• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

ram
ଅଯୋଧ୍ୟା ବିବାଦ: ମୁସଲିମ୍‌ ପକ୍ଷ କହିଲେ ଜମି ନେବୁ ତ ସେଇଠି

ଅଯୋଧ୍ୟା: ରାମଜନ୍ମ ଭୂମି ଓ ବାବ୍ରୀ ମସଜିଦ୍‌ ବିବାଦରେ ଏବେ ନୂଆ ଟ୍ୱିଷ୍ଟ ଆସିଛି। ଅଯୋଧ୍ୟାର ବିବାଦୀୟ ଅଞ୍ଚଳକୁ ସୁପ୍ରିମକୋର୍ଟ ରାମ ଲଲା ନ୍ୟାସକୁ ଦେଇଥିବା ବେଳେ ମୁସଲିମ ପକ୍ଷଙ୍କୁ ଅନ୍ୟତ୍ର ୫ ଏକର ଜାଗା ମସଜିଦ ନିର୍ମାଣ ପାଇଁ ଦେବାକୁ କହିଥିଲେ। ଏହି ୫ ଏକର ଜମି ଅଯୋଧ୍ୟା ମଧ୍ୟରେ ହିଁ ମୁସଲିମ ପକ୍ଷଙ୍କୁ ମିଳିବ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏବେ ଏହି ଜମି ବିବାଦର ମୁଖ୍ୟ ଲିଟିଗାଣ୍ଟ ଇକବାଲ ଅନସାରୀ ନୂଆ ଦାବି ଜଣାଇଛନ୍ତି। […]

amit
ବିଜେପି, ଶିବସେନା କଳିକୁ ନେଇ ଏମିତି କହିଲେ ଅମିତ ଶାହ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବିଜେପି ଓ ସହଯୋଗୀ ଶିବସେନା ମଧ୍ୟରେ ଚାଲିଥିବା ତିକ୍ତତା ସମ୍ପର୍କରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ବିଜେପିର ଚାଣକ୍ୟ ତଥା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ମହାରାଷ୍ଟ୍ରରରେ ଦୁଇ ସହଯୋଗୀଙ୍କ ମଧ୍ୟରେ ଲାଗି ରହିଥିବା କ୍ଷମତା ଯୁଦ୍ଧ ପାଇଁ ସେ ସିଧାସଳଖ ଶିବସେନାକୁ ହିଁ ଦାୟୀ କରିଛନ୍ତି। ସେହିପରି ମହାରାଷ୍ଟ୍ରରେ ତରବରିଆ ଭାବେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପଛରେ କେନ୍ଦ୍ରର ହାତ ଥିବା ନେଇ ବିରୋଧୀ କରୁଥିବା ଅଭିଯୋଗର ଜବାବ ମଧ୍ୟ ଶ୍ରୀ […]

ns
ବାରମ୍ବାର ସଂଶୋଧନ କରିପାରିବେ ନାହିଁ ଆଧାର କାର୍ଡ

ନୂଆଦିଲ୍ଲୀ: ୟୁଆଇଡିଏଆଇ ଆଧାର ସଂଶୋଧନ ନିୟମରେ ପରିବର୍ତ୍ତନ ଆଣିଛନ୍ତି। ଏଣିକି ଆପଣ ଆଧାର କାର୍ଡରେ ନିଜ ନାଁ, ଜେଣ୍ଡର ଓ ଜନ୍ମତାରିଖକୁ ବାରମ୍ବାର ସଂଶୋଧନ କରିପାରିବେ ନାହିଁ। ଏଥିରେ ଅଙ୍କୁଶ ଲଗାଇଛି ୟୁଆଇଡିଏଆଇ। ଆଧାର ସଂଶୋଧନର ବାରମ୍ବାରତା ଉପରେ ଅଙ୍କୁଶ ଲଗାଇ ଏହାକୁ ସିମିତ ରଖାଯାଇଛି। ଏବେ ଆସନ୍ତୁ ଜାଣିବା ଅଧାରକାର୍ଡରେ ଆଉ କଣ ସବୁ ସଂଶୋଧନ କରିପାରିବେ ଓ ଏଥିପାଇଁ କଣ ନିୟମ ରହିଛି। ଆଧାରକାର୍ଡରେ ନିଜ ନାଁ କେତେଥର ସଂଶୋଧନ କରିପାରିବେ ? – […]

dibyanga
ରିଲିଫ୍‌ ଫଣ୍ଡକୁ ଦାନ କଲେ, ଗୋଡ଼ରେ ମୁଖ୍ୟମନ୍ତ୍ରୀଙ୍କ ସହ ସେଲ୍‌ଫି ନେଲେ ଦିବ୍ୟାଙ୍ଗ ପ୍ରଣବ

ଥିରୁଭନନ୍ତପୁରମ୍‌: ଈଶ୍ୱର ତାଙ୍କୁ ହୁଏତ ଅଧା ଗଢ଼ିଥାଇପାରନ୍ତି, କିନ୍ତୁ ସେ ଯେ ଈଶ୍ୱରଙ୍କ ଦିବ୍ୟ ସୃଷ୍ଟି ଏକଥାର ପ୍ରମାଣ ଦେଇପାରିଛନ୍ତି ଦିବ୍ୟାଙ୍ଗ ଚିତ୍ରଶିଳ୍ପୀ ପ୍ରଣବ ବାଲାସୁବ୍ରମଣ୍ୟମ୍‌। କେରଳରେ ବାତ୍ୟା ପରେ ସ୍ଥିତି ସାଂଘାତିକ ରହିଥିବାବେଳେ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ଅର୍ଥ ଦାନ କରିବାକୁ ପହଞ୍ଚିଥିଲେ। ଏହି ସମୟରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍‌ଙ୍କ ସହ ସେ ବିତାଇଥିବା କିଛି ମୁହୂର୍ତ୍ତ କ୍ୟାମେରାରେ କଏଦ୍‌ ହୋଇ ଗଣମାଧ୍ୟମକୁ ଆସିବା ପରେ ବେଶ୍‌ କିଛି ଲୋକଙ୍କ ହୃଦୟ ଜିତପାରିଛି। […]

Navjot Singh Sidhu
“ଦଳର ନିଷ୍ପତ୍ତିକୁ ସମସ୍ତେ ମାନିବାକୁ ବାଧ୍ୟ”

ସିଦ୍ଧୁ ଆହୁରି ମଧ୍ୟ କହିଛନ୍ତି ଯେ ସିଏମ କ୍ୟାପଟେନ ଅମରିନ୍ଦର ସିଂଙ୍କ ସହ ଘନିଷ୍ଠ ଭାବରେ ସେ କାର୍ଯ୍ୟ କରିବେ। ବର୍ତ୍ତମାନ ସମୟରେ, କଂଗ୍ରେସ ଏକଜୁଟ ହୋଇଛି । ଦଳରେ ସମସ୍ତେ ଶୃଙ୍ଖଳିକ ଭାବରେ କାର୍ଯ୍ୟ କରିବେ। ଦଳର ନିଷ୍ପତ୍ତି ସମସ୍ତେ ବାନିବାକୁ ବାଧ୍ୟ ବୋଲି ସିଦ୍ଧୁ କହିଛନ୍ତି।

lata
ଆଇସିୟୁରେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର

ମୁମ୍ବାଇ: ଅସୁସ୍ଥ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର ଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ୍‌ (ଆଇସିୟୁ)ରେ ରଖାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ମଧ୍ୟ ‘ସଙ୍କଟାପନ୍ନ’ ରହିଥିବାବେଳେ ଏହା ଧୀରେ ଧୀରେ ସୁଧୁରୁଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।   ୯୦ ବର୍ଷ ବୟସ୍କ ମଙ୍ଗେସକର ସୋମବାର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଡକ୍ଟର ପତିତ ସମ୍‌ଧାନୀ ତାଙ୍କର ଚିକିତ୍ସା କରୁଛନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି, ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ […]

tudu
ଋଣ ସୁଝୁଛନ୍ତି ଏହି ଆନ୍ତର୍ଜାତିକ ମହିଳା ବାସ୍କେଟବଲ ଖେଳାଳି

ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ମହିଳା ଆନ୍ତର୍ଜାତିକ ବାସ୍କେଟବଲ ଖେଳାଳି ସୀତାମଣୀ ଟୁଡୁ। ମୟୂରଭଂଜ ବାହଲଦା ବ୍ଲକ ବିଞ୍ଛୁଆ ଅଞ୍ଚଳର ସୀତାମଣି ଭୁବନେଶ୍ୱର ସ୍ପୋର୍ଟସ ହଷ୍ଟେଲର ଋଣ ପରିଶୋଧ କରୁଛନ୍ତି। ପରିଶୋଧ ବାବଦକୁ ଜୁନିୟର ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ଭାରତୀୟ ଦଳରେ ସ୍ଥାନ ପାଇ ଆନ୍ତର୍ଜାତିକ ମ୍ୟାଚ ଖେଳି ଯାହା ଅଭିଜ୍ଞତା ହାସଲ କରିଛନ୍ତି ତାହାକୁ ସେୟାର କରୁଛନ୍ତି ଏହି ବାସ୍କେଟ୍‌ ବଲ୍‌ ଖେଳାଳି। ୨୦୦୬ରେ ସୀତାମଣି ବାସ୍କେଟ ବଲ୍ ପ୍ରତିଭା ଭାବେ ଚିହ୍ନଟ ହୋଇ  ଭୁବନେଶ୍ୱର ସ୍ପୋର୍ଟସ […]

hh
ମହାରାଷ୍ଟ୍ରରେ ଲାଗିଲା ରାଷ୍ଟ୍ରପତି ଶାସନ

ମୁମ୍ବାଇ: ମହାରାଷ୍ଟ୍ରରେ ୧୯ ଦିନର ସରକାର ଗଠନ କସରତ ପରେ ଶେଷରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ। ରାଜ୍ୟପାଳଙ୍କ ସୁପାରିସ ଆଧାରରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। କୌଣସି ଦଳ ସରକାର ଗଠନ କରି ନପାରିବାରୁ ରାଜ୍ୟପାଳ ଭଗତ ସିଂ ଖୋସିୟାରୀ ରାଷ୍ଟ୍ରପତି ଶାସନ ପାଇଁ ସୁପାରିସ କରିଥିଲେ। ସେହି ସୁପାରିସ ପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ର କ୍ୟାବିନେଟ ବୈଠକ ହୋଇଥିଲା। ବୈଠକରେ ରାଜ୍ୟପାଳଙ୍କ ସୁପାରିସକୁ କେନ୍ଦ୍ର କ୍ୟାବିନେଟ ମଂଜୁରୀ ଦେଇଥିଲା। ଏହି ପ୍ରସ୍ତାବକୁ […]