ନୂଆଦିଲ୍ଲୀ: ଭାରତର ଷ୍ଟାର ମହିଳା ବକ୍ସର ତଥା ୬ଥରର ବିଶ୍ୱ ବିଜେତା ମ୍ୟାରିକମ ୨୦୨୦ ଟୋକିଓ ଅଲମ୍ପିକ୍ସ ପାଇଁ ଟିକେଟ୍ ହାସଲ କରିଛନ୍ତି। ଜୋର୍ଡାନରେ ଚାଲିଥିବା ଏସିଆନ-ଓସେନିଆନ ଅଲିମ୍ପିକ୍ସ କ୍ୱାଲିଫାୟର୍ସରେ ମ୍ୟାରିକମ ସେମି ଫାଇନାଲରେ ପ୍ରବେଶ କରି ଏହି ଯୋଗ୍ୟତା ହାସଲ କରିଛନ୍ତି। ଏହାପୂର୍ବରୁ ମ୍ୟାରିକମ ଲଣ୍ଡନ ଅଲିମ୍ପିକ୍ସରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ। ତେଣୁ ସେ ଦ୍ୱିତୀୟ ଥର ପାଇଁ ସେ ଅଲିମ୍ପିକ୍ସକୁ କ୍ୱାଲିଫାୟ କରିଛନ୍ତି। ୫୧ କେଜି ବର୍ଗରେ ଲଢ଼େଇ କରୁଥିବା ମ୍ୟାରିକମଙ୍କ […]
ଭୋପାଲ: ମଧ୍ୟପ୍ରଦେଶରେ ରାଜନୀତିକ ସଙ୍କଟ ଏବେ ନାଟକୀୟ ରୂପ ନେବାକୁ ଆରମ୍ଭ କରିଛି। ଶାସକ କଂଗ୍ରେସର ୧୭ ବିଧାୟକ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥନରେ ବେଙ୍ଗାଲୁରୁ ଚାଲଯିବା ପରେ ଏବେ ବିଜେପି ମଧ୍ୟ ଅଙ୍କ କଷିବା ଆରମ୍ଭ କରିଛି। ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଶିବରାଜ ସିଂହ ଚୌହାନ ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଭେଟିଛନ୍ତି। ସେହିଭଳି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ଭେଟିଛନ୍ତି। କର୍ଣ୍ଣାଟକା […]
ରାଜକୋଟ: ୨୦୧୯ ବିଶ୍ୱକପ ପରେ ଟିମ୍ ଇଣ୍ଡିଆ ପାଇଁ କ୍ରିକେଟ ଖେଳୁ ନଥିବା ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ବଡ଼ ଖବର ଆସିଛି। ଧୋନି ଆଗାମୀ ଟି-୨୦ ବିଶ୍ୱକପ ବେଳକୁ ଟିମ୍ ଇଣ୍ଡିଆକୁ ଫେରିବାର ଯଥେଷ୍ଟ ସମ୍ଭାବନା ରହିଥିବା ଚୟନ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏଥିପାଇଁ ଧୋନିଙ୍କ ଆଗରେ ଚୟନ କମିଟି ପକ୍ଷରୁ କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ରଖାଯାଇଛି। ଧୋନି ଟିମ ଇଣ୍ଡିଆ ସ୍କ୍ୱାଡକୁ ଫେରିବାକୁ ହେଲେ, ତାଙ୍କୁ ଚଳିତ ଆଇପିଏଲରେ ଭଲ ପ୍ରଦର୍ଶନ […]
ଦୁବାଇ: ଖରାପ୍ ପ୍ରଦର୍ଶନ ଯୋଗୁ ମହିଳା ଟି-୨୦ ବିଶ୍ୱକପ୍ ହାରିଲା ଟିମ୍ ଇଣ୍ଡିଆ। ବିଶ୍ୱବିଜେତା ହେବାରୁ ବଞ୍ଚିତ ହେଲା। ଆଉ ଏବେ ନମ୍ବର୍ ୱାନ୍ରୁ ବଞ୍ଚିତ ହେଲେ ଟିମ୍ ଇଣ୍ଡିଆର ଲେଡି ସେହୱାଗ୍ ଶେଫାଳୀ ବର୍ମା।ସେ ମାତ୍ର କିଛି ଦିନ ପାଇଁ ମହିଳା ଟି-୨୦ ରାଙ୍କିଙ୍ଗର ଶୀର୍ଷ ସ୍ଥାନରେ ରହିବା ପରେ ଏବେ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି। ସେ ପ୍ରଥମ ଭାରତୀୟ ଭାବେ ମହିଳା ଟି-୨୦ ରାଙ୍କିଙ୍ଗର ୧ ନଂ ସ୍ଥାନରେ ପହଞ୍ଚିବାର ରେକର୍ଡ କରିଥିଲେ। […]
ନୂଆଦିଲ୍ଲୀ: ସାରା ବିଶ୍ୱ କରୋନା ଭୟରେ ଭୟଭୀତ। ଏଥିରୁ ଭାରତ ମଧ୍ୟ ବାଦ୍ ଯାଇନି। ଆମ ଦେଶରେ ବର୍ତ୍ତମାନ ସୁଦ୍ଧା ୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଶେଷଥର ପାଇଁ କେରଳର ଏର୍ନାକୁଲମର ଜଣେ ୩ ବର୍ଷର ଝିଅ ଓ ଜାମ୍ମୁ- କାଶ୍ମୀରରେ ଜଣେ ୬୩ ବର୍ଷୀୟା ବୃଦ୍ଧାଙ୍କୁ କରୋନା ଆକ୍ରାନ୍ତ ବୋଲି ଚିହ୍ନଟ କରାଯଇଥିଲା। ଏହା ପୂର୍ବରୁ କେରଳରେ ୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଜାନୁଆରୀ ୩୦ରେ ଦେଶର ପ୍ରଥମ ରାଜ୍ୟ […]
ନୂଆଦିଲ୍ଲୀ: ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ପୁଣି ଚାଲ୍ ଖେଳିଲେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଦୋଷୀ। କ୍ୟୁରେଟିଭ୍, ମର୍ସି ଓ ରିଭ୍ୟୁ ପିଟିସନ୍ ପରେ ଏବେ ପୁଣି ଆଉ ଏକ ଚାଲ୍ ଖେଳିଛନ୍ତି ନିର୍ଭୟା ଦୋଷୀ। ମୃତ୍ୟୁ ଦଣ୍ଡ ରଦ୍ଦ କରିବା ପାଇଁ ପିଟିସନ୍ ଦାଖଲ କରିଛି ଦୋଷୀ ବିନୟ। ମୃତ୍ୟୁ ଦଣ୍ଡକୁ ଆଜୀବନ ଜେଲ୍ରେ ପରିଣତ କରିବା ପାଇଁ ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ୍ଙ୍କ ପାଖରେ ଆବେଦନ କରିଛି ବିନୟ। ସେକ୍ସନ ୪୩୨ ଓ […]
କାଇରୋ: ରାଜଧାନୀରେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ ହୋଇଥିବା ସୂଚନା ମିଳିଛି। ସୋମବାର ସୁଦାନର ରାଜଧାନୀ ଖାର୍ଟୌମ୍ଠାରେ ହୋଇଥିବା ଏକ ବିସ୍ଫୋରଣରେ ଆବଦଲ୍ଲା ହାମଡୋକ୍ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଆବଦଲ୍ଲାଙ୍କ ପରିବାର ଏହି ବିଷୟରେ ସୂଚନା ଦେଇଛନ୍ତି। ତାଙ୍କ ଗାଡ଼ିକୁ ଲକ୍ଷ୍ୟ କରି ଏହି ବିସ୍ଫୋରଣ ହୋଇଥିଲା। ଗତ ଅଗଷ୍ଟ ମାସରେ ହିଁ ଆବଦଲ୍ଲା ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଇଥିଲେ। ଗଣତନ୍ତ୍ର ସମର୍ଥନରେ ଆନ୍ଦୋଳନ ପରେ ସେନା ଏକଚ୍ଛତ୍ରବାଦୀ ଶାସକ ଓମାର ଅଲ ବଶିରକୁ ହଟାଇବାରୁ ଆବଦଲ୍ଲାଙ୍କୁ ଏହି ଦାୟିତ୍ୱ ମିଳିଥିଲା। […]
ମୁମ୍ୱାଇ: ଆଜିର ଯୁଗରେ ମହିଳାମାନେ ପୁରୁଷଙ୍କ ଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି। ବହୁ କ୍ଷେତ୍ରରେ ମହିଳାମାନେ ନିଜର ଦକ୍ଷତା ଓ ପରିଶ୍ରମ ବଳରେ ପୁରୁଷଙ୍କୁ ପଛରେ ପକାଇ ଦେଲେଣି। ତେବେ ଆଜି ଆମେ ଫିଲ୍ମ ଇଣ୍ଡଷ୍ଟ୍ରିର ଏମିତି କିଛି ମହିଳାଙ୍କ ବିଷୟରେ ଆସ୍ତନ୍ତୁ ଜାଣିବା। ଯେଉଁମାନେ ଏହି ପୁରୁଷ ପ୍ରାଧାନ୍ୟ ପ୍ରଫେସନ୍ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଓ ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ସେମାନେ ହେଲେ ବଲିଉଡର ଦୀପିକା […]
ନୂଆଦିଲ୍ଲୀ: ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୭ ଜଣ ମହିଳାଙ୍କୁ ରାଷ୍ଟ୍ରପତି ନାରୀ ଶକ୍ତି ପୁରସ୍କାର ପ୍ରଦାନ କରିଛନ୍ତି। ପୁରସ୍କାର ପାଇଥିବା ମହିଳାମାନେ ହେଲେ ପଦଳା ଭୂଦେବୀ, ମୋହନ ଜିତରୱାଲ, ଅବନି ଚତୁର୍ବେଦୀ, ଭାୱନା କଣ୍ଠ, ପଦଳା ଭୂଦେବୀ, ମନ କୌର ଓ ଭାଗିରଥୀ ଆମ୍ମା, ଜାମ୍ମୁ ଓ କାଶ୍ମୀରର ଆରିଫା ଜାନଙ୍କୁ ଏହି ପୁରସ୍କାର ମିଳିଛି। ଜାମ୍ମୁକାଶ୍ମୀରରେ ବୁଡି ଯାଉଥିବା ହସ୍ତଶିଳ୍ପକୁ ପୁନଃ ଉଦ୍ଧାର କରିବାରେ ଆରିଫାଙ୍କ ଭୂମିକା ଅତୁଳନୀୟ। ସେହିପରି […]
ହୋଲିରେ ରଙ୍ଗ ଖେଳିବାକୁ ସମସ୍ତଙ୍କର ଇଛା। ବର୍ଷକୁ ଥରେ ହୋଲି ପଡୁଥିବାରୁ ସମସ୍ତେ ଖୁସିରେ ଅପେକ୍ଷା କରିଥାନ୍ତି ଏହି ଦିନକୁ। କିନ୍ତୁ ରଙ୍ଗରେ କେମିକାଲ୍ ମିଶୁଥିବାରୁ ତାହା ଶରୀର ପ୍ରତି କ୍ଷତିକାରକ ହୋଇଥାଏ। ତେବେ ଆପଣମାନେ ଯଦି ହୋଲି ଖେଳୁଛନ୍ତି, ଶରୀର ପ୍ରତି ସାବଧାନ ରୁହନ୍ତୁ। ତେବେ କ’ଣ କଲେ ଆପଣ ସୁରକ୍ଷିତ ଭାବେ ହୋଲି ଖେଳିପାରିବେ ଆସନ୍ତୁ ଜାଣିବା।ରଙ୍ଗ ଲଗାଇବା ପାଇଁ ମଜା ତ ଲାଗେ କିନ୍ତୁ ଶରୀରରୁ ରଙ୍ଗ ଛଡ଼ାଇବା କଷ୍ଟ। ତେବେ ରଙ୍ଗ […]
ଥିରୁବନନ୍ତପୁରମ୍: ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଏବେ ଭାରତକୁ ଗ୍ରାସିବାରେ ଲାଗିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯କୁ ବୃଦ୍ଧି ପାଇଛି। କେରଳରେ ଆଉ ୫ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗତକାଲି ୩ ସଂଦିଗ୍ଧଙ୍କ ନମୁନା ପଜିଟିଭ ଆସିଥିଲା। ଲଦାଖରେ ୨ ଓ ତାମିଲନାଡୁରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଲଦାଖର ଏହି ୨ ଜଣ ଇରାନରୁ ଓ ତାମିଲନାଡୁର ଆକ୍ରାନ୍ତ ଓମାନରୁ ଫେରିଥିବା ସୂଚନା ମିଳିଛି। ପଞ୍ଜାବରେ ବି ଆଉ ୨ଜଣ କୋଭିଡ-୧୯ […]
ମେଲବର୍ଣ୍ଣ: ଉତ୍ସାହ, ଉନ୍ମାଦନା, ଉଲ୍ଲାସ ସବୁ ଯେମିତି ଥମିଗଲା। ଟିମ୍ ଇଣ୍ଡିଆ ବିଶ୍ୱବିଜେତା ହେବାର ଯାତ୍ରା ମେଲବର୍ଣ୍ଣରେ ସରିଗଲା। ଦିନିକିଆ ବିଶ୍ୱକପ ଭଳି ଟି-୨୦ ବିଶ୍ୱକପ ଫାଇନାଲରେ ବି ଭାରତୀୟ ମହିଳା ଦଳ ହାରିଗଲା। ଅଷ୍ଟ୍ରିଲିଆ ଯେଉଁ ଚାମ୍ପିୟନ୍କୁ ସେଇ ଚାମ୍ପିୟନ୍। ଦିନିକିଆରେ ଇଂଲଣ୍ଡ ଠାରୁ ହାରିଥିଲା, ଆଉ ଆଜି ଅଷ୍ଟ୍ରେଲିଆ ଠାରୁ ହାରିଲା। ଧୂଳିସାତ ହେଲା ବିଶ୍ୱବିଜେତା ସ୍ୱପ୍ନ। ପ୍ରଥମଥର ଟି-୨୦ ବିଶ୍ୱକପ ଫାଇନାଲ ଖେଳୁଥିବା ହରମନପ୍ରୀତ କୌରଙ୍କ ଟିମ୍ ଇଣ୍ଡିଆ ଆଜି ଅଷ୍ଟ୍ରେଲିଆ ନିକଟରେ […]
ନୂଆଦିଲ୍ଲୀ: ମହିଳା ନିଜେ ସ୍ୱାବଲମ୍ୱୀ,ସଶକ୍ତ ଓ ସ୍ୱାଭିମାନୀ। ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇ ଏବେ ସେ ଅନ୍ୟ ପାଇଁ ସାଜିଛନ୍ତି ଉଦାହରଣ। ରେଳ ବିଭାଗରେ ହେଉ ଅବା ଉଦ୍ୟୋଗ କ୍ଷେତ୍ରରେ, ସବୁଠି ଅଗ୍ରଣୀ ଭୂମିକା ନେଇଛନ୍ତି ମହିଳା। କେରଳ ତ୍ରିବେନ୍ଦ୍ରମ୍ ଷ୍ଟେସନରେ କାମ କରୁଥିବା କିଛି ମହିଳା ମେକାନିକ୍ ଏବେ ସୃଷ୍ଟି କରିଛନ୍ତି ଉଦହାରଣ। ୧୭ ଜଣିଆ ଟିମ୍ ତ୍ରିବେନ୍ଦମ୍ ଷ୍ଟେସନ୍ ରେ କାମ କରୁଛନ୍ତି । ଟ୍ରେନ୍ ରହଣୀଠୁ ଛାଡ଼ିବା ଯାଏ ସବୁ ଏମାନଙ୍କ […]
ଚଣ୍ଡିଗଡ଼: ଚଣ୍ଡିଗଡ଼ର ଚମତ୍କାରୀ ମନ୍ନ କୌରଙ୍କୁ ମିଳିଛି ନାରୀ ଶକ୍ତି ସମ୍ମାନ। ରାଷ୍ଟ୍ରପତିଙ୍କଠାରୁ ସମ୍ମାନ ଗ୍ରହଣ ବେଳେ ବେଶ୍ ଉତ୍ସାହିତ ହୋଇଥିଲେ ମନ୍ନ। ରାଷ୍ଟ୍ରପତିଙ୍କଠୁ ସମ୍ମାନ ନେବା ପରେ ମନ୍ନ ଖୁସିରେ ନାଚିଥିଲେ। ରାଷ୍ଟ୍ରପତି ମନ୍ନଙ୍କୁ ନିଜ ଶୈଳୀରେ ନାଚିବାକୁ କହିଥିଲେ। ଏହାପରେ ମଞ୍ଚରେ ନାଚିଥିଲେ ମନ୍ନ। ଆୱାର୍ଡ ନେବା ଖୁସିଠୁ ବଳି ଯାଇଥିଲା ରାଷ୍ଟ୍ରପତିଙ୍କୁ ଭେଟିବା। ମଞ୍ଚ ଉପରକୁ ବେଶ ଖୁସ୍ ମିଜାସ ଶୈଳୀରେ ଆସିଥିଲେ ମନ୍ନ। ଏକଦମ୍ ପରେଡ୍ ଶୈଳୀରେ ଆସି ରାଷ୍ଟ୍ରପତିଙ୍କଠୁ ମାନପତ୍ର […]