ଭୁବନେଶ୍ୱର : ପୂଜା ବଜାରରେ ଦର୍ଶକଙ୍କୁ ମନୋରଞ୍ଜନର ଡବଲ ଟନିକ୍। ଗୋଟିଏ ‘ପ୍ରେମ୍ କୁମାର’ ଓ ଅନ୍ୟଟି ‘ଶ୍ରୀମାନ ସୁର ଦାସ’। ତରଙ୍ଗ ସିନେ ପ୍ରଡକ୍ସସନ୍ସର ଏ ଦୁଇଟି ଯାକ ଫିଲ୍ମ ରିଲିଜ୍ ପରେ ଅାଜି ଦର୍ଶକଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଏମିତି କ୍ରେଜ୍ । କଟକ ବୃନ୍ଦାବନ ଟକିଜ୍ରେ ‘ପ୍ରେମକୁମାର’ ପ୍ରିମିୟର ସୋ ପୂର୍ବରୁ ହିଁ ବେଶ୍ ଖଚାଖଚ୍ ହୋଇଥିଲା ହଲ୍ ପରିସର। ହଲ୍ ବାହାରେ ଓ ଭିତରେ ଥିଲା ଦର୍ଶକଙ୍କ ପ୍ରବଳ ଭିଡ । […]
ଭୁବନେଶ୍ୱର: ଗତକାଲି ବିଧାନସଭା ସମ୍ମୁଖରେ ଉନ୍ମତ୍ତକାଣ୍ଡ ଭିଆଇଥିବା ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ଥିଲା ? ସେ ମାନସିକ ଭାରସାମ୍ୟ ହରାଇଥିଲେ କି ? ନା ଏହା ପଛରେ ରହିଛି ଆଉ କିଛି କାରଣ ? ଏନେଇ ପ୍ରତିକ୍ରିୟା ରଖିଛନ୍ତି ସମ୍ପୃକ୍ତ ଯୁବକଙ୍କ ବାପା। ପୁଅ ଭୁବନେଶ୍ୱରର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଘର ଭଡ଼ା ନେଇ ରହୁଥିଲେ। ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ମା’ଙ୍କୁ ଭୁବନେଶ୍ୱର ଡାକିଥିଲେ। ପୁଅ କାହିଁକି ଏପରି କଲା, ତାହା ଜାଣି […]
କଣ୍ଟାମାଳ : ଦିନକୁ ଦିନ ବିଜେଡିରେ ଗୋଷ୍ଠୀ କନ୍ଦଳ ଉଗ୍ର ହେବାରେ ଲାଗିଛି। ବିଧାୟକଙ୍କ ବିରୋଧରେ କର୍ମୀମାନେ ଖୋଲାଖୋଲି ପ୍ରତିବାଦ କରୁଛନ୍ତି। ବୌଦ୍ଧରେ ଦଳ ମଧ୍ୟରେ ଥିବା ବିବାଦ ପଦାକୁ ଆସିଛି। କଣ୍ଟାମାଳ ବିଧାୟକ ମହିଧର ରଣାଙ୍କୁ ଖୋଲା ବିରୋଧ କରିଛନ୍ତି ସ୍ଥାନୀୟ ଜନସାଧାରଣ। ଆଗାମୀ ନିର୍ବାଚନରେ ମହିଧରଙ୍କୁ ଯଦି ଦିଆଯିବ, ତେବେ ଏହାକୁ ତୀବ୍ର ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି। କୁଲତାଜୋର ପଞ୍ଚାୟତ ଛେପ୍ରାରେ ୮ଟି ପଞ୍ଚାୟତର ବିଜେଡି କର୍ମୀ ଏକାଠି ହୋଇ ବିଧାୟକଙ୍କ […]
ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଯୋଗୁ ଓଡ଼ିଶାରେ ବର୍ଷା ଜାରି ରହିଛି। ଆସନ୍ତାକାଲି ୧୨ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଲା-କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ବରଗଡ଼, ବୌଦ୍ଧ, ଗଞ୍ଜାମ, ପୁରୀ, ସୁବର୍ଣ୍ଣପୁର, ନୟାଗଡ଼, ରାୟଗଡ଼ା, କେନ୍ଦୁଝର ଓ ମୟୂରଭଞ୍ଜ। ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ୧୩ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଆଞ୍ଚଳିକ ପାଣିପାଗ […]
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସୋଗର ବାଇସିଙ୍ଗା ଗାଁରେ କେନାଲ ଭାଙ୍ଗି ଯିବାରୁ ଅାତଙ୍କିତ ଲୋକେ । ରେଙ୍ଗାଲି ଭଇରପୁର ଶାଖା କେନାଲ ଭାଙ୍ଗି ଯିବାରୁ ଗାଁ ଭିତରକୁ ପାଣି ପଶିଯାଇଛି। ଗାଁ ପାଖ ଦେଇ ଯାଇଥିବା କେନାଲରେ ଘାଇ ସୃଷ୍ଟି ହୋଇଥିଲା। ପରେ ପରେ ୧୦ ଫୁଟ ଗଭୀର ହୋଇ ଗାଁ ଭିତରକୁ ପାଣି ପଶିଯାଇଛି। ଲୋକେ ପାଣିକୁ ବାନ୍ଧି ରଖିବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଫଳରେ […]
ଇନ୍ଦ୍ରାବତୀ: ଦୀର୍ଘ ଦୁଇ ଦଶନ୍ଧିର ପ୍ରତୀକ୍ଷା ପରେ ଇନ୍ଦ୍ରାବତୀ ପ୍ରକଳ୍ପରୁ ବିଜୁଳି ଆଲୋକ ପାଇଛନ୍ତି କଳାହାଣ୍ଡିବାସୀ । ଜୟପାଟଣା ବ୍ଲକର ବାନେରଠାରେ ନିର୍ମାଣ ହୋଇଥିବା ଗ୍ରୀଡକୁ ଆଜି ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି ଜିଲ୍ଲାର ଜୟପାଟଣା, କଲମପୁର ଓ କୋକସରା ବ୍ଲକକୁ ବିଜୁଳି ଯୋଗାଣ ହୋଇଛି । ଏହାଦ୍ୱାର ୩୦ ହଜାର ଲୋକ ଉପକୃତ ହୋଇଛନ୍ତି। ଏହାପରେ ସ୍ଥାନୀୟ […]
ବ୍ରହ୍ମପୁର: ଦରକାର ବେଳେ ନେଲେ, ଏବେ ବିନା ନୋଟିସରେ ବିଦା କରିଦେଲେ। ଏଭଳି ଅଭିଯୋଗ କରି ଗଂଜାମରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସ୍ୱାସ୍ଥ୍ୟ କର୍ମୀ। କରୋନା ବେଳେ ଜୀବନକୁ ବାଜି ଲଗାଇ କାମ କରିଥିବା ସ୍ୱାସ୍ଥ୍ୟ କର୍ମୀଙ୍କୁ ସରକାର ବହିଷ୍କାର କରିବା ପରେ ଏନ୍ଏମ୍, ଜିଏନ୍ଏମ ଓ ଫାର୍ମାସିଷ୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ପ୍ରତିବାଦରେ ଶତାଧିକ ସ୍ୱାସ୍ଥ୍ୟ କର୍ମୀ ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗତକାଲି ରାତିରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ […]
ଭୁବନେଶ୍ୱର: ଭୁବନେଶ୍ୱରରୁ ଆଜି ୩୧୨ କରୋନା ଆକ୍ରାନ୍ତ ଚିହ୍ନଟ। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୫୮, ଲୋକାଲ୍ କେସ୍ ୨୫୪ ରହିଛି। ଭୁବନେଶ୍ୱରରୁ ଆଜି ୩୨୯ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ (BMC)। କେଉଁ ଜିଲ୍ଲାରୁ କେତେ:- ପଟିଆରୁ ୨୨, ନୟାପଲ୍ଲୀରୁ ୧୩, ଝାରପଡ଼ାରୁ ୧୦, ଚନ୍ଦ୍ରଶେଖରପୁରରୁ ୯, ୟୁନିଟ୍-୯ ଓ ୟୁନିଟ୍-୬ରୁ ୮ ଲେଖାଏଁ, ବାପୁଜୀ ନଗରରୁ ୭, ଶୈଳଶ୍ରୀ ବିହାରରୁ ୭, ସହିଦ୍ […]