, […]

chalana-1
ନିୟମ ନମାନିବାରୁ ୨ମିଟର ଲମ୍ବର ଚାଲାଣ ଧରାଇଲା ପୋଲିସ୍‌

ବେଙ୍ଗାଲୁରୁ: ପୋଲିସ୍‌ ଚାଲାଣକୁ ସମସ୍ତେ ଡରନ୍ତି। ଟିକେ ଯଦି ନିୟମର ନମାନିଲ ତେବେ ପୋଲିସ୍‌ ଚାଲଣ ଧରାଇଦିଏ। ନିକଟରେ ବେଙ୍ଗାଲୁରୁର ଜଣେ ଦୁଇଚକିଆ ଚାଳକଙ୍କୁ ମଧ୍ୟ ଚାଲାଣ ମିଳିଛି। ଯାହାର ଲମ୍ବ ରହିଛି ୨ମିଟର। ବ୍ୟକ୍ତି ଜଣଙ୍କ ମଡ଼ିୱାଲାର ଅରୁଣ କୁମାର। ପେସାରେ ସେ ଜଣେ ପରିବା ବିକାଳୀ। ଅରୁଣ ପ୍ରାୟ ସମୟ ହେଲ୍‌ମେଣ୍ଟ ପିନ୍ଧନ୍ତି ନାହିଁ। ଏମିତି ହେଲ୍‌ମେଣ୍ଟ ନ ପିନ୍ଧି ସେ ଅନେକ ଥର ଟ୍ରାଫିକ୍‌ ନିୟମ ଭାଙ୍ଗିଛନ୍ତି। ସେ ସମସ୍ତ ନିୟମ ଭାଙ୍ଗିବା […]

car
କାର ଭିତରେ ଲୁଚିଥିଲା ୧୦ ଫୁଟର ଅଜଗର, ହାତ ବାଜିବା କ୍ଷଣି...

ଫ୍ଲୋରିଡା:ଏକ କାର  ହୁଡ୍‌ ଭିତରେ ଲୁଚି ରହିଛି ବିରାଟ ଅଜଗର । ଶୁଣିଲେ କଥାଟା ଆଶ୍ଚର୍ଯ୍ୟ ଲାଗୁଛି ନା ? ହେଲେ ସତ। କାର ମାଲିକ ଯେତେବେଳେ ହୁଡ୍‌ ଖୋଲି ବିରାଟ ସାପକୁ ଦେଖିଲେ ତାଙ୍କର ତ ହୋସ୍‌ ଉଡ଼ିଗଲା। ତୁରନ୍ତ ବନ୍ୟପ୍ରାଣୀ ଅଧିକାରୀଙ୍କୁ ଡକାଇଥିଲେ। ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଏକ blue mustang କାରର ଇଞ୍ଜିନ୍‌ ଡବା ଭିତରେ ବିରାଟ ଅଜଗର ସାପ ଲୁଚି ରହିଥିଲା। ମେକାନିକ ଯେତେବେଳେ କାରର ଇଞ୍ଜିନ୍‌ […]

trump
ଟ୍ରମ୍ପଙ୍କ ବିଜୟ କାମନା କରି ହୋମଯଜ୍ଞ କଲା ହିନ୍ଦୁ ସେନା

ନୂଆଦିଲ୍ଲୀ: ଆଉ ମାତ୍ର କିଛି ସମୟ ପରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ବିଶ୍ୱର ସବୁଠାରୁ ଶକ୍ତିଶାଳି ରାଷ୍ଟ୍ରର ଲଗାମ କା ହାତରେ ରହିବ ତାକୁ ସାରା ବିଶ୍ୱ ଅପେକ୍ଷା କରିଥିବା ବେଳେ ଟ୍ରମ୍ପ ନିର୍ବାଚନ ଜିତିବା କାମନା କରି ଦିଲ୍ଲୀରେ ହୋମ ଯଜ୍ଞ ଆରମ୍ଭ କରିଦେଇଛନ୍ତି ତାଙ୍କ ପ୍ରଶଂସକ। ମଙ୍ଗଳବାର ଦିଲ୍ଲୀର ଏକ ମନ୍ଦିରରେ ହିନ୍ଦୁ ସେନା ପକ୍ଷରୁ ଡୋନାଲ୍ଡ ଟ୍ରମ୍ପଙ୍କ ଶୁଭ ମନାସୀ ହୋମଯଜ୍ଞ କରାଯାଇଛି। ପୂର୍ବ ଦିଲ୍ଲୀର ଏକ ମନ୍ଦିରରେ […]

2
ରାଜ୍ୟସଭାରେ ବଢ଼ିଲା ବିଜେପିର ଶକ୍ତି

ନୂଆଦିଲ୍ଲୀ: ରାଜ୍ୟସଭାରେ ବିଜେପିର ଶକ୍ତି ବଢ଼ିଛି। ସଂସଦର ଉଚ୍ଚ ସଦନକୁ ୯ ବିଜେପି ସାଂସଦ ନିର୍ବାଚିତ ହେବା ପରେ ବିଜେପିର ମୋଟ ସଂଖ୍ୟା ୯୨କୁ ବୃଦ୍ଧି ପାଇଛି। ଏଥିସହ ଏନଡିଏର ସାଂସଦ ସଂଖ୍ୟା ୧୦୦ ଟପି ୧୦୪ରେ ପହଞ୍ଚିଛି। ଏବେ ରାଜ୍ୟସଭାରେ ମୋଟ ୨୪୨ ସଭ୍ୟ ଅଛନ୍ତି। ତେଣୁ ମ୍ୟାଜିକ ନମ୍ବର ହେଉଛି ୧୨୧।  ରାଜ୍ୟସଭାରେ ଏନଡିଏର ଶକ୍ତି ବୃଦ୍ଧି ହୋଇଥିବାରୁ ଏବେ ଗୁରୁତ୍ୱପୂର୍ଣ୍ଣ ବିଲ୍ ମଧ୍ୟ ସହଜରେ ପାସ୍ କରାଇପାରିବେ ମୋଦି ସରକାର। ପୂର୍ବରୁ ଏନ୍‌ଡିଏକୁ […]

coronavirus-1
ଏହି ରାଜ୍ୟରେ କମୁଛି କରୋନା, କିନ୍ତୁ ଏଠି ବଢୁଛି

ନୂଆଦିଲ୍ଲୀ: ଦେଶରେ ଧୀରେ ଧୀରେ କମୁଛି କରୋନା ଆକ୍ରାନ୍ତ ଓ ମୃତ୍ୟୁ ହାର। ଆଜି ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୁଷଣ। କରୋନା ଅପଡେଟ ନେଇ ସୂଚନା ଦେଇ ସେ କହିଛନ୍ତି ଦେଶରେ ସଂକ୍ରମଣ ଏବଂ ମୃତ୍ୟୁ ହାର କ୍ରମାଗତ କମି କମି ଚାଲିଛି। ସେପ୍ଟେମ୍ବର ୧୬ରୁ ୨୨ ମଧ୍ୟରେ ଦୈନିକ ସଂକ୍ରମଣ ଥିଲା ୯୦, ୩୪୬। ଏବେ ଦେଶରେ ଦୈନିକ ସଂକ୍ରମଣ ୪୫, ୮୦୦ ରହିଛି। ସେହିପରି ସେପ୍ଟେମ୍ବର […]

nirishg
ନୀତୀଶଙ୍କ ଉପରକୁ ପିଆଜ ଓ ପଥର ମାଡ଼

ପଟନା: ନିର୍ବାଚନ ରାଲିରେ ଲୋକଙ୍କୁ ସମ୍ବୋଧନ କରୁଥିବା ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ପିଆଜ ଓ ପଥର ମାଡ଼ କଲେ ଲୋକେ। ରାଜ୍ୟର ମଦୁବାଣୀ ଜିଲ୍ଲାରେ ହରଲଖିରେ ନୀତୀଶ ଲୋକଙ୍କୁ ସମ୍ବୋଧନ କରୁଥିଲେ। ନିଯୁକ୍ତି ପ୍ରସଙ୍ଗ ଉଠାଇ ଲୋକଙ୍କୁ ସମ୍ବୋଧନ କରୁଥିବା ବେଳେ ନୀତୀଶଙ୍କ ଉପରକୁ ପିଆଜ ଓ ପଥର ମାଡ଼ ହୋଇଥିଲା। ନୀତୀଶଙ୍କ ଉପରେ ପିଆଜ ଓ ଇଟା ଫିଙ୍ଗୁଥିବା ଜଣେ ବ୍ୟକ୍ତି ବିହାରରେ ମଦ କାରବାର ନେଇ ଅସନ୍ତୋଷ ପ୍ରକାଶ କରି […]