ନୂଆଦିଲ୍ଲୀ: ମଙ୍ଗଳବାର ଦିଲ୍ଲୀଠାରେ ନ୍ୟାୟ ପାଇଁ ଦାବି କରି ଆନ୍ଦୋଳନରତ ହଜାର ହଜାର ବିକ୍ଷୋଭକାରୀ ପୁଲିସ୍ ଏବଂ ସେମାନଙ୍କ ପରିବାର ଲୋକେ ଶେଷରେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି। ସେମାନେ ପୁଲିସ୍ ମୁଖ୍ୟାଳୟ ସାମ୍ନାରେ ଏହି ଆନ୍ଦୋଳନ କରୁଥିଲେ। ବରିଷ୍ଠ ପୁଲିସ୍ ଅଧିକାରୀ ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ଏହି ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଏହି ବିକ୍ଷୋଭକାରୀମାନଙ୍କୁ ସ୍ୱତନ୍ତ୍ର ପୁଲିସ୍ କମିଶନର ସୀଶ ଗୋଲଚା କହିଥିଲେ, ସେମାନେ ଆନ୍ଦୋଳନ ବନ୍ଦ କରି କାମକୁ […]
ନୂଆଦିଲ୍ଲୀ : ଇଣ୍ଡିଆନ୍ କ୍ରିକେଟ୍ ଟିମ୍ ଅଧିନାୟକ ବିରାଟ କୋହଲି ଆଜି ତାଙ୍କର ୩୧ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ବିରାଟ ଭାବବିହ୍ଵଳ ହୋଇ ୧୫ ବର୍ଷ ବୟସ୍କ ଚିକୁଙ୍କୁ ଏକ ଏକ ଚିଠି ଲେଖିଛନ୍ତି। ଏହି ଚିଠିକୁ ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି। ଚିକୁ ହେଉଛି ବିରାଟଙ୍କ ଡାକ ନାମ। ଚିଠିରେ ବିରାଟ ଲେଖିଛନ୍ତି, ପ୍ରିୟ ଚିକୁ, ଜନ୍ମଦିନର ବହୁତ ବହୁତ ଅଭିନନ୍ଦନ। ମୁଁ ଜାଣେ ଭବିଷ୍ୟତକୁ ନେଇ ତୁମର ଅନେକ […]
ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟ ଘୂର୍ଣ୍ଣିଝଡ଼ ‘ମହା’ ଗୁଜରାଟ ଉପକୂଳ ଦେଇ ଅତିକ୍ରମ କରିବା ନେଇ ଆଶଙ୍କା ରହିଛି। ଏହା ଡିଉ ଓ ପୋରବନ୍ଦର ମଧ୍ୟବର୍ତ୍ତୀ ଅଞ୍ଚଳରେ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ଆକଳନ କରୁଛି। ଆସନ୍ତା ୭ତାରିଖ ବେଳକୁ ଗୁଜରାଟ ଉପକୂଳ ଛୁଇଁପାରେ। ଗୁଜରାଟ ଉପକୂଳ ଛୁଇଁବା ପରେ ଧୀରେ ଧୀରେ ତାର ପ୍ରକୋପ କମିବ। ଏହାର ପ୍ରଭାବରେ ଗୁରୁବାର ପରଠୁ ସ୍ଥାନେ ସ୍ଥାନେ ମଧ୍ୟ ଅତ୍ୟଧିକ ବର୍ଷା ଏବଂ ଅଧିକାଂଶ ଅଞ୍ଚଳରେ […]
ମୁମ୍ୱାଇ: ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ଦୁଇ ସହଯୋଗୀ ବିଜେପି-ଶିବସେନା ମଧ୍ୟରେ ଛକାପଞ୍ଝା ଜାରି ରହିଛି। ଏହାରି ଭିତରେ ମହାରାଷ୍ଟ୍ର ସ୍ୱାଧୀନ ବିଧାୟକ ରବି ରାଣା କହିଛନ୍ତି, ଶିବସେନାର ୨୫ ବିଧାୟକ ବିଜେପି ଲିଙ୍କରେ। ଯାହାକି, ଶିବସେନା ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଗତକାଲି ଶିବସେନା ନେତା ସଞ୍ଜୟ ରାଉତ କହିଥିଲେ, ଶିବସେନା ରାଜ୍ୟରେ ସରକାର ଗଢ଼ିବା ପାଇଁ ଆବଶ୍ୟକ ବିଧାୟକଙ୍କ ସମର୍ଥନ ପାଖରେ ରଖିଛି। ଏବେ ୧୭୦ ବିଧାୟକଙ୍କ ସମର୍ଥନ ରହିଛି, ଖୁବଶୀଘ୍ର ଏହି […]
ନୂଆଦିଲ୍ଲୀ: ନ୍ୟାୟ ମାଗୁଛନ୍ତି ପୁଲିସ୍। ଦିଲ୍ଲୀ ପୁଲିସ୍ ମୁଖ୍ୟ ଅମୂଲ୍ୟ ପଟ୍ଟନାୟକଙ୍କ ଆଶ୍ୱାସନା ସତ୍ତ୍ୱେ ଥମିନି ବିକ୍ଷୋଭ। ଦିଲ୍ଲୀ ପୁଲିସ୍ ମୁଖ୍ୟାଳୟ ବାହାରେ ହଜାର ହଜାର ପୁଲିସ୍ ଆନ୍ଦୋଳନ ଜାରି ରଖିଛନ୍ତି। ମଙ୍ଗଳବାର ସକାଳଠାରୁ ସେମାନେ ଆନ୍ଦୋଳନ ଜାରି ରଖିଥିବାବେଳେ ନିଜ ଜିଦିରେ ଅଟଳ ରହିଛନ୍ତି। ବହୁ ଜନଗହଳି ପୂର୍ଣ୍ଣ ଏହି ରାସ୍ତାକୁ ୟୁନିଫର୍ମରେ ଏବଂ ସାଦା ପୋଷାକରେ ଥିବା ପୁଲିସ୍ ବନ୍ଦ ରଖିଛନ୍ତି। ସେମାନେ ଦାବି କରିଛନ୍ତି, ଗତ କିଛି ଦିନରେ ଯେଉଁ ଓକିଲମାନେ ହିଂସାକାଣ୍ଡରେ […]
କଲ୍ ଡିଟେଲ୍ସ ଯାଞ୍ଚ ହୋଇଛି, ସବୁ ଦିଗରୁ ତଦନ୍ତ ହେଉଛି ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି। ଜେରା ବେଳେ କିଛି ତଥ୍ୟ ପାଇଛୁ। ଏହା କହି ହେବନି ବୋଲି ଏସ୍ଡିଓ କହିଛନ୍ତି।