• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

silpa sethy
ବଲିଉଡ ହିରୋଇନଙ୍କ ପରି ସ୍ଲିମ୍ ହେବାକୁ ଚାହୁଁଛନ୍ତି କି? ଏମିତି ଉପାୟ ଆପଣାନ୍ତୁ...

ବ୍ୟସ୍ତବହୁଳ ଜୀବନ ଭିତରେ ସମୟର ଘୋର ଅଭାବ। ତଥାପି ନିଜକୁ ଫିଟ୍ ରଖିବାକୁ ସମସ୍ତଙ୍କର ଇଛା। ଯଦି ଆମେ ବଲିଉଡର ହିରେ।ଇନମାନଙ୍କ କଥା କହିବା ତେବେ ମନରେ ଇର୍ଷା ଭାବ ନିହାତି ଆସୁଥିବ। ସେମାନେ ନିଜ ଶରୀରକୁ ଫିଟ୍ ରଖିବା ପାଇଁ ସର୍ବଦା ଚେଷ୍ଟା କରିଥାନ୍ତି। ଖାଦ୍ୟକୁ ପ୍ରଥମେ ଗୁରୁତ୍ୱ ଦେଇଥାନ୍ତି। ଯେମିତି ବଲିଉଡର ଶ୍ରଦ୍ଧା କପୁର, ଆଲିୟା ଭଟ୍ଟ, ଶିଳ୍ପା ସେଟ୍ଟୀ, ମଲାଇକା ଆରେ।ଡ଼ା ଓ କରିନା କପୁର ନିଜର ସ୍ଲିମ୍ ଫିଗର୍ ପାଇଁ ସବୁବେଳେ […]

Coronavirus-India
କରୋନାରେ ଆକ୍ରାନ୍ତଙ୍କ ପାଇଁ କଣ କରିବେ ଭାରତୀୟ ବୀମା ନିୟାମକ?

ମୁମ୍ବାଇ: କରୋନା ଆଁରେ ଏବେ ସମଗ୍ର ବିଶ୍ୱ। ଥରେ କରୋନା ଆକ୍ରାନ୍ତ ହେବା ପରେ ସୁସ୍ଥ ହେବା ମୁସ୍କିଲ। ଏପରିକି ରୋଗୀର ଚିକିତ୍ସା ପାଇଁ ମାସେରୁ ଅଧିକ ସମୟ ଲାଗୁଛି। କେରଳରେ ୩ କରୋନା ରୋଗୀ ସୁସ୍ଥ ହୋଇଥିଲେବି ସାରା ଭାରତରେ ଏବେ କରୋନା ସତର୍କ କରାଯାଇଛି। ହେଲେ ଚୀନ ସମେତ ଅନେକ ଦେଶର ନାଗରିକ କରୋନାରେ ଆକ୍ରାନ୍ତ ହେବାପରେ ତାଙ୍କର ମୃତ୍ୟୁ ହୋଇଛି। ହେଲେ ଯେଉଁମାନେ ସ୍ୱାସ୍ଥ୍ୟବୀମା କରିଛନ୍ତି ସେମାନେ ଯଦି କରୋନାରେ ଆକ୍ରାନ୍ତ ହୁଅନ୍ତି, ତା’ହେଲେ […]

women-t20
ଆଇସିସି ଟି-୨୦ ମହିଳା ବିଶ୍ୱକପ: ଆଜି ଇଂଲଣ୍ଡ ସହ ଇଣ୍ଡିଆର ମୁକାବିଲା

ସିଡ୍‌ନୀ: ଅଷ୍ଟ୍ରେଲିଆରେ ଚାଲିଥିବା ଆଇସିସି ଟି-୨୦ ମହିଳା ବିଶ୍ୱକପରେ ଆଜି ଭାରତର ସେମିଫାଇନାଲ୍ ମ୍ୟାଚ୍‌ ଖେଳିବ। ଏହି ମ୍ୟାଚ୍‌ରେ ଇଂଲଣ୍ଡ ସହ ହେବ ମୁକାବିଲା କରିବ ଟିମ୍‌ ଇଣ୍ଡିଆରେ ଲେଡି ବ୍ରିଗେଡ୍। ଆଜି ସେମିରେ ବିଜୟୀ ହେଲେ ଭାରତ ପ୍ରଥମଥର ପାଇଁ ବିଶ୍ୱକପ୍ ଇତିହାସରେ ଫାଇନାଲ ଖେଳିବ। ଏହାପୂର୍ବରୁ ଖେଳାଯାଇଥିବା ବିଶ୍ୱକପର ୬ଟି ସଂସ୍କରଣରେ ଭାରତ କେବେବି ଫାଇନାଲରେ ପ୍ରବେଶ କରି ନାହିଁ। ତେବେ ଏଥର ଦମଦାର ପ୍ରଦର୍ଶନ କରି ଭାରତ ଟାଇଟଲ ଫେଭରାଇଟ୍‌ ହୋଇପାରିଛି। ଗ୍ରୁପ୍ […]

coocna
କରୋନା ଭାଇରସ୍: ସ୍କୁଲଗୁଡ଼ିକ ପାଇଁ ଆଡଭାଇଜାରୀ ଜାରି କଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: କରୋନା ସତର୍କତା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦେଶର ବିଭିନ୍ନ ସ୍କୁଲ ମାନଙ୍କ ପାଇଁ ଆଡଭାଇଜାରୀ ଜାରି କରାଯାଇଛି । ସ୍କୁଲ ଭିତରେ ଛାତ୍ରଛାତ୍ରୀଙ୍କୁ ନେଇ କୌଣସି ବଡ଼ଧରଣର ସମାବେଶ ନକରିବାକୁ ମନ୍ତ୍ରାଳୟ ପକ୍ଷରୁ ବାରଣ କରାଯାଇଛି। କୌଣସି ଛାତ୍ର କିମ୍ବା ସ୍କୁଲ କର୍ମଚାରୀ ଗତ ୨୮ ଦିନ ଭିତରେ କରୋନା ପ୍ରଭାବିତ ଅଞ୍ଚଳ ଗସ୍ତ କରିଥିବେ କିମ୍ବା କରୋନା ସଂକ୍ରମିତ ଲୋକଙ୍କ ସଂସ୍ପର୍ଶରେ ଆସିଥିବେ, ତେବେ ତାଙ୍କୁ ୧୪ […]