• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

deepabali
କେବଳ ଶ୍ରା ରାମଙ୍କ ଆଗମନ ନୁହେଁ, ଏହି ୪ଟି କାରଣରୁ ବି ପାଳନ କରାଯାଏ ଦୀପାବଳି

ନୂଆଦିଲ୍ଲୀ: ନଭେମ୍ବର ୧୪ ତାରିଖରେ ପଡ଼ୁଛି ଆଲୋକର ପର୍ବ ଦୀପାବଳି। ଏହି ପର୍ବକୁ ସାରା ଦେଶରେ ବଡ଼ ଧୁମ୍‌ଧାମରେ ପାଳନ କରାଯାଏ। କିଏ ଏହାକୁ ଅନ୍ଧାର ଉପରେ ଆଲୋକର ବିଜୟ କୁହେ ତ ଆଉ କିଏ କହେ ପାପ ଉପରେ ପୁଣ୍ୟର…

poonm-pandye
ପୁନମ ପାଣ୍ଡେ ଓ ତାଙ୍କ ସ୍ୱାମୀଙ୍କୁ ମିଳିଲା ଜାମିନ

ମୁମ୍ବାଇ: ପୁନମ ପାଣ୍ଡେ ଓ ତାଙ୍କ ସ୍ୱାମୀ ସାମ ବମ୍ବେଙ୍କୁ ମିଳିଲା ଜାମିନ। ଅଶ୍ଲୀଳ ଭିଡିଓ ଶୁଟିଂ କରିବା ଅଭିଯୋଗରେ ଗୁରୁବାର ଗୋଆ ପୋଲିସ ଉଭୟଙ୍କୁ ଅଟକ ରଖିଥିଲା। ଚାପୋଲି ଡାମରେ ଅଶ୍ଲୀଳ ଭିଡିଓ ଶୁଟିଂ କରିବା ନେଇ ବୁଧବାର ଦମ୍ପତିଙ୍କ ନାଁରେ ଥାନାରେ ଅଭିଯୋଗ ହେବା ପରେ ଉଭୟଙ୍କୁ ଅଟକ ରଖିଥିଲା ପୋଲିସ। ଗୁରବାର ରାତିରେ ୨୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ପୁନମ ଓ ସାମଙ୍କୁ କାନାକୋନାର ଫାଷ୍ଟକ୍ଲାସ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍ ଜାମିନ ମଞ୍ଜୁର […]

14
ଆଜି ଏଲିମିନେଟର, ବିଜୟୀ ଟିମ୍‌ ଦିଲ୍ଲୀକୁ ଭେଟିବ

ଆବୁ ଧାବି: ଚଳିତ ଆଇପିଏଲରେ ଆଜି ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁହାଁମୁହିଁ ହେଉଛନ୍ତି। ଏହି ଏଲିମିନେଟର ମ୍ୟାଚରେ ଟସ୍ ଜିତି ହାଇଦ୍ରାବାଦ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇବ। ଏହି ମ୍ୟାଚରେ ଜବରଦସ୍ତ ଫର୍ମରେ ଥିବା ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଦ୍ଧିମାନ ସାହାଙ୍କୁ ଆହତ କାରଣରୁ ହାଇଦ୍ରାବାଦ ଟିମ୍‌ରୁ ବାଦ୍ ଦେଇଛି। ତାଙ୍କ ସ୍ଥାନରେ ଶ୍ରୀବତ୍ସ ଗୋସ୍ୱାମୀ ଖେଳିବେ। ସେହିପରି ଆରସିବି ଦଳରେ ମଧ୍ୟ […]

arnab-goswami
ଆସନ୍ତାକାଲି ହେବ ଅର୍ଣ୍ଣବ ଗୋସ୍ୱାମୀଙ୍କ ଜାମିନ ଆବେଦନର ଶୁଣାଣି

ମୁମ୍ୱାଇ: ରିପବ୍ଲିକ୍ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତାକାଲି ହେବ। ବମ୍ବେ ହାଇକୋର୍ଟ ଆଜି ଅନ୍ତରୀଣ ଜାମିନ୍ ଆବେଦନ ଉପରେ ଶୁଣାଣି କରିଥିଲେ। ଆସନ୍ତାକାଲି ମଧ୍ୟ ଏହାର ଶୁଣାଣି ପୁଣିଥରେ ହେବ। ତେଣୁ ଆଜି ଲଗାତର ତୃତୀୟ ରାତି ଜେଲ୍‌ରେ କାଟିବେ ଅର୍ଣ୍ଣବ। ୨୦୧୮ର ଏକ ଆତ୍ମହତ୍ୟା ମାମଲାରେ ଅର୍ଣ୍ଣବଙ୍କୁ ମୁମ୍ବାଇର ଲୋୟର ପରେଲ ସ୍ଥିତ ଘରେ ପଶି ବୁଧବାର ଜୋରଜବରଦସ୍ତ ଗିରଫ କରିଥିଲା ମୁମ୍ବାଇ ପୋଲିସ। ଆତ୍ମହତ୍ୟା ପାଇଁ ଉସୁକାଇବା […]

earthquake-8
ଭୋରୁ ଭୋରୁ ଭୂକମ୍ପର ଝଟ୍‌କା, ଲୋକେ ଆତଙ୍କିତ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ପହଲଗାମ୍ ଅଞ୍ଚଳରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଆଜି ଭୋର ୪ଟା ୨୯ ମିନିଟ୍‌ ସମୟରେ ଏହି ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୪.୧ ରେକର୍ଡ କରାଯାଇଛି।  ଏ ନେଇ National Center for Seismology ପକ୍ଷରୁ ସୂଚନା ଦିଆଯାଇଛି। ହଠାତ୍‌ ଭୂକମ୍ପ ହେବା ଯୋଗୁ ଭୟରେ ଲୋକମାନେ ଘରୁ ବାହାରକୁ ଚାଲି ଆସିଥିଲେ। ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିପାରି ନାହିଁ।

baba ka dhaba owner
‘ବାବା କା ଢାବା’ର ମାଲିକଙ୍କ ଅଭିଯୋଗ ଆଧାରରେ ୟୁଟ୍ୟୁବରଙ୍କ ବିରୋଧରେ ପୋଲିସ୍‌ର ଆକ୍ସନ

ନୂଆଦିଲ୍ଲୀ: ‘ବାବା କା ଢାବା’ର ମାଲିକ କାନ୍ତା ପ୍ରସାଦଙ୍କ ଅଭିଯୋଗ ଆଧାରରେ ଦିଲ୍ଲୀ ପୋଲିସ୍‌ ୟୁଟ୍ୟୁବର ଗୌରବ ବାସନ୍‌ଙ୍କ ବିରୋଧରେ ଶୁକ୍ରବାର ଦିନ ଏକ ମାମଲା ରୁଜୁ କରିଛି। section 420 ଅଧିନରେ ଗୌରବଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଲୋକମାନେ କରିଥିବା ସହାୟତା ଟଙ୍କାକୁ ଗୌରବ ଉଠାଇ ନେବା ଅଭିଯୋଗରେ ଦିଲ୍ଲୀର ମାଲ୍‌ବିୟା ନଗର ପୋଲିସ୍‌ ତାଙ୍କ ବିରୋଧରେ ଏହି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଗୌରବ ତାଙ୍କୁ ଠକିଥିବା ନେଇ ଅକ୍ଟୋବର […]

baiden
ଆମେରିକା ନିର୍ବାଚନ: ହ୍ୱାଇଟ୍‌ ହାଉସ୍‌ରୁ ଗୋଟିଏ ପାଦ ଦୂରରେ ବାଇଡେନ୍‌

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ପଦ ପାଇଁ ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ ଜୋ ବାଇଡେନ ଶୁକ୍ରବାର ମହତ୍ୱପୂର୍ଣ୍ଣ ଆସନ ଜର୍ଜିଆ ଏବଂ ଫିଲିପାଇନ୍ସରେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ଆଗରେ ଅଛନ୍ତି। ଏହା ପରେ ବାଇଡେନ ଏକପ୍ରକାର ବିଜୟର ଦ୍ୱାରଦେଶରେ ପହଞ୍ଚିଯାଇଛନ୍ତି। ବାଇଡେନ ଜର୍ଜିଆରେ ଟ୍ରମ୍ପଙ୍କଠାରୁ ୧,୦୯୬ ଭାଟର ଆଗୁଆ ଅଛନ୍ତି। ସେହିପରି ପେନ୍‌ସିଲଭାନିଆରେ ବାଇଡେନ ଟ୍ରମ୍ପଙ୍କଠାରୁ ୫, ୫୮୭ ଭାଟରେ ଆଗରେ ଅଛନ୍ତି।  ବୁଧବାର ରାତିରେ ଏହି ରାଜ୍ୟରେ ଟ୍ରମ୍ପ ୭୦, ୦୦୦ ଭୋଟରେ ଆଗରେ ଥିଲେ। […]

ipl
IPL 2020: ଟୁର୍ଣ୍ଣାମେଣ୍ଟରୁ ବାହାରିଲା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର

ନୂଆଦିଲ୍ଲୀ: ଆଇପିଏଲ୍‌ରେ କ୍ୱାଲିଫାୟର -୨ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି ହାଇଦ୍ରାବାଦ। ଗତକାଲି ଖେଳାଯାଇଥିବା ମ୍ୟାଚ୍‌ରେ  ବେଙ୍ଗାଲୁରୁକୁ ୬ ଓ୍ୱିକେଟରେ ପରାସ୍ତ କରିଛି ହାଇଦ୍ରାବାଦ । ହାରିବା ପରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲରୁ ବାହାରି ଯାଇଛି। ଚକେନ ଓ୍ୱିଲିମସନଙ୍କ ଦମଦାର ୫୦ ରନ ବଳରେ ହାଇଦ୍ରାବଦ ବିଜୟ ହାସଲ କରିଛି । ପ୍ରଥମେ ଟସ୍ ଜିତି ବାଙ୍ଗାଲରକୁ ବ୍ୟାଟିଂ ପାଇଁ ଆହ୍ୱାନ କରିଥିଲା ହାଇଦ୍ରବାଦ। ନିର୍ଦ୍ଧାରିତ ଓଭରରେ ବାଙ୍ଗାଲୋର ୧୩୧ ରନ କରିଥିଲ॥ ୧୩୨ ରନର […]

atm
ଏଟିଏମରୁ ଟଙ୍କା ଉଠାଇଲା ବେଳେ ଆକାଉଣ୍ଟକୁ ଆସିଲା ୭ କୋଟି ଟଙ୍କା

କଥାରେ ଅଛି ଆଲ୍ଲା ଜବ୍‌ ଦେଗା ତୋ ଛପଡ଼୍‌ ଫାଡକେ ଦେଗା ଓର୍‌ ଲେଗା ତୋ ସବ୍‌ ଲେ ଲେଗା....ଏହି ଲୋକକଥା ଟି ଘରେ ଘରେ ବେଶ୍‌ ପରିଚିତ।

kohli
IPL 2020: ହାରିବା ପରେ ବିରାଟଙ୍କୁ ଟାର୍ଗେଟ କଲେ ଗମ୍ଭୀର, କହିଲେ....

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ଟିମ୍‌ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ଆଇପିଏଲ କପ୍‌ ଜିତିବା ସ୍ୱପ୍ନ ଧଳିସାତ୍‌ ହୋଇଯାଇଛି। ଶୁକ୍ରବାର ଏଲିମିନେଟର ମୁକାବିଲାରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ RCBକୁ ଅତି ସହଜରେ ହରାଇ ଦେଇଛି। ବିରାଟ  ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୧୩୧ ରନ୍‌ କରିପାରିଥିବାବେଳେ ଉତ୍ତରରେ ସନରାଇଜର୍ସ ୬ ଉଇକେଟରେ ଜିତି ଯାଇଛି। RCBର ପରାଜୟ ପରେ ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ବିରାଟଙ୍କ କ୍ୟାପ୍‌ଟେନ୍‌ସିପ ଏବଂ ଟିମ୍‌ ଉପରେ ବଷିଁଛନ୍ତି। ସେ କହିଛନ୍ତି ପ୍ଲେ […]

MODI-AND-DOCTOR
ଡକ୍ଟର୍ସ ଡେ’ରେ ମୋଦିଙ୍କ ସମ୍ବୋଧନ, କହିଲେ ଡାକ୍ତର ଇଶ୍ୱରଙ୍କ ଦ୍ୱିତୀୟ ରୂପ

ନୂଆଦିଲ୍ଲୀ: ଡକ୍ଟର୍ସ ଡେ’ ଅବସରରେ ଡାକ୍ତରଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା କାଳରେ ଡାକ୍ତରଙ୍କ ସେବାକୁ ଯେତେ ପ୍ରଶଂସା କଲେ ବି କମ୍ ବୋଲି କହିବା ସହ ଡାକ୍ତରଙ୍କୁ ଈଶ୍ୱରଙ୍କ ଦ୍ୱିତୀୟ ରୂପ ଭାବେ ତୁଳନା କରିଛନ୍ତି…

flat
୧୪ ମହଲାରୁ ତଳକୁ ଖସି ପଡ଼ିଲା ୪ ବର୍ଷର ଛୁଆ

ଗାଜିଆବାଦ: ୧୪ ମହଲାରୁ ତଳକୁ ଖସି ପଡ଼ିଲା ୪ ବର୍ଷର ଛୁଆ। ଗାଜିଆବାଦ ସିଆନି ଗେଟ୍‌ ଅଞ୍ଚଳର ପୋଶ୍‌ ସୋସାଇଟିରେ ଏହି ଦୁଃଖଦ ଘଟଣା ଘଟିଛି। ଫ୍ଲାଟ୍‌ର ୧୪ ମହଲାରେ ବାପାମା’ଙ୍କ ସହ ରହୁଥିବା ଏହି ଛୁଆଟି ବାଲ୍‌କୋନିର ତଳକୁ ଖସି ପଡ଼ିବା ଯୋଗୁ ତାଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ, ପ୍ରାଇଭେଟ୍‌ କମ୍ପାନୀରେ କାମ କରୁଥିବା ନଭନୀତ କୁମାର ନାମକ ଜଣେ ବ୍ୟକ୍ତି ପରିବାର ସହ କଲୋନୀର ୧୪ ମହଲାରେ ରୁହନ୍ତି। କିଛି କାମରେ […]

1111
ସ୍ୱାମୀଙ୍କ ଦୀର୍ଘଜୀବନ କାମନା କରି କରବାଚୌଥ କଲେ ତିନି ପତ୍ନୀ

ଚିତ୍ରକୁଟ: ସ୍ୱାମୀଙ୍କ ଦୀର୍ଘଜୀବନ ଏବଂ ମଙ୍ଗଳକାମନା କରି ପତ୍ନୀ କରବାଚୌଥ କରିଥାନ୍ତି।  ଉତ୍ତରପ୍ରଦେଶ ଚିତ୍ରକୂଟ ଜିଲ୍ଲାର କ୍ରିଷ୍ଣାଙ୍କ ପାଇଁ କିନ୍ତୁ କରବାଚୌଥ ଥିଲା ନିଆରା। କାରଣ ଜଣେ ନୁହେଁ, ତିନି ତିନି ଜଣେ ପତ୍ନୀ ତାଙ୍କର ଦୀର୍ଘଜୀବନ କାମନା କରି ବ୍ରତ ପାଳନ କରୁଛନ୍ତି। ତିନି ପତ୍ନୀ ଏକାଠି ପୂଜା କରୁଛନ୍ତି। ଏକାଠି ଚାନ୍ଦ ଦେଖିବା ପରେ ବ୍ରତ ଭାଙ୍ଗିଛନ୍ତି। ତେବେ ପ୍ରଶ୍ନ ଉଠେ, ଗୋଟିଏ ଘରେ ତିନି ତିନି ଜଣ ପତ୍ନୀ  ବର୍ଷେ ନୁହେଁ ୨ […]