ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ ତଥା ଓ୍ଵକେଟକିପର ହେନ୍ରିଚ୍ କ୍ଲାସେନ୍ ଏବେ ଚର୍ଚ୍ଚାରେ। ସେ ଏବେ ରାଜସ୍ଥାନ ରୟାଲସ୍ରେ ଷ୍ଟିଭ୍ ସ୍ମିଥ୍ଙ୍କ ସ୍ଥାନ ନେବାକୁ ଯାଉଛନ୍ତି। ବଲ ଟାମ୍ପରିଂ ବିବାଦରେ କ୍ରିକେଟ ଅଷ୍ଟ୍ରେଲିଆ ଓ ଆଇପିଏଲ୍ରୁ ବାଦ୍ ପଡ଼ିଥିବା ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ୍ ସ୍ମିଥ୍ଙ୍କ ସ୍ଥାନରେ କ୍ଲାସେନ୍ ଖେଳିବେ। କ୍ରିକେଟ ଅଷ୍ଟ୍ରେଲିଆ ସ୍ମିଥ୍ଙ୍କୁ ଏକ ବର୍ଷ ପାଇଁ ବାସନ୍ଦ କରିବା ପରେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ସ୍ମିଥ୍ଙ୍କୁ ରାଜସ୍ଥାନ ରୟାଲସ୍ରେ ସ୍ଥାନ ଦେବାକୁ ମନା କରିଦେଇଛି। […]
ଭାରତୀୟ ଡାକଘର ତରଫରୁ ପୋଷ୍ଟମ୍ୟାନ ଏବଂ ମେଲ୍ ଗାର୍ଡ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀ ୨୧ ଏପ୍ରିଲ ୨୦୧୮ ପୂର୍ବରୁ ଆବେଦନ କରିପାରିବେ। ପଦବି ସଂଖ୍ୟା- ୧) ପୋଷ୍ଟମ୍ୟାନ-୧୩୨ ୨) ମେଲ୍ ଗାର୍ଡ- ୦୨ ଚାକିରି ସ୍ଥାନ- ହାଇଦ୍ରାବାଦ, ସିକନ୍ଦରାବାଦ ଶିକ୍ଷାଗତ ଯୋଗ୍ୟତା- ପ୍ରାର୍ଥୀ ମାଟ୍ରିକ୍ ପାସ୍ କରିଥିବା ଆବଶ୍ୟକ। ବୟସ ସୀମା-୧୮-୨୭ ବର୍ଷ ଆବେଦନ ଫି- ପଞ୍ଜିକରଣ ପାଇଁ ୧୦୦ଟଙ୍କା ଦେବାକୁ ହେବ। ଚୟନ ପ୍ରକିୟା- ଲିଖିତ ଏବଂ ଇଣ୍ଟରଭ୍ୟୁ ମାଧ୍ୟମରେ ଚୟନ କରାଯିବ। ଅଧିକ […]
Dr. #SonuNigam ji ❤❤?? pic.twitter.com/aAmVJBp3YX — ❤Sonu Nigam My World❤ (@SumanSonuholic) 1 April 2018
ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ରିଲିଜ୍ କରିଛି ନିଜ ଥିମ୍ ସଙ୍ଗ୍। ଆଜି ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଏହାକୁ ବିଧିବଦ୍ଧ ଭାବେ ରିଲିଜ୍ କରିଛନ୍ତି। ୧୪ ନିର୍ବାଚନ ପରଠୁ ଆଜି ଯାଏ ବିଜେପିର ସଫଳତାକୁ ଏହି ଭିଡିଓରେ ଦର୍ଶା ଯାଇଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା, ବିମୁଦ୍ରୀକରଣ, ଜିଏସ୍ଟି ଫାଇଦାକୁ ବିସ୍ତୃତ ଭାବେ ଦର୍ଶାଯାଇଛି। ଏହାସହ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍, ଯୋଗର ଉପକାରିତା, ଛାତ୍ର ବୃତ୍ତି […]
ଅମୃତସର : ଅପେକ୍ଷାର ଅନ୍ତ ଘଟିଛି। ପ୍ରାୟ ୪ବର୍ଷ ପରେ ଇରାକରେ ଗଣହତ୍ୟାର ଶିକାର ହୋଇଥିବା ଭାରତୀୟଙ୍କ ମୃତଦେହ ଫେରିଛି। ଏହାକୁ ନେଇ ବିମାନବନ୍ଦରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପ୍ରିୟଜନଙ୍କ ବୁକୁଫଟା କାନ୍ଦରେ ଫାଟି ପଡିଥିଲା ପରିବେଶ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ପଂଜାବର ଅମୃତସର ବିମାନ ବନ୍ଦରରରେ। ଗତକାଲି ବାଗ୍ଦାଦ ଯାଇଥିବା ବୈଦେଶିକ ବ୍ୟାପର ରାଷ୍ଟ୍ରମନ୍ତ୍ରୀ ଭିକେ ସିଂହ ଫେରିଛନ୍ତି ଭାରତ। ବାୟୁ ସେନାର ସ୍ୱତନ୍ତ୍ର ବିମାନ C-17 ଜରିଆରେ ଅଣାଯାଇଛି ସମସ୍ତ ଭାରତୀୟ […]
ନୂଆଦିଲ୍ଲୀ: ନିୟନ୍ତ୍ରଣ ବାହାରେ ତୈଳ ଦର। ପେଟ୍ରୋଲ୍ ଓ ଡ଼ିଜେଲ୍ ଦର ବୃଦ୍ଧି ପୁଣି ଚିନ୍ତା ବଢ଼ାଇଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ମୂଲ୍ୟ ବୃଦ୍ଧି ଘଟିବାରୁ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦରର ବୃଦ୍ଧି ଘଟୁଛି। ସୋମବାର ଠାରୁ ଏହି ବର୍ଦ୍ଧିତ ଦର ଲାଗୁ ହୋଇଛି। ଦିଲ୍ଲୀରେ ପ୍ରଥମ ଥର ପାଇଁ ଡିଜେଲ ଦର ଲିଟର ପିଛା ୬୪ ଟଙ୍କା ୫୮ ପଇସାରେ ପହଞ୍ଚି ରେକର୍ଡ କରିଛି। ସେହିଭଳି ଲିଟର ପିଛା ପେଟ୍ରୋଲ ଦର ମଧ୍ୟ […]