• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

angul
ଅନୁଗୁଳର ବଅଁରପାଳରେ ଅଭାବନୀୟ ଘଟଣା : ରାସ୍ତାକଡ଼ରୁ ୨ ନବଜାତକଙ୍କ ମୃତଦେହ ଠାବ

ରାସ୍ତାକଡ଼ରେ ୨ ନବଜାତଙ୍କ ମୃତଦେହ ଠାବ ଅନୁଗୁଳ ବଅଁରପାଳ ରାସ୍ତା କଡ଼ରେ ୨ ନବଜାତକଙ୍କ ମୃତଦେହ ଠାବ ବଅଁରପାଳ ମହୀଧରପୁର ଉପରସାହି ରାସ୍ତାକଡ଼ରେ ପଡ଼ିରହିଛି ମୃତଦେହ ୨ଟି ମୃତଦେହ ଜବତ କରି ବଅଁରପାଳ ପୋଲିସର ତଦନ୍ତ ବଅଁରପାଳ : ଅନୁଗୁଳର ବଅଁରପାଳରେ ଅଭାବନୀୟ ଘଟଣା। ରାସ୍ତାକଡ଼ରୁ ଠାବ ହୋଇଛି ୨ ନବଜାତଙ୍କ ମୃତଦେହ । ମହୀଧରପୁର ଉପରସାହି ନିକଟ ରାସ୍ତାକଡ଼ରେ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । କେହି ଦୁଇ ନବଜାତଙ୍କୁ ଫିଙ୍ଗିଥିବା ସନ୍ଦେହ କରାଯାଉଛି । […]

  • Tuesday, 13 July 2021
odisha
ବାହାର ରାଜ୍ୟରୁ ଓଡ଼ିଶା ଫେରିଥିବା ୨ ବ୍ୟକ୍ତି କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ବାହାର ରାଜ୍ୟରୁ ଓଡ଼ିଶା ଫେରିଥିବା ୨ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବିଏମ୍‌ସିର ଅତିରିକ୍ତ କମିଶନର୍ ଶୁଭେନ୍ଦୁ ସାହୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଏହି ୨ ଜଣଙ୍କ ମଧ୍ୟରୁ ଜଣେ ମୁମ୍ବାଇରୁ ଫେରିଛନ୍ତି ଓ ସେ ହୋମ୍ ଆଇସୋଲେସନରେ ଅଛନ୍ତି। ଅନ୍ୟ ଜଣେ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅନ୍ୟପକ୍ଷରେ ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ଦେଖି ଭୁବନେଶ୍ୱର ଏୟାରପୋର୍ଟରେ ପୁଣି ଥରେ […]

Narasingha-Mishra
ବିଧାନସଭାର ଅଚଳାବସ୍ଥା ଦୂର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନରସିଂହ ମିଶ୍ରଙ୍କ ଚିଠି

ମୁଖ୍ୟମନ୍ତ୍ରୀଙ୍କୁ ନରସିଂହ ମିଶ୍ରଙ୍କ ଚିଠି ମୁଖ୍ୟମନ୍ତ୍ରୀ ନିଜେ ହସ୍ତକ୍ଷେପ କରିବାକୁ ଚିଠି ଲେଖି ଦାବି ଜଣାଇଲେ ନରସିଂହ ରାଜ୍ୟର  ସ୍ୱାର୍ଥ, ଗଣତନ୍ତ୍ରର ସୁରକ୍ଷା ନେଇ ସର୍ବଦଳୀୟ ବୈଠକ ପାଇଁ ଅନୁରୋଧ ଫେବ୍ରୁଆରୀ ୨୬ରେ ଗୃହରେ ସରକାର ସବୁ ଧାନ କିଣିବାକୁ କହିଥିଲ ସରକାର ଗୃହରେ ଦେଇଥିବା ପ୍ରତିଶ୍ରୁତି ପାଳନ ନ କରିବା ଦୁର୍ଭାଗ୍ୟଜନକ ଭୁବନେଶ୍ୱର: ବିଧାନସଭାର ଅଚଳାବସ୍ଥା ଦୂର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କଂଗ୍ରେସର ବରିଷ୍ଠ ନେତାଙ୍କ ଚିଠି । ମୁଖ୍ୟମନ୍ତ୍ରୀ ନିଜେ ହସ୍ତକ୍ଷେପ କରିବାକୁ ଚିଠି ଲେଖି […]

  • Tuesday, 13 July 2021
traffic rule
ସାବଧାନ ଅମାନିଆ ଗାଡି ଚାଳକ : ବିକଟାଳ ଶଦ୍ଦ କରୁଥିବା ସାଇଲେନ୍ସର ଖୋଲୁଛି ପୋଲିସ

ଅମାନିଆ ଗାଡି ଚାଳକଙ୍କୁ ପାନେ ରାଉରକେଲାରେ ଟ୍ରାଫିକ ଧରପଗଡ ଜୋରଦାର ବିକଟାଳ ଶଦ୍ଦ କରୁଥିବା ସାଇଲେନ୍ସର ଖୋଲିଲା ପୋଲିସ ୭ଦିନରେ ଖୋଲାଗଲାଣି ୬୦ରୁ ଅଧିକ ସାଇଲେନ୍ସର ରାଉରକେଲା: ରାଉରକେଲା ସହରରେ ଟ୍ରାଫିକ ପୋଲିସ ଏବଂ ପରିବହନ ବିଭାଗ ପକ୍ଷରୁ ଜୋରଦାର ଧରପଗଡ଼ । ବିଶେଷ କରି ବିକଟାଳ ଶବ୍ଦ ସୃଷ୍ଟିକାରୀ ସାଇଲେନ୍ସର ଉପରେ କଡା କାର୍ଯ୍ୟାନୁଷ୍ଠାନ ନେଉଛି ପୋଲିସ । ଚେକିଂ ହେଉଥିବା ସ୍ଥାନରେ ସାଇଲେନ୍ସର ଖୋଲିଦେବା ସହ ୫ ହଜାର ଟଙ୍କା ଲେଖାଁଏ ଫାଇନ୍ ପକାଉଛି […]

  • Tuesday, 13 July 2021
JUNGLE fire
ଜଙ୍ଗଲରେ କେମିତି ଲାଗୁଛି ନିଆଁ ? ଆଜି ଘଟଣାସ୍ଥଳ ଗସ୍ତ କରିବ ଟାସ୍କ ଫୋର୍ସ ଟିମ୍

କେମିତି ଲାଗୁଛି ଜଙ୍ଗଲରେ ନିଆଁ ? ଜଙ୍ଗଲ ନିଆଁର କାରଣ ଖୋଜିବ ଟାସ୍କ ଫୋର୍ସ ଅନୁଧ୍ୟାନ ପାଇଁ ଆଜି ଘଟଣାସ୍ଥଳ ଗସ୍ତ କରିବ ଟାସ୍କ ଫୋର୍ସ ଟିମ୍ ସ୍ଥାନୀୟ ବାସିନ୍ଦା ଓ ବନ କର୍ମଚାରୀଙ୍କ ସହ କରିବେ ଆଲୋଚନା ଖୁବଶୀଘ୍ର ରାଜ୍ୟ ସରକାରଙ୍କୁ ଦିଆଯିବ ପ୍ରାରମ୍ଭିକ ରିପୋର୍ଟ ବାରିପଦା: କେମିତି ଲାଗୁଛି ଜଙ୍ଗଲରେ ନିଆଁ ? ଶିମିଳିପାଳ ନିଆଁର ଅନୁଧ୍ୟାନ ପାଇଁଆଜି ଘଟଣାସ୍ଥଳ ଗସ୍ତ କରିବ ଟାସ୍କ ଫୋର୍ସ ଟିମ୍ ଅଗ୍ନିକାଣ୍ଡର ଅନୁଧ୍ୟାନ କରିବା ସହ ସ୍ଥାନୀୟ […]

Bharat Bandh
ଆସନ୍ତାକାଲି ଭାରତ ବନ୍ଦ, ଗଡ଼ିବନି ଚକ

ନୂଆଦିଲ୍ଲୀ/କଟକ: ଫେବୃଆରୀ ୨୬ ଅର୍ଥାତ୍‌ ଆସନ୍ତାକାଲି The Confederation of All India Traders(CAIT) ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। Goods and Services Tax (GST) ଆଇନ୍‌କୁ ବିରୋଧ, ତୈଳ ଦର ବୃଦ୍ଧି, ଇ-ୱେ ବିଲ୍‌ ସମେତ ଅନ୍ୟ ପ୍ରସଙ୍ଗକୁ ନେଇ CAIT ପକ୍ଷରୁ ଆସନ୍ତାକାଲି ବନ୍ଦ ପାଳନ ହେବ। କାଲି ‘ଚକା ଜାମ୍‌’ ସହ ରାସ୍ତା ଅବରୋଧ ମଧ୍ୟ କରାଯିବ। ଦେଶବ୍ୟାପୀ ଏହି ବ୍ୟବସାୟ ବନ୍ଦ ଡାକରାରେ ପାଖାପାଖି ୪୦ ହଜାର ବ୍ୟବସାୟିକ […]

  • Tuesday, 13 July 2021
block deputy chairperson
ସହକାରୀ ଯନ୍ତ୍ରୀଙ୍କୁ ମାଡ଼ ମାରି ଗିରଫ ହେଲେ ବ୍ଲକ୍‌ ଉପାଧ୍ୟକ୍ଷ

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ୍‌ ଉପାଧ୍ୟକ୍ଷ ସନ୍ତୋଷ ଗୁରାଣ୍ଡି ପୁଣିଥରେ ଗିରଫ ହୋଇଛନ୍ତି। ୨୦୧୯ ମାର୍ଚ୍ଚ ମାସରେ ତତ୍କାଳୀନ ବି.ଡି.ଓ ସରୋଜ ମିଶ୍ରଙ୍କୁ ଫିଲ୍ମ ଷ୍ଟାଇଲରେ ଅପହରଣ ଅଭିଯୋଗରେ ସନ୍ତୋଷ ଗୁରାଣ୍ଡି ଗିରଫ ହୋଇ ଚର୍ଚ୍ଚାକୁ ଆସିଥିଲେ। ଏବେ ବ୍ଲକ୍‌ରେ ଆତଙ୍କରାଜ ଖେଳାଇବା ଅଭିଯୋଗରେ ପୁଇଁନ୍ତଲା ପୋଲିସ୍‌ ସନ୍ତୋଷଙ୍କୁ ଗିରଫ କରିଛି। ବ୍ଲକର ସହକାରୀ ଯନ୍ତ୍ରୀ ନରେନ୍ଦ୍ର କୁମାର ନାଏକଙ୍କୁ ମାଡ ମାରିବା, ବ୍ଲକ କର୍ମଚାରୀଙ୍କୁ ଧମକ ଚମକ ଦେଉଥିବା ନେଇ ପୁଇଁନ୍ତଲା ବି.ଡି.ଓ […]

  • Tuesday, 13 July 2021
ganjam
କରୋନା କଟକଣା ମଧ୍ୟରେ ଗଞ୍ଜାମରେ ଦଣ୍ଡନାଚକୁ ଅନୁମତି

ବ୍ରହ୍ମପୁର : ଗଞ୍ଜାମରେ ଦଣ୍ଡନାଚ ପାଇଁ ପ୍ରଶାସନ ପକ୍ଷରୁ ଅନୁମତି। ପୂର୍ବରୁ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡଯାତ୍ରା ପାଇଁ ନିର୍ଦ୍ଦେଶାନାମାରେ ସାମାନ୍ୟ ପରିବର୍ତ୍ତନ କରି କରୋନା କଟକଣା ଭିତରେ ଦଣ୍ଡଯାତ୍ରା ପାଳନକୁ ଅନୁମତି ପ୍ରଦାନ କରାଯାଇଛି।  କେବଳ ସ୍ଥାନୀୟ କଳାକାରଙ୍କୁ ନେଇ ଦଣ୍ଡନାଚ ଅନୁଷ୍ଠିତ ହେବ।   ରାଜ୍ୟ ବାହାର କିମ୍ବା ପ୍ରବାସୀ  କାଳାକାଳଙ୍କୁ ସମ୍ପୂର୍ଣ୍ଣ ରୂପେ ମନାକରାଯାଇଛି । ଓଡ଼ିଆ ମେଲୋଡି କିମ୍ବା ଗ୍ରୁପ୍ ଡାନ୍ସ ପାଇଁ ସଂପୂର୍ଣ୍ଣ ବାରଣ କରାଯାଇଛି । ଅବଶ୍ୟ ବହିର […]

  • Tuesday, 13 July 2021
accident
ପଛକୁ ପଛ ପିଟିହେଲା ଗାଡ଼ି, ଚାଲିଗଲା ଆୟୂଷ ଡାକ୍ତରଙ୍କ ଜୀବନ

ବାରିପଦା(ମାଣିକ ଲାଲ୍‌ ପାଣି): ମୟୂରଭଞ୍ଜ ଜିଲ୍ଲା ୧୮ ନମ୍ବର ଜାତୀୟ ରାଜପଥ କୁଳିଅଣା ଥାନା ଅନ୍ତର୍ଗତ ବାଇଗଣ ବାଡିଆ ଛକ ନିକଟରେ ସିରିଜ୍ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଆହତ ହୋଇଛନ୍ତି। ଗତକାଲି ରାତି ପ୍ରାୟ ସାଢ଼େ ୮ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ପ୍ରଥମେ ଜଣେ ସାଇକେଲ୍‌ ଆରୋହୀଙ୍କୁ ବାଇକ୍ ଆରୋହୀ ଧକ୍କା ଦେବା ପରେ ରାସ୍ତା ଉପରେ ଉଭୟ ସାଇକେଲ ଓ ବାଇକ୍ ଆରୋହୀ ଛିଟିକି […]

  • Tuesday, 13 July 2021
mother beats her child
ଏ କେମିତିକା ମା’ ? ବିଚ୍‌ ରାସ୍ତାରେ ସନ୍ତାନକୁ ଗୋଇଠା, ବିଧା ମାରିଲେ

ଭୁବନେଶ୍ୱର: ମା’ର ହୃଦୟ ସବୁବେଳେ ତା’ର ସନ୍ତାନ ପାଇଁ ମମତାରେ ଭରି ଥାଏ। ସନ୍ତାନର ଆଖିରେ ଲୁହ ଦେଖିଲେ ମା’ର ଅନ୍ତର କାନ୍ଦି ଉଠେ। ହେଲେ ଏ କେମିତିକା ମା’ ? ଯିଏକି ବିଚ୍‌ ରାସ୍ତାରେ ନିଜ ସନ୍ତାନକୁ ଗୋଇଠା, ବିଧା ମାରୁଛନ୍ତି। ଛୁଆ ଟ୍ୟୁସନ୍‌ ଯିବାକୁ ରାଜି ନହେବାରୁ ଜଣେ ମହିଳା ତାଙ୍କର ସନ୍ତାନକୁ ରାସ୍ତାରେ ଗୋଇଠା, ବିଧା ମାରୁଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌‌ ହୋଇଛି। ଭୁବନେଶ୍ୱର ଏୟାରଫିଲ୍ଡ୍‌ ଥାନା […]

  • Tuesday, 13 July 2021
whatsaap number
ଛିନତାଇ ରୋକିବାକୁ ହ୍ୱାଟସଆପ୍ ନମ୍ବର ଜାରି : ଅପରାଧୀଙ୍କ ସଂପର୍କରେ 7077798111ରେ ଜଣାନ୍ତୁ. . .

ଅପରାଧ ରୋକିବ ହ୍ୱାଟସଆପ୍ ନମ୍ବର କମିଶନରେଟ୍ ପୋଲିସ୍ ପକ୍ଷରୁ ଜାରି ହେଲା ହ୍ୱାଟସଆପ୍ ନମ୍ବର ରାସ୍ତାରେ ଅପରାଧ ଘଟିଲେ ହ୍ୱାଟସଆପ୍ ନମ୍ବରରେ ଜଣାନ୍ତୁ ଭୁବନେଶ୍ୱର ପାଇଁ ହ୍ୱାଟସଆପ୍ନମ୍ବର 7077798111 ଅପରାଧୀଙ୍କ ସଂପର୍କରେ ହ୍ୱାଟସଆପରେ ଜଣାଇ ହେବ ମାମଲାର ଅଗ୍ରଗତି ସଂପର୍କରେ ବି ଜାଣି ହେବ ବଢ଼ୁଥିବା ଛିନତାଇ ମାମଲା ରୋକିବାକୁ ପ୍ରୟାସ ଭୁବନେଶ୍ୱର : ଅପରାଧୀଙ୍କ କବ୍‌ଜାରେ ଭୁବନେଶ୍ୱର। ରାଜଧାନୀରେ ଦିନକୁ ଦିନ ଲୁଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି। କିଏ ବନ୍ଧୁକ ଦେଖାଇ ଲୁଟ୍‌ କଲାଣି ତ […]

  • Tuesday, 13 July 2021
petrol price
କାହିଁକି ବଢ଼ୁଛି ପେଟ୍ରୋଲ ଦର ?

ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶରେ ଦିନକୁ ଦିନ ତୈଳଦର ବଢ଼ିବାରେ ଲାଗିଛି। ଏନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖି କହିଛନ୍ତି, ତୈଳ ଦରବୃଦ୍ଧି ସାମୟିକ, ଏହି ଦର ବୃଦ୍ଧି ଶୀଘ୍ର ଠିକ୍‌ ହୋଇଯିବ। ବିଶ୍ୱବଜାରରେ ତୈଳ ଉତ୍ପାଦନ ହ୍ରାସ ପାଇଛି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଆହୁରି କହିଛନ୍ତି, ଆମେରିକାରେ ତୈଳ ଉତ୍ପାଦନ ହ୍ରାସ ପାଇଥିବାରୁ ଏହାର ପ୍ରଭାବ ପଡ଼ିଛି। ଏହି ପରିସ୍ଥିତି ସୁଧୁରିବ ବୋଲି ଆଶା କରାଯାଉଛି। ପେଟ୍ରୋଲ, ଡିଜେଲକୁ GST ଅନ୍ତର୍ଭୁକ୍ତ କଲେ ଗ୍ରାହକ […]

  • Tuesday, 13 July 2021
naba das
ବିଧାନସଭାରେ କୋଭିଡ୍ ତଥ୍ୟ ରଖିଲେ ସରକାର

କରୋନା ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲରେ ଖର୍ଚ୍ଚ ୪୭୯ କୋଟି ୯୦ ଲକ୍ଷ ୪୭୯ କୋଟି ଖର୍ଚ୍ଚ ଦର୍ଶାଇ ଥିବା ବେଳେ ପାଇଛନ୍ତି ୩୪୪ କୋଟି ୫୫ ଲକ୍ଷ ସର୍ବାଧିକ ଖର୍ଚ୍ଚ ଦର୍ଶାଇଛି କିମ୍ସ ୫୯ କୋଟି ୪୧ ଲକ୍ଷ; ପାଇଛି ୩୮ କୋଟି ୨ୟ ସର୍ବାଧିକ ସମ୍; ଖର୍ଚ୍ଚ ଦର୍ଶାଇଛି ୫୮ କୋଟି ୫୯ ଲକ୍ଷ; ପାଇଛି ୨୮ କୋଟି ହାଇଟେକ୍: ୩୩ କୋଟି ୩୮ ଲକ୍ଷ; ପାଇଛି ୧୯ କୋଟି ୧୦ ଲକ୍ଷ କଟକ […]

  • Tuesday, 13 July 2021
odisha
ରବିବାର ଛଡ଼ା ସବୁଦିନ ଟିକାକରଣ : ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା

ଭୁବନେଶ୍ୱର: ଏଣିକି ରବିବାର ଓ ଛୁଟି ଦିନ ବ୍ୟତୀତ ଅନ୍ୟ ସବୁ ଦିନ ହେବ ଟିକାକରଣ । ଆଜି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ରାଜ୍ୟରେ ବୟସ୍କଙ୍କ ଟିକାକରଣକୁ ତ୍ୱରାନ୍ୱିତ କରାଯିବ ବୋଲି ସୂଚନା ଦେଇଛନ୍ତି । ରାଜ୍ୟରେ ପ୍ରତିଦିନ ୧ ଲକ୍ଷ ବରିଷ୍ଠ ନାଗରିକଙ୍କୁ ଟିକାଦାନ ଲାଗି ଲକ୍ଷ୍ୟ ରଖାଯାଇଛି । ଏହାକୁ ବଢ଼ାଇବାକୁ ଆବଶ୍ୟକ ଭିତ୍ତିଭୂମିକୁ ଉନ୍ନତ କରାଯିବ ।   ଏବେ ରାଜ୍ୟର ୭୦୦ଟି କେନ୍ଦ୍ରରେ […]

  • Tuesday, 13 July 2021
assembly
ଅପରାହ୍ନ ୪ଟା ଯାଏ ଗୃହ ମୁଲତବି : ପ୍ରବଳ ହଟ୍ଟଗୋଳ ଯୋଗୁ ଚାଲିପାରିଲାନି ବିଧାନସଭା

ଭୁବନେଶ୍ୱର: ବିଧାନସଭାରେ ଆଜି ବି ମୁହାଁଁମୁହିଁ ଶାସକ-ବିରୋଧୀ । ଗୃହ ବାରମ୍ବାର ମୁଲତବି ପ୍ରଶ୍ନକାଳ ଅଚଳ ପରେ ପରେ ପୁଣି ହଟ୍ଟଗୋଳ ହେବାରୁ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି ବାଚସ୍ପତି । ପ୍ରଶ୍ନକାଳ ଆରମ୍ଭ ହେବା ସଙ୍ଗେ ସଙ୍ଗେ ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇ ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକମାନେ ବାଚସ୍ପତିଙ୍କ ପୋଡ଼ିୟମ ତଳେ ହଟ୍ଟଗୋଳ କରିଥିଲେ । ଏହାପୂର୍ବରୁ ଗୃହକାର୍ଯ୍ୟ ଆରମ୍ଭରୁ ହଟ୍ଟଗୋଳ ଯୋଗୁଁ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ଗୃହକୁ […]

  • Tuesday, 13 July 2021
pradipta nayak
”ସୁବାସ ବାବୁ ନୁହେଁ, ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ’ : ଶାସକ ଦଳ ଉପରେ ବର୍ଷିଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର: ଶାସକ ଦଳ ଉପରେ ବର୍ଷିଲେ ବିରୋଧୀ ଦଳ ନେତା। ସୁବାସ ବାବୁ ଯାହା କରିଛନ୍ତି, କିଛି ଭୁଲ କରିନାହାନ୍ତି। ସେ କାହିଁକି କ୍ଷମା କରିବେ । ବରଂ ଓଡ଼ିଶା ପ୍ରଦେଶର ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ। ଧାନ କିଣିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ, ଟୋକନ୍ ଲାପ୍ସ ହୋଇଗଲା, ହେଲେ ଟୋକନ ଆଉ ଥରେ ରିଜେନେରେଟ୍ ହୋଇପାରିଲା ନାହିଁ କି ଧାନ ଉଠିଲା ନାହିଁ । ମୁଖ୍ୟମନ୍ତ୍ରୀ ଚାଷୀଙ୍କ ପ୍ରତି ଅନ୍ୟାୟ କରିଛନ୍ତି, ଆଉ ଏଥିପାଇଁ ନବୀନ ବାବୁ […]

  • Tuesday, 13 July 2021
odisha
ପୋଲିସ୍‌ ହାତରେ ଧରାପଡ଼ିଲା ଡୁପ୍ଲିକେଟ୍‌ ବୋହୂ

କଳାହାଣ୍ଡି(ରାଜ କୁମାର ସିଂ ଦେଓ): ପୋଲିସ୍‌ ହାତରେ ଧରାପଡ଼ିଲା ଡୁପ୍ଲିକେଟ୍‌ ବୋହୂ। ନକଲି ବିବାହ କରି ଲୋକଙ୍କୁ ଠକୁଥିବା ଏହି ଡୁପ୍ଲିକେଟ୍‌ ବୋହୂଙ୍କୁ ପୋଲିସ୍‌ ଧରିଛି। ଖାଲି ଡୁପ୍ଲିକେଟ୍‌ ବୋହୂ ନୁହେଁ ଏସବୁ କାମରେ ତାଙ୍କୁ ସହଯୋଗ କରୁଥିବା ଆଉ ୩ ଜଣଙ୍କୁ ମଧ୍ୟ ପୋଲିସ୍‌ ଗିରଫ କରିଛି। କଳାହାଣ୍ଡି ପୋଲିସ୍‌ ଏହି ୪ ଜଣିଆ ଆନ୍ତରାଜ୍ୟ ଗ୍ୟାଙ୍ଗକୁ ଧରିଛି। ଗିରଫଙ୍କ ମଧ୍ୟରେ ଅଛନ୍ତି ନକଲି ବୋହୂ ସାଜୁଥିବା ସୁନ୍ଦରଗଡ ଜିଲ୍ଲାର ଏଲି ମହାନ୍ତ ଓ ତାଙ୍କ […]

  • Tuesday, 13 July 2021
similipal forest fire
ଜଙ୍ଗଲରେ ନିଆଁ ଲଗାଇ ଗିରଫ ହେଲେ ବାପ ପୁଅ

ମାଧପୁର(ଭାର୍ଜନ କୁମାର ପ୍ରଧାନ) : ଜଙ୍ଗଲରେ ନିଆଁ ଲଗାଇ ବାପ ପୁଅ ଗିରଫ। ବୌଦ୍ଧ ମାଧପୁର ରେଞ୍ଜ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ବାପପୁଅଙ୍କୁ ଗିରଫ କରିଛି ବନ ବିଭାଗ । ଗତକାଲି ରାତିରେ ମୁଣ୍ଡେଶ୍ଵର ସଂରକ୍ଷିତ ଜଙ୍ଗଲରେ ପେଟ୍ରୋଲିଂ ବେଳେ ୪ ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ବାପପୁଅ ବନ ବିଭାଗ ସ୍କ୍ୱାର୍ଡ କୁ ଦୌଡି ପଳାଇବାକୁ ଉଦ୍ୟମ କଲା ବେଳେ ସ୍କ୍ୱାର୍ଡ ହାତରେ ଧରା ପଡ଼ିଥିଲେ ବାପପୁଅ । ଅଭିଯୁକ୍ତମାନେ […]

  • Tuesday, 13 July 2021
Biban's wife
ଅଞ୍ଜନା ଗଣଦୁଷ୍କର୍ମ ମାମଲା; ମୁହଁ ଖୋଲିଲେ ମୁଖ୍ୟ ଅଭିଯୁକ୍ତଙ୍କ ପତ୍ନୀ

ଭୁବନେଶ୍ୱର: ୨୨ ବର୍ଷ ହେଲା ସେ ନଥିଲେ, ତାଙ୍କ ସହ ଯୋଗାଯୋଗ ନଥିଲା। ୨୨ ବର୍ଷ ତଳୁ ସେ କେଉଁଆଡ଼େ ଚାଲି ଯାଇଥିଲେ। ଖାଲି ଶୁଣିଥିଲି ଏମିତି ଏକ ଘଟଣା ପାଇଁ ସେ କୁଆଡ଼େ ଚାଲି ଯାଇଛନ୍ତି। ଗଣମାଧ୍ୟମ ଆଗରେ ମୁହଁ ଖୋଲି ଏମିତି କିଛି କହିଛନ୍ତି ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ୍‌ ଓରଫ ବିବେକାନନ୍ଦ ବିଶ୍ୱାଳଙ୍କ ପତ୍ନୀ। ବିବନ୍‌ଙ୍କ ପତ୍ନୀ ଆହୁରି କହିଛନ୍ତି, ସେ(ସ୍ୱାମୀ) ଯିବା ପରଠାରୁ ତାଙ୍କ […]

youth suicide
ନିର୍ବନ୍ଧ ସରିଥିବା ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ପୁଇଁନ୍ତଳା : ନିର୍ବନ୍ଧ ସରିଥିଲା । ଦୁଇ ମାସ ପରେ ବାହାଘର ହୋଇଥାଆନ୍ତା । ବାଣ,ବାଜା ରୋଷଣୀରେ ସାଙ୍ଗସାଥୀ ପରିବାର ମେଳରେ ଯାଇଥାଆନ୍ତା ବରଯାତ୍ରୀ । ହସଖୁସିରେ ପୂରି ଉଠୁଥିଲା ପରିବାର । ହେଲେ ଅଚାନକ କ’ଣ ହେଲା କେଜାଣି ନିଜ ଗାମୁଛା ବେକରେ ଲଗାଇ ଆତ୍ମହତ୍ୟା କଲେ ଯୁବକ । ନୂଆବୋହୂ ଘରକୁ ଆଣିବା ବଦଳରେ ଶ୍ମଶାନକୁ ଗଳା ବର । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ଥାନା ବୁରୋଭାଡି […]

  • Tuesday, 13 July 2021
farmer
କେନ୍ଦ୍ରାପଡ଼ାର ଯୁବ ଜୈବିକ ଚାଷୀ : ଚାକିରି ଛାଡ଼ି ଚାଷ କରୁଛନ୍ତି ଗୋବର୍ଦ୍ଧନ

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): କଥାରେ ଅଛି ଚାଷ କାମ ଯାହାର, କି ଆନନ୍ଦ ତାହାର। ଚାକିରି ଛାଡ଼ି ଚାଷ କରୁଛନ୍ତି କେନ୍ଦ୍ରାପଡ଼ାର ଗୋବର୍ଦ୍ଧନ ପ୍ରଧାନ। ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଥିବା ଆଜିର  ଯୁବପିଢୀ ଚାଷ ଉପରୁ ମୁହଁ ଫେରାଇ ବିଦେଶକୁ ଦାଦନ ଖଟିବାକୁ ଯାଉଥିବା ବେଳେ ଜଣେ ମୋଟା ଅଙ୍କର ଦରମାକୁ ଲୋଭ ନକରି ନିଜ ବାଡିରେ ଜୈବିକ ପଦ୍ଧତିରେ ଚାଷ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲା ରାଜନଗର […]

  • Tuesday, 13 July 2021
fire
ବରୁଣେଇ ପାହାଡରେ ଅଗ୍ନିକାଣ୍ଡ : ନିଆଁ ଲିଭାଉଛନ୍ତି ଅଗ୍ନିଶମ କର୍ମଚାରୀ

ଖୋର୍ଦ୍ଧା : ଖୋର୍ଦ୍ଧା ବରୁଣେଇ ପାହାଡ଼ରେ ନିଆଁ। ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବାବେଳେ ଆଜି ପୁଣି ବରୁଣେଇ ପାହାଡ଼ରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ପାହାଡ଼ର ଗଡ଼ଖୋର୍ଦ୍ଧା ପଟୁ ଲାଗିଛି ନିଆଁ। ଏହାକୁ ଲିଭାଇବାକୁ ଅଗ୍ନିଶମ ବାହିନୀ ଉଦ୍ୟମ କରୁଛି । ନିଆଁ ଲିଭାଇବା ପାଇଁ ଏବେ ବି ଚାରୋଟି ଟିମ୍ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛି।  ତେବେ କେମିତି ଜଙ୍ଗଲରେ ନିଆଁ ଲାଗିଛି ତାହା  ସ୍ପଷ୍ଟ ହୋଇନାହିଁ। ସୂଚନାଯୋଗ୍ୟ ଆଜି କିଛି ଲୋକ ଖୋର୍ଦ୍ଧା ବରୁଣେଇ […]

  • Tuesday, 13 July 2021
Fake Electricity Bills
ନକଲି ବିଦ୍ୟୁତ୍ ବିଲ୍ ଦେଇ ଆଦିବାସୀଙ୍କଠୁ ଲୁଟିନେଲେ ଟଙ୍କା

ରେଢ଼ାଖୋଲ(ରମାକାନ୍ତ ମହାନନ୍ଦ): ପୁଣି ସାମ୍ନାକୁ ଆସିଛି ନକଲି ବିଦ୍ୟୁତ୍‌ ବିଲ୍ ସଂଗ୍ରହକାରୀଙ୍କ ଠକାମୀ। ନକଲି ବିଦ୍ୟୁତ୍ ବିଲ୍ ଦେଇ ଆଦିବାସୀଙ୍କଠାରୁ ୨ ହଜାର ଟଙ୍କା ଲେଖାଏ ଠକି ନେଇଛନ୍ତି ଦୁର୍ବୃତ୍ତ। ରେଢାଖୋଲ ଉପଖଣ୍ଡ କିସିଣ୍ଡା ଥାନା ଅନ୍ତର୍ଗତ ବଲାଟ ଗାଁରେ ଏହି ଘଟଣା ଘଟିଛି। ବିଦ୍ୟୁତ୍‌ ବିଲ୍ ସଂଗ୍ରହ ପାଇଁ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ବିଦ୍ୟୁତ୍‌ ସଂଗ୍ରହକାରୀ ରବିବାର ଦିନ ବଲାଟ ଗାଁକୁ ଯାଇଥିଲେ। ଏହାପରେ ଲୋକମାନେ ଠକାମିର ଶିକାର ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ଗତ […]

  • Tuesday, 13 July 2021
meenabazar
”ଦୋଳି ମୀନା ବଜାର ଖୋଲିବାକୁ ଅନୁମତି ମିଳୁ ,ନଚେତ୍ ବିଧାନସଭା ସମ୍ମୁଖରେ ଲାଗିବ ଦୋଳି’

ଭୁବନେଶ୍ୱର:  ଦୋଳି ମୀନା ବଜାର ଖୋଲିବାକୁ ଅନୁମତି ଦିଆଯାଉ,ନଚେତ୍ ବିଧାନସଭା ସମ୍ମୁଖରେ ଲାଗିବ ଦୋଳି। ଏଭଳି ଚେତାବନୀ ଶୁଣାଇଛନ୍ତି ରାଜ୍ୟ ଦୋଳି ଓ ମୀନା ବଜାର ସଂଘ । କରୋନା କଟକଣା ମଧ୍ୟରେ ସମସ୍ତ କାର୍ଯ୍ୟକ୍ରମ ହେଉଛି । ଏପରିକି ୨୦୦୦ ଲୋକରେ ଅପେରା କରିବାକୁ ମଧ୍ୟ ଅନୁମତି ଦିଆଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ, ରାଜନୈତିକ ସଭା ସମିତି  ମଧ୍ୟ ହେଉଛି। ଏଥିରେ ଅନେକ ସଂଖ୍ୟାରେ ଲୋକେ ଯୋଗ ମଧ୍ୟ ଦେଉଛନ୍ତି। ବଡ଼ ବଡ଼ ମଲ, ସିନେମା ହଲ […]

  • Tuesday, 13 July 2021
marriage
ଝିଅ ବିଦା ହୋଇ ଗଲା ଶାଶୂ ଘରକୁ, ମଶାଣି ଜୁଇରେ ଜଳିଲା ବାପାର ଚିତା

ରେଢ଼ାଖୋଲ(ରମାକାନ୍ତ ମହାନନ୍ଦ): ହଠାତ୍‌ ନୀରବି ଗଲା ବାହାଘରର ମହୋତ୍ସବ। ହସଖୁସିର ଉଛୁଳା ଜୁଆରରେ ଯେମିତି ଭଟ୍ଟା ପଡ଼ିଗଲା। କାନ୍ଦବୋବାଳିରେ ଫାଟି ପଡ଼ିଲା ଘର। ଏହା ଦୁର୍ଭଗ୍ୟ ନୁହେଁ ତ ଆଉ କ’ଣ ? ଗୋଟିଏ ପଟେ ଝିଅର ମଥାରେ ସିନ୍ଦୂର ଲାଗିଥିବାବେଳେ ଅନ୍ୟପଟେ ମା’ ମଥାରୁ ସବୁଦିନ ପାଇଁ  ଲିଭି ଯାଇଥିଲା ସିନ୍ଦୂର। ଝିଅ ବିଦା ହୋଇ ଶାଶୂ ଘରକୁ ଯାଉଥିବାବେଳେ ବାପା ସଜ ହେଉଥିଲେ ଯିବାପାଇଁ ମଶାଣିକୁ।  ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି […]

  • Tuesday, 13 July 2021