• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

nirav-modi
ନିରାଶ ନିରବଙ୍କ ଆତ୍ମହତ୍ୟ ଧମକ

ନୂଆଦିଲ୍ଲୀ: ଯାମିନ ଆବେଦନ ଖାରଜ ହେବା ପରେ ପଞ୍ଜାବ ନ୍ୟାସ୍‌ନ୍ୟାଲ୍‌ ବ୍ୟାଙ୍କ ଠକେଇ ମାମଲାରେ ଗିରଫ୍ ହୋଇଥିବା ନିରବ ମୋଦୀଙ୍କ କୋର୍ଟଙ୍କୁ ଆତ୍ମହତ୍ୟା ଧମକ। କହିଲେ, ଭାରତ ପ୍ରତ୍ୟର୍ପଣ କଲେ ଆତ୍ମହତ୍ୟା କରିବି। ବୁଧବାର ୟୁକେ(ୟୁନାଇଟେଡ୍ କିକଂଡମ୍‌)ର ଏକ କୋର୍ଟ ନିରବ ମୋଦିଙ୍କ ଯାମୀନ ଆବେଦନକୁ ଖାରଜ୍ କରିଦେଇଥିଲେ। ଏହାକୁ ମିଶାଇ ୪ଟି ଯାମିନ ଆବେଦନ ଖାରଜ ହେବାପରେ ନିରାଶ ନିରବ ମୋଦୀ ଆତ୍ମହତ୍ୟା ଧମକ୍‌ ଦେଇଛନ୍ତି। ତେବେ ଏହାର ପରବର୍ତ୍ତି ଶୁଣାଣି ଡିସେମ୍ବର ୪ ତାରିଖରେ […]

images
ନିଜ କଥାରୁ ଓହରିଲା ପାକିସ୍ତାନ

ନୂଆଦିଲ୍ଲୀ: ନିଜ କଥାରୁ ଓହରିଲା ପାକିସ୍ତାନ। କର୍ତ୍ତାରପୁର କରିଡର ଯାତ୍ରା ପାଇଁ ଭାରତୀୟ ଶିଖ୍‌ ତୀର୍ଥଯାତ୍ରୀଙ୍କୁ ପାସ୍‌ପୋର୍ଟ ବାଧ୍ୟତାମୂଳକ ବୋଲି ଘୋଷଣା କଲେ ପାକିସ୍ତାନ ସେନା ପ୍ରବକ୍ତା ମେଜର୍‌ ଜେନେରାଲ୍ ଅସିଫ୍‌ ଗଫୁର। ନଭେମ୍ବର ଏକ ତାରିଖରେ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ କର୍ତ୍ତାରପୁର ଗୁରୁଦ୍ୱାର ଦରବାର ସାହିବ ତୀର୍ଥ ଯାତ୍ରୀଙ୍କ ପାଇଁ ଦୁଇଟି ବ୍ୟବସ୍ଥା କୋହଳ କରିଥିଲେ। ସେ କହିଥିଲେ, କର୍ତ୍ତାରପୁର ତୀର୍ଥଯାତ୍ରୀଙ୍କ ପାଇଁ କୌଣସି ପାସ୍‌ପୋର୍ଟର ଆବଶ୍ୟକ ପଡ଼ିବ ନାହିଁ। ସେମାନେ କୌଣସି ଏକ […]

f
ନୋ-ବୋଲ୍‌ ଚେକ୍‌ ପାଇଁ ରହିବେ ଆଉ ଜଣେ ଅତିରିକ୍ତ ଅମ୍ପାୟାର୍

ମୁମ୍ବାଇ: ଆଇପିଏଲରେ ନୋ-ବୋଲ୍‌ ବିବାଦର ସମାଧାନ ପାଇଁ ଏବେ ନୂଆ ବ୍ୟବସ୍ଥା ହେବ। ମ୍ୟାଚ୍‌ ବେଳେ ଦୁଇ ଫିଲ୍ଡ ଅମ୍ପାୟାରଙ୍କ ବ୍ୟତୀତ ଜଣେ ଅତିରିକ୍ତ ଅମ୍ପାୟାର ରହିବେ। ଏହି ଅମ୍ପାୟାର ଜଣଙ୍କ କେବଳ ନୋ-ବୋଲଗୁଡ଼ିକୁ ଚେକ୍‌ କରିବେ। ଆଜି ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ଏ ବିଷୟରେ ଆଲୋଚନା କରିଥିବା ଜଣାପଡ଼ିଛି। ପୂର୍ବତନ ଟେଷ୍ଟ କ୍ରିକେଟର ବ୍ରିଜେଶ ପଟେଲଙ୍କ ଅଧ୍ୟକ୍ଷତାରେ ବସିଥିବା ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ବୈଠକରେ ଏସବୁ ବିଷୟରେ ଆଲୋଚନା ହୋଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। […]

croc
ବାତ୍ୟା ଭୟରେ ସହର ଭିତରକୁ ପଶିଆଛନ୍ତି କୁମ୍ଭୀର

ଭଡୋଦରା: ଘୂର୍ଣ୍ଣିଝଡ଼ ମହା ପ୍ରଭାବରେ ଗୁଜରାଟରେ ଲାଗି ରହିଛି ବର୍ଷା। ଆଉ ପ୍ରବଳ ବର୍ଷା ଯୋଗୁ ଭଡୋଦରାରେ ସହର ଭିତରକୁ ପଶି ଆସିଛନ୍ତି କୁମ୍ଭୀର। ଆଉ ଏମାନଙ୍କୁ ଉଦ୍ଧାର କରିବା ପାଇଁ ବନ୍ୟଯନ୍ତୁ କାର୍ଯ୍ୟ କର୍ତ୍ତା ଓ ସ୍ୱେଚ୍ଛାକର୍ମୀ। ତେବେ ଦୀର୍ଘ ୧୨ ଘଣ୍ଟା ମଧ୍ୟରେ ୫ଟି କୁମ୍ଭୀର ଉଦ୍ଧାର ହୋଇ ସାରିଲାଣି। ତେବେ ପ୍ରଥମେ ଏକ କୁମ୍ଭୀରକୁ  ଡ୍ରେନ ଭିତରେ ପସିଥିବା ଦେଖି ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ। ଦୀର୍ଘ ୨ ଘଣ୍ଟାକାଳ କସରତ ପରେ […]

maha
ଏପଟେ 'ବୁଲ୍‌ବୁଲ୍‌' ସେପଟେ ମହା, ଉଭୟ ମାଡ଼ି ଆସୁଛନ୍ତି

ନୂଆଦିଲ୍ଲୀ:  ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ‘ବୁଲ୍‌ବୁଲ୍’ ଘଣ୍ଟାକୁ ୯ କି.ମି. ବେଗରେ ଉତ୍ତର-ପଶ୍ଚିମ ଦିଗକୁ ମାଡ଼ି ଆସୁଥିବା ବେଳେ ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ମହା ଘଣ୍ଟା ପ୍ରତି ୨୧ କିଲୋମିଟର ବେଗରେ ମାଡ଼ି ଆସୁଛି। ଏହା ଗୁଜରାଟ ଉପକୂଳ ଦେଇ ଅତିକ୍ରମ କରିବା ନେଇ ଆଶଙ୍କା ରହିଛି। ଘଣ୍ଟା ପ୍ରତି ୨୧ କିଲୋମିଟର ବେଗରେ ଗତି କରୁଥିବା ମହା ଡିଉ ଓ ପୋରବନ୍ଦର ମଧ୍ୟବର୍ତ୍ତୀ ଅଞ୍ଚଳରେ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ଆକଳନ […]