• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

headache
ମୁଣ୍ଡବିନ୍ଧାର କାରଣ କ’ଣ ?

ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା। ମାନସିକ ଚାପରୁ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ହେଉ ଅଧିକାଂଶ ଲୋକ ମୁଣ୍ଡବିନ୍ଧାର ଶିକାର ହୋଇଥାନ୍ତି । ତେବେ ମୁଣ୍ଡବିନ୍ଧା କେତେ ପ୍ରକାରର ? ସବୁ ମୁଣ୍ଡବିନ୍ଧାର କାରଣ କ’ଣ ସମାନ ? ଦେଖନ୍ତୁ ଏହି ଭିଡିଓ…

train
କ’ଣ ପୁଣିଥରେ ଗଡ଼ିବ ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍ ? ଜାଣନ୍ତୁ ଭାଇରାଲ୍‌ ଖବରର ସତ୍ୟାସତ୍ୟ

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୧ ଲକ୍ଷ ୫୨ ହଜାର ୮୭୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶର ଅନେକ ସହରରେ ନାଇଟ୍‌ କର୍ଫ୍ୟୁ ଘୋଷଣା ହୋଇଛି। ଏହାସହ ସମସ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡଲାଇନ୍‌ ମଧ୍ୟ ଜାରି ହୋଇଛି। ମହାରାଷ୍ଟ୍ରରେ କରୋନା କେସ୍‌ ଅଧିକ ରେକର୍ଡ କରାଯାଉଛି। ଏସବୁ ଭିତରେ ଏକ ଖବର ସୋସିଆଲ୍‌ ମିଡିଆରେ […]

mika singh
ଏହି ସିଙ୍ଗରଙ୍କ ପ୍ରେମରେ ପଡ଼ି ଯାଇଛନ୍ତି କି ମିକା ସିଂ ? ଦେଲେ ମ୍ୟାରେଜ୍‌ ପ୍ରପୋଜାଲ୍‌ !

ମୁମ୍ବାଇ: ପ୍ରେମରେ ପଡ଼ି ଯାଇଛନ୍ତି କି ସିଙ୍ଗର୍‌ ମିକା ସିଂ ? ତା’ବି ପୁଣି ଜଣେ ସିଙ୍ଗରଙ୍କ ପ୍ରେମରେ। ଏପରିକି ସେ ତାଙ୍କୁ ମ୍ୟାରେଜ୍‌ ପ୍ରପୋଜାଲ୍‌ ମଧ୍ୟ ଦେଇଛନ୍ତି। ଯାହାକୁ ନେଇ ବେଶ୍‌ ଚର୍ଚ୍ଚା। ନ୍ୟାସ୍‌ନାଲ୍‌ ଟେଲିଭିଜନର ଏକ ରିଅଲିଟି ଶୋ’ରେ‌ ସିଙ୍ଗର ଭୂମି ତ୍ରିବେଦୀଙ୍କୁ ମିକା ସିଂ ପ୍ରପୋଜ କରିଥିବା ଦେଖିବାକୁ ମିଳିଛି। ଯାହା ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଛି। ଗତକାଲି ଜୀ ଟିଭିରେ ପ୍ରସାରିତ ହୋଇଥିବା ମ୍ୟୁଜିକ୍‌ ରିଅଲିଟି ଶୋ’ “Indian Pro Music League” […]

Fire At Covid Hospital
କୋଭିଡ୍‌ ହସ୍ପିଟାଲ୍‌ରେ ନିଆଁ ଲାଗି ୪ ଜଣଙ୍କ ମୃତ୍ୟୁ

ନାଗପୁର: ମହାରାଷ୍ଟ୍ର ନାଗପୁରର ଏକ କୋଭିଡ୍‌ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ ଘଟି ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଗତକାଲି ରାତି ପ୍ରାୟ ୮ଟା ବେଳେ ନାଗପୁର ସ୍ଥିତ ୱେଲ୍‌ ଟ୍ରିଟ୍‌ ହସ୍ପିଟାଲ୍‌ରେ ନିଆଁ ଲାଗି ଯାଇଥିଲା। ଏହାପରେ ତୁରନ୍ତ ସେଠାରେ ଚିକିତ୍ସିତ ହେଉଥିବା ୨୭ ଜଣ ରୋଗୀଙ୍କୁ ଅନ୍ୟ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ତେବେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସର୍ଟ ସର୍କିଟରୁ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ ଘଟିଥିବା […]