• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

tamanna 1
ପାକ୍‌ କ୍ରିକେଟରଙ୍କୁ ବିବାହ କରିବେ କି ତମନ୍ନା ? ଜାଣନ୍ତୁ ସତ ଘଟଣା...

ମୁମ୍ବାଇ: ବିବାହ ପାଇଁ ବର୍ତ୍ତମାନ କୌଣସି ପ୍ଲାନିଂ ନ ଥିବା କହୁଥିବା ବାହୁବଳୀ ଫେମ୍‌ ଆକ୍ଟ୍ରିସ୍‌ ତମନ୍ନା ଭାଟ୍ଟିଆଙ୍କୁ ନେଇ ପୁଣି ଚର୍ଚ୍ଚା। ଜଣେ ପାକିସ୍ତାନୀ କ୍ରିକେଟରଙ୍କ ସହ ତାଙ୍କର ଏକ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ପାକ୍‌ କ୍ରିକେଟର ଅବଦୁଲ୍‌ ରଜ୍ଜକ୍‌ଙ୍କ ସହ ତମନ୍ନାଙ୍କ ଏହି ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ଉଭୟ ଏକ ଏକ ଜୁଏଲାରୀ ଶପ୍‌ରେ ଅଛନ୍ତି। ରଜ୍ଜକ୍‌ ହାତରେ‌ କିଛି ଜୁଏଲାରୀ ଧରି ଥିବାବେଳେ ତମନ୍ନା […]

screening
ସ୍ଵଦେଶ ଫେରିବେ ବିଦେଶରେ ଫସି ରହିଥିବା ଭାରତୀୟ

ନୂଆଦିଲ୍ଲୀ: କରୋନା ଯୋଗୁ ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ଲାଗି ଭାରତ ସରକାର ବଡ ଯୋଜନା କରିଛନ୍ତି। ଏହି ଭାରତୀୟଙ୍କୁ ଆକାଶ ପଥ ଓ ଜଳ ପଥରେ ଫେରାଇ ଆଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରଥମ ସପ୍ତାହରେ ୧୩ଟି ଦେଶରୁ ୧୪ ହଜାର ୮୦୦ରୁ ଅଧିକ ଭାରତୀୟଙ୍କୁ ୬୪ଟି ବିମାନରେ ଅଣାଯିବାକୁ ଲକ୍ଷ୍ୟ ରଖାଯାଇଛି। ଆମେରିକା, ବ୍ରିଟେନ, ମାଲେସିଆ , ୟୁଏଇ, କାତାର, ସାଉଦି ଆରବ, ସିଙ୍ଗାପୁର, ଫିଲିପାଇନ୍ସ, ବାଂଲାଦେଶ, ବାହାରିନ, କ୍ୱେଏତ୍‌ ଏବଂ […]

petrol
ବଢ଼ିଲା ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍‌ ଡ୍ୟୁଟି( ଉତ୍ପାଦ ଶୁଳ୍କ) ବୃଦ୍ଧି କରିଛନ୍ତି। ପେଟ୍ରୋଲରେ ଲିଟର ପିଛା ୧୦ ଟଙ୍କା ଏବଂ ଡିଜେଲରେ ଲିଟର ପିଛା ୧୩ ଟଙ୍କା ଏକ୍ସାଇଜ ଡ୍ୟୁଟି ବୃଦ୍ଧି କରିଛନ୍ତି ସରକାର। ଗତକାଲି କେନ୍ଦ୍ର ସରକାର ଏହି ଏକ୍ସାଇଜ ଡ୍ୟୁଟି ବୃଦ୍ଧି କରିଛନ୍ତି। Central Board of Indirect Taxes and Customs(CBITC) ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ, ପେଟ୍ରୋଲରେ ଲିଟର ପିଛା ସ୍ପେଶାଲ୍‌ ଆଡିସ୍‌ନାଲ୍‌ ଏକ୍ସାଇଜ୍‌ […]

cyclone
ଆସୁଛି ସାଇକ୍ଲୋନ୍ ‘ଅମ୍ପାନ୍‌ ! ଏହି ଜାଗାରେ କରିପାରେ ହିଟ୍‌

ବିଶାଖାପାଟନମ୍‌: ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ର ପୂର୍ବାନୁମାନ ଅନୁସାରେ, ଚଳିତ ସପ୍ତାହରେ ବଙ୍ଗୋପସାଗରରେ ଏକ ବାତ୍ୟା ସୃଷ୍ଟି ହୋଇପାରେ।  ବର୍ତ୍ତମାନ ଯେଉଁ ସ୍ଥିତି ଅଛି, ଯଦି ଆସନ୍ତା ୩-୪ ଦିନ ଏଭଳି ସ୍ଥିତି ଜାରି ରହିବ ଓ ଏଥିରେ କୌଣସି ପରିବର୍ତ୍ତନ ନ ହେବ ତା’ହେଲେ ସମ୍ଭାବ୍ୟ ବାତ୍ୟା ‘ଅମ୍ପାନ୍’‌ ଆନ୍ଧ୍ର ପ୍ରଦେଶରେ ହିଟ୍‌ କରିପାରେ ବୋଲି ଆକଳନ କରାଯାଉଛି। ମିଳିଥିବା ସୂଚନା ଅନୁସାରେ, ରବିବାର ସୁଦ୍ଧା ଆନ୍ଧ୍ର ଉପକୂଳ ପାଇଁ ଆଇଏମ୍‌ଡି ପକ୍ଷରୁ କୌଣସି ସାଇକ୍ଲୋନ୍‌ […]

pigs
ଏବେ ଆଉ ଏକ ଭାଇରସ୍‌କୁ ନେଇ ଚିନ୍ତା: ୨,୫୦୦ ଘୁଷୁରୀଙ୍କ ଜୀବନ ନେଲାଣି ଏହି ରୋଗ

ଗୌହାଟୀ: ସାରା ଦେଶ ଏବେ ମହାମାରୀ କରୋନା ସହ ଲଢ଼େଇ କରୁଥିବାବଳେ ଏବେ ଆଉ ଏକ ଭାଇରସ୍‌କୁ ନେଇ ଚିନ୍ତା ବଢ଼ିଛି। ଏହି ଭାଇରସ୍‌ ଯୋଗୁ ପାଖାପାଖି ଅଢ଼େଇ ହଜାର ଘୁଷୁରୀଙ୍କ ଜୀବନ ଗଲାଣି। ଏହି ଭାଇରସ୍‌ର ନାଁ ହେଲା ‘ଆଫ୍ରିକୀୟ ସ୍ୱାଇନ୍‌ ଫ୍ଲ୍ୟୁ’। ଆସାମରେ ଏହି ଆଫ୍ରିକୀୟ ସ୍ୱାଇନ୍‌ ଫ୍ଲ୍ୟୁ ଦେଖା ଦେଇଛି। ଆସାମର ୩୦୬ ଗାଁର ପାଖାପାଖି ଅଢ଼େଇ ହଜାର ଘୁଷୁରୀଙ୍କ ଜୀବନ ନେଲାଣି ଏହି ସ୍ୱାଇନ୍ ‌ଫ୍ଲ୍ୟୁ। ଏନେଇ ରବିବାର ଆସାମ ସରକାର […]

corona
୧୩ ଶହ ଟପିଲା ଦେଶରେ କରୋନା ମୃତ୍ୟୁ ସଂଖ୍ୟା, ମହାରାଷ୍ଟ୍ରରେ ସ୍ଥିତି ସଙ୍ଗୀନ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ,  ଆକ୍ରାନ୍ତଙ୍କ ସଂଖ୍ୟା ୨୮, ୦୭୦ରେ ପହଞ୍ଚିଛି। ସେଥି ମଧ୍ୟରୁ ୧୦, ୮୮୭ ଜଣ ସୁସ୍ଥ ହୋଇଥିବାବେଳେ ୧,୩୦୬ ଜଣଙ୍କ ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟାରେ ୨ହଜାର ୩୮୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କୌଣସି ଗୋଟିଏ ଦିନରେ ଏତେ ସଂଖ୍ୟକ ପଜିଟିଭ ଚିହ୍ନଟ ହେବାରେ […]

online-1
ଏହି ଦୁଇ ଜୋନରେ କାଲିଠୁ ଆରମ୍ଭ ହେବ ଅନଲାଇନ ସେଲ, ଅର୍ଡ଼ର କରିପାରିବେ ସବୁ ଜିନିଷ

ନୂଆଦିଲ୍ଲୀ: ଲକଡାଉନର ତୃତୀୟ ପର୍ଯ୍ୟାୟ ଆସନ୍ତା କାଲିଠୁ ଆରମ୍ଭ ହେବାକୁ ଯାଉଛି। ଏପରିକି ନୂଆ ଗାଇଡଲାଇନ ମଧ୍ୟ କାଲିଠୁ ଲାଗୁ ହେବ। ଇ-କମର୍ସ କମ୍ପାନୀ ଯଥା-Amazon, Flipkart ଓ ଅନ୍ୟ କମ୍ପାନୀ ଗୁଡିକ କାଲିଠୁ ଆବଶ୍ୟକୀୟ ଜିନିଷ ବ୍ୟତୀତ ଅନ୍ୟ ସବୁ ଜିନିଷ ମଧ୍ୟ ଡେଲିଭରି କରିପାରିବେ। କିନ୍ତୁ କିଛି ଅଞ୍ଚଳରେ ଏହିସବୁ ଜିନିଷ ଡେଲିଭରି ହୋଇପାରିବ। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ନୂଆ ଗାଇଡଲାଇନ ଅନୁସାରେ, ଇ-କମର୍ସ କମ୍ପାନୀ ଗୁଡିକ ଗ୍ରୀନ ଓ […]

students
ଏହି ଦିନ ଘୋଷଣା ହୋଇପାରେ JEE (MAIN) ଓ NEET ପରୀକ୍ଷାର ନୂଆ ତାରିଖ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ ଜାରି ରହିଛି। ଶିକ୍ଷାନୁଷ୍ଠାନ ବନ୍ଦ ରହିବା ସହ ହେବାକୁ ଥିବା ବିଭିନ୍ନ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଛି।  ଲକଡାଉନ ଯୋଗୁ JEE (MAIN) ଏବଂ NEET ପରୀକ୍ଷା ମଧ୍ୟ ସ୍ଥଗିତ ରଖାଯାଇଛି। କିନ୍ତୁ ବର୍ତ୍ତମାନ ପ୍ରାର୍ଥୀଙ୍କ ପାଇଁ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। କାରଣ ଖୁବ ଶୀଘ୍ର ଘୋଷଣା ହୋଇପାରେ ପରୀକ୍ଷାକୁ ନେଇ ନୂଆ ତାରିଖ। ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଆସନ୍ତା […]

google
ଲକଡାଉନ ବେଳେ Googleର ଉପହାର ! ମାଗଣାରେ ମିଳିବ ଏହି ସେବା

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଏବେ ଲକଡାଉନ ଜାରି ରହିଛି। ଏହି ସମୟରେ ଭିଡିଓ କନଫରେନ୍ସିଂ ପ୍ଲାଟଫର୍ମର ଚାହିଦା ବୃଦ୍ଧି ମଧ୍ୟ ପାଇଛି। ଏହାକୁ ଦୃଷ୍ଟିରେ ରଖି Google ଏହାର ଭିଡିଓ କନଫରେନ୍ସିଂ ଆପ୍ ‘Google Meet’କୁ ଏବେ ସବୁ ୟୁଜର୍ସଙ୍କ ପାଇଁ ମାଗଣାରେ ଉପଲବ୍ଧ କରିବା ନେଇ ଘୋଷଣା କରିଛି। ପୂର୍ବରୁ ଏହି ଆପ୍କୁ Paid ୟୁଜର୍ସଙ୍କ ପାଇଁ ଏକ ପ୍ରିମିୟମ୍ ଆପ୍ ଭାବେ ଉପସ୍ଥାପିତ କରାଯାଇଥିଲା। କରୋନୋ ଭାଇରସ୍ ସଂକ୍ରମଣକୁ […]

doctor
କରୋନା ଯୋଦ୍ଧାଙ୍କୁ ଏମିତି ସ୍ୱାଗତ ଜଣାଇଲେ ଲୋକେ, ଭାବପ୍ରବଣ ହୋଇ ଆଖିରୁ ଝରିଲା ଲୁହ

ବେଙ୍ଗାଲୁରୁ: କରୋନା ସଂକ୍ରମଣ ଭୟରେ ଲୋକେ ଘରୁ ବାହାରୁ ନାହାନ୍ତି। ହେଲେ ସ୍ୱାସ୍ଥ୍ୟ ବିଭାଗର ସେଇ କର୍ମଚାରୀମାନଙ୍କୁ ଧନ୍ୟବାଦ ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ କରୋନା ରୋଗୀଙ୍କ ସେବା କରୁଛନ୍ତି। ଆଜି ଆମେ ଆପଣଙ୍କୁ ଏମିତି ଜଣେ କରୋନା ଯୋଦ୍ଧାଙ୍କ ବିଷୟରେ କହିବୁ ଯାହାଙ୍କୁ ନେଇ ଏବେ ଚର୍ଚ୍ଚା। ହେଲେ ତାଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା। ଭାବୁଥିବେ ଆମେ ଆପଣଙ୍କୁ ଏସବୁ କ’ଣ କହୁଛୁ। ଆମେ ଆପଣଙ୍କୁ କହୁଛୁ ବେଙ୍ଗାଲୁରୁର ଡାକ୍ତର ବିଜୟଶ୍ରୀଙ୍କ ସମ୍ପର୍କରେ। […]

Capture
ସେନାକୁ ବଡ଼ ସଫଳତା; ଏନକାଉଣ୍ଟରରେ ଲସ୍କର ଟପ କମାଣ୍ଡର ନିହତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ସେନାକୁ ବଡ଼ ସଫଳତା ମିଳିଛି। କଶ୍ମୀରର ହନ୍ଦୱାରାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏହି ଏନକାଉଣ୍ଟରରେ ଲସ୍କରର ଟପ କମାଣ୍ଡର ହାଇଦର ନିହତ ହୋଇଥିବା ସୂଚନା ମିଳିଛି। ଯେଉଁ ଯବାନମାନେ ଏନକାଉଣ୍ଟରରେ ଟପ କମାଣ୍ଡର ହାଇଦର ସମେତ ଅନ୍ୟ ଜଣେ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି ସେହି ଯବାନମାନେ ସହିଦ ହୋଇଛନ୍ତି। ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ଏହି ୫ ଯବାନ […]

Justice AK Tripathi
କରୋନାରେ ଲୋକପାଳ ସଦସ୍ୟ ଜଷ୍ଟିସ୍ ଏ.କେ. ତ୍ରିପାଠୀଙ୍କ ପରଲୋକ

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁ ଲୋକପାଳ ସଦସ୍ୟ ଜଷ୍ଟିସ୍ ଏ.କେ ତ୍ରିପାଠୀ (ଅବସରପ୍ରାପ୍ତ)ଙ୍କ ପରଲୋକ ଘଟିଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା। ଏପ୍ରିଲ ୨ରେ ତାଙ୍କୁ ଦିଲ୍ଲୀ ସ୍ଥିତ AIIMS ରେ ଭର୍ତ୍ତି କରାଯାଇଥିଲା। ସୂଚନା ଅନୁସାରେ, ଜଷ୍ଟିସ୍ ତ୍ରିପାଠୀଙ୍କ ଝିଅ ଓ ତାଙ୍କ ରୋଷେୟିଆ କରୋନାରେ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସା ପରେ ସେମାନେ ସୁସ୍ଥ ହୋଇଥିଲେ। ଛତିଶଗଡ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ତ୍ରିପାଠୀଙ୍କୁ AIIMS ରେ […]

srinagar
ଆତଙ୍କବାଦୀଙ୍କ କବଳରୁ ପରିବାରକୁ ଉଦ୍ଧାର କରି ସହିଦ ହେଲେ ୫ ଯବାନ

ଶ୍ରୀନଗର: ଜମ୍ମୁ ଓ କଶ୍ମୀର କୁପଓ୍ୱାଡା ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ୫ ଯବାନ ସହିଦ ହୋଇଛନ୍ତି। ସହିଦଙ୍କ ମଧ୍ୟରେ ଜଣେ କର୍ଣ୍ଣେଲ, ଜଣେ ମେଜରଙ୍କ ସମେତ ଦୁଇ ଜଣ ଯବାନ ଓ ଜମ୍ମୁ କଶ୍ମୀରର ଜଣେ ପୁଲିସ ଅଧିକାରୀ ମଧ୍ୟ ଅଛନ୍ତି। ତେବେ ଏହି ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି। ଆତଙ୍କବାଦୀମାନେ କୁପଓ୍ୱାଡା ଜିଲ୍ଲାର ହନ୍ଦୱାରା ଅଞ୍ଚଳରେ ଲୁଚିଥିବା ନେଇ ସୁରକ୍ଷାବଳୟ ଜାଣିବା ପରେ ଶନିବାର ଦିନ ସେନା […]

rainfall
ଘନୀଭୂତ ହେଉଛି ଳଘୁଚାପ, ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ: ଦକ୍ଷିଣ ଆଣ୍ଡାମାନ ସାଗର ଓ ବଙ୍ଗୋପ ସାଗର ଉପରେ ଦାନା ବାନ୍ଧୁଛି ଲଘୁଚାପ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ଲଘୁଚାପ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା ଡିପ୍ରେସନ୍‌ରେ ପରିଣତ ହୋଇପାରେ। ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ସମୟରେ ଅଶାନ୍ତ ରହିବ ବୋଲି […]

cat
ଅସୁସ୍ଥ ଛୁଆକୁ ଧରି ହସ୍ପିଟାଲ୍‌‌ରେ ପହଞ୍ଚିଲା ବିଲେଇ, ଡାକ୍ତର ଦେଖି ଆଚମ୍ବିତ

ଇସ୍ତାନବୁଲ୍‌:  ମା’ର ମମତା ଅତୁଳନୀୟ। ସନ୍ତାନ ପାଇଁ ସେ ସାତ ସମୁଦ୍ର ତେର ନଈ ଲଂଘି ପାରେ। ମଣିଷ ହେଉ ବା ପକ୍ଷୀ କିମ୍ବା ପଶୁ, ସବୁବେଳେ ମା’ଟିଏ ଚାହେଁ ତା’ର ସନ୍ତାନକୁ ସବୁ ବିପଦରୁ ବଞ୍ଚାଇବାକୁ।  ଆମେ ଏଠି ଏମିତି ଜଣେ ମା’ର କଥା କହିବାକୁ ଯାଉଛୁ, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସାରା ବିଶ୍ୱରେ ଏବେ କାୟା ବିସ୍ତାର କରିଛି ମହାମାରୀ କରୋନା। ତୁର୍କୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୨ […]

kim
ସବୁ ଚର୍ଚ୍ଚାର ଅବସାନ ଘଟାଇ ସାମ୍ନାକୁ ଆସିଲେ କିମ୍ ଜୋଙ୍ଗ

ସିଓଲ: ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ‌ ଉନ୍‌ଙ୍କୁ ନେଇ ସୃଷ୍ଟି ହୋଇଥିବା ଅନେକ ଦ୍ୱନ୍ଦ୍ୱ ଓ ସସ୍‌ପେନ୍ସରେ ଶେଷରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଗତ ମାସରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଯେଉଁ ସବୁ ଚର୍ଚ୍ଚା ହେଉଥିଲା ତା’ର ଅବସାନ ଘଟାଇ ଶେଷରେ କିମ୍‌ ସର୍ବ ସମ୍ମୁଖକୁ ଆସିଛନ୍ତି। ନିକଟରେ ଏକ ସାର କାରଖାନାର ଉଦ୍‌ଘାଟନୀ ଉତ୍ସବରେ ସେ ରିବନ୍‌ କାଟିବା ନେଇ କୋରିଆନ୍‌ ସେଣ୍ଟ୍ରାଲ୍‌ ନ୍ୟୁଜ୍‌ ଏଜେନ୍ସି(KCNA) ଶନିବାର ସୂଚନା ଦେଇଛି। ସୂଚନା ଅନୁସାରେ, ଶୁକ୍ରବାର ଦିନ ରାଜଧାନୀ […]

LPG
ଲକ୍‌ଡାଉନ୍‌ ବେଳେ ପୁଣି ଶସ୍ତା ହେଲା ଏଲ୍‌ପିଜି ସିଲିଣ୍ଡର

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍ ଜାରି ରହିଥିବାବେଳେ ସାଧାରଣ ଜନତାଙ୍କ ପାଇଁ ଏକ ଖୁସି ଖବର। ଏସବୁ ଭିତରେ ଅଣ-ସବସିଡି ଏଲ୍‌ପିଜି ସିଲିଣ୍ଡର ଗ୍ୟାସ ଦର ପୁଣି କମିଛି। ଗତ ମାସରେ ଏଲ୍‌ପିଜି ସିଲିଣ୍ଡରର ଦାମ କମି ଥିବାବେଳେ ଚଳିତ ମାସ ଆରମ୍ଭରୁ ଏହି ସିଲିଣ୍ଡର ଦାମ ପୁଣିଥରେ କମିଛି।  ୧୪.୨ କିଲୋଗ୍ରାମର ଅଣ-ସବସିଡି ସିଲିଣ୍ଡରର ଦାମ ଦିଲ୍ଲୀରେ ୧୬୨.୫ ଟଙ୍କା ଶସ୍ତା ହୋଇଛି। ଗ୍ୟାସ୍ ଦାମ ୭୪୪ଟଙ୍କାରୁ କମି ୫୮୧.୫ […]

cyclone
ଜାଣନ୍ତି କି ପରବର୍ତ୍ତୀ ବାତ୍ୟାର ନାଁ ?

ନୂଆଦିଲ୍ଲୀ: ବାତ୍ୟା ତିତ୍‌ଲି, ଗଜ, ଫନି, ବାୟୁ, ବୁଲ୍‌ବୁଲ୍‌ ପରେ ଆଗକୁ ସୃଷ୍ଟି ହେବାକୁ ଥିବା ଟ୍ରପିକାଲ୍‌ ସାଇକ୍ଲୋନ୍‌ର ନାଁ ଆପଣ ଜାଣିଛନ୍ତି କି ? ଏହି ସାଇକ୍ଲୋନ୍‌ର ନାଁ ଅମ୍‌ଫାନ୍‌ ରଖାଯାଇଛି। ଚଳିତ ସପ୍ତାହରେ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ସମ୍ଭାବ୍ୟ ବାତ୍ୟାକୁ ନେଇ ଏକ ତାଲିକା ଜାରି କରିଥିଲା। ଯେଉଁଥିରେ ୧୬୯ଟି ସମ୍ଭାବ୍ୟ ବାତ୍ୟାର ନାଁ ରହିଥିଲା। ଏହି ତାଲିକାକୁ ୨୦୧୯, ଏପ୍ରିଲରେ World Meteorological Department (WMO) panel ଗ୍ରହଣ କରିଥିଲା। ଆଗକୁ ଉତ୍ତର […]

exam
ଘୁଞ୍ଚିଲା ବିଭିନ୍ନ ପରୀକ୍ଷା ପାଇଁ ଅନ୍‌ଲାଇନ୍ ଆବେଦନ ପତ୍ର ଦାଖଲ ତାରିଖ

ନୂଆଦିଲ୍ଲୀ: ବିଭିନ୍ନ ପରୀକ୍ଷା ପାଇଁ ଅନ୍‌ଲାଇନ୍‌ ଆବେଦନ ପତ୍ର ଦାଖଲ କରିବାର ତାରିଖକୁ ଜାତୀୟ ଟେଷ୍ଟିଂ ଏଜେନ୍ସି(NTA) ପକ୍ଷରୁ ଘୁଞ୍ଚାଇ ଦିଆଯାଇଛି। ଲକ୍‌ଡାଉନ୍‌ ଯୋଗୁ ଛାତ୍ରଛାତ୍ରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। NCHM JEE ,ICAR, JNU ପ୍ରବେଶିକା ପରୀକ୍ଷା ଓ IGNOU ପିଏଚ୍‌ଡି ଓ OPENMAT(MBA) ଏଣ୍ଟ୍ରାସ୍‌ ପାଇଁ ଅନ୍‌ଲାଇନ୍‌ ‌ଆବେଦନର ଅବଧିକୁ ମେ’ ୧୫ ଯାଏ ବଢାଇ ଦିଆଯାଇଛି। ତେବେ ଅଲ୍‌ ଇଣ୍ଡିଆ ଆୟୁଷ ପୋଷ୍ଟ ଗ୍ରାଜୁଏଟ୍ ଏଣ୍ଟ୍ରାସ୍‌ ଟେଷ୍ଟ […]

cyclone
୧୩ ସମ୍ଭାବ୍ୟ ସାଇକ୍ଲୋନ୍‌ର ନାଁ ଜାରି କଲା ଭାରତୀୟ ପାଣିପାଗ ବିଭାଗ

ନୂଆଦିଲ୍ଲୀ: ଉତ୍ତର ଭାରତ ମହାସାଗର ସମେତ ବଙ୍ଗୋପସାଗର ଓ ଭାରତ ମହାସାଗର ଉପରେ ଆଗକୁ ସୃଷ୍ଟି ହେବାକୁ ଥିବା ଟ୍ରପିକାଲ୍‌ ସାଇକ୍ଲୋନ୍‌ର ନାମ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି)। ବିଶ୍ୱବ୍ୟାପୀ ମୋଟ୍‌ ୬ଟି Regional Specialised Meteorological Centres (RSMCs) ଓ ୫ଟି ରିଜିଓନାଲ୍‌ Tropical Cyclone Warning Centres (TCWCs) ରହିଛି। ଏହି କେନ୍ଦ୍ର ପକ୍ଷରୁ  ଟ୍ରପିକାଲ୍‌ ସାଇକ୍ଲୋନ୍‌ର ନାମକରଣ ପାଇଁ ଆଡ୍‌ଭାଇଜରି ଜାରି କରାଯାଇଛି। ୬ RSMCs ମଧ୍ୟରେ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) […]

rishi kapoor 2
ଅଭିନେତା ଋଷି କପୁର୍‌ଙ୍କ ପରଲୋକ

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଅଭିନେତା ଋଷି କପୁର୍‌ଙ୍କ ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ସେ ‌ମୁମ୍ବାଇ ସ୍ଥିତ ସାର୍‌ ଏଚ୍‌.ଏନ୍‌. ରିଲାଏନ୍ସ ଫାଉଣ୍ଡେସନ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ସେ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ବୁଧବାର ସକାଳେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏନେଇ ଋଷିଙ୍କ ଭାଇ ରଣଧୀର କପୁର ସୂଚନା ଦେଇଥିଲେ। ଋଷି କପୁରଙ୍କ ମୃତ୍ୟୁ ଖବରକୁ ନେଇ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି […]

rishi kapoor
ଋଷି କପୁର୍‌ ଅସୁସ୍ଥ

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଅଭିନେତା ଋଷି କପୁର୍‌ ଅସୁସ୍ଥ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ମୁମ୍ବାଇ ସ୍ଥିତ ସାର୍‌ ଏଚ୍‌.ଏନ୍‌. ରିଲାଏନ୍ସ ଫାଉଣ୍ଡେସନ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରଯାଇଛି। ସେ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ବୁଧବାର ଦିନ ସକାଳେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏନେଇ ଋଷିଙ୍କ ଭାଇ ରଣଧୀର କପୁର ସୂଚନା ଦେଇଛନ୍ତି। ବର୍ତ୍ତମାନ ତାଙ୍କ(ଋଷି) ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ରଣଧୀର କହିଛନ୍ତି। ୨୦୧୮ରେ ସେ କ୍ୟାନସରରେ ପୀଡିତ ହୋଇଥିଲେ। ତା’ପରେ ପ୍ରାୟ […]

irrfan-khan
ବଲିଉଡ୍‌ ଅଭିନେତା ଇର୍‌ଫାନ୍‌ ଖାନ୍‌ଙ୍କ‌ ପରଲୋକ

ମୁମ୍ବାଇ: ପ୍ରସିଦ୍ଧ ବଲିଉଡ୍‌ ଅଭିନେତା ଇର୍‌ଫାନ୍‌ ଖାନ୍‌ଙ୍କର ଆଜି‌ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା। ସେ ଗତ ମଙ୍ଗଳବାର ଦିନ କୋକିଳାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା। ବୃହତନ୍ତ୍ର  ବା ମଳଦ୍ୱାରରେ ସଂକ୍ରମଣ (କୋଲୋନାଲ୍‌ ଇନ୍‌ଫେକ୍ସନ୍‌) ଯୋଗୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଇର୍‌ଫାନଙ୍କ ମୁଖପାତ୍ର କହିଥିଲେ। ତାଙ୍କ ସହିତ ତାଙ୍କ ପୂରା ପରିବାର ଡାକ୍ତରଖାନାରେ ଥିଲେ। ତାଙ୍କୁ କ୍ୟାନ୍‌ସର୍‌ ମଧ୍ୟ ହୋଇଥିଲା […]

gold
କମିଲା ସୁନା ଦର

ନୂଆଦିଲ୍ଲୀ: ଲଗାତାର ତିନି ଦିନ ପରେ ସୁନା ଦର ହ୍ରାସ ପାଇଛି। ସୂଚନା ଅନୁସାରେ, ଆଜି ୨୪ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମକୁ ୨୭୧ ଟଙ୍କା ହ୍ରାସ ପାଇ ୪୬,୩୩୬ ଟଙ୍କାରେ ପହଞ୍ଚିଛି। ହେଲେ ରୁପା ଦର ବୃଦ୍ଧି ପାଇଥିବା ରେକର୍ଡ କରାଯାଇଛି। ରୁପା ଦର ପ୍ରତି କିଲୋଗ୍ରାମକୁ ୨୦ ଟଙ୍କା ବୃଦ୍ଧି ପାଇ ୪୨,୦୫୦ରେ ପହଞ୍ଚିଛି। ଏପ୍ରିଲ ୨୪ରେ ୨୪ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମକୁ ୪୬, ୬୦୭ ଟଙ୍କା […]