• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

11111
ଟ୍ରେନ୍‌ ବିଳମ୍ବର କାରଣ ତଦନ୍ତ କରି ବାର ବର୍ଷ ପାଇଁ ନିଲମ୍ବନ ଦଣ୍ଡ ଭୋଗିଲେ ମାଜିଷ୍ଟ୍ରେଟ

ନୂଆଦିଲ୍ଲୀ: ଏକ ଲୋକାଲ ଟ୍ରେନ୍ ନିୟମିତ ଭାବେ ବିଳମ୍ୱରେ ଚାଲୁଥିବାରୁ ଏହାର କାରଣ ଜାଣିବା ପାଇଁ ନିଜେ ତଦନ୍ତ କରି ଚାକିରିରୁ ନିଲମ୍ୱିତ ହୋଇଥିଲେ ରେଲଓ୍ୱେ ମାଜିଷ୍ଟ୍ରେଟ୍ ମିଣ୍ଟୁ ମଲ୍ଲିକ। ବାର ବର୍ଷ ପରେ ଏବେ କୋଲକାତା ହାଇକୋର୍ଟ ଏହି ନିଲମ୍ୱନ ଆଦେଶ ହଟାଇବା ପରେ ସେ ତାଙ୍କ ଚାକିରି ଫେରି ପାଇଛନ୍ତି। ୫ ମେ, ୨୦୧୭ରେ ପଶ୍ଚିମବଙ୍ଗର ସିଆଲଦା ଷ୍ଟେସନର ମାଜିଷ୍ଟ୍ରେଟ୍ ମିଣ୍ଟୁ ମଲ୍ଲିକ ଲେକ୍ ଗାର୍ଡେନସ ଷ୍ଟେସନରେ ଏକ ଲୋକାଲ ଟ୍ରେନକୁ ଅପେକ୍ଷା କରିଥିଲେ […]

imran-khan-1562565364
ଇମ୍ରାନଙ୍କ ଖର୍ଚ୍ଚକାଟ୍‌ ନୀତି: ହୋଟେଲ୍‌ରେ ନ ରହି ଦୂତାବାସରେ ରହିବେ

ଇସଲାମାବାଦ: ଘୋର ଆର୍ଥିକ ସଙ୍କଟରେ ପଡ଼ିଛି ପାକିସ୍ତାନ। ଏଥିପାଇଁ ଆମେରିକା ଗସ୍ତ ବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ହୋଟେଲ ବଦଳରେ ପାକିସ୍ତାନ ଦୂତାବାସରେ ରହିବେ ବୋଲି ଚିନ୍ତା କରିଛନ୍ତି। ବ୍ୟୟ ବହୁଳ ହୋଟେଲ ପରିବର୍ତ୍ତେ ଇମରାନ୍ ଖାନ୍ ଦୂତାବାସରେ ରହିଲେ ପାକିସ୍ତାନ ସରକାରଙ୍କ ରାଜକୋଷକୁ ବୋଝ ହେବ ନାହିଁ। ତେଣୁ ପାକିସ୍ତାନ ଦୂତବାସ ଅଧିକାରୀ ଅସଦ ମଜିଦ ଖାନଙ୍କ ଘରେ ରହିବେ ବୋଲି ଜଣାପଡ଼ିଛି। ତେବେ ଆମେରିକା ଗୁଇନ୍ଦା ସଂସ୍ଥା ଓ ସହର ପ୍ରଶାସନକୁ ଇମ୍ରାନଙ୍କ […]

pak
କଶ୍ମୀର ବାବଦରେ ଜାତିସଂଘ ରିପୋର୍ଟକୁ ନେଇ ଭାରତ କଡ଼ା ପ୍ରତିକ୍ରିୟା

ନୂଆଦିଲ୍ଲୀ: ଜାତିସଂଘ ମାନବିକ ଅଧିକାର ହାଇକମିଶନ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ନୂଆ ରିପୋର୍ଟକୁ କଡ଼ା ଶବ୍ଦରେ ପ୍ରତିକ୍ରିୟା ରଖିଛି ଭାରତ। ଏଥିରେ କଶ୍ମୀର ବାବଦରେ ଏଭଳି କିଛି ତଥ୍ୟ ରହିଛି ଯେଉଁଥିରେ ଭାରତ ଉତ୍‌କ୍ଷିପ୍ତ ହୋଇଛି। ଭାରତ ସରକାର ଏହି ରିପୋର୍ଟକୁ ମିଛ ଏବଂ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି। ଏହି ରିପୋର୍ଟରେ ଭାରତକୁ କୁହାଯାଇଥିଲା, ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ଭାରତ କଶ୍ମୀରବାସୀଙ୍କ ଆତ୍ମସମ୍ମାନ ଅଧିକାରକୁ ସମ୍ମାନ ଜଣାଉ। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଜାତିସଂଘ ମାନବିକ […]

5jus5i0g_indian-army_625x300_08_December_18
ରଜୌରୀରେ ଗୁଳି ବର୍ଷା, ଦୁଇ ଯବାନ ଆହତ

ରଜୌରୀ: ଗୋଟିଏ ଦିନର ବ୍ୟବଧାନ ପରେ ପୁଣିଥରେ ସୀମା ଲଙ୍ଘିଛି ପଡ଼ୋଶୀ ପାକିସ୍ତାନ। ଭାରତରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି କରିବା ପାଇଁ ଆଜି ସକାଳୁ ପାକିସ୍ତାନ ସେନା ଜମ୍ମୁ-କଶ୍ମୀରର ରଜୌରୀ ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଗୁଳିମାଡ଼ କରିଛି। ପାକିସ୍ତାନ ସେନା କେବଳ ଭାରତୀୟ ସେନା ପୋଷ୍ଟ ନୁହେଁ ବରଂ ସୀମା ନିକଟରେ ଥିବା ଜନବସତିକୁ ଟାର୍ଗେଟ କରି ଗୁଳିମାଡ଼ କରିଛନ୍ତି। ପାକ୍‌ ପକ୍ଷରୁ ମାଡ଼ ହୋଇଥିବା ମୋର୍ଟାର ଓ ଗୁଳି […]

nag
ନାଗ୍‌ ମିସାଇଲ୍‌ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଭାରତୀୟ ସେନାରେ ନାଗ ମିସାଇଲ୍‌କୁ ସାମିଲ କରିବା ପାଇଁ ପ୍ରକ୍ରିୟା ଆଉ ପାଦେ ଆଗେଇଛି। ରବିବାର ରାତିରେ ଡିଆରଡିଓ ପକ୍ଷରୁ ପୋଖରାନ ଫାୟାରିଂ ରେଞ୍ଜରେ ୩ଟି ନାଗ ମିସାଇଲ୍‌ର ସଫଳ ପରୀକ୍ଷଣ କରାଯାଇଛି। ଏହା ସଫଳ ଭାବେ ନିଜର ଟାର୍ଗେଟକୁ ହିଟ୍‌ କରିଥିବା ଡିଆରଡିଓ ପକ୍ଷରୁ କୁହାଯାଇଛି। ଏହା ନାଗ-ଆଣ୍ଟି-ଟ୍ୟାଙ୍କ ମିସାଇଲ ଭାବେ ପରିଚତ। ଏହି ଆଣ୍ଟି ଟ୍ୟାଙ୍କ ମିସାଇଲଟି ଉଭୟ ଦିନ ଓ ଘନ ଅନ୍ଧକାରରେ ମଧ୍ୟ ଶତ୍ରୁ ପକ୍ଷର ଟ୍ୟାଙ୍କକୁ ଧ୍ୱଂସ କରିଦେବାର […]

ratha-1
୧୮୭୯ ରଥଯାତ୍ରା: ୪ କଳାପିଠିଆଙ୍କ ଉପରେ ଚଢ଼ିଗଲା ରଥ ଚକ

୧୮୭୯ ଜୁନ୍‌ ୨୧ ତାରିଖ ଶନିବାର ଦିନ ଶ୍ରୀଗୁଣ୍ଡିଚା ପଡ଼ିଥିଲା। ଏବର୍ଷର ଯାତ୍ରା ସ୍ମରଣୀୟ କାହିଁକି ନା ପ୍ରଥମଥର ପାଇଁ ସକାଳ ୧୧ଟ ସୁଦ୍ଧା ପହଣ୍ଡି ସରି ରଥଟଣା ଆରମ୍ଭ ହୋଇଥିଲା। ବଳଭଦ୍ରଙ୍କ ରଥ ସେହିଦିନ ଗୁଣ୍ଡିଚା ଘରେ ପହଞ୍ଚିଗଲା। ବାଟରେ ମାଉସୀମା’ ମନ୍ଦିରରେ ଯେଉଁ ବିରତି ହୁଏ, ସେଥିପାଇଁ ସମୟ ଦିଆଯାଇ ନଥିଲା। ତା’ ପରଦିନ ସକାଳ ଛଅଟାରୁ  ସୁଭଦ୍ରାଙ୍କ ରଥ ଟଣା ହେଲା। ସେ ମଧ୍ୟ ବିନା କୌଣସି ବିରତିରେ ୧୦ ଟା ବେଳକୁ […]

Kumaraswam
କର୍ଣ୍ଣାଟକ ରାଜନୀତି: ଇସ୍ତଫା ଦେଲେ ସମସ୍ତ କଂଗ୍ରେସ ମନ୍ତ୍ରୀ

ବେଙ୍ଗାଲୁରୁ: ୧୩ ମାସର ସରକାରରୁ ୧୩ ଜଣ ବିଧାୟକଙ୍କ ଇସ୍ତଫା ଦେବା ପରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ବଞ୍ଚାଇବା ପାଇଁ ୨୨ ଜଣ କଂଗ୍ରେସ ମନ୍ତ୍ରୀ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ସେମାନେ ଦଳର କର୍ଣ୍ଣାଟକ ମୁଖ୍ୟ ଦିନେଶ ଗୁଣ୍ଡୁ ରାଓଙ୍କୁ ଇସ୍ତଫା ପତ୍ର ଦେଇଥିବା ଚର୍ଚ୍ଚା ହେଉଛି। ସେମାନେ କର୍ଣ୍ଣାଟକ ଉପ ମୁଖ୍ୟମନ୍ତ୍ରୀ ଜି ପରେମଶ୍ୱରଙ୍କୁ ଭେଟିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ କର୍ଣ୍ଣାଟକରେ ଲାଗିରହିଥିବା ରାଜନୀତିକ ସଙ୍କଟ ଏକ ଜଟିଳ ସ୍ତରରେ ପହଞ୍ଚିସାରିଛି। […]

5555555555555
ଆଜି ସୌରଭଙ୍କ ଜନ୍ମଦିନ, ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଖାସ୍‌ କଥା..

କୋଲକାତା: ପ୍ରିନ୍ସ ଅଫ କୋଲକାତା … ରୟାଲ ବେଙ୍ଗଲ ଟାଇଗରଙ୍କର ଆଜି ଜନ୍ମଦିନ। ଆଜି ସେ ପାଳିଛନ୍ତି ତାଙ୍କର ୪୭ ତମ ଜନ୍ମଦିନ।  ହଁ, ଆମେ କହୁଛୁ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ କ୍ୟାପ୍‌ଟେନ ସୌରଭ ଗାଙ୍ଗୁଲିଙ୍କ କଥା। ସୌରଭ ଗାଙ୍ଗୁଲିଙ୍କ କ୍ୟାପ୍ଟେନସିପ୍‌ ତଥା ତାଙ୍କର ବ୍ୟାଟିଂ ଷ୍ଟାଇଲ୍‌ ଆଜି ବି କ୍ରିକେଟପ୍ରେମୀଙ୍କ ସ୍ମୃତିରେ ରହିଛି। ଭାରତୀୟ କ୍ରିକେଟକୁ ଏନ ନୂଆ ପରିଚୟ ଦେବାରେ ଗାଙ୍ଗୁଲିଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ଗାଙ୍ଗୁଲି ୧୯୯୬ରେ ଲର୍ଡସର ଐତିହାସିକ ମୈଦାନରେ ଶାନ୍‌ଦାର […]

33333
କ୍ରିକେଟର ବେଶରେ ଗଣେଶ..ପୂଜା କଲେ ଫ୍ୟାନ୍ସ

ଚେନ୍ନାଇ: ଭାରତ ବିଶ୍ୱକପ୍‌ ଜିତିବ। ଏଇ ସ୍ୱପ୍ନ ସବୁ ଭାରତୀୟ କ୍ରିକେଟ ପ୍ରେମୀଙ୍କ ଆଖିରେ।  ସେଥିପାଇଁ ଫ୍ୟାନ୍ସମାନେ ପୂଜାର୍ଚ୍ଚନା ଆରମ୍ଭ କରି ଦେଲେଣି। ଚେନ୍ନାଇର ଜଣେ କ୍ରିକେଟ ପ୍ରେମୀ, ଯିଏକି ଭାରତ ବିଶ୍ୱକପ୍‌ ଜିତୁ ଏଥିପାଇଁ ସେ ଆରମ୍ଭ କରିଛନ୍ତି ଭିନ୍ନ ପ୍ରକାର ପୂଜା। ସେ ପ୍ରଭୁ ଗଣେଶଙ୍କୁ ଭିନ୍ନ ବେଶରେ ତିଆରି କରିଛନ୍ତି। ଠିକ୍‌ କ୍ରିକେଟର ଷ୍ଟାଇଲ୍‌ରେ। ରାମକ୍ରିଷ୍ଣନ ନାମକ  ଏଇ ବ୍ୟକ୍ତି ଜଣକ ପ୍ରାୟ ୧୦ରୁ ଅଧିକ ଭିନ୍ନଭିନ୍ନ ଗଣେଶ ତିଆରି କରିଛନ୍ତି। କେଉଁ […]

222222
ସାର୍ବଜନୀନ ହେଲା ଚନ୍ଦ୍ରାୟାନ୍-୨ ଫଟୋ

ବେଙ୍ଗାଲୁର:ସର୍ବଜନୀନ ହୋଇଛି ଚନ୍ଦ୍ରାୟାନ୍-୨ର ଫଟୋ। ଇସ୍ରୋ ପକ୍ଷରୁ ଏହି ଫଟୋ ଜାରି କରାଯାଇଛି । ଆସନ୍ତା ୧୫ ତାରିଖରେ ଚନ୍ଦ୍ରାୟାନ୍ ୨ର ଉତ୍‌କ୍ଷେପଣ ହେବ। ତା ପୂର୍ବରୁ ଇସ୍ରୋ ଏହି ଫଟୋ ଜାରି କରିଛି। ବୈଜ୍ଞାନିକଙ୍କ ଦ୍ୱାରା ସାଟେଲାଇଟକୁ ଶେଷ ସ୍ପର୍ଶ ଦିଆଯାଉଥିବା ଏହି ଫଟୋରେ ଦେଖିବାକୁ ମିଳିଛି। ଆସନ୍ତା ୧୫ ତାରିଖରେ ଜିଏସ୍ଏଲ୍‌ଭି ମାର୍କ ୩ ରକେଟ୍‌ ଦ୍ୱାରା ଏହାକୁ ଉତ୍‌କ୍ଷେପଣ କରାଯିବ।  ଇସ୍ରୋର ଆକଳନ ଅନୁସାରେ ଏହା ସେପ୍ଟେମ୍ବର ୬ ତାରିଖରେ ଚନ୍ଦ୍ରରେ ଅବତରଣ […]

match
ଦଳକୁ ବିପର୍ଯ୍ୟୟରୁ ରକ୍ଷା କଲେ ମାଥ୍ୟୁସ ଓ ଥିରୁମାନି

ଲିଡ୍ସ: ଭାରତ ବିପକ୍ଷରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଶ୍ରୀଲଙ୍କା ବ୍ୟାଟିଂ ବିର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ଏକାଦା ୫୫ ରନ୍‌ରେ ୪ ୱିକେଟ୍‌ ହରାଇଥିଲା। ତେବେ ଦଳର ଦୁଇ ଅଭିଜ୍ଞ ଖେଳାଳି ଆଞ୍ଜେଲୋ ମାଥ୍ୟୁସ ଓ ଲାହିରୁ ଥରୁମାନି ଦଳକୁ ସମ୍ଭାଳିଛନ୍ତି। ଉଭୟ ବେଶ ସକାରାତ୍ମକ ଢଙ୍ଗରେ ଭାରତୀୟ ବୋଲରଙ୍କୁ ମୁକାବିଲା ସହ ଦଳୀୟ ସ୍କୋରକୁ ଆଗକୁ ନେଇଛନ୍ତି। ୩୦ ଓଭର ଶେଷ ସୁଦ୍ଧା ଶ୍ରୀଲଙ୍କା ୪ ୱିକେଟ୍‌ ହରାଇ ୧୨୭ ରନ୍‌ କରିଛି। […]

hi-res-a80c55a99afed4b4b042e5ede2ee89ca_crop_north
ଧୋନି କହିଲେ, ମୁଁ ଜାଣିନି କେବେ ଅବସର ନେବି..

ନୂଆଦିଲ୍ଲୀ: ଚଳିତ ବିଶ୍ୱକପ୍‌ରେ ଧିମା ବ୍ୟାଟିଂ ପାଇଁ ସମାଲୋଚନାର ଶିକାର ହେଉଥିବା ମହେନ୍ଦ୍ର ସିଂହ ଧୋନିଙ୍କ ଅବସର ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିବାର ନାଁ ଧରୁନାହିଁ। ବରଂ ଦିନକୁ ଦିନ ଏହା ବଢ଼ି ଚାଲିଥିବାରୁ ଏ ସମ୍ପର୍କରେ ପ୍ରଥମଥର ପାଇଁ ଧୋନି ମୁହଁ ଖୋଲିଛନ୍ତି। ଆଜି ବିଶ୍ୱକପ୍‌ରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ଖେଳୁଥିବା ଧୋନି ଏକ ଭାବପ୍ରବଣ ମନ୍ତବ୍ୟ ଦେଇଛନ୍ତି। ଏବିପି ନ୍ୟୁଜ୍‌ର କ୍ରିକେଟ୍‌ ୱେବସାଇଟ୍‌ ‘ୱାହ କ୍ରିକେଟ୍‌.କମ୍‌’ରେ ଏସମ୍ପର୍କିତ ଖବର ପ୍ରକାଶ ପାଇଛି। ଧୋନି […]

222222222222
‘୮୩’ରେ ଏମିତି ଦିଶୁଛନ୍ତି କପିଲ୍‌...

ମୁମ୍ବାଇ: ବଲିଉଡ୍‌ର ଆଗଧାଡ଼ିର ନାୟକ ରଣବୀର ସିଂହଙ୍କର ଆଜି ହେଉଛି ୩୪ତମ ଜନ୍ମ ଦିନ। ଏହି ଅବସରରେ ସେ ସୋଶାଲ୍‌ ମିଡିଆରେ ତାଙ୍କର ଅପ୍‌କମିଂ ଫିଲ୍ମ ‘83’ରେ ନିଜର ଫାଷ୍ଟ୍‌ ଲୁକ୍‌ ଶେଆର କରିଛନ୍ତି। ଏହି ଫଟୋରେ ତାଙ୍କୁ କପିଲ ଦେବଙ୍କ ଗେଟ୍‌ଅପ୍‌ରେ ଦେଖି ଫ୍ୟାନ୍‌ମାନେ ବେଶ୍ ଉତ୍ସାହିତ ହୋଇପଡ଼ିଛନ୍ତି। ଏହି ଫଟୋରେ ତାଙ୍କ ଆଖିରେ ବି କପିଲଙ୍କ ଭଳି ହିଁ ଜୋସ୍‌ ଦେଖିବାକୁ ମିଳିଛି। ଏହି ଫିଲ୍ମରେ ସେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ କପିଲ […]

pjimage-2-1562322689
ଡିମ୍ପଲଙ୍କ ଦୁଃସାହସ ! ନିର୍ଦ୍ଦେଶକ ହୋମିଙ୍କ କାନ୍ଧ ଉପରେ ଗୋଡ଼ ରଖିଲେ ....

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିରେ କାମ ପାଇବାକୁ ନିର୍ଦ୍ଦେଶକଙ୍କ ନିକଟରେ ଯୁବକ,ଯୁବତୀଙ୍କ ଲମ୍ବା ଲାଇନ୍‌ ଲାଗେ। ଅଭିନେତା ଓ ଅଭିନେତ୍ରୀମାନେ ବି ନିର୍ଦ୍ଦେଶକମାନଙ୍କୁ ଭାରି ଖାତିର କରନ୍ତି। ହେଲେ ଏବେ ଏକ ଫଟୋ ଭାଇରାଲ୍‌ ହୋଇଛି, ଯେଉଁଥିରେ ଅଭିନେତ୍ରୀ ଡିମ୍ପଲ କପାଡ଼ିଆ ନିର୍ଦ୍ଦେଶକ ହୋମି ଅଦଜାନିଆଙ୍କ କାନ୍ଧରେ ଗୋଡ଼ ରଖିଛନ୍ତି। ଆଉ ଏହି ଫଟୋକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଇରଫାନ ଖାନଙ୍କ ହିଟ୍‌ ଫିଲ୍ମ ‘ହିନ୍ଦୀ ମିଡିୟମ୍‌’ର ସିକ୍ୱେଲ ‘ ଅଂଗ୍ରେଜୀ ମିଡିୟମ୍‌’ର ଶୁଟିଂ ଆରମ୍ଭ […]

1111111111
ପୁଣି ରବୀନା ଟଣ୍ଡନ ହେଲେ ‘ସେହର କୀ ଲଡକୀ’...

ମୁମ୍ବାଇ:ସୋନାକ୍ଷୀ ସିହ୍ନାଙ୍କ ଫିଲ୍ମ ‘ଖାନ୍‌ଦାନୀ ଶଫାଖାନା’ ଖୁବ୍ ଶୀଘ୍ର ବଡ ପରଦାକୁ ଆସୁଛି । ଏହାର ଆଉ ଏକ ଗୀତ ସେହର କୀ ଲଡ଼କୀ…ରିଲିଜ ହୋଇଗଲାଣି। ଏହି ଗୀତ ୧୯୯୬ର ଫିଲ୍ମ ରକ୍ଷକର ସୁପରହିଟ୍‌ ଗୀତର ରିମେକ୍..। ବଲିଉଡ଼୍‌ର ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନାଙ୍କ ଫିଲ୍ମ ଖାନଦାନୀ ଶଫାଖାନା ବକ୍ସ ଅଫିସ୍‌ରେ ଧମାକା ରଚିବାକୁ ଯାଉଛି। କିଛି ଦିନ ତଳେ ଏହାର ଟ୍ରେଲର ରିଲିଜ୍‌ ହୋଇଥିଲା। ଟ୍ରେଲରକୁ ଫ୍ୟାନ୍ସ ବି ଖୁବ୍ ପସନ୍ଦ କରିଥିଲେ। କମେଡିରେ ଭରପୂର […]

hhhhhhhhhhhhh
ଠକେଇ ମାମଲାରେ ଫଶିଲେ ଅଭିନେତା ହ୍ରିତିକ ରୋଶନ

ହାଇଦ୍ରାବାଦ୍‌: ବଲିଉଡ୍‌ ଅଭିନେତା ହ୍ରିତିକ ରୋଶନଙ୍କ ନାଁରେ ହାଇଦ୍ରାବାଦ୍‌ ପୁଲିସ୍‌ ଏକ ଠକେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କଲ୍ଟ.ଫିଟ୍‌ର ବ୍ରାଣ୍ଡ ଆମ୍ବାସାଡାର ଥିବା ହ୍ରିତିକ ଓ କମ୍ପାନୀର ୩ ଜଣଙ୍କ ବିରୋଧରେ ଜଣେ ଜିମ୍ ବ୍ୟବହାରକାରୀ ଅଭିଯୋଗ କରିଛନ୍ତି। ଆଇ ଶଶିକାନ୍ତ ନାମକ ଏହି ଅଭିଯୋଗକାରୀ କହିଛନ୍ତି ଯେ କମ୍ପାନୀ ଯେତିକି ଲୋକଙ୍କୁ ଟ୍ରେନିଂ ଦେଇ ପାରିବ, ତା’ଠାରୁ ଅଧିକ ଲୋକଙ୍କୁ ପଞ୍ଜୀକରଣ କରୁଛି। ଏପରି କି ପଞ୍ଜୀକରଣ ବେଳେ ସ୍ଲଟ ଦେବାକୁ […]

800363-swami-use
ଆଗଧାଡ଼ିରେ ମହିଳାଙ୍କୁ ଦେଖି ଭାଷଣ ନ ଦେଇ ଚାଲିଗଲେ ଧର୍ମଗୁରୁ

ଜୟପୁର: ରାଜସ୍ଥାନର ଜୟପୁର ସ୍ଥିତ ବିର୍ଲା ଅଡିଟୋରିୟମରେ ଧର୍ମଗୁରୁ ସ୍ୱାମୀ ଜ୍ଞାନବତ୍ସଲଙ୍କ ଅଭାବନୀୟ କାଣ୍ଡ ସାମ୍ନାକୁ ଆସିଛି। ସେ ଏଠାକୁ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବାକୁ ଆସିଥିଲେ। ଏଥିପାଇଁ ପୂରା ଅଡିଟୋରିୟମରେ ଦର୍ଶକ ଉପସ୍ଥିତ ଥିଲେ। ହେଲେ ମହିଳାମାନେ ଦର୍ଶକ ଗ୍ୟାଲେରିର ପ୍ରଥମ ଧାଡ଼ିରେ ବସିଥିବାରୁ ଏଥିରେ ରାଗି ଯାଇ ସ୍ୱାମୀ ଜ୍ଞାବତ୍ସଲ କାର୍ଯ୍ୟକ୍ରମ ଛାଡ଼ି ଚାଲିଯାଇଥିଲେ। ସର୍ବଭାରତୀୟ ମେଡିକାଲ ଆସୋସିଏସନ୍‌ ଓ ରାଜସ୍ଥାନ ଇନ୍‌ ସର୍ଭିସ ଡକ୍ଟର ଆସୋସିଏନ୍‌ ପକ୍ଷରୁ ରାଜ-ମେଡିକନ୍‌-୨୦୧୯ ନାମକ ଏକ କାର୍ଯ୍ୟକ୍ରମର […]

ratha
୧୮୭୩: ଗଜପତିଙ୍କୁ ତଣ୍ଡ

ଇଂରେଜ ସମୟରେ ଶ୍ରୀମନ୍ଦିର ପରିଚାଳନା ସୁରୁଖୁରରେ ହୋଇ ପାରୁଥିଲା। ସେମାନେ ପୁରୀ ମନ୍ଦିର ସହ ଜଡ଼ିତ ଧର୍ମୀୟ ଭାବନାକୁ ନେଇ କୌଣସି ଖେଳ ଖେଳିବା ପାଇଁ ଚାହିଁ ନଥିଲେ। ଏହି କ୍ରମରେ ଗଜପତି ମହାରାଜାଙ୍କ ରାଜସତ୍ତ୍ୱ ଲୋପ କରାଯାଇଥିଲେ ମଧ୍ୟ ତାଙ୍କୁ ଶ୍ରୀମନ୍ଦିର ଦାୟିତ୍ୱରେ ରଖାଯାଇ ସୁପରିଣ୍ଟେଣ୍ଡେଣ୍ଟ କ୍ଷମତା ଦିଆଯାଇଥିଲା। ଏ କ୍ଷମତା କିନ୍ତୁ ନିରଙ୍କୁଶ ନଥିଲା। ଆବଶ୍ୟକସ୍ଥଳରେ ତାଙ୍କ ଉପରେ ଜରିମାନା ଲଗା ଯାଉଥିଲା। ଏପରିକି ଶ୍ରୀମନ୍ଦିର ରୀତିନୀତି ପରିଚାଳନାରେ ଭୁଲ୍ ହେଲେ ତାଙ୍କୁ ଦଣ୍ଡ […]

daud
ଆମେରିକା ଦେଲା ତଥ୍ୟ: ଦାଉଦ୍‌ କରାଚିରେ ଆରାମ୍ କରୁଛି

ଲଣ୍ଡନ: ଭାରତର ମୋଷ୍ଟ ୱାଣ୍ଟେଡ୍‌ ତଥା ଡି-କମ୍ପାନୀର ମୁଖ୍ୟ ଦାଉଦ୍‌ ଇବ୍ରାହିମ୍‌କୁ ନେଇ ପାକିସ୍ତାନ ଯେଉଁ ମିଛ କହୁଥିଲା, ଆମେରିକା ତା’ର ପର୍ଦ୍ଦାଫାସ କରିଛି। ଦାଉଦ୍‌ ଭାରତରୁ ଫେରାର ହେବା ପରେ ପାକିସ୍ତାନରେ ହିଁ ରହିଛି ବୋଲି ଆମେରିକା ସରକାରଙ୍କ ପକ୍ଷରୁ ଲଣ୍ଡନର ଏକ କୋର୍ଟଙ୍କୁ ଅବଗତ କରାଯାଇଛି। ପାକିସ୍ତାନର କରାଚିରେ ସେ ବେଶ ଆରାମରେ ରହିଛି ବୋଲି ଆମେରିକା ସରକାର ଜାଣିବାକୁ ପାଇଛନ୍ତି। ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍‌ କୋର୍ଟରେ ଦାଉଦ୍‌ର ସହଯୋଗୀ ଜାବିର ମୋତିୱାଲାର ପ୍ରତ୍ୟର୍ପଣ ମାମଲାର […]

D-fUbHaXoAIW2mE
ଆହତ ଫ୍ୟାନ୍‌ଙ୍କୁ ଅଟୋଗ୍ରାଫ ଥିବା ଟୋପି ଉପହାର ଦେଇ ମନ ଜିଣିଲେ ରୋହିତ୍‌

ନୂଆଦିଲ୍ଲୀ: ବାଂଲାଦେଶ ୨୮ ରନରେ ଭାରତ ନିକଟରୁ ପରାସ୍ତ ହୋଇଛି। ଏହି ପରାଜୟ ସହ ବାଂଲାଦେଶର ସେମିଫାଇନାଲ୍ ଆଶା ଧୂଳିସାତ୍ ହୋଇଛି। ଅନ୍ୟପକ୍ଷରେ ଭାରତ ୧୩ ପଏଣ୍ଟ ସହ ସେମିଫାଇନାଲରେ ପ୍ରବେଶ କରିଛି। ଗତକାଲିର ବାଂଲାଦେଶ-ଭାରତ ମ୍ୟାଚ୍‌କୁ ମନଭରି ଉପଭୋଗ କରିଥିଲେ କ୍ରିକେଟ ପ୍ରେମୀ। ମ୍ୟାଚ୍‌ରେ ବେଶି ରୋଚକ ଥିଲା ରୋହିତ ଶର୍ମାଙ୍କ ଶତକ। ୯୨ ବଲରେ ୫ଟି ଛକା ସହ ୧୦୪ ରନ କରି ରୋହିତ ରେକର୍ଡ କରିଥିଲେ। ହେଲେ ଛକା ମାରିବା ବେଳେ ଗୋଟଏ ବଲ୍ […]

in-1
୧୦୦ ଟପିଲା ଟିମ୍ ଇଣ୍ଡିଆ ସ୍କୋର

ବର୍ମିଂହାମ୍: ଟିମ୍ ଇଣ୍ଡିଆର ଦୁଇ ଓପ୍ନର୍ ରୋହିତ୍ ଶର୍ମା ଓ ଲୋକେଶ ରାହୁଲ୍ ଦମଦାର ବ୍ୟାଟିଂ କରି ବାଂଲାଦେଶ ବିପକ୍ଷରେ ଅର୍ଦ୍ଧଶତକ ମାରିଛନ୍ତି । ଚଳିତ ବିଶ୍ୱକପରେ ଉଭୟ ରାହୁଲ ଓ ରୋହିତଙ୍କ ଏହା ଦ୍ୱିତୀୟ ଅର୍ଦ୍ଧଶତକ । ରୋହିତ୍ ୪୫ ବଲରେ ଏବଂ ରାହୁଲ୍ ୫୭ ବଲରେ ଅର୍ଦ୍ଧଶତକ ପୂରଣ କରିଛନ୍ତି । ଦୁହିଁଙ୍କ ଦମଦାର ବ୍ୟାଟିଂ ବଳରେ ଭାରତର ସ୍କୋର ୧୭.୨ ଓଭରରେ ୧୦୦ ଅତିକ୍ରମ କରିଛି । ରିପୋର୍ଟ ଲେଖା ହେଲା ବେଳକୁ […]

manorama
ମୃତ୍ୟୁର ଯନ୍ତା ଭିତରେ ଜଗନ୍ନାଥ ..ଜଗନ୍ନାଥ… ଡାକୁଥିଲି , ଆଉ ଶେଷରେ…

ଲୀଳାମୟଙ୍କ ପ୍ରତିଟି ଭକ୍ତିର ମୂଳମନ୍ତ୍ର ହେଉଛି ନିରୋଳା, ଅନାବିଳ, ହୃଦୟଭର୍ତ୍ତି ବିଶ୍ୱାସ। ସେଇ ବିଶ୍ୱାସରେ ଥିବ ଶବରୀର ଶ୍ରଦ୍ଧା, ଦ୍ରୌପଦୀଙ୍କ ନାଚାର ନିର୍ଭରଶୀଳତା, ଧ୍ରୁବଙ୍କ ନିଷ୍ଠା, ପ୍ରହ୍ଲାଦଙ୍କ  ଅତୁଟ ବିଶ୍ୱାସ। ତା ସହ ଥିବ ନିଜକୁ ସମ୍ପୂର୍ଣ୍ଣ ଅର୍ପି ଦେବାର ଓ ନୁଆଁଇ ଦେବାର ବିନମ୍ର ବିହ୍ୱଳତା। ଏକ ବ୍ରାହ୍ମଣ ପରିବାରରେ ଜନ୍ମି ମୁଁ ଆବାଲ୍ୟରୁ ଏହା ହିଁ ଶିଖି ଆସିଛି। ମୋ ସୁଖ, ଶାନ୍ତିର ଶ୍ରେୟ ସବୁବେଳେ ସେଇ ଜଗନ୍ନାଥଙ୍କୁ ଦେଇ ଆସିଛି। ମନରେ କୌଣସି […]

ratha3
୧୮୭୩: ପୂଜାପଣ୍ଡାଙ୍କ କ୍ରୋଧ

ଭୁବନେଶ୍ୱର (ହରିହର ପଣ୍ଡା): ରଥଯାତ୍ରା ସମୟରେ ସେବାୟତଙ୍କ ଭିତରେ ଖିଟପିଟ ଲାଗିବା କିଛି ନୂଆ କଥା ନୁହେଁ। ଦଇତାମାନେ ଅନେକ ସମୟରେ ପ୍ରଶାସନ ଆଗରେ ନିଜ ଦାବି ପୂରଣ ପାଇଁ ଜିଦ୍‌ କରନ୍ତି। ଆଉ ଯେତେବେଳେ କାହାର ସ୍ୱାର୍ଥରେ ଆଞ୍ଚ ଆସେ, ସେତେବେଳେ ନିୟମିତ ସେବକମାନଙ୍କ ଭିତରେ ମଧ୍ୟ ଗଣ୍ଡଗୋଳ ଲାଗେ; ହାନୀ ହୋଇଥାଏ। ୧୮୭୩ ରଥଯାତ୍ରାରେ ସେମିତି କିଛି ଘଟଣା ଘଟିଥିଲା; ଯାହାକୁ ଆଜି ପଢ଼ିଲେ ମନରେ କୌତୁହଳ ସୃଷ୍ଟି ହୁଏ। ସେଦିନ ଭୋଗ ବୁହାରେ […]

KOHLI-MEET-FINCH
ଟସ୍ ପଡ଼ିବା ପୂର୍ବରୁ ଦୁଇ ଦଳର ଅଧିନାୟକ ପରସ୍ପରକୁ ଭେଟନ୍ତି କାହିଁକି ?

ଭୁବନେଶ୍ୱର :  ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ପ୍ରତି ମ୍ୟାଚରେ ଟସ୍ ପଡ଼ିବାର ଠିକ୍ ୭ ମିନିଟ୍ ପୂର୍ବରୁ ପ୍ରତିପକ୍ଷ ଟିମର ଅଧିନାୟକଙ୍କୁ ଭେଟିଥାନ୍ତି। ଏହା ପଛରେ ଏକ ବଡ଼ କାରଣ ରହିଛି। ଏହା କୌଣସି ଅନ୍ଧବିଶ୍ୱାସ କି ତୁଟକା ନୁହେଁ। ବରଂ ଏହା କ୍ରିକେଟର ଏକ ନିୟମ। ଏହି ଭେଟଘାଟ ବେଳେ ସବୁ ଦଳର ଅଧିନାୟକ ପ୍ରତିପକ୍ଷ ଟିମର ଅଧିନାୟକଙ୍କୁ ଭେଟିଥାନ୍ତି। ଏହି ସମୟରେ ଉଭୟ ଦଳ ନିଜ ନିଜର ଖେଳାଳି ତାଲିକା ପରସ୍ପରଙ୍କୁ […]

virat-kohli
ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଭାରତ

ଏଜବାଷ୍ଟନ, ଲଣ୍ଡନ: ଗତ ମ୍ୟାଚରେ ଆୟୋଜକ ଦଳ ଇଂଲଣ୍ଡ ପାଖରୁ ଭାରତ ହାରିବା ପରେ ଆଜି ଏଜବାଷ୍ଟନରେ ବାଂଲାଦେଶକୁ ଭେଟିବାକୁ ଯାଉଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ବର୍ମିଂହାମ ଭଳି ଏଜବାଷ୍ଟନ ପିଚ୍ ଧିମା ରହିବ ବୋଲି ଜଣାପଡ଼ିଛି। ଅର୍ଥାତ୍ ଦ୍ୱିତୀୟରେ ବ୍ୟାଟିଂ କରିବାକୁ ଥିବା ଦଳ ବାଂଲାଦେଶ ପାଇଁ କଷ୍ଟକର ହେବ। ବାଂଲାଦେଶ ପାଞ୍ଚ ଖେଳାଳି ସାକିବ ଅଲ ହସନ, ତମିମ୍ ଇକବାଲ୍, ମୁଶଫିକୁର ରହିମ୍, ମହମ୍ମୁଦଲ୍ଲାହ ଓ ମୁସ୍ତାଫିଜୁର ରହମାନଙ୍କୁ […]