• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

corona-vuie
କରୋନାରେ ପୁଣି ଜଣଙ୍କର ମୃତ୍ୟୁ

ମୁମ୍ବାଇ: ପୁଣି ଜଣେ କରୋନା ଭାଇରସ୍ ରୋଗୀଙ୍କ ମୃତ୍ୟୁ ହୋଇଛି। ମୁମ୍ବାଇର ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ନିକଟରେ ବ୍ୟକ୍ତି ଜଣକ ୟୁନାଇଟେଡ୍ ଆରବ୍‌ ଏମିରେଟ୍ସରୁ ଅହମଦାବାଦ ଫେରିଥିଲେ। ପରେ ତାଙ୍କଠାରେ ଜ୍ୱର, କାଶ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେବାରୁ ତାଙ୍କୁ ଚିକିତ୍ସା କରାଯାଉଥିଲା। ସୋମବାର ତାଙ୍କର ମୃତ୍ୟ ଉହୋଇଥିବା ମୁମ୍ବାଇର ବ୍ରିହାନମୁମ୍ବାଇ ମ୍ୟୁନିସିପାଲ୍ କୋରପୋରେସନ୍‌(ବିଏମ୍‌ସି) ସୂଚନା ଦେଇଛି। ତେବେ ମୃତ କରୋନା ରୋଗୀଙ୍କର ପୂର୍ବରୁ ଉଚ୍ଚ ରକ୍ତଚାପ ଓ ମଧୁମେହ ଭଳି ରୋଗ ଥିଲା। […]

579656_1373999_deisel_akhbar
କରୋନା ସ୍ଥିତିରେ ମହଙ୍ଗା ମାଡ଼: ଡିଜେଲ୍‌ ଓ ପେଟ୍ରୋଲ୍‌ ଦର ବଢ଼ିବ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଜଟିଳ ହେଉଥିବା ବେଳେ ପୁଣି ମହାଙ୍ଗା ମାଡ଼ ଚିନ୍ତାର କାରଣ ହୋଇଛି। କରୋନା ଜନିତ କ୍ଷତି ଭରଣା ପାଇଁ କେନ୍ଦ୍ର ସରକାର ତୈଳ ଦର ବୃଦ୍ଧି ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ପେଟ୍ରୋଲ ଓ ଡିଜେଲରେ ଯଥାକ୍ରମେ ଲିଟର ପ୍ରତି ୧୮ ଟଙ୍କା ଓ ୧୨ ଟଙ୍କା ସ୍ୱତନ୍ତ୍ର ଅତିରିକ୍ତ ଉତ୍ପାଦ ଶୁଳ୍କ ଲାଗୁ ହୋଇପାରେ। ବିଜେପି ନେତ୍ୱତ୍ୱାଧୀନ ଏନ୍‌ଡିଏ ସରକାର ଫାଇନାନ୍ସ ବିଲ୍‌ରେ ଆଣିଥିବା ପରିବର୍ତ୍ତନ ଅନୁଯାୟୀ ଉଭୟ […]

covid
ଆୟୁଷ୍ମାନ୍ ଭାରତରେ ସାମିଲ୍‌ ହୋଇପାରେ କରୋନା ଚିକିତ୍ସା

ନୂଆଦିଲ୍ଲୀ: ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟବୀମା ଯୋଜନାରେ ସାମିଲ୍‌ ହୋଇପାରେ  କୋଭିଡ୍‌-୧୯ ବା କରୋନା  ଚିକତ୍ସା। ଏହି ନିଷ୍ପତ୍ତି ନେଇଛି ନ୍ୟାସନାଲ ହେଲ୍‌ଥ ଅଥରିଟି। ଫଳରେ ଗରିବ ଲୋକ ଏହାର ଫାଇଦା ଉଠାଇପାରିବେ। ଯୋଜନା ଅଧୀନରେ ଗରିବ ଶ୍ରେଣୀର ଲୋକେ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇପାରିବେ। ବର୍ତ୍ତମାନ ଆୟୁଷ୍ମାନ ଭାରତ ହିତାଧିକାରୀ ସରକାରଙ୍କ ସହ ଏମ୍‌ପ୍ୟାନେଲ ହୋଇଥିବା ଘରୋଇ ହସ୍ପିଟାଲରେ ବିନା ଦେୟରେ କୋଭିଡ୍‌-୧୯ ପରୀକ୍ଷା କରାଇପାରିବ। ଯଦି ସେ ଘରୋଇ ହସ୍ପିଟାଲରେ ଆଇସୋଲେସନ୍‌ରେ ଅଛନ୍ତି, ତାହାଲେ ମଧ୍ୟ […]

modi
ଆଜି ସନ୍ଧ୍ୟା ୮ରେ ପୁଣି ଦେଶବାସୀଙ୍କୁ ସମ୍ବୋଧନ କରିବେ ମୋଦି

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍‌ ସ୍ଥିତି ଓ ଏହାର ମୁକାବିଲା ନେଇ ଆଜି ସନ୍ଧ୍ୟା ୮ଟା ବେଳେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ପ୍ରଧାମନମନ୍ତ୍ରୀ ମୋଦି ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ୍ ମିଡିଆ ମାଧ୍ୟମରେ ନିୟମିତ ସଚେତନତା ଜାରି ରଖିଛନ୍ତି। କରୋନା ମୁକାବିଲା ପାଇଁ ପ୍ରସ୍ତୁତ ରହିବା ସହିତ ଭୟଭୀତ ନ ହେବାକ ମଧ୍ୟ  ବାରମ୍ବାର ନିବେଦନ କରୁଛନ୍ତି। ଏଥିସହିତ ଦେଶରେ ଜାରି ହୋଇଥିବା […]

RAJYASHBHA
କରୋନା ମୁକାବିଲା: ରାଜ୍ୟସଭା ନିର୍ବାଚନ ସ୍ଥଗିତ

ନୂଆଦିଲ୍ଲୀ:ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରହିଲା ରାଜ୍ୟସଭା ନିର୍ବାଚାନ। ଏଇ ଗୁରୁବାର ନିର୍ବଚନ ହେବାର ଥିଲା। କରୋନା ମୁକାବିଲା ପାଇଁ ଦେଶର ରାଜଦାନୀ ସମେତ ସବୁ ରାଜ୍ୟରେ ଲକ୍‌ ଢାଉନ୍‌ ବା ତାଲାବନ୍ଦ କରାଯାଇଥିବାରୁ ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ମାର୍ଚ୍ଚ ୩୧ ପରେ ନିର୍ବାଚନ କମିଶନ ସ୍ଥିତି ସମୀକ୍ଷା କରି ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି କୁହାଯାଇଛି। ଏ ନେଇ ଆଜି ନିର୍ବାଚନ କମିଶନ ପକ୍ଷରୁ ଜାରି ହୋଇଥିବା ଏକ ବିବୃତ୍ତିରେ କୁହାଯାଇଛି, “ଜନସ୍ୱାସ୍ଥ୍ୟ ସ୍ଥିତି ବର୍ତ୍ତମାନ […]

suprim court
ସୁପ୍ରିମକୋର୍ଟ ଆସିବେନି ଓକିଲ କିନ୍ତୁ ମାମଲାର ଶୁଣାଣି ହେବ

ନୂଆଦିଲ୍ଲୀ: କରୋନା ସଂକ୍ରମଣଙ୍କୁ ନେଇ ସୁପ୍ରିମକୋର୍ଟରେ ଥିବା ଓକିଲମାନଙ୍କ ଚ୍ୟାମ୍ୱର ସିଲ୍ ହେବ। ଏନେଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସ. ଏ. ବୋବଡେ ଏହି ନିର୍ଦ୍ଦେଶ ଦେଇଛନ୍ତି। ଗହଳି କମାଇ କରୋନା ସଂକ୍ରମଣ ଉପରେ ରୋକ୍ ଲଗାଇବାକୁ ଯାଇ ପ୍ରଧାନ ବିଚାରପତି ଏଭଳି ନିଷ୍ପତ୍ତି ନେଇଛନ୍ତି। ହେଲେ ମାମଲାର କିନ୍ତୁ ଶୁଣାଣି ହେବ। ପ୍ରଧାନ ବିଚାରପତି କହିଛନ୍ତି, ‘ଗହଳି କମାଇବାକୁ ଯାଇ ଏଭଳି ନିଷ୍ପତ୍ତି ନିଆଯାଇଛି। ଯେଉଁ ମାମଲା ଗୁଡ଼ିକ ଜରୁରୀ ରହିଥିବ ସେହି ମାମଲା […]

corona internationl
କରୋନା:ଏହି ସବୁ ଦେଶରେ ସ୍ଥିତି ବିଗୁଡୁଛି

ନୂଆଦିଲ୍ଲୀ: କରୋନା କବଳରେ ବିଶ୍ୱର ୧୯୦ରୁ ଅଧିକ ଦେଶ। ଏବେ ୨ ଲକ୍ଷ ୨୩ ହଜାର ୭୭୪ ଜଣ କରୋନାରେ ଆକ୍ରାନ୍ତ। ୧୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ରେକର୍ଡ ହୋଇଛି । କିନ୍ତୁ କରୋନାରୁ ଏବେ ସୁଦ୍ଧା ୯୮ ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି। ଚୀନରୁ ଆରମ୍ଭ ହୋଇ ଏହା ୟୁରୋପ ମହାଦେଶରେ ବ୍ୟାପକ ଭାବେ ବ୍ୟାପିଛି। ଇଟାଲୀରେ ଦିନକୁ ଦିନ ପରିସ୍ଥିତି ଅଧିକ ବିଗିଡିବାରେ ଲାଗିଛି। ଗତକାଲି ଇଟାଲୀରେ ୬୫୧ ଜଣଙ୍କ […]

President
ନେତା ଅଭିନେତା ସମସ୍ତେ ବଜାଇଲେ ତାଳି ଓ ଥାଳି

ନୂଆଦିଲ୍ଲୀ: ବାଲକୋନୀରୁ ଶୁଭିଲା ତାଳି, ଥାଳି ଏବଂ ଘଣ୍ଟିର ଶବ୍ଦ। କାହା କାହା ହାତରେ ଥିଲା ଥାଙ୍କ ୟୁ ଏବଂ ଧନ୍ୟବାଦ ଲେଖାଥିବା କିଛି କାଗଜ। ଏଭଳି ଭାବେ ଜରୁରୀକାଳୀନ ସେବା ପ୍ରଦାନକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଲୋକେ। ଏଥିପାଇଁ ଅଧିକାଂଶ ତାଳି ବଜାଉଥିବାବେଳେ ଥାଳି ଓ ଚାମଚର ଯୁଗଳବନ୍ଦୀ ମଧ୍ୟ ଦାଖିବାକୁ ମିଳିଛି। ସୂଚନାଯୋଗ୍ୟ ଯେ, କରୋନା ବ୍ୟାପିବାରେ ଲାଗିଥିବାବେଳେ ହଜାର ହଜାର ଲୋକ ବିଭିନ୍ନ ଜରୁରୀକାଳୀନ ସେବା କ୍ଷେତ୍ରରେ କାମ କରୁଛନ୍ତି। ସେମାନଙ୍କୁ ଧନ୍ୟବାଦ ଜଣାଇବା […]

kejirwal
ସକାଳ ୬ରୁ ମାର୍ଚ୍ଚ ୩୧ ଯାଏ ଦିଲ୍ଲୀ ଲକ୍‌ ଡାଉନ୍

ନୂଆଦିଲ୍ଲୀ: ଆସନ୍ତାକାଲି ସକାଳ ୬ଟାରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ଲକ୍‌ ଡାଉନ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ପଡ଼ୋଶୀ ରାଜ୍ୟରୁ ଆସୁଥିବା ଅତ୍ୟାବଶକୀୟ ସେବାକୁ ଛାଡ଼ି ଦିଲ୍ଲୀର ସମସ୍ତ ସୀମା ସିଲ୍‌ ହେବ। ଜୁରୁରୀକାଳୀନ ସେବା ବ୍ୟତିତ  ଅନ୍ୟ ସମସ୍ତ ସେବା ବନ୍ଦ ରହିବ ବୋଲି ଆଜି ଘୋଷଣା ସାମ୍ବାଦିକ ସମ୍ମିଳନୀରେ ଘୋଷଣା କଲେ କେଜ୍ରିୱାଲ୍। ପରେ ଯଦି ସରକାର କୌଣସି ସେବାକୁ ଜରୁରୀ ବୋଲି ଭାବନ୍ତି ତେବା ଏହା ପରେ ଚାଲୁ […]

rade
୭୫ ଜିଲ୍ଲାରେ ଲକ୍‌ଡାଉନ୍‌ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ରବିବାର କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ଦେଶର ୭୫ଟି ଜିଲ୍ଲାରେ ଲକ୍‌ଡାଉନ୍‌ ଲାଗୁ ହେବ। ଏହି ସବୁ ଜିଲ୍ଲାରେ କେବଳ ଜରୁରୀକାଳୀନ ସେବା ଚାଲୁ ରହିବ। କରୋନା ଆକ୍ରାନ୍ତଙ୍କୁ ଆଖି ଆଗରେ ରଖି ଏହି ସବୁ ଜିଲ୍ଲାଙ୍କୁ ଚିହ୍ନଟ କରାଯାଇଛି। ସାରା ଦେଶରେ ଏଭଳି ୭୫ଟି ଜିଲ୍ଲା ଚିହ୍ନଟ କରାଯାଇଛି। ଏହି କଟକଣା ଆସନ୍ତା ମାର୍ଚ୍ଚ ୩୧ ଯାଏ ରହିବ। କ୍ୟାବିନେଟ୍ ସଚିବ ରାଜୀବ ଗୌବା ଏବଂ ପ୍ରଧାନମନ୍ତ୍ରୀଙ୍କ ପ୍ରିନ୍ସିପାଲ ସଚିବ ପିକେ ମିଶ୍ର ଏକ […]

america white house
ଭାରତଠୁ ଶିଖିଲା ଆମେରିକା: ଜନତା କର୍ଫ୍ୟୁ ଫାଇଁ ନିବେଦନ

ଆମେରିକା: ଘରେ ରହିବା, କରୋନା ଭାଇରସକୁ ମାତ୍ ଦେବା। ଏହି ନାରାରେ ଆଜି ସାରା ଦେଶ ପାଳନ କରୁଛି ଜନତା କର୍ଫ୍ୟୁ। ଭାରତରେ ଜନତା କର୍ଫ୍ୟୁ ଆମେରିକାକୁ ମଧ୍ୟ ବଡ ଶିକ୍ଷା ଦେଇଛି। ଏବେ ଆମେରିକା ମଧ୍ୟ ନିଜ ନାଗରିକମାନଙ୍କୁ ଅଧିକରୁ ଅଧିକ ଘର ଭିତରେ ରହିବାକୁ ପରାମର୍ଶ ଦେଇଛି। ହ୍ୱାଇଟ ହାଉସ୍‌ ଟୁଇଟ୍ କରିଛନ୍ତି ଯେ ଘରେ ରୁହନ୍ତୁ ଏବଂ ନିଜ ସୁରକ୍ଷିତ ରୁହନ୍ତୁ।  ବର୍ତ୍ତମାନର ସମୟ ହେଉଛି ରାଷ୍ଟ୍ର ପାଇଁ ତ୍ୟାଗର ସମୟ, ଏବଂ […]