ନୂଆଦିଲ୍ଲୀ: ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଛି ୟେସ୍ ବ୍ୟାଙ୍କ। ସ୍ଥିତି ଏପରି ହୋଇଛି ଯେ, ରିଜର୍ଭ ବ୍ୟାଙ୍କ ପକ୍ଷରୁ ୟେସ ବ୍ୟାଙ୍କର ବୋର୍ଡ ଅଫ୍ ଡିରେକ୍ଟରମାନଙ୍କ କ୍ଷମତା ସଙ୍କୁଚିତ କରାଯାଇ ନିଜ ହାତକୁ କ୍ଷମତା ନେଇଛି। ୟେସ୍ ବ୍ୟାଙ୍କର ବୋର୍ଡ ଅଫ୍ ଡାଇରେକ୍ଟର୍ସଙ୍କୁ ୩୦ ଦିନ ପାଇଁ ନିଲମ୍ବିତ କରାଯାଇଛି। ତାଙ୍କ ବଦଳରେ ଆଡମିନଷ୍ଟ୍ରେଟର ନିଯୁକ୍ତ କରାଯାଇଛି। ଏସବିଆଇର ପୂର୍ବତନ DMD ଓ CFO ପ୍ରଶାନ୍ତ କୁମାର ଆଡମିନଷ୍ଟ୍ରେଟର ଭାବେ ନିଯୁକ୍ତ କରାଯାଇଛି। ଏଥିସହ […]
ମୁମ୍ବାଇ: ବଲିଉଡର ଶାହାରୁଖ ଖାନ୍ ଓ ଗୌରୀ ଖାନ୍ ଯୋଡ଼ିଙ୍କୁ ଆଇଡିଅଲ୍ କପଲ ବୋଲି ସମସ୍ତେ କହିଥାନ୍ତି। କାରଣ ସର୍ମ୍ପକକୁ ସୁଦୃଢ଼ କରିବା ପାଇଁ ପ୍ରତ୍ୟେକ କପଲଙ୍କର ଇଛା ରହିଥାଏ। ଶାହାରୁଖ ଓ ଗୌରୀଙ୍କର ଯୋଡ଼ିକୁ ଦେଖିଲେ ଯେ କେହି ବି ଇର୍ଷା କରିବ। ଦୁହେଁ ସବୁବେଳେ ବ୍ୟସ୍ତ ରହି ମଧ୍ୟ ଉଭୟ ଉଭୟଙ୍କୁ ସମୟ ଦେଇଥାନ୍ତି। ତାଙ୍କ ଆଦର୍ଶ ଦାମ୍ପତ୍ୟର ସିକ୍ରେଟ୍ ଫର୍ମୁଲା ଆସନ୍ତୁ ଜାଣିବା। ଶାହାରୁଖଙ୍କୁ ବଲିଉଡର କିଙ୍ଗ୍ ଖାନ୍ ବୋଲି କୁହାଯାଏ। ଗୌରୀ […]
ଲଗାଣ ବର୍ଷା ପରେ ଉତ୍ତର ଭାରତରେ କେଉଁଠି ଘର ମାଟିରେ ମିଶି ଯାଇଛି ତ ଆଉ କେଉଁଠି ରାସ୍ତା ପାଣିରେ ଧୋଇ ଯାଇଛି । ବର୍ଷା ଯେ କେତେ କ୍ଷୟକ୍ଷତି କରିଛି ତାହା ଏସବୁ ଦେଖିଲେ ହିଁ ଅନୁମାନ କରି ହେଉଛି ।
ଭାରତର ପ୍ରଥମ କରୋନା ରୋଗୀ ପୁଣିଥରେ ମହାମାରୀ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ଏନେଇ କେରଳର ସ୍ୱାସ୍ଥ୍ୟ ଅଧିକାରୀ ଗତକାଲି ସୂଚନା ଦେଇଛନ୍ତି। ସମ୍ପୃକ୍ତ ମହିଳା ପୁଣିଥରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ ତାଙ୍କ RT-PCR ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି।
ସରକାରୀ ଗାଇଡଲାଇନ୍ ଅନୁଯାୟୀ ଅନେକ ଦିନ ପରେ ଖୋଲିଲା ସିନେମା ହଲ୍ । ୫୦ ପ୍ରତିଶତ କ୍ଷମତା ସହ ସିନେମା ହଲ୍ ଖୋଲିବାକୁ ନିର୍ଦ୍ଦେଶ ରହିଛି । ତେବେ ଏହି ନିୟମ ଉଲ୍ଲଂଘନ କରି ଅଧିକ ଦର୍ଶକ ବସାଇଲେ ସଂପୃକ୍ତ ସିନେମା ହଲ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଦେଶରେ କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ଅତି ହାଲ୍କା ଭାବେ ନେଉଛନ୍ତି ଲୋକେ। ଯେମିତିକି ପାଣିପାଗ ବିଭାଗର ପୂର୍ବାନୁମାନ ଭଳି ବର୍ଷା ଆସିବା ପୂର୍ବରୁ ଲୋକେ ଯେଭଳି ବାହାରେ ବୁଲାବୁଲି କରନ୍ତି, ଏବେ ସେଭଳି ସ୍ଥିତି ଉପୁଜୁଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରୱାଲ କହିଛନ୍ତି।
ନିଜ ବାହାଘରକୁ ଆକର୍ଷଣୀୟ କରିବା ଲାଗି ବର୍ତ୍ତମାନ ସମୟରେ ଲକ୍ଷାଧିକ ଟଙ୍କାର ବ୍ୟୟଅଟକଳ କରୁଛନ୍ତି ଉଭୟ ବରଓ କନ୍ୟା ପକ୍ଷ। ଆଉ ନିଜ ବାହାଘରରୁ କିଛି ଭିନ୍ନ ଢଙ୍ଗରେ କରିବା ପାଇଁ ସମସ୍ତେ ଚାହାଁନ୍ତି, ଇଚ୍ଛା କରିବା ମଧ୍ୟ ସ୍ୱାଭାବିକ। ବରଯାତ୍ରୀଙ୍କୁ ଖାସ୍ ଚର୍ଚ୍ଚା ଦେବାଲାଗି ଅନେକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଏ। ଏହାସହ କେତେ କଣ...କିନ୍ତୁ ମାତ୍ର ୫୦୦ ଟଙ୍କାରେ ବାହାଘର ହୋଇଥିବାରୁ ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା।
ଯଦି ବାଥ୍ରୁମ୍ର ବାସ୍ତୁଦୋଷ ଦେଖାଯାଏ, ତେବେ ଏହା ଘରର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଏହି ସମୟରେ ଘରେ ଉତ୍ତେଜନା ଦେଖାଦେଇଛି। ତେଣୁ, ଘର ନିର୍ମାଣ କରିବା ସମୟରେ, ବାଥ୍ରୁମ୍ର ବାସ୍ତୁ ଉପରେ ବିଶେଷ ଧ୍ୟାନ ଦେବା ଉଚିତ।
ଭର୍ଜିନ୍ ଏୟାରଲାଇନ୍ସର ମାଲିକ ରିଚାର୍ଡ ବ୍ରେନ୍ସନ୍ଙ୍କ କମ୍ପାନୀ ପ୍ରଥମ ଏଭଳି କମ୍ପାନୀ ହୋଇପାରିଛି ଯାହାର ସ୍ପେସଶିପ୍ ତାଙ୍କ ସହିତ ମହାକାଶର ପ୍ରଥମ ବ୍ୟବସାୟିକ ଉଡ଼ାଣ କରିଛି। ଏହା ପରେ ମହାକାଶ ପର୍ଯ୍ୟଟନର ଏକ ନୂତନ ଯୁଗ ଆସିବା ନିଶ୍ଚିତ ହୋଇଯାଇଛି।
ଆସନ୍ତା ଶୁକ୍ରବାର ପ୍ରଧାନମନ୍ତ୍ରୀ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କରୋନା ସ୍ଥିତି ନେଇ ଆଲୋଚନା କରିବେ । କେବଳ ଓଡ଼ିଶା ନୁହେଁ ଅନ୍ୟ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ କୋଭିଡ ସ୍ଥିତି ନେଇ ଆଲୋଚନା କରିବେ
ସମସ୍ତ ସୁବିଧାରେ ପରିପୂର୍ଣ୍ଣ ହଂକଂରେ ଏପରି ଏକ ଅଂଶ ଅଛି, ଯେଉଁଠାରେ ଲୋକମାନେ ଅତି ନିକୃଷ୍ଟ ଜୀବନଯାପନ କରନ୍ତି। ଏଠାରେ ଯେଉଁ ପ୍ରକାରର ଘରେ ଲୋକମାନେ ବାସକରନ୍ତି, ତାହା ଠିକ୍ ଏକ 'କଫିନ୍' ପରି। ଯେଉଁଥିରେ ସେମାନଙ୍କୁ ଏକ ଶବ ପରି ପଡି ରହିବାକୁ ହୁଏ।
ୱାଶିଂଟନ: ଭାରତରେ କରୋନା ସଂକ୍ରମଣ ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ସଂକ୍ରମଣରେ ବ୍ରେକ ଲଗାଇବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ହେଲେ ସପ୍ତାହେ ହେବ ଦେଶରେ ପ୍ରତ୍ୟେକ ଦିନ ପ୍ରତ୍ୟେକ ଦିନ ୩ ଲକ୍ଷରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନର ମୁଖ୍ୟ ଚିକିତ୍ସା ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିବା Dr Anthony S Fauci ଭାରତରେ କରୋନା […]
ନୂଆଦିଲ୍ଲୀ: ସାରା ଦେଶରେ କରୋନା ସଂକ୍ରମଣ ବେକାବୁ। ଦିନକୁ ଦିନ ସ୍ଥିତି ଆହୁରି ସଙ୍ଗୀନ ହେବାରେ ଲାଗିଛି। କିଛିଦିନ ହେବ ଦେଶରେ ପ୍ରତ୍ୟେକ ଦିନ ୩ ଲକ୍ଷରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆସନ୍ତା ସପ୍ତାହରେ ଦେଶରେ କରୋନା ସଂକ୍ରମଣ ପିକରେ ପହଞ୍ଚିପାରେ। ମ୍ୟାଥମେଟିକାଲ ମଡେଲ(Mathematical Model) ଅନୁସାରେ, ଦେଶରେ ମେ ୩ ଓ ୫ ଭିତରେ କରୋନା ପିକରେ ପହଞ୍ଚିପାରେ। ଏନେଇ ବୈଜ୍ଞାନିକଙ୍କ ଏକ ଟିମ ସରକାରଙ୍କୁ ସୂଚନା ଦେଇଛନ୍ତି।ସରକାରଙ୍କ ଦ୍ୱାରା ନିଯୁକ୍ତ […]
କୋଲକାତା: ପଶ୍ଚିମବଙ୍ଗରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଂଶିକ ଲକଡାଉନ ଘୋଷଣା ହୋଇଛି। ନିର୍ବାଚନ ଶେଷ ହେବା କ୍ଷଣି ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଏହି ଆଂଶିକ ଲକଡାଉନ ଘୋଷଣା କରିଛନ୍ତି। ଆଂଶିକ ଲକଡାଉନ ବେଳେ ପ୍ରତ୍ୟେକ ଦିନ ସକାଳ ୭ଟାରୁ ୧୦ଟା ଓ ଅପରାହ୍ନ ୩ଟାରୁ ୫ ଟା ପର୍ଯ୍ୟନ୍ତ ବଜାର / ହାଟ ଖୋଲା ରହିବ। ବାକି ସମୟରେ ଏହା ବନ୍ଦ ରହିବ। ହେଲେ ଶପିଂ କମ୍ପ୍ଲେକ୍ସ, ବିୟୁଟି ପାର୍ଲର, ସିନେମା ହଲ […]
ନୂଆଦିଲ୍ଲୀ: ଶୁଟର ଦାଦି ଭାବେ ପରିଚିତ ଚନ୍ଦ୍ରୋ ତୋମାରଙ୍କ ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳଙ୍କୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ସେ କରୋନାରେ ଆକ୍ରାନ୍ତ ହୋଇଥିଲେ ଓ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଉତ୍ତର ପ୍ରଦେଶର ମିରଟରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶର ବାଘପଟରେ ରହୁଥିବା ଶାର୍ପଶୁଟର ଚନ୍ଦ୍ରୋ ତୋମାର ଅନେକ […]
କମିଲା ସୁନା ଓ ରୂପା ଦର ଅଲ୍ ଟାଇମ୍ ରେକର୍ଡଠୁ ପାଖାପାଖି ୧୦ ହଜାର ଟଙ୍କା ଶସ୍ତା ହୋଇଛି ସୁନା ନୂଆଦିଲ୍ଲୀ: ଆପଣ ସୁନା କିଣିବା ପାଇଁ ଚାହୁଁଛନ୍ତି କି ? ତା’ହାଲେ ଆପଣଙ୍କ ପାଇଁ ଏକ ଭଲ ଖବର। ଦୁଇ ଦିନ ଧରି ସୁନା ଦର ବଢ଼ିବା ପରେ ଆଜି ଭାରତୀୟ ସରାଫା ବଜାରରେ ସୁନା ଦର ହ୍ରାସ ପାଇଛି। Multi Commodity Exchange(MCX)ରେ ଆଜି ସକାଳେ ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି। ଏହାସହ […]
ସୁଲତାନପୁର: ଡାକ୍ତର ମୃତ ଘୋଷଣା କରିବା ପରେ ପରିବାର ଲୋକ ମୃତଦେହକୁ ଘରକୁ ଆଣି ଫ୍ରିଜର ବକ୍ସରେ ରଖିଥିଲେ। ହେଲେ କିଛି ସମୟ ପରେ ଶବ ଉପରେ ପଡ଼ିଥିବା ଚାଦର ହଠାତ ହଲିଥିଲା। ପରିବାର ଲୋକ ଏହା ଦେଖି ଆମ୍ବୁଲାନ୍ସ ଡକାଇ ହସ୍ପିଟାଲ ନେଇଥିଲେ ଓ ପଖାପାଖି ୭ ଘଣ୍ଟା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଉତ୍ତରପ୍ରଦେଶ ସୁଲତାନପୁରରେ ଏହି ଆଶ୍ଚର୍ଯ୍ୟକର ଘଟଣା ଘଟିଛି। ଚିକିତ୍ସାରେ ଅବହେଳା ଯୋଗୁ ଏଭଳି ଘଟିଥିବା ଅଭିଯୋଗ ହୋଇଛି। ସୂଚନା […]
ଜୁଲାଇ-ଅଗଷ୍ଟରେ ମହାରାଷ୍ଟ୍ରରେ ଦେଖିବାକୁ ମିଳିପାରେ କରୋନାର ତୃତୀୟ ଲହର ମହାରାଷ୍ଟ୍ରରେ ଗୁରୁବାର ଦିନ ୬୬,୧୫୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୭୭୧ ଜଣଙ୍କ ମୃତ୍ୟୁ ଭାରତରେ ଦେଖା ଦେଇଥିବା ଡବଲ ମ୍ୟୁଟାଣ୍ଟ ଷ୍ଟ୍ରେନ୍ ବିଶ୍ୱର ୧୭ଟି ଦେଶମାନଙ୍କରେ ଠାବ ମୁମ୍ବାଇ: ସାରା ଦେଶରେ ମହାମାରୀ କରୋନା ଏବେ ବେକାବୁ ଥିବାବେଳେ ସ୍ଥିତି ମଧ୍ୟ ସାଙ୍ଘାତିକ। କରୋନାର ପ୍ରଥମ ଲହର ଅପେକ୍ଷା ଦ୍ଵିତୀୟ ଲହର ଅଧିକ ଭୟଙ୍କର ହୋଇପଡ଼ିଛି। ଦ୍ଵିତୀୟ ଲହରରେ ଅଧିକ ଲୋକ ସଂକ୍ରମିତ ହେଉଥିବାବେଳେ […]
ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦର ପୁନାଓ୍ୱାଲାଙ୍କୁ Y କ୍ୟାଟେଗୋରୀ ସୁରକ୍ଷା ଅଦର ପୁନାଓ୍ୱାଲାଙ୍କୁ ସୁରକ୍ଷା ଯୋଗାଇବା ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ନୂଆଦିଲ୍ଲୀ: କରୋନା ଟିକା ପ୍ରସ୍ତୁତିରେ ଅଗ୍ରଣୀ ଭୂମିକା ନେଇଥିବା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦର ପୁନାଓ୍ୱାଲାଙ୍କୁ ‘Y’ କ୍ୟାଟେଗୋରୀ ସୁରକ୍ଷା ମିଳିଛି। ଅଦର ପୁନାଓ୍ୱାଲାଙ୍କୁ ସୁରକ୍ଷା ଯୋଗାଇବା ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସାରା ଦେଶରେ ଅଦର ପୁନାଓ୍ୱାଲାଙ୍କୁ ଏହି ସୁରକ୍ଷା […]
ଅକ୍ସିଜେନ ଅଭାବରୁ ୧୫ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କୋଭିଡ ହସ୍ପିଟାଲର ଚତୁର୍ଥ ମହଲାରୁ ଡେଇଁ କରୋନା ରୋଗୀଙ୍କ ଆତ୍ମହତ୍ୟା ଦେଶରେ ଦିନକରେ ସର୍ବାଧିକ ଆଜି ୩ ଲକ୍ଷ ୭୯ ହଜାର ୨୫୭ ସଂକ୍ରମିତ ଚିହ୍ନଟ ମୋରଦାବାଦ: ଅକ୍ସିଜେନ ଅଭାବରୁ ଗତ କିଛିଦିନ ହେବ ଦେଶରେ ଅନେକ ରୋଗୀ ମୃତ୍ୟୁବରଣ କରୁଥିବା ଘଟଣା ସାମ୍ନାକୁ ଆସିଛି। ଏସବୁ ଭିତରେ ଉତ୍ତରପ୍ରଦେଶରେ ଦୁଇ ଦୁଇଟି ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ଅଭାବରୁ ୧୫ ଜଣ ରୋଗୀଙ୍କ ମୃତ୍ୟୁ […]
ନୋଏଡା: ଦେଶବାସୀ ଏବେ ମହାମାରୀ କରୋନା ସହ ଲଢୁ ଥିବାବେଳେ ଏଭଳି ସମୟରେ ହସ୍ପିଟାଲରେ କେଉଁଠି ବେଡ ମିଳୁନାହିଁ ତ ଆଉ କେଉଁଠି ଅକ୍ସିଜେନର ଅଭାବ ଦେଖା ଦେଇଛି। ଆଉ କେଉଁଠି ଆମ୍ବୁଲାନ୍ସ ମିଳୁନାହିଁ। ଠିକ ସମୟରେ ଆମ୍ବୁଲାନ୍ସ ନପହଞ୍ଚିବା ଯୋଗୁ ରୋଗୀଙ୍କ ଜୀବନ ଚାଲି ଯାଉଥିବା ଅଭିଯୋଗ ହେଉଛି। ଏପରିକି ଆମ୍ବୁଲାନ୍ସ ଡ୍ରାଇଭର ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚାଇବା ପାଇଁ ଲୋକଙ୍କୁଠୁ ମନଇଚ୍ଛା ଟଙ୍କା ନେଉଥିବା ମଧ୍ୟ ଦେଖିବାକୁ ମିଳିଛି। କେଉଁଠି ୩ କି.ମି. ପାଇଁ ୧୦ […]
ବେଙ୍ଗାଲୁରୁ: ସାରା ଦେଶରେ କରୋନା ସଂକ୍ରମଣ ଯେଉଁଭଳି ଭାବରେ ବୃଦ୍ଧି ପାଉଛି ତାହା ଚିନ୍ତାର ବିଷୟ ପାଲଟିଛି। ସଂକ୍ରମଣକୁ ରୋକିବା ପାଇଁ କିଛି ରାଜ୍ୟ ସରକାର ରାଜ୍ୟରେ ଲକଡାଉନ ଘୋଷଣା କରିଥିବା ବେଳେ ଆଉ କେଉଁଠି କର୍ଫ୍ୟୁ ଜାରି ହୋଇଛି। କର୍ଣ୍ଣାଟକରେ ମଧ୍ୟ ଲକଡାଉନ ଜାରି ହୋଇଛି। ହେଲେ ଏବେ କର୍ଣ୍ଣାଟକ ସରକାରଙ୍କ ପାଇଁ ଏକ ନୂଆ ସଙ୍କଟ ସୃଷ୍ଟି ହୋଇଛି। ଏକ ରିପୋର୍ଟରେ ଦାବି କରାଯାଇଛି, କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ପାଖାପାଖି ୩ ହଜାର କରୋନା […]
ଲଣ୍ଡନ: ବ୍ରିଟେନର ସବୁଠାରୁ ଲମ୍ବା ରୋଲର କୋଷ୍ଟର (UK’s Tallest Roller Coaster) ଖରାପ ହେବା ଫଳରେ ବାଧ୍ୟହୋଇ ଲୋକମାନଙ୍କୁ ୨୦୦ ଫୁଟରୁ ଅଧିକ ପର୍ଯ୍ୟନ୍ତ ଚାଲି ଚାଲି ତଳକୁ ଓହ୍ଲାଇବାକୁ ପଡ଼ିଥିଲା। Blackpool Pleasure Beach ଉପରେ ଥିବା ଦ ବିଗ ୱାନ(The Big One) ରୋଲର କୋଷ୍ଟର ଖରାପ ହୋଇଯିବା ଫଳରେ ଲୋକଙ୍କୁ ଏଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏପ୍ରିଲ 25 ତାରିଖରେ ଏହି ଅଘଟଣ ଘଟିଥିଲା। ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି, […]
ହାଇଦ୍ରାବାଦ: ସାରାଦେଶରେ ଏବେ କରୋନାର ଦ୍ଵିତୀୟ ଲହର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ସାଧାରଣ ଜନତାଙ୍କଠୁ ଆରମ୍ଭ କରି ବଡ଼ ବଡ଼ ରାଜନେତା ଓ ସେଲିବ୍ରିଟିମାନେ ମଧ୍ୟ କରୋନା କୋପରୁ ବର୍ତ୍ତି ପାରୁ ନାହାନ୍ତି। ଏବେ ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ସଂକ୍ରମିତ ନେଇ ନିଜେ ଅଲ୍ଲୁ ଅର୍ଜୁନ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ଶେଆର କରି ଏସମ୍ପର୍କରେ ସୂଚନା ଦେଇଛନ୍ତି। View this post on Instagram […]
ନୂଆଦିଲ୍ଲୀ: ସାରା ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ସଂକ୍ରମଣକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏସବୁ ପରେ ମଧ୍ୟ ସଂକ୍ରମଣ ଥମିବାର ନାଁ ଧରୁନାହିଁ। ବରଂ ପ୍ରତ୍ୟେକ ଦିନ ପଜିଟିଭ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଲୋକଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବା ପାଇଁ ପରାମର୍ଶ ଦିଆଯାଉଛି। ହେଲେ କିଛି ଲୋକ ଏହି ନିୟମକୁ ଖୁଲମଖୁଲା ଉଲ୍ଲଘଂନ କରୁଥିବା […]