• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

c
କମ୍‌ଦାମରେ ଖୁବ୍‌ଶୀଘ୍ର ଲଞ୍ଚ୍ ହେବ ଏହି ଆଇଫୋନ୍‌; ଆପଣ ବି କିଣିପାରିବେ

ମୋବାଇଲ୍ ଫୋନ୍‌ ଦୁନିଆରେ iphone ଏକ ବଡ଼ ବ୍ରାଣ୍ଡ୍ ବୋଲି କୁହାଯାଏ। କାରଣ ଏହି ଫୋନ୍‌ ଦେଖିବାକୁ ଯେମିତି ଦାମ୍‌ ବି ସେମିତି। ସେଥିପାଇଁ ତ ଏହାକୁ ବଡ଼ଲୋକିଆଙ୍କ ଫୋନ୍‌ ବୋଲି କୁହନ୍ତି। ଆଇଫୋନ୍‌ ଧରିବାକୁ ସମସ୍ତଙ୍କର ଇଚ୍ଛା ଥିଲେ ବି ଏହା ମହଙ୍ଗା ହୋଇଥିବାରୁ କିଣିହୁଏନି। କିନ୍ତୁ ଏବେ ଆପଣଙ୍କ c ହେବାକୁ ଯାଉଛି। iphone ସବୁଠୁ ସସ୍ତା ଫୋନ୍‌ ଆଣିବାକୁ ଯାଉଛି, ଯାହାକୁ ସାଧାରଣ ବଜେଟ୍‌ରେ କିଣିଯାଇ ପାରିବ।   ୨୦୨୦ ସୁଦ୍ଧା iphone […]

f
ଇଣ୍ଟର୍‌ନେଟ୍‌ ଓ ସିମ୍‌ ଅନ୍‌ ରହିବ କିନ୍ତୁ କଲ୍‌ ଆସିବନି ଚାହୁଁଛନ୍ତି ? ଜାଣନ୍ତୁ ସିକ୍ରେଟ୍‌ ଟ୍ରିକ୍ସ

ଅନେକ ସମୟରେ ଅଫିସ୍ କିମ୍ବା କୌଣସି ଦରକାରୀ କାମ କରୁଥିଲେ କିମ୍ବା ଅନ୍ୟମାନଙ୍କ ଗହଣରେ ଥିଲେ ଫୋନ୍‌ କଲ୍‌ ରିସିଭ୍‌ କରିପାରିନ୍ତି ନାହିଁ। କିନ୍ତୁ ସେହି ସମୟରେ ସମ୍ପର୍କୀୟ ବ୍ୟକ୍ତିମାନେ ବାରମ୍ବାର ଫୋନ୍‌ କରିଥାନ୍ତି। ଆପଣ ଚାହିଁଲେ ବି ସେମାନଙ୍କ ଫୋନ୍‌ କଲ୍‌କୁ କାଟିପାରନ୍ତି ନାହିଁ।  ଅଫିସ୍‌ରେ ଫୋନ୍‌ ଉଠାଇବା ମଧ୍ୟ ଅନେକ ସମୟରେ ସମ୍ଭବ ହୋଇନଥାଏ। ଏହି ସମୟରେ ଆପଣ ନିଶ୍ଚେ ଭାବୁଥିବେ ଯେ ଏଭଳି ଗୋଟେ ସୁବିଧା ଥାଆନ୍ତା କି, ଯେମିତି ସିମ୍‌ କାର୍ଡ […]

Untitled-1
ଏହି କାମ କରୁଛନ୍ତି କି ? ସେଥିପାଇଁ ମୁହଁରେ ବାହାରୁଛି ବ୍ରଣ

ମୁହଁରେ ବ୍ରଣ ହେବା ଆଜିକାଲି ଯୁବପିଢ଼ିଙ୍କ ପାଇଁ ଗୋଟେ ବଡ଼ ସମସ୍ୟା ହେଲାଣି। ପ୍ରତ୍ୟେକ ଦିନ ମୁଁହରେ ବ୍ରଣ ବାହାରୁଥିବାରୁ ମୁହଁ ଅସୁନ୍ଦର ଦେଖାଯାଉଛି। ଆଉ ଏହାକୁ ହାତରେ ଖଣ୍ଡିଆ କରିଦେଲେ ମୁହଁରେ କଳା ଦାଗ ପଡ଼ିଯାଉଛି। ଏଥିରୁ ମୁକ୍ତି ମିଳିବ ତ କେମିତି ? ଏବେ ଏହା ଯୁବ ପିଢ଼ିଙ୍କୁ ଚିନ୍ତାରେ ପକାଇଛି। ସାଧାରଣତଃ ୨୦ ରୁ  ୪୦ ବର୍ଷ ବୟସ ବ୍ୟକ୍ତିଙ୍କ ମଧ୍ୟରେ ଏହି ସମସ୍ୟା ଅଧିକ ଦଖାଦେଉଛି। କିନ୍ତୁ ଆପଣ ଜାଣିଛନ୍ତି କି […]

t
ଭାରତ ସହ ପଙ୍ଗା ହେଲା ମହଙ୍ଗା; ଗଡ଼ିଲା ୫ ପାକିସ୍ତାନ ଯବାନଙ୍କ ମୁଣ୍ଡ

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ କ୍ୟାମ୍ପ ଉପରେ ଆଜି ଭାରତ ଆକ୍ରମଣ କରିଛି। ଭାରତୀୟ ସେନାର ଆକ୍ରମଣରେ ୫ ଜଣ ପାକିସ୍ତାନ ସେନା ନିହତ ହୋଇଥିବାବେଳେ ଅନେକ ଯବାନ ଆହତ ହୋଇଛନ୍ତି। ୪ରୁ ଅଧିକ ଆତଙ୍କବାଦୀ କ୍ୟାମ୍ପ ନଷ୍ଟ ହୋଇଯାଇଥିବା ସୂଚନା ରହିଛି। ଆଜି ଟଙ୍ଗଧର ସେକ୍ଟରର ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା। ଏହାର ଜବାବ ଦେବାକୁ ଯାଇ ଭାରତୀୟ ସେନା ଟଙ୍ଗଧର ସେକ୍ଟରର ବୀପରିତ ପାର୍ଶ୍ୱରରେ ଥିବା ଆତଙ୍କବାଦୀ କ୍ୟାମ୍ପ ଉପରେ […]

t
ଟ୍ରେନ୍‌ ବିଳମ୍ବ ହେଲା ବୋଲି ଏବେ ଯାତ୍ରୀଙ୍କୁ ଟଙ୍କା ଫେରାଇବ ରେଳବାଇ

ନୂଆଦିଲ୍ଲୀ: ଦେଶର ପ୍ରଥମ ଘରୋଇ ଟ୍ରେନ ତେଜସ୍ ଏକ୍ସପ୍ରେସ ଷ୍ଟେସନରେ ଶନିବାର ବିଳମ୍ୱରେ ପହଞ୍ଚିଥିଲା। ତେଣୁ ଏହି ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ରେଳବାଇ କ୍ଷତିପୂରଣ ଦେବ ବୋଲି ଜଣାପଡ଼ିଛି। ଗତକାଲି ଲକ୍ଷ୍ନୌ-ଦିଲ୍ଲୀ ତେଜସ୍ ଏକ୍ସପ୍ରେସ ଟ୍ରେନ ଉଭୟ ଅପ୍ ଏବଂ ଡାଉନରେ ବିଳମ୍ୱରେ ଚାଲିଥିଲା। ତେଣୁ ରେଳ ବିଭାଗର ନିୟମ ମୁତାବକ ଯାତ୍ରୀମାନଙ୍କୁ କ୍ଷତିପୂରଣ ମିଳିବ ବୋଲି ଘୋଷଣା ହୋଇଛି। ଲକ୍ଷ୍ନୌରୁ ଦିଲ୍ଲୀ ଯାଉଥିବା ଟ୍ରେନରେ ୪୫୧ ଜଣ ଯାତ୍ରୀ ଥିବାବେଳେ ଦିଲ୍ଲୀରୁ ଲକ୍ଷ୍ମୌ ଯାଉଥିବା […]

AAAAA
ବହି ଧରି ଗାନ୍ଧୀଙ୍କ କଥା ଏମିତି ପଢ଼ିଲେ ବଲିଉଡ୍‌ ଷ୍ଟାର୍‌; ଭିଡିଓ ଶେୟାର୍‌ କଲେ ପିଏମ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଲ୍ମ ଜଗତର ଅନେକ କଳାକାରଙ୍କୁ ଭେଟିଥିଲେ। ଶାହାରୁଖ ଖାନ୍, ଆମୀର ଖାନ୍‌ ଓ କଙ୍ଗନା ରାଣାୱତଙ୍କ ସମେତ ବଲିଉଡର ଅନେକ ବଡ଼ ବଡ଼ କଳାକାର ଏଥିରେ ସାମିଲ ହୋଇଥିଲେ। #ChangeWithin ଅନ୍ତର୍ଗତ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯେଉଁଥିରେ ମହାତ୍ମା ଗାନ୍ଧିଙ୍କ ବାର୍ତ୍ତା ସଂପର୍କରେ ଲୋକଙ୍କୁ ସଚେତନ କରିବା ଦିଗରେ କଳାକାରମାନଙ୍କ ଭୂମିକା ସଂପର୍କରେ ଆଲୋଚନା ହୋଇଥିଲା। ଏଥିସହ ପ୍ରଧାନମନ୍ତ୍ରୀ […]

cm
ପ୍ରମୋଦଙ୍କୁ ଓଡ଼ିଶାର ଗର୍ବ ବୋଲି କହିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଡେନମାର୍କରେ ଚାଲିଥିବା ଅନ୍ତର୍ଜାତୀୟ ପାରା ବ୍ୟାଡମିଣ୍ଟନ -୨୦୧୯ ପ୍ରତିଯୋଗିତାର ଡବଲସରେ ଏବଂ ଏସଏଲ୍‌ ଥ୍ରୀ ସିଙ୍ଗଲସର ବ୍ରୋଞ୍ଜ ଜିତିଥିବା ପ୍ରମୋଦ ଭଗତଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇବା ସହ ପ୍ରମୋଦଙ୍କୁ ଓଡ଼ିଶାର ଗର୍ବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଆଗାମୀ ଦିନରେ ସଫଳ ହୁଅନ୍ତୁ ବୋଲି କାମନା କରିଛନ୍ତି ନବୀନ। ଏହାସହ ରାଜ୍ୟ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ପ୍ରମୋଦଙ୍କୁ ଶୁଭେଚ୍ଛା ଜଣାଯାଇଛି। Congratulate #Odisha‘s pride and star […]

Accident1
ବସ୍‌ ଓଲଟିପଡ଼ିବାରୁ ସେଥିରେ ଥିବା ୨୦ ଜୁଡୋ ଖେଳାଳି ଆହତ

ଇମ୍ଫାଲ: ଦୁର୍ଘଟଣାରେ ଓଡ଼ିଆ ଜୁଡୋ ଖେଳାଳି ଆହତ। ମଣିପୁର ଇମ୍ଫାଲରେ ଏକ ବସ୍ ଓଲଟି ୨୦ ଜୁଡୋ ଖେଳାଳି ଆହତ ହୋଇଛନ୍ତି।  ଏହି ବସ୍‌ରେ କୋଚ, ମ୍ୟାନେଜର ଓ ଖେଳାଳିଙ୍କ ସହ ମୋଟ ୨୮ ଜଣ ଥିଲେ। ଇମ୍ଫାଲରୁ ଦିମାପୁର ବସ୍  ଫେରିବା ବାଟରେ କୌଣସି କାରଣରୁ ବସ୍‌ଟି ଓଲଟି ପଡ଼ିଥିଲା। ଆହତ ହୋଇଥିବା ଖେଳାଳିମାନେ ଗତ ୧୪ ତାରିଖରୁ ଜାତୀୟ ସବ୍ ଜୁନିୟର ଓ କ୍ୟାଡେଟ ଜୁଡୋ ଚାମ୍ପିୟନସିପରେ ଭାଗ ନେଇଥିଲେ। ଏହି ଚାମ୍ପିୟନସିପ ଗତ […]

JAGA
ଇଣ୍ଡିଆନ୍‌ ଆଇଡଲ୍‌-୧୧ରେ ଓଡ଼ିଆ ପ୍ରତିଯୋଗୀ ଜଗାର ହଙ୍ଗାମା; ଡାଲି ଭାତ ଖୁଆଇଲେ ଜଜ୍‌

ଭୁବନେଶ୍ୱର: ଲୋକପ୍ରିୟ ଟେଲିଭିଜନ ସିଙ୍ଗିଙ୍ଗ୍‌ ରିଆଲିଟି ଶୋ’ ଇଣ୍ଡିଆନ୍‌ ଆଇଡଲ୍‌ କାର୍ଯ୍ୟକ୍ରମରେ ଜଣେ ଓଡ଼ିଆ ପ୍ରତିଯୋଗୀଙ୍କ ହଙ୍ଗାମା। ନିଜ ପ୍ରତିଭା ଦେଖାଇବା ବଦଳରେ ସେ ଏମିତି ଅଦ୍ଭୁତ କାରନାମ ଦେଖାଇଥିଲେ ଯେ, ବିଚାରପିତିମାନେ ବାୟା ହୋଇଯାଇଥିଲେ। ଆଉ ହସି ହସି ଗଡ଼ିଯାଇଥିଲେ। ଯେଉଁ ଭିଡିଓ ଏବେ ଶୋସାଲ୍ ମିଡିଆରେ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ବି ନହସି ରହିପାରିବେ ନାହିଁ।  ସେହି ଓଡ଼ିଆ ପ୍ରତିଯୋଗୀ ହେଲେ  ଜଗବନ୍ଧୁ ଜେନା। କାର୍ଯ୍ୟକ୍ରମରେ ବିଚାରକମଣ୍ଡଳୀ ଥିବା ଅନୁ ମଲ୍ଲିକ […]

salmon
ଶାହରୁଖ୍‌ ଓ ଆମିର ଖାନ୍‌ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ କଳା ଓ ସଂସ୍କୃତି କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବଲିଉଡ ଅଭିନେତା ଶାହାରୁଖ ଖାନ ଏବଂ ଆମିର ଖାନଙ୍କ ସହ ଅନେକ କଳାକାରଙ୍କୁ ଭେଟି ଗାନ୍ଧିଙ୍କ ନୀତି-ଆଦର୍ଶକୁ ସାରା ବିଶ୍ୱରେ ପ୍ରଚାର ପ୍ରସାର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ମୋଦି। ମହାତ୍ମା ଗାନ୍ଧିଙ୍କ ଜୟନ୍ତୀ ଅବସରରେ କଳା କ୍ଷେତ୍ରର ବ୍ୟକ୍ତିତ୍ୱଙ୍କୁ ଏକାଠି କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଇଥିଲେ ଶାହାରୁଖ। ସେହିପରି କଳାକ୍ଷେତ୍ରରେ […]