ଟଙ୍କା ଯାଚିବା ସାଂସଦଙ୍କ ପାଇଁ ମହଙ୍ଗା ପଡ଼ିଲା । ସାଧାରଣ ନିର୍ବାଚନରେ ଭୋଟରଙ୍କୁ ଟଙ୍କା ଯାଚିବା ଅଭିଯୋଗରେ ଶନିବାର ସ୍ଥାନୀୟ କୋର୍ଟ ଜଣେ ସାଂସଦଙ୍କୁ ୧୦ ହଜାର ଟଙ୍କା ଜରିମାନା ସହ ୬ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।
ନୂଆଦିଲ୍ଲୀ: କରୋନାରେ ମୃତ୍ୟୁ ହୋଇଥିବା ଦେଶର ପ୍ରଥମ ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ବି ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଖବର ସରବରାହ ସଂସ୍ଥ ANI ପକ୍ଷରୁ ଏହି ସୂଚନା ମିଳିଛି। ଏବେ ତାଙ୍କୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିବା ରିପୋର୍ଟ ହୋଇଛି। ତେବେ ସେହି ଡାକ୍ତରଙ୍କୁ ଆଇସୋଲେସନ ୱାର୍ଡକୁ ନିଆଯିବ ବୋଲି ଗୁଲବର୍ଗାରେ ଡେପୁଟି କମିଶନର ସୂଚନା ଦେଇଛନ୍ତି। କର୍ଣ୍ଣାଟକର ଗୁଲବର୍ଗାରେ କରୋନା ସଂକ୍ରମଣରେ ଦେଶର ପ୍ରଥମ ମୃତ୍ୟୁ ହୋଇଥିଲା। ସାଉଦି […]
ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀଖାନ୍ ବାରଣାସୀର କାଶୀବିଶ୍ୱନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବାକୁ ନେଇ ବିବାଦ ଘେରକୁ ଚାଲିଆସିଛନ୍ତି। ଅଣହିନ୍ଦୁଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବା ନିଷେଧ ଥିଲେ ବି ସାରାଙ୍କ ମନ୍ଦିର ପ୍ରବେଶ ନେଇ କାଶୀ ବିକାଶ ସମିତିର ସମ୍ପାଦକ ଚନ୍ଦ୍ରଶେଖର କପୁର ପ୍ରଶ୍ନ କରିଛନ୍ତି। ଗଣମାଧ୍ୟମକୁ ଏକ ସାକ୍ଷାତକାରରେ ଚନ୍ଦ୍ରଶେଖର କପୁର କହିଛନ୍ତି ଯେ କାଶୀ ବିଶ୍ୱନାଥ ମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ନିଷେଧ। ସାରାଙ୍କ ଦର୍ଶନ କରିବା କେବଳ ପରମ୍ପରାକୁ ଭାଙ୍ଗିବା ନୁହେଁ, ଏହା ମନ୍ଦିରର […]
ଭୁବନେଶ୍ୱର: ବ୍ୟସ୍ତ ବ୍ୟସ୍ତବହୁଳ ଜୀବନରେ ଆମର ବେପରୁଆ ଜୀବନ ଶୈଳୀ ପାଇଁ ଆମକୁ ଅନେକ ସମୟରେ ନାନା ରୋଗ ହେଉଛି। ଖାଦ୍ୟପାନୀୟର ଅସାବଧାନତା ଯୋଗୁ ଶରୀର ସନ୍ତୁଳନ ବିଗୁଡ଼ୁଛି। ତଥାପି ଆମକୁ ଫିଟ୍ ରହିବାକୁ ହେବ। ଏଥିପାଇଁ ଖାଦ୍ୟପାନୀୟରେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ତେବେ କେତେକ ଫଳ ଓ ପନିପରିବା ଅତ୍ୟଧିକ ପରିମାଣରେ ଖାଇଲେ ମଧ୍ୟ ଶରୀରର ସନ୍ତୁଳନ ବିଗିଡ଼ିଥାଏ। କାରଣ ଏଥିରେ ଗ୍ଲାଇସେମିକ୍ ପରିମାଣ ଅଧିକ ଥାଏ। ଏହା ଶରୀର ଓଜନ ବଢ଼ାଇଥାଏ। ତେଣୁ […]
ଠିକ୍ ସମୟରେ ନିଦ ହେଲେ ମଣିଷ ଶରୀର ସୁସ୍ଥ ରହେ। କିନ୍ତୁ ମାନସିକ ଚିନ୍ତା ଥିଲେ ରାତିରେ ଭଲ ନିଦ ହୁଏନାହିଁ। କିଛି ଖାଦ୍ୟ ଅଛି ଯାହାକୁ ରାତିରେ ଖାଇବା ଦ୍ୱାରା ଭଲ ନିଦ ହୋଇଥାଏ। ଆସନ୍ତୁ ଜାଣିବା ସେହି ଖାଦ୍ୟଗୁଡ଼ିକ ବିଷୟରେ ବାଦାମ: ବାଦାମ ଖାଇବା ଦ୍ୱାରା ଭଲ ନିଦ ହୋଇଥାଏ। ରାତିରେ ଶୋଇବା ପୂର୍ବରୁ ଯଦି ଆପଣ ବାଦାମକୁ ଖାଇବେ ତେବେ ଭଲ ନିଦ ହୋଇଥାଏ। କାରଣ ବାଦାମରେ ହରମୋନ୍ ମେଲାଟୋନିନର ଗୁଣ ରହିଥାଏ। […]
ନୂଆଦିଲ୍ଲୀ: କରୋନାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପରିବାରକୁ ସରକାର ଯୋଗାଇ ଦେବେ ସହାୟତା ରାଶି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ଯେଉଁମାନେ ଏହି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିବେ ସେମାନଙ୍କୁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏସଡିଆରଏଫ) ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇଦେବାକୁ ରାଜ୍ୟଗୁଡ଼ିକୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବିପର୍ଯ୍ୟୟ ପାଣ୍ଠିରୁ ଖର୍ଚ୍ଚ […]
ସିଡନୀ: ଅଷ୍ଟ୍ରେଲିଆର The Pediatric Infectious Disease Journalରେ ପ୍ରକାଶିତ ଖବର ଅନୁସାରେ କିଲର କରୋନା ଭାଇରସ ଛୋଟ ଛୁଆଙ୍କ ପାଖରେ କ୍ୱଚିତ ଦେଖାଯାଏ। ଏମିତିକି ଛୋଟ ଛୁଆ ଏବଂ କମ ବୟସ୍କଙ୍କୁ କରୋନା ଆକ୍ରାନ୍ତ କରିବାର ସମ୍ଭାବନା ମଧ୍ୟ କମ୍ ରହିଛି ବୋଲି ଏହି ବିଦେଶୀ ପତ୍ରିକା ଲେଖିଛି। ସ୍ୱିଜରଲ୍ୟାଣ୍ଡର ଫ୍ରିବୋଉର୍ଗ ବିଶ୍ୱବିଦ୍ୟାଳୟର ଗବେଷକଙ୍କ କହିବା ଅନୁଯାୟୀ, ପିଲାମାନେ ବୟସ୍କଙ୍କ ଭଳି କରୋନାରେ ସଂକ୍ରମିତ ହୋଇପାରନ୍ତି, କିନ୍ତୁ ଅସୁସ୍ଥ କିମ୍ବା ଗୁରୁତର ହେବାର ସମ୍ଭାବନା କମ୍। […]
ଭୁବନେଶ୍ୱର: ଚୀନର ଉହାନ ସହରରୁ ଆସି ସାରା ବିଶ୍ୱରେ ଆତଙ୍କ ରଚିଛି କରୋନା ଭାଇରସ। ଦିନକୁ ଦିନ କରୋନା ଭାଇରସରେ ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସାମାନ୍ୟ ଥଣ୍ଡା ବା କାଶ ହେଲେ ବି ଲୋକେ ଡରି ଯାଉଛନ୍ତି। ତେବେ କ’ଣ ଏଇ କରୋନା ଭୂତାଣୁ ଏବଂ କିପରି ଏହା କବଳରୁ ବର୍ତ୍ତିବେ, ଆସନ୍ତୁ ଜାଣିବା। କରୋନା ହେଉଛି ଭୂତାଣୁମାନଙ୍କର ଏକ ସମୂହ। ଏହାର ପ୍ରଥମ ଲକ୍ଷଣ ହେଉଛି ଥଣ୍ଡା-ଜ୍ୱର। ଏହି ରୋଗ […]
ଭୋପାଳ: ମଧ୍ୟପ୍ରଦେଶରେ ଦୁଇଟି ରାଜ୍ୟସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ପ୍ରଫେସର ସୁମେର ସିଂହ ସୋଲାଙ୍କୀ। ବିଧାନସଭାକୁ ଯାଇ ଏହି ଦୁଇ ବିଜେପି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ, ବିରୋଧୀ ଦଳର ନେତା ନରୋତ୍ତମ ମିଶ୍ର ଓ ଅନ୍ୟାନ୍ୟ ବିଜେପି ନେତା ଉପସ୍ଥିତ ରହିଥିଲେ। ରାଜ୍ୟରେ ତିନୋଟି ଆସନ ପାଇଁ ନିର୍ବାଚନ ହେବ। ମାର୍ଚ୍ଚ […]