କରୋନାରେ ସଂକ୍ରମିତ ହେବା ଭୟରେ ତମ୍ଭୁ ଘର ଭିତରେ ପାଖାପାଖି ୧୫ ମାସ ନିଜକୁ ବନ୍ଦ କରି ରଖିଲେ ପରିବାରର ସଦସ୍ୟ। ସବୁଠାରୁ ଆଶ୍ଚର୍ଯ୍ୟ କଥା, ଘଟଣା ସମ୍ପର୍କକରେ ପଡ଼ିଶା ଲୋକଙ୍କୁ ମଧ୍ୟ ଜଣାନଥିଲା।