ମୁମ୍ବାଇ: ସମଗ୍ର ବିଶ୍ୱରେ କରୋନା ଭାଇରସର ଆତଙ୍କ ଦେଖାଦେଇଛି। ଦେଶକୁ ଦେଶ ବ୍ୟାପିବାରେ ଲାଗିଛି ଏହି ମହାମାରୀ। ଏଥିରୁ ବାଦ୍ ପଡ଼ିନି ଭାରତ। ତେବେ କରୋନାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାମାରୀ ଘୋଷଣା ପରେ ସତର୍କତାମୂଳକ ପଦକ୍ଷେପ ନେଇଛି ଭାରତ। କରୋନାର ଭୟାବହତାକୁ ଆଖି ଆଗରେ ରଖି ଚଳିତମାସ ଶେଷ ଭାଗରେ ଭାରତରେ ଆୟୋଜିତ ହେବ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୩ଶ ସଂସ୍କରଣ। ଅନ୍ୟ ଦେଶ ତୁଳନାରେ ଭାରତରେ କୌଣସି କ୍ରିକେଟ୍ ମ୍ୟାଚରେ ଷ୍ଟାଡିୟମ ଖଚାଖଚ୍ […]
ନୂଆଦିଲ୍ଲୀ: ବିଜେପିରେ ଜ୍ୟୋତିରାଦିତ୍ୟଙ୍କ ସିନ୍ଧିଆଙ୍କ ଯୋଗ ଦେବାପରେ ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଯୋଗ ଦେବା ପୂର୍ବରୁ ରାହୁଲଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ ବୋଲି ସିନ୍ଧିଆଙ୍କ ସମ୍ପର୍କୀୟ ଫେସବୁକରେ ପୋଷ୍ଟ କରିଥିଲେ। ଏହି ପ୍ରସଙ୍ଗରେ ଗଣମାଧ୍ୟମ ପ୍ରତିନିଧି ରାହୁଲଙ୍କୁ ପଚାରିଥିଲେ। ଜବାବରେ ରାହୁଲ କହିଥିଲେ, ସେ ଏକମାତ୍ର ବ୍ୟକ୍ତି ଥିଲେ, ଯିଏକି ତାଙ୍କ ଘରକୁ ଯେତେବେଳ ଚାହିଁଥିଲେ ଆସିପାରିଥାନ୍ତେ। ସୂଚନାଯୋଗ୍ୟ, ତ୍ରିପୁରା ରାଜପରିବାରର ବ୍ୟକ୍ତି ତଥା ସିନ୍ଧିଆଙ୍କ ସମ୍ପର୍କୀୟ ପ୍ରଦ୍ୟୋତ ମଣିକ୍ୟ […]
ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସ୍ବିଆଇ) ଗ୍ରାହକଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି। ଏସବିଆଇରେ ଥିବା ସର୍ବନିମ୍ନ ଜମାରାଶି ନିୟମ ଉପରୁ ଉଠିଲା ପ୍ରତିବନ୍ଧକ। ଅର୍ଥାତ ସେଭିଙ୍ଗସ ଆକାଉଣ୍ଚ ଜିରୋ ବାଲାନ୍ସରେ ମଧ୍ୟ ରହିପାରିବ। ଏଣିକି ଗ୍ରାହକଙ୍କ ସେଭିଙ୍ଗସ ଆକାଉଣ୍ଟରେ ସର୍ବନିମ୍ନ ଜମାରାଶି ରଖିବା ବାଧ୍ୟତାମୂଳକ ନୁହନ୍ତି। ପୂର୍ବରୁ ମେଟ୍ରୋ ଅଞ୍ଚଳରେ ସେଭିଙ୍ଗ ଆକାଉଣ୍ଟ ଖୋଲିଥିବା ଲୋକମାନଙ୍କୁ ନିଜ ଆକାଉଣ୍ଟରେ ସର୍ବନିମ୍ନ ୩ ହଜାର, ସେମି ଅର୍ବାନ ଅଞ୍ଚଳରେ ୨ ହଜାର ଓ ଗ୍ରାମାଞ୍ଚଳରେ ୧ ହଜାର ଟଙ୍କା […]
ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶ ରାଜନୀତିକୁ ନେଇ ପଲ୍ଲୀଠୁ ଦିଲ୍ଲୀ ଏବେ ସବୁଠି ଚର୍ଚ୍ଚା। ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡି ବିଜେପିରେ ଯୋଗଦାନ ପରେ କଣ ହେବ ମଧ୍ୟପ୍ରଦେଶର ଅଙ୍କ। ସମସ୍ତଙ୍କ ନଜର ମଧ୍ୟପ୍ରଦେଶ ବିଧାନସଭା ସିଟ୍ ସଂଖ୍ୟା ଉପରେ। ବିଧାନସଭାରେ ମୋଟ୍ ୨୩୦ଟି ଆସନ ହୋଇଥିବାବେଳେ ୨ଟି ଆସନ ଖାଲି ପଡ଼ିଛି। ଏଣୁ ସଂଖ୍ୟାଗରିଷ୍ଠତା ଲାଗି ୧୧୫ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ। କଂଗ୍ରେସ ପାଖରେ ବିଏସପିର ୨, ସପାର ଜଣେ ଏବଂ ୪ ସ୍ୱାଧୀନ […]
ବାରାଣସୀ: ସାରା ବିଶ୍ୱରେ ଏବେ କରୋନା ଭୟ। କୌଣସି ପ୍ରତିଷେଧକ ନବାହାରିବାରୁ ଏବେ ଲୋକଙ୍କ ଭରସା କେବଳ ଭଗବାନ। କିନ୍ତୁ କରୋନା ଭୟରେ ଭଗବାନ ମାସ୍କ ପିନ୍ଧିବା ଆପଣଙ୍କ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ। ବାରାଣସୀର ଏକ ଶିବ ମନ୍ଦିରରେ ପୂଜା ପାଉଥିବା ଦେବାଦେବୀଙ୍କ ପ୍ରର୍ତ୍ତିମୂର୍ତ୍ତିରେ ମାସ୍କ ପିନ୍ଧାଇ ଦିଆଯାଇଛି। ମାସ୍କ ପିନ୍ଧିବା ପରେ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରାଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଭକ୍ତମାନେ ମନ୍ଦିରକୁ ମାସ୍କ ପିନ୍ଧି ଆସିବା ସହିତ କରୋନା ଦାଉରୁ ବର୍ତ୍ତିବା […]
ଦୁବାଇ: ପୁଣି ଥରେ ଚର୍ଚ୍ଚାରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି। ଜଣେ ଭଲ ଫିନିଶର ଭାବେ ସେ କ୍ରିକେଟ ଜଗତରେ ବେଶ ପରିଚିତ। ୨୦୧୯ ବିଶ୍ୱକପ ପରେ ସେ ପଡ଼ିଆକୁ ଆଉ ଓହ୍ଲାଇ ନଥିଲେବି ତାଙ୍କର ବ୍ୟାଟିଂ ଶୈଳୀକୁ ନେଇ ଅଷ୍ଟ୍ରେଲିଆ ଟିମର ମୁଖ୍ୟ କୋଚ୍ ଅନେକ ପ୍ରଂଶସା କରିଛନ୍ତି। ଅଷ୍ଟ୍ରେଲିଆ ଟିମ୍ର ମୁଖ୍ୟ କୋଚ ତଥା ପୂର୍ବତନ କ୍ରିକେଟର ଜଷ୍ଟିନ ଲାଙ୍ଗର ଧୋନିଙ୍କ ମ୍ୟାଚ୍ ଫିନିଶିଂ ଷ୍ଟାଇଲ କଥା ଉଠାଇଛନ୍ତି। […]
ମଧ୍ୟପ୍ରଦେଶ: କଂଗ୍ରେସରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି। ଯାହାକି ଏବେ ମଧ୍ୟପ୍ରଦେଶ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ରାଜନୀତି ଅଙ୍କକଷାରୁ ଯାହା ଜଣାପଡୁଛି, ବିଜେପି କ୍ଷମତାକୁ ଆସିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶିବରାଜ ସିଂହ ଚୌହାନ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ଏନେଇ ଖୁବଶୀଘ୍ର ବିଜେପି ସଂସଦୀୟ ଦଳ ବୈଠକ ବସିବାକୁ ଯାଉଛି। ତେବେ ଶିବରାଜ ଭୋପାଳ ବିଜେପି କାର୍ଯ୍ୟାଳୟରେ ବିଧାୟକଙ୍କ ସହ ଆଲୋଚନା ଜାରି ରଖିଛନ୍ତି। ଗତକାଲି […]
ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କ ମାମଲାରେ ସିବିଆଇର ଅର୍ଥନୈତିକ ଅପରାଧ ଶାଖା ମୁମ୍ବାଇର ୭ଟି ଜାଗାରେ ଏକକାଳୀନ ଚଢ଼ଉ କରିଛି। ଏଥିରେ ୟେସ୍ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କ ସମ୍ପର୍କୀୟଙ୍କ ଘର ଓ DHFL ଚେୟାରମ୍ୟାନ୍ କପିଲ ୱାଧୱାନଙ୍କ ଠିକଣା ରହିଛି। ସେପଟେ ଇଡି ହେପାଜତରେ ରାଣା କପୁରଙ୍କୁ ମାରାଥନ୍ ଜେରା ଚାଲିଛି। ଦୁର୍ନୀତି ଓ ଅର୍ଥ ଆତ୍ମସାତ ନେଇ ଲାଗିଥିବା ଅଭିଯୋଗ ସମ୍ପର୍କରେ ପଚରାଉଚରା କରୁଛି ଇଡି। ଏହାସହ ତାଙ୍କ ନିକଟରୁ କିଛି ତଥ୍ୟ ସହ ଠକେଇକୁ […]
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଭୟର ତ।ଣ୍ଡବଲୀଳା ରଚ।ଉଥିବ। କରୋନା ଆକ୍ର।ନ୍ତଙ୍କ ସଂଖ୍ୟା ଭ।ରତରେ ୩୪ ଛୁଇଁଛି। ଶନିବାର କେନ୍ଦ୍ର ସ୍ୱ।ସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ବିଷୟରେ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ହୋଇଥିବ। ୩ ଜଣଙ୍କ ମଧ୍ୟରୁ ୨ ଜଣ ଲଦାଖର। ସେମାନେ ଦୁଇଜଣ ଇରାନରୁ ଫେରିଥିବା ସୂଚନା ମିଳିଛି। ତୃତୀୟ ବ୍ୟକ୍ତି ଜଣକ ତ।ମିଲନାଡ଼ୁର ଏବଂ ସେ ଓମାନରୁ ଫେରିଛନ୍ତି। ତେବେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆକ୍ରାନ୍ତଙ୍କ […]
ନୂଆଦିଲ୍ଲୀ: ପ୍ରେମିକା ଚିଡ଼ାଇଲେ ବୋଲି ଚୋର ସାଜିଲା ପ୍ରେମିକ। ଆଉ ଏପରି କାଣ୍ଡ ଘଟାଇଲା ଯେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ। ଦିଲ୍ଲୀ ପୁଲିସ୍ ଶନିବାର ଏକ ଅଜବ ଚୋରକୁ ଗିରଫ କରିଛି। ଏ ଚୋର ଜଣକ ପ୍ରେମିକାର ଚିଡ଼େଇବାକୁ ନେଇ ଅଦ୍ଭୁତ କାଣ୍ଡ କରି ବସିଛନ୍ତି। ବାଇକ୍ ନଥିବାରୁ ପ୍ରେମିକା ଚିଡ଼ାଇବାରୁ ଏହି ଚୋର ଏକାଥରେ ୮ଟି ବାଇକ ଚୋରି କରିଛନ୍ତି। ଏହି ଚୋରି ଘଟଣା ଗତ ଫେବୃଆରୀ ୧୪ ବା ଭାଲେଣ୍ଟାଇନ୍ସ ଡେ’ ବେଳର ଏବଂ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କ ସହିତ ଆଲୋଚନା କରିବା ବେଳେ ଭାବବିହ୍ୱଳ ହୋଇପଡ଼ିଥିଲେ। ଜନଔଷଧୀ ଯୋଜନାକୁ ନେଇ ଭିଡିଓ କନଫରେନ୍ସି ମାଧ୍ୟମରେ ମୋଦି ଲୋକଙ୍କ ସହିତ ଆଲୋଚନା କରିଥିଲେ। ଏହି ସମୟରେ ଉତ୍ତରାଖଣ୍ଡର ଦୀପା ଶାହ ମୋଦିଙ୍କ ସହିତ କଥା ହୋଇଥିଲେ। କିନ୍ତୁ ଦୀପାଙ୍କ କଥା ଶୁଣି କିଛି ସମୟ ପାଇଁ ଭାବବିହ୍ୱଳ ହୋଇପଡ଼ିଥିଲେ ପ୍ରଧାନମନ୍ତ୍ରୀ। ଦୀପା ପ୍ରଧାନମନ୍ତ୍ରୀଙ୍କ ସହିତ କଥା ହେବା ସମୟରେ ଜନଔଷଧୀ ଯୋଜନାର ଲାଭ ବିଷୟରେ କହିଥିଲେ। ସେ ଆହୁରି କହିଥିଲେ […]
ମୁମ୍ବାଇ: ସାରା ବିଶ୍ୱରେ ଏବେ କରୋନା ଭାଇରସ୍ର ଆତଙ୍କ। ଏହାର ପ୍ରଭାବ ସବୁଠି ଦେଖିବାକୁ ମିଳୁଛି। ବଲିଉଡ୍ଠୁ ଆରମ୍ଭ କରି ହଲିଉଡ୍ ପର୍ଯ୍ୟନ୍ତ ସବୁଠି କରୋନାର ଭୟ। ଏହି କାରଣରୁ ଗୋଟିଏ ପଟେ ବଲିଉଡ୍ର ସୁପରଷ୍ଟାର ସଲ୍ମାନ୍ ଖାନ୍ ନିଜ ଫିଲ୍ମର ଶୁଟିଂ ବନ୍ଦ କରିଦେଲେଣି ତ ଆରପଟେ ହଲିଉଡ୍ ପପ୍ଷ୍ଟାର୍ ଖାଲିଦ୍ ତାଙ୍କ ଶୋ’ କ୍ୟାନସଲ୍ କରିଦେଲେଣି। କରୋନାର ଭୟରେ ହଲିଉଡ୍ର ଲୋକପ୍ରିୟ ପପ୍ ସିଙ୍ଗର୍ କେଟି ପେରି ନିଜ ବାହାଘର ବି କ୍ୟାନସଲ୍ କରି […]