• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

coco
୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮ ହଜାର କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ସାରା ପୃଥିବୀକୁ ବେକାବୁ କଲାଣି କରୋନା।  ଭାରତରେ ମଧ୍ୟ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବଢିଚାଲିଛି।  କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୁଧବାର ୧୫ ଲକ୍ଷ ଟପି ଥିବାବେଳେ ୩୪ ହଜାର ଲୋକଙ୍କର ମୃତ୍ୟୁ ଘଟିଲାଣି। ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ  ୪୮, ୫୧୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ୭୬୮ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩୪, ୧୯୩କୁ ବୃଦ୍ଧି ପାଇଛି। ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ […]

susantaaa
ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ବାପାଙ୍କ ପରେ ମୁହଁ ଖୋଲିଲେ ଭଉଣୀ ଶ୍ୱେତା

ନୂଆଦଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ୩୪ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି। ତାଙ୍କ ମୃତ୍ୟୁକୁ ନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି। ପ୍ରତ୍ୟେକ ଦିନ କିଛି ନୂଆ କଥା ସାମ୍ନାକୁ ଆସୁଛି। କ୍ରମାଗତ ଭାବରେ ସୁଶାନ୍ତଙ୍କ ପ୍ରଶଂସକମାନେ ସିବିଆଇ ତଦନ୍ତ ଦାବି କରୁଛନ୍ତି। ଏଭଳି ପରିସ୍ଥିତିରେ ସୁଶାନ୍ତଙ୍କ ବାପା କେ.କେ.ସିଂହ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ FIR ଦାଏର କରିଛନ୍ତି। ଖାଲି ସେତିକି ନୁହେଁ, ମୁମ୍ବାଇ ପୋଲିସର ତଦନ୍ତ ପ୍ରତି […]

Rafale
ଭାରତୀୟ ବାୟୁ ସୀମାରେ ଉଡ଼ିଲା ‘ରାଫେଲ୍‌’

ନୂଆଦିଲ୍ଲୀ: ଭାରତୀୟ ବାୟୁ ସୀମାରେ ଉଡ଼ିଲା ଫାଇଟର ଜେଟ୍ ‘ରାଫେଲ୍’। ୟୁଏଇରୁ ଉଡାଣ ଭରି ଭାରତୀୟ ବାୟୁ ସୀମାରେ ଆଜି ଅପରାହ୍ଣରେ ପହଞ୍ଚିଛି ‘ରାଫେଲ୍’। ବାୟୁ ସୀମାରେ ପହଞ୍ଚିବା ପରେ ରାଫେଲକୁ ଯୁଦ୍ଧ ଜାହାଜ ଡେଲ୍‌ଟା-୬୩ ସ୍ୱାଗତ କରିଛି। ସୁରକ୍ଷିତ ଅବତରଣ ପାଇଁ ଶୁଭେଚ୍ଛା ଜଣାଇବା ସହ ଗର୍ବର ସହ ଆକାଶକୁ ଛୁଇଁଯାଅ କହିଲା ଡେଲ୍‌ଟା-୬୩। ଆଉ କିଛି ସମୟ ପରେ ହରିଆଣା ଅମ୍ବାଲା ଏୟାର ବେସ୍‌ରେ ପହଞ୍ଚିବ ୫ଟି ଫାଇଟର ଜେଟ୍ ‘ରାଫେଲ୍’। #ଭାରତୀୟ_ବାୟୁ_ସୀମାରେ_ଉଡ଼ିଲା_ରାଫେଲ୍ ଭାରତ […]

COWIN
୫୦ ଦେଶ କୋ-ୱିନ୍‌ ଆପ୍‌ ବ୍ୟବହାର କରିବାକୁ ଆଗ୍ରହୀ

ନୂଆଦିଲ୍ଲୀ: ଭାରତର କରୋନା ବିରୋଧୀ ଲଢ଼େଇରେ ମୁଖ୍ୟ ଅସ୍ତ୍ର ଟିକା । ଆଉ ଏହି ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନର ମେରୁଦଣ୍ଡ କୋ-ଓ୍ୱିନ୍ ଟିକା । ଉପଲବ୍ଧତା ଯାଞ୍ଚ ହେଉ, ସ୍ଲଟ୍ ବୁକିଂ ଅବା ରେଜିଷ୍ଟ୍ରେନ୍ କିମ୍ବା ଟିକା ନେବା ପରେ…

coronaa
୨୪ ଘଣ୍ଟାରେ ଆଉ ଦୁଇ ମନ୍ତ୍ରୀ କରୋନାରେ ଆକ୍ରାନ୍ତ

ଭୋପାଳ: ମଧ୍ୟପ୍ରଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ପରେ କ୍ୟାବିନେଟର ଆଉ ଜଣେ ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପଛୁଆ ବର୍ଗ ଏବଂ ସଂଖ୍ୟାଲଘୁ କଲ୍ୟାଣ ବିଭାଗର ସାଂସଦ ରାମଖେଲୱାନ୍ ପଟେଲଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ସେହିପରି ଗତକାଲି ରାତିରେ ଜଳ ସମ୍ପଦ ମନ୍ତ୍ରୀ ତୁଲସୀ ସିଲାବତଙ୍କ କରୋନା ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା।  ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ବ୍ୟତୀତ ତାଙ୍କ କ୍ୟାବିନେଟର ତିନିଜଣ ମନ୍ତ୍ରୀ ଏପର୍ଯ୍ୟନ୍ତ […]

osa heli
ଖୁବ୍‌ଶୀଘ୍ର ଆସୁଛି MH-60-R, ବାୟୁ ସେନା ପରେ ଶକ୍ତିଶାଳୀ ହେବ ଭାରତୀୟ ନୌସେନା

ୱାଶିଂଟନ୍‌: ଚୀନ୍‌ ଓ ପାକିସ୍ତାନ ମଧ୍ୟରେ ଦିନକୁ ଦିନ ସମ୍ପର୍କ ବିଗୁଡୁଛି। ଏହି ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ବଢୁଥିବା ବିବାଦକୁ ଦୃଷ୍ଟିରେ ରଖି ଭାରତ ତା’ର ପ୍ରତିରକ୍ଷା ବିଭାଗର ଶକ୍ତି ବଢାଉଛି। ବାୟୁ ସେନାର ଶକ୍ତି ବଢାଇବା ପାଇଁ ଫାଇଟର ଜେଟ ରାଫେଲ ଆସିବା ପରେ ଏବେ ନୌସେନା ଶକ୍ତି ବଢାଇବା ପାଇଁ ଯୋଜନା କରୁଛି ଭାରତ। ଖୁବ୍‌ ଶୀଘ୍ର ଆମେରିକା ଭାରତୀୟ ନୌସେନାକୁ MH-60-Romeo ହେଲିକପ୍ଟର ଯୋଗାଇ ଦେବା ପାଇଁ ଘୋଷଣା କରିଛି। ଦକ୍ଷୀଣ […]

building collapse
ଆଖି ସାମ୍ନାରେ ଭୁଶୁଡ଼ି ପଡ଼ିଲା ଚାରି ମହଲା କୋଠା

ବେଙ୍ଗାଲୁରୁ: ଚାହୁଁ ଚାହୁଁ ଭୁଶୁଡ଼ି ପଡ଼ିଲା ଚାରି ମହଲା କୋଠା। ବେଙ୍ଗାଲୁରୁର ମାଜେଷ୍ଟିକ୍‌ ଅଞ୍ଚଳରେ ମଙ୍ଗଳବାର ରାତି ପ୍ରାୟ ୧୦ଟା ସମୟରେ ଚାରି ମହଲା କୋଠାଟି ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି। ଏକ ମଲଟିପ୍ଲେକ୍ସ ନିର୍ମାଣ ବେଳେ ଏହି ଅଘଟଣ ଘଟିଛି। ଏହି ଚାରି ମହଲା କୋଠାକୁ ହୋଟେଲ ଓ ଲଜ୍ ଭାବେ ବ୍ୟବହାର କରାଯାଉଥିଲା। କିନ୍ତୁ ନିର୍ମାଣ କାମ ଚାଲୁ ରହିଥିବାରୁ ସେହି କୋଠାରେ କେହି ରହୁ ନ ଥିଲେ। ଚାରି ମହଲା କୋଠାର ନିକଟରେ ୮୦ଫୁଟ […]

abinash
କରୋନା ଭାଇରସ୍‌ ସମ୍ପର୍କରେ ଏହିସବୁ କଥା ଜାଣିଛନ୍ତି କି ଆପଣ ?

ଭୁବନେଶ୍ଵର: ଦିନକୁ ଦିନ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ଦେଶରେ ପ୍ରତିଦିନ ହଜାର ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ରାଜ୍ୟରେ ବି କରୋନା ସ୍ଥିତି ଉଦ୍‌ବେଗଜନକ ରହିଛି। ତେବେ ପ୍ରତିଦିନ ଲୋକାଲ୍ କେସ୍‌ ସାମ୍ନାକୁ ଆସୁଥିବା ବେଳେ ସରକାର କିନ୍ତୁ କହୁଛନ୍ତି ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। ଅନ୍ୟପଟେ କରୋନାରୁ ଦେଶକୁ ବଞ୍ଚାଇବା ପାଇଁ ପ୍ଲାଜ୍‌ମା ଥେରାପି ଚିକିତ୍ସା ଚାଲିଛି। ତେବେ କ’ଣ ଏହି ଗୋଷ୍ଠୀ ସଂକ୍ରମଣ ? କିପରି ଏଥିରୁ ଆମେ ବଞ୍ଚିପାରିବା ? […]

chirag
ରାମବିଳାସଙ୍କ ଜୟନ୍ତୀରୁ LJP ନେତା ଚିରାଗ ପାଶୱାନ୍‌ଙ୍କ ଆଶୀର୍ବାଦ ଯାତ୍ରା

ନୂଆଦିଲ୍ଲୀ: ନିଜ ପିତା ତଥା ସ୍ୱର୍ଗତ ରାମବିଳାସ ପାଶୱାନଙ୍କ ଜୟନ୍ତୀରେ LJP ନେତା ଚିରାଗ ପାଶୱାନ୍ ବିହାରରୁ ଆରମ୍ଭ କରିଛନ୍ତି ଆଶୀର୍ବାଦ ଯାତ୍ରା । ଆଜି ଚିରାଗ ପାଶୱାନ୍ ପାଟନା ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଦଳୀୟ କର୍ମୀଙ୍କ ତରଫରୁ ବିପୁଳ…

Untitled-1
ବଦଳିଲା ଶିକ୍ଷାନୀତି; ଅଧାରୁ ପାଠ ଛାଡ଼ିଲେ ବି ମିଳିବ ସାର୍ଟିଫିକେଟ୍

ନୂଆଦିଲ୍ଲୀ: ଦେଶରେ ବଦଳିଲା ଶିକ୍ଷାନୀତି। ବ୍ୟାଙ୍କ ପାସ୍ ବୁକ୍ ଭଳି ଉଚ୍ଚ ଶିକ୍ଷା ପାଇଁ ବି କ୍ରେଡିଟ୍ କୋର୍ସ ବ୍ୟବସ୍ଥା ରହିବ। ୪ ବର୍ଷର ଡିଗ୍ରୀ କୋର୍ସ ପାଇଁ କୋର୍ସ କ୍ରେଡିଟ ବ୍ୟବସ୍ଥା ରଖିବାକୁ କେନ୍ଦ୍ର ଉଚ୍ଚ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ଆଜି ଏନେଇ ଏକ ସାମ୍ବିଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ଉଚ୍ଚ ଶିକ୍ଷା ସଚିବ। ନୂଆ ନୀତି ଅନୁସାରେ, ପ୍ରଥମ ବର୍ଷରୁ ପାଠ ଛାଡ଼ିଲେ ବି ବିଦ୍ୟାର୍ଥୀଙ୍କୁ ସାର୍ଟିଫିକେଟ ମିଳିବ। ଯଦି କୌଣସି […]

inlock
ଆସିଲା ଅନ୍‌ଲକ୍‌-୩ ; ଉଠିଲା ରାତ୍ରୀକାଳୀନ କର୍ଫ୍ୟୁ

ନୂଆଦିଲ୍ଲୀ: ଅଗଷ୍ଟ ୧ ତାରିଖରୁ ଦେଶରେ ଅନ୍‌ଲକ୍‌-୩ ପ୍ରକ୍ରିୟା ଆରମ୍ଭ ହେବ। ଏନେଇ କେନ୍ଦ୍ର ସରକାର ଅନ୍ ଲକ୍-୩ ଗାଇଡଲାଇନ ଜାରି କରିଛନ୍ତି। ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ଗାଇଡଲାଇନ ଜାରି ହୋଇଛି। ଗାଇଡ୍‌ଲାଇନ୍ ଅନୁସାରେ, କଣ୍ଟେନମେଣ୍ଟ ଜୋନରେ ଅଗଷ୍ଟ ୩୧ ଯାଏ ଲକ୍‌ଡାଉନ ଲାଗୁ ହେବ। ତେବେ ରାତ୍ରୀକାଳୀନ କର୍ଫ୍ୟୁ ଉପରୁ କଟକଣା ଉଠାଇଛନ୍ତି କେନ୍ଦ୍ର ସରକାର। ରାତିରେ ସାଧାରଣ ଲୋକଙ୍କ ଯା-ଆସ ଉପରୁ କଟକଣା ଉଠିଛି। ଫଳରେ ରାତିରେ ବି ସାଧାରଣ ଲୋକ ଯା-ଆସ […]

salman
ରାମ ମନ୍ଦିର ପାଇଁ ଭୂମି ପୂଜନ ଉତ୍ସବକୁ ସବୁ ନେତାଙ୍କୁ ଡକାଯିବା ଦରକାର: ସଲମାନ ଖୁର୍ସିଦ୍

ନୂଆଦିଲ୍ଲୀ: ରାମ ମନ୍ଦିର ନିର୍ମାଣ ପାଇଁ ହେବାକୁ ଥିବା ଭୂମି ପୂଜନକୁ ସବୁ ବଡ଼ ବଡ଼ ଦଳର ନେତାଙ୍କୁ ଡକାଯିବା ଦରକାର। ସମସ୍ତେ ଭୂମି ପୂଜନରେ ସାମିଲ୍ ହେବା କଥା ବୋଲି କହିଛନ୍ତି କଂଗ୍ରେସ ନେତା ସଲମାନ ଖୁର୍ସିଦ୍। ଏହାର ଠିକ୍ ପରେ ସଲ୍‌ମାନଙ୍କର ମନ୍ତବ୍ୟରେ ପ୍ରତିକ୍ରିୟା ରଖିଛନ୍ତି AMIM ମୁଖ୍ୟ ଅସଦୁଦ୍ଦିନ ଓୱେସୀ। ସେ ଟ୍ୱିଟ୍ କରି ଲେଖିଛନ୍ତି “ ଏହି ଘଟଣାରେ ପ୍ରକୃତରେ ଯାହାଙ୍କୁ କ୍ରେଡିଟ୍ ଦେବା କଥା ତାଙ୍କୁ କ୍ରେଡିଟ୍ ଦିଆଯାଉ। ତାଲା‌ […]

reha
ଫେରାର୍‌ ହୋଇଗଲେ କି ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ? ଖୋଜିପାଉନି ପୋଲିସ !

ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଫେରାର ହୋଇ ଯାଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ରେହା ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରୁ ଫେରାର୍ ଥିବା କୁହାଯାଉଛି। ରିୟାଙ୍କ ବିରୋଧରେ ସୁଶାନ୍ତଙ୍କ ବାପା କୃଷ୍ଣ କୁମାର ସିଂହ ପଟନା ଥାନାରେ ଏକ ମାମଲା ରୁଜୁ କରିବା ପରେ ପୁଲିସ ରିୟାଙ୍କୁ ଖୋଜିବା ଆରମ୍ଭ କରିଦେଇଛି। ଏନେଇ ମଙ୍ଗଳବାର ବିହାର ପୁଲିସର ଏକ ୪ ଜଣିଆ ଟିମ୍‌ ମୁମ୍ବାଇରେ ଆସି […]

ankita
ବିହାର ପୁଲିସକୁ ଅଙ୍କିତା କହିଲେ, ସୁଶାନ୍ତଙ୍କୁ ନିର୍ଯାତନା ଦେଉଥିଲେ ରିୟା

ମୁମ୍ବାଇ: ରିୟାଙ୍କ ସହିତ ଖୁସି ନଥିଲେ ଅଭିନେତା ସୁଶାନ୍ତ ସିଂହ ରାଜପୁତ। ରିୟା ସବୁବେଳେ ତାଙ୍କୁ ନାନା ହଇରାଣ କରୁଥିଲେ। ତେଣୁ ସୁଶାନ୍ତ ରିୟାଙ୍କ ସହିତ ବ୍ରେକ୍‌ଅପ୍ କରିବାକୁ ଚାହୁଁଥିଲେ। ଆଜି ବିହାର ପୁଲିସ୍‌ର ପ୍ରଶ୍ନରେ ଏପରି ଉତ୍ତର ଦେଇଛନ୍ତି ସୁଶାନ୍ତଙ୍କ ପୂର୍ବତନ ଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ। ଏନେଇ ଅଙ୍କିତା କହିଛନ୍ତି, ସେ ଯେତେବେଳେ ମଣିକର୍ଣ୍ଣିକା ଫିଲ୍ମରେ ଅଭିନୟ କରୁଥିଲେ, ସେତେବେଳେ ସୁଶାନ୍ତ ତାଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ମେସେଜ୍ କରିଥିଲେ। ଏହି ସମୟରେ ଦୁହେଁ ଦୀର୍ଘ […]