• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

ils
’ଓଡ଼ିଶାରେ ଜଣେ ଡବଲ ମ୍ୟୁଟାଣ୍ଟ ଚିହ୍ନଟ’

ଭୁବନେଶ୍ୱର: ଗୋଟିଏ ପଟେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୨ଶହ ଟପିଥିବା ବେଳେ ରାଜ୍ୟରେ ଜଣେ ଡବଲ ମ୍ୟୁଟାଣ୍ଟ ଚିହ୍ନଟ ହୋଇଥିବା ଆଇଏଲ୍ଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି। ୨୨୦ ସାମ୍ପଲରୁ ଗୋଟିଏ ଡବଲ ମ୍ୟୁଟାଣ୍ଟ ମିଳିଛି। ତେବେ ଭଲ କଥା ହେଲା ସେ ସଂପୂର୍ଣ୍ଣ ସୁସ୍ଥ ହୋଇସାରିଛନ୍ତି, ଆଉ କାହାକୁ ସଂକ୍ରମିତ କରିନାହାନ୍ତି । ଏବେ ରାଜ୍ୟରେ ଆଉ କିଛି ମ୍ୟୁଟାଣ୍ଟ ମିଳିଛି, ଯାହାକୁ N440K କୁହାଯାଉଛି । ଓଡ଼ିଶାରୁ ୩ଟି N440K ମ୍ୟୁଟାଣ୍ଟ ଚିହ୍ନଟ […]

  • Tuesday, 13 July 2021
mahashivratri
ମହାଶିବରାତ୍ରୀ ଲାଗି କଟକଣା ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଆସନ୍ତାକାଲି ମହାଶିବରାତ୍ରୀ। ଜାଗରରେ ମହାଦେବଙ୍କ ଦର୍ଶନ ସହ ଉପବାସ ରଖି ଦୀପ ଜାଳିଥାନ୍ତି ଭକ୍ତ। ତେବେ ଚଳିତ ବର୍ଷ ଜାଗର ପାଇଁ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ମନ୍ଦିର ପରିସର ଓ ବାହାରେ ଶ୍ରଦ୍ଧାଳୁଙ୍କ ଗହଳିକୁ ବାରଣ କରାଯିବା ସହ ମେଳାକୁ ମନା କରାଯାଇଛି। ନିୟମ ଉଲ୍ଲଘଂନ କଲେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷେ, ପ୍ରଭୁ ଲିଙ୍ଗରାଜଙ୍କ ଜାଗର ପାଳନ ପାଇଁ ପ୍ରଶାସନ ପକ୍ଷରୁ […]

  • Tuesday, 13 July 2021
ils director
କିପରି ଅଛି ରାଜ୍ୟର ସ୍ଥିତି ? ଓଡ଼ିଶାରେ ୟୁକେ ଷ୍ଟ୍ରେନ୍ ଚିହ୍ନଟ ସମ୍ପର୍କରେ ସୂଚନା ଦେଲେ ILS ନିର୍ଦ୍ଦେଶକ

ଭୁବନେଶ୍ୱର: ଓଡ଼ିଶା ସ୍ଥିତି ଠିକ୍ ଅଛି। ରାଜ୍ୟରେ ୩ ୟୁକେ ଷ୍ଟ୍ରେନ୍ ଚିହ୍ନଟ ନେଇ ILS ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଡିସେମ୍ବରରେ ୩ ୟୁକେ ଫେରନ୍ତାଙ୍କ ଠାରେ ଏହି ଷ୍ଟ୍ରେନ୍ ଚିହ୍ନଟ ହୋଇଥିଲା । ହେଲେ ବର୍ତ୍ତମାନ ସୁଦ୍ଧା  ଚିହ୍ନଟ ହୋଇଥିବା ୩ ୟୁକେ ଷ୍ଟ୍ରେନ ଆକ୍ରାନ୍ତ ଭାଇରସକୁ ମାତ ଦେଇ ସୁସ୍ଥ ହୋଇ ସାରିଛନ୍ତି । ସେମାନେ ଆରୋଗ୍ୟ ହେବାସହ କାହାକୁ ସଂକ୍ରମିତ କରି ନଥିବା ସୂଚନା ମିଳିଛି। ”#ଓଡ଼ିଶାର_ସ୍ଥିତି_ଠିକ୍_ଅଛି’ ରାଜ୍ୟରେ ୩ ୟୁକେ ଷ୍ଟ୍ରେନ୍ […]

  • Tuesday, 13 July 2021
anshuman
କରୋନାକୁ ଚିହ୍ନଟ କରିବ ଡିଭାଇସ ସେଫ୍ଟି କ୍ୟାପ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): କରୋନା ଭାଇରସକୁ ରୋକିବ ଡିଭାଇସ ସେଫ୍ଟି କ୍ୟାପ । ଏହାକୁ ତିଆରି କରିଛନ୍ତି ବିଟେକ ପ୍ରଥମ ବର୍ଷ ଛାତ୍ର ଅଂଶୁମାନ ମିଶ୍ର । ଅଂଶୁମାନଙ୍କ ଘର ନୟାଗଡ଼ ଜିଲ୍ଲା ରଣପୁର ଥାନା ରାଜ ସୁନାଖଳାରେ । ମାତ୍ର ୨୦୦ ଟଙ୍କାରେ ଏହି କ୍ୟାପ ପ୍ରସ୍ତୁତ ହୋଇପାରିଛି ଏବଂ ଏହା କରୋନା ଭାଇରସ ବ୍ୟାପିବାକୁ ରୋକି ପାରିବ ବୋଲି ଦାବି କରିଛନ୍ତି ଅଂଶୁମାନ । କ୍ୟାପ ମଣିଷର ମୁଁହ ପାଖକୁ ଆସୁଥିବା ବସ୍ତୁରେ ଭାଇରସ ଥିଲେ […]

  • Tuesday, 13 July 2021
dhenkanal
ଗଳିକନ୍ଦିରେ ମିଳୁଛି ଧଳା ଜହର : ବ୍ରାଉନ ସୁଗାର କବଳରେ ଢେଙ୍କାନାଳ

ଢେଙ୍କାନାଳର ଗଳିକନ୍ଦିରେ ମିଳୁଛି ଧଳା ଜହର ବେଧଡକ ଚାଲିଛି ନିଶା କାରବାର କଲେଜ ଛାତ୍ରଙ୍କୁ ଟାର୍ଗେଟ କରୁଛନ୍ତି ବେପାରୀ ଢେଙ୍କାନାଳ( ରାଜଶ୍ରୀ ଶତପଥୀ): ହାତପାହାନ୍ତାରେ ମିଳୁଛି ବ୍ରାଉନସୁଗାର । ଗଳି କନ୍ଦିରେ ଚାଲିଛି ବେପାର । ଢେଙ୍କାନାଳରେ ଧଳା ଜହର କବଳରେ ପଡିଗଲେଣି ଯୁବପୀଢି । ବିଭିନ୍ନ ପରିତ୍ୟକ୍ତ ଘରେ ବେଧଡକ ବ୍ରାଉନସୁଗାର ମିଳୁଛି  । ବଡ କଥା ହେଉଛି ପୋଲିସ ବାରମ୍ବାର ରେଡ୍ କରି ବ୍ରାଉନସୁଗାର ଜବତ କରୁଥିଲେ ମଧ୍ୟ ଲଗାମ ଲାଗିପାରୁନି ନିଶା କାରବାର […]

  • Tuesday, 13 July 2021
librarary
ଫରେଷ୍ଟ ପାର୍କରେ ଟ୍ରି ଲାଇବ୍ରେରୀ : ଯୁବବର୍ଗଙ୍କୁ ପୁସ୍ତକ ପ୍ରତି ଆକୃଷ୍ଟ କରିବାକୁ ବିଡିଏ ପକ୍ଷରୁ ନିଆରା ପ୍ରୟାସ

  ପାର୍କରେ ବୁଲାବୁଲି ସହ ପାଠପଢ଼ା ପୁସ୍ତକ ପ୍ରତି ଆକୃଷ୍ଟ କରିବା ପାଇଁ ଉଦ୍ୟମ ସମୟର ସଦୁପଯୋଗ ପାଇଁ ବିଡିଏ ପକ୍ଷରୁ ନିଆରା ପ୍ରୟାସ ଭୁବନେଶ୍ୱର ଫରେଷ୍ଟ ପାର୍କରେ ଖୋଲାଯାଇଛି ଟ୍ରି ଲାଇବ୍ରେରୀ ବିଡିଏ, ବକୁଳ ଫାଉଣ୍ଡେସନର ମିଳିତ ସହଯୋଗରେ ଚାଲିଛି ଲାଇବ୍ରେରୀ ଭୁବନେଶ୍ୱର:  ବହିପଢ଼ିବା ଭୁଲିସାରିଛନ୍ତି ଯୁବପୀଢ଼ି। ମୋବାଇଲ୍ ନିଶାରେ ବର୍ଗ ଘଣ୍ଟା ଘଣ୍ଟା ସମୟ ବିତିଯାଉଛି, କିନ୍ତୁ ଜଣାପଡ଼ୁନି ।  ଏଭଳି ସ୍ଥିତିରେ ସମୟର ସଦୁପଯୋଗ ଏବଂ ବହି ପ୍ରତି ଯୁବ ବର୍ଗଙ୍କୁ ଆକୃଷ୍ଟ […]

  • Tuesday, 13 July 2021
attack
ପ୍ରେମିକାଙ୍କ ବେକ କାଟିଦେଲେ ପ୍ରେମିକ

କଳାହାଣ୍ଡି(ରାଜକୁମାର ସିଂଦେଓ): ଏକତରଫା ପ୍ରେମକୁ ନେଇ ଜଣେ ପ୍ରେମିକଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି। ଧାରୁଆ ଅସ୍ତ୍ରରେ ପ୍ରେମିକ, ପ୍ରେମିକାଙ୍କ ବେକ କାଟି ଦେଇଥିବା ଅଭିଯୋଗ ହୋଇଛି। ତେବେ ଝିଅକୁ ବଞ୍ଚାଇବାକୁ ଯାଇ ଯୁବତୀଙ୍କ ମା’ଙ୍କ ମୃତ୍ୟୁ ଘଟିଛି। କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା କର୍ଲାଖୁଣ୍ଟା ଗାଁରେ ଏହି ଘଟଣା ଘଟିଛି। ମୃତ ମହିଳାଙ୍କ ନାଁ ସିନ୍ଧୁ ବାଗ ବୋଲି ଜଣାପଡ଼ିଛି। ଆକ୍ରମଣ କରିଥିବା ଯୁବକ ହେଲେ କର୍ଲାଖୁଣ୍ଟା ଗାଁର ତିଲକ ନାଏକ। ସୂଚନା ଅନୁସାରେ, ଆଜି […]

  • Tuesday, 13 July 2021
fire in forest
ସାବଧାନ ! ଜଙ୍ଗଲରେ ନିଆଁ ଲଗାଇଲେ ଗିରଫ ହେବେ

ଭୁବନେଶ୍ୱର: ହୁତୁହୁତୁ ହୋଇ ଜଳିପୋଡ଼ି ଛାର୍‌ଖାର ହୋଇଯାଉଛି ସାରା ଓଡ଼ିଶାର ଜଙ୍ଗଲ। ଭୟଙ୍କର ଅବସ୍ଥା। ଅସମ୍ଭାଳ ହୋଇପଡ଼ିଲାଣି ସ୍ଥିତି। ଏମୁଣ୍ଡରୁ ସେମୁଣ୍ଡ ଯୁଆଡ଼େ ଚାହିଁବେ ଖାଲି ନିଆଁ ଆଉ ନିଆଁ। ନିଆଁ ଆଉ ଧୂଆଁରେ ଆକ୍ତାମାକ୍ତା ଜୀବଜନ୍ତୁ, ଉଜୁଡ଼ି ଯାଉଛି ସବୁଜିମା। ଜଙ୍ଗଲ ନିଆଁକୁ ରୋକିବାକୁ ସମ୍ବଲପୁର ଡିଏଫ୍ଓ ପଦକ୍ଷେପ ଗ୍ରହଣ କରିଛନ୍ତି। ନିଆଁ ଲଗାଉଥିବା ଲୋକଙ୍କୁ ତୁରନ୍ତ ଗିରଫ କରାଯିବ। ଏହାସହ ଯେଉଁମାନେ ନିଆଁ ଲଗାଉଥିବା ଲୋକଙ୍କ ସୂଚନା ଦେବେ ସେମାନଙ୍କୁ ୫ ହଜାର ଟଙ୍କା […]

bhadrak
ମିଛ ବିଲ୍ କରି ଲୁଟ୍ ହେଉଛି ସରକାରୀ ଅର୍ଥ : ଗୋଟିଏ ମାଟି ହାଣ୍ଡିର ଦାମ୍୨୪ ଶହ, ଜଗ୍‌ର ଦାମ ୬ଶହ

ଭଦ୍ରକ ଚାନ୍ଦବାଲି ଭାଟପଡାରୁ ଆସିଛି ସଂଗୀନ ଅଭିଯୋଗ ମାସକରେ ୪ ଥର ଇଲେକ୍ଟ୍ରିକ ବିଲ୍ ବିଲ୍ କରି ଲୁଟ୍ ହେଉଛି ସରକାରୀ ମାଲ୍ ଭଦ୍ରକ(ବାସୁଦେବ ଦାସ) : ଗୋଟିଏ ମାଟି ହାଣ୍ଡିର ଦାମ୍୨୪ ଶହ ଟଙ୍କା, ଜଗ୍‌ର ଦାମ ୬ଶହ । ମାସକରେ ୪ ଥର ଦିଆଯାଇଛି ଇଲେକ୍ଟ୍ରିକ ବିଲ୍ । ସରକାରୀ ଅନୁଦାନରେ କମ୍ୟୁନିଟି ସେଣ୍ଟରଠୁ ଆରମ୍ଭ କରି ଖେଳ ପଡ଼ିଆ, କେତେ କଣ ନିର୍ମାଣ ହୋଇଥିବା କାଗଜପତ୍ରରେ ଦର୍ଶାଯାଇଛି । ହେଲେ ପ୍ରକୃତରେ କିଛି […]

  • Tuesday, 13 July 2021
odisha cm
ତାଳଚେର ତାପଜ ବିଦ୍ୟୁତ୍‌ କେନ୍ଦ୍ର ସଂପ୍ରସାରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର: ତାଳଚେର ଥର୍ମାଲ୍ ପାଓ୍ୱାର୍ ଷ୍ଟେସନ ବା TTPS ସଂପ୍ରସାରଣ ନେଇ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶକ୍ତି ରାଷ୍ଟ୍ରମନ୍ତ୍ରୀ ଆର୍.କେ. ସିଂହଙ୍କୁ ଚିଠି ଲେଖି TTPS ଷ୍ଟେଜ୍ ଥ୍ରୀ ପ୍ରକଳ୍ପ ସଂପ୍ରସାରଣ କାର୍ଯ୍ୟ ନେଇ ଚିନ୍ତା ପ୍ରକଟ କରିଛନ୍ତି ନବୀନ । TTPSକୁ ବନ୍ଦ ନ କରି ଏହାର ‘ଷ୍ଟେଜ୍‌-୩ ପ୍ରକଳ୍ପ’କୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି, ଗତବର୍ଷ ଫେବୃଆରୀରେ ରାଜ୍ୟ […]

  • Tuesday, 13 July 2021
Newspaper Hawker's Life
ଦିବ୍ୟାଙ୍ଗ ହେଲେ ବି ସକ୍ଷମ: ୩୦ କି.ମି. ସାଇକେଲ ଚଳାଇ ବାଣ୍ଟନ୍ତି ଖବରକାଗଜ

ଚୌଦ୍ୱାର(ପ୍ରକାଶ କୁମାର ନାୟକ): ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ସାରା ବିଶ୍ୱରେ ଆଜିର ଦିବସକୁ ମହିଳାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ପ୍ରଥମ ଥର ପାଇଁ ନ୍ୟୁୟର୍କରେ ୧୯୦୯ ମସିହା ମାର୍ଚ୍ଚ ୮ ତାରିଖରେ ମହିଳା ଦିବସ ପାଳନ କରାଯାଇଥିଲା। ଚଳିତ ବର୍ଷ ଅନ୍ତର୍ଜାତୀୟ ମହିଳା ଦିବସର ଥିମ୍ ରହିଛି ‘ଚୁଜ୍ ଟୁ ଚ୍ୟାଲେଞ୍ଜ’। କଳା ହେଉ ଅବା କ୍ରୀଡ଼ା ରାଜନୀତି, ପ୍ରଶାସନ ଓ ସେନା ସବୁ କ୍ଷେତ୍ରରେ ସଫଳତାର ପାଇ ଏବେ ଆଗରେ ରହୁଛନ୍ତି ମହିଳା। ହକ୍‌ […]

  • Tuesday, 13 July 2021
assembly
ବିଧାନସଭାରେ ଉଠିଲା ବ୍ୟୋମକେଶଙ୍କ ଭାଇରାଲ ଅଡ଼ିଓ ପ୍ରସଙ୍ଗ

ଭୁବନେଶ୍ୱର: ବିଧାନସଭାରେ ଉଠିଲା ବ୍ୟୋମକେଶଙ୍କ ଭାଇରାଲ ଅଡ଼ିଓ ପ୍ରସଙ୍ଗ । ବ୍ୟମୋକେଶଙ୍କ ଅଡ଼ିଓ ଭାଇରଲକୁ ନେଇ ବିଧାନସଭାରେ ମୁହାଁମୁହିଁ ହେଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ଓ ଚାନ୍ଦବାଲି ବ୍ୟମୋକେଶ । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ସେ କହିଛନ୍ତି, ବ୍ୟୋମକେଶଙ୍କ ଏହି ଭାଇରାଲ ଅଡିଓରୁ ଜଣାପଡୁଛି କେମିତି ଚାଲିଛି ରାଜ୍ୟରେ ଶାସନ ? ଶାସକ ଦଳର ନେତାମାନେ ଖୋଲାଖୋଲି ଭାବେ ପୋଲିସକୁ ଧମକାଉଛନ୍ତି […]

  • Tuesday, 13 July 2021
Lovebirds Found Dead
ବନ୍ଦ ଘର ଭିତରୁ ମିଳିଲା ପ୍ରେମୀ ଯୁଗଳଙ୍କ ମୃତଦେହ

ପାରଳାଖେମୁଣ୍ଡି(ଆଦର୍ଶ ଦାସ): ଘର ଭିତରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ ଶିବାଲ୍ ଡିଲେଶ୍ୱରୀ(୨୧) ଓ ଟାଲୁରୁ ଶ୍ରୀନୁ(୨୮)। ଆରିବା ଗାଁର ଏକ ବନ୍ଦ ଘର ଭିତରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଶିବାଲ୍ ଓ ଟାଲୁରୁଙ୍କ ମୃତଦେହ ଉଦ୍ଧାର ହୋଇଛି। ଶିବାଲ୍ ଓ ଟାଲୁରୁଙ୍କ ମଧ୍ୟରେ ଦୀର୍ଘଦିନ ହେବ ପ୍ରେମ ସମ୍ପର୍କ ଥିଲା ବୋଲି କୁହାଯାଉଛି। ଶିବାଲଙ୍କ ପରିବାର ଲୋକେ ଅନ୍ୟ ପୁଅ […]

  • Tuesday, 13 July 2021
elephant
ଦଳିଦେଲା ହାତୀ, ଦୁଇ ଶ୍ରମିକ ମୃତ

ସମ୍ବଲପୁର (ସଞ୍ଜୟ ଜେନା):  ପୁଣି ହାତୀ-ମଣିଷ ଲଢ଼େଇରେ ବଳି ପଡ଼ିଛି ମଣିଷ । ହାତୀ ଆକ୍ରମଣରେ ଯାଇଛି ଦୁଇ ଶ୍ରମିକଙ୍କ ଜୀବନ । ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ଜିଲ୍ଲା ଧମା ଥାନା ଅଞ୍ଚଳରେ ଘଟିଛି ଏହି ଅଘଟଣ । ଶୋଇଥିବା ଅବସ୍ଥାରେ ହାତୀ ଦଳି ଦେବାରୁୁ ୨ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଧମା ଥାନା ବଲାରଙ୍ଗା କୁଡେରନିଶା ଗାଁରେ ଜୟଲାଲ ର୍ମିଦ୍ଧା ଓ ତେଲେଙ୍ଗା ଓରାମ ବିଶ୍ରାମ ନେବା ସମୟରେ ହଠାତ୍ […]

  • Tuesday, 13 July 2021
fog
୯ ଜିଲ୍ଲାରେ କୁହୁଡ଼ି ସମ୍ଭାବନା ନେଇ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟର ୯ଟି ଜିଲ୍ଲାରେ କୁହୁଡ଼ି ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ୯ ଜିଲ୍ଲା ହେଲା- ଭଦ୍ରକ, ଯାଜପୁର, ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ନୟାଗଡ଼ ଓ କେନ୍ଦ୍ରାପଡ଼ା। ଆଜି ରାତିଠୁ କାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ ସତର୍କ ରହିବାକୁ ଏହିସବୁ ଜିଲ୍ଲାବାସୀଙ୍କୁ ପରାମର୍ଶ ଦିଆଯାଇଛି। ଆଜି ରାଜଧାନୀ ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ଅନ୍ୟ କିଛି ଅଞ୍ଚଳରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ […]

  • Tuesday, 13 July 2021
loot in bhubaneswar
ଫୁଲ ତୋଳୁଥିବା ବେଳେ ଆକ୍ରମଣ କରି ମହିଳାଙ୍କ ବେକରୁ ଝାମ୍ପି ନେଲେ ସୁନା ଚେନ୍‌

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ମାତିଲେ ଲୁଟେରା। ଘର ବାହାରେ ଫୁଲ ତୋଳୁଥିବା ବେଳେ ଜଣେ ମହିଳାଙ୍କ ଉପରେ ଆକ୍ରମଣ କରି ସୁନା ଚେନ୍‌ ଲୁଟ୍‌ ନେଇଛନ୍ତି ଲୁଟେରା। ଭରତପୁର ଥାନା ଅନ୍ତର୍ଗତ ଖଣ୍ଡଗିରି ବାରି ଅଞ୍ଚଳରେ ଏହି ଘଟଣା ଘଟିଛି। ଲୁଟ୍‌ର ଶିକାର ହୋଇଥିବା ମହିଳାଙ୍କ ନାଁ ଅନୁସୟା ବେହେରା। ସୂଚନା ଅନୁସାରେ, ଆଜି ସକାଳେ ଅନୁସୟା ଘର ବାହାରେ ଥିବା ଗଛରୁ ଫୁଲ ତୋଳୁଥିଲେ। ଏହି ସମୟରେ ୨ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି […]

  • Tuesday, 13 July 2021
attack on pcr van
ପିସିଆର୍‌ ଭ୍ୟାନ୍‌ ଭଙ୍ଗାରୁଜା ଓ ଅଭିଯୁକ୍ତଙ୍କୁ ମାଡ଼ ଘଟଣାରେ ୫ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ଆଇଆର୍‌ସି ଭିଲେଜ ସ୍ଥିତ ଭିଆଇପି କଲୋନୀରେ ଯୁବକଙ୍କୁ ହତ୍ୟା ପରେ ପିସିଆର୍ ଭ୍ୟାନ୍‌ ଭଙ୍ଗାରୁଜା ଓ ଅଭିଯୁକ୍ତଙ୍କୁ ମାଡ଼ ଘଟଣାରେ କମିଶନରେଟ୍ ପୋଲିସ୍ ଆଜି‌ ୫ ଜଣଙ୍କୁ ଗିରଫ କରିଛି। ସିସିଟିଭି ଫୁଟେଜ ଆଧାରରେ ଏମାନଙ୍କୁ ଗିରଫ କରାଯାଇଛି। ଗିରଫ ନେଇ ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି। ଘଟଣାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି, ପିସିଆର୍ ଭ୍ୟାନ୍‌ ଭଙ୍ଗାରୁଜା ଓ ୨ ଅଭିଯୁକ୍ତଙ୍କୁ ମାଡ଼ ଘଟଣାରେ ୫ ଜଣ […]

  • Tuesday, 13 July 2021
police
ବିଳମ୍ବିତ ରାତିରେ ୧୩ ଜଣଙ୍କୁ ଉଠାଇ ନେଲା ପୋଲିସ୍‌

ଯାଜପୁର: ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଣସୁଧା ଗାଁରେ ପୋଲିସ୍‌ ଗାଡ଼ି ପୋଡ଼ି ଘଟଣାରେ ୧୩ ଜଣଙ୍କୁ ଅଟକ ରଖାଯାଇଛି। ଗତକାଲି ବିଳମ୍ବିତ ରାତିରେ ଘରେ ପଶି ପୋଲିସ୍‌ ୧୩ ଜଣଙ୍କୁ ଉଠାଇ ନେଇଛି। ଗତକାଲି ପଣସୁଧା ଗାଁରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଘଟଣାର ସମାଧାନ ପାଇଁ ଗାଁରେ ପହଞ୍ଚିଥିବା ପୋଲିସ୍ ଗାଡ଼ିକୁ ପୋଡ଼ି ଦେଇଥିଲେ ଉତ୍ତ୍ୟକ୍ତ ଲୋକେ। ଏହି ଘଟଣାରେ ପୋଲିସ୍‌ ୧୩ ଜଣଙ୍କୁ ଅଟକ ରଖିଛି। ସୂଚନା ଅନୁସାରେ, ଅଷ୍ଟପ୍ରହରୀ […]

  • Tuesday, 13 July 2021
sarpanch
ଓଡ଼ିଆ ଜାଣି ନଥିବାରୁ ହାତରୁ ଗଲା ସରପଞ୍ଚ ପଦ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଓଡ଼ିଆ ଭାଷା ଲେଖି ପଢି ଜାଣିନଥିବା ଯୋଗୁ ଗଞ୍ଜାମ ଜିଲ୍ଲା ଅଗସ୍ତି ନୂଆଗାଁ ସରପଞ୍ଚ ପି.ସିମାଦ୍ରୀଙ୍କୁ ନିଜ ପଦ ହରାଇବାକୁ ପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ୨୦୧୭ ପଞ୍ଚାୟତ ନିର୍ବାଚନରେ ପି.ସିମାଦ୍ରୀ ବିଜୟୀ ହୋଇଥିଲେ। କିନ୍ତୁ ତାଙ୍କ ବିରୋଧରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ନିବାସୀ ଗୌଡ଼ ସେହି ସମୟରେ ଛତ୍ରପୁର ସିଭିଲ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ନିବାସୀ ଗୌଡ଼ ତାଙ୍କ ପିଟିସନ୍‌ରେ ଉଲ୍ଲେଖ କରିଥିଲ, ପି.ସିମାଦ୍ରୀ ଓଡ଼ିଆ ପଢି ନାହାନ୍ତି। ଏପରିକି […]

  • Tuesday, 13 July 2021
attack
ରାଜଧାନୀରେ ଚାଞ୍ଚଲ୍ୟ: ବିଚ୍‌ ରାସ୍ତାରେ ଡ୍ରାଇଭରଙ୍କୁ ହାଣିଲେ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ଏକ ଛାତିଥରା ଘଟଣା ଘଟିଛି। ଦୁଇ ଜଣ ଯୁବକ ଜଣେ ପିକ୍ଅପ୍ ଭ୍ୟାନ ଡ୍ରାଇଭରଙ୍କୁ ଭୁଜାଲିରେ ହାଣି ହତ୍ୟା କରିଛନ୍ତି। ଘଟଣା ପରେ ହତ୍ୟାକାରୀଙ୍କୁ ପିସିଆର୍‌ ଭ୍ୟାନ୍‌ରୁ ଆଣି ଉତ୍ତ୍ୟକ୍ତ ଲୋକେ ନିସ୍ତୁକ ପିଟିଛନ୍ତି। ଦୁଇ ହତ୍ୟାକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି ଉତ୍ତ୍ୟକ୍ତ ଲୋକେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ନାଁ ଜଟିଆ ଓ ଆକ୍ରମଣକାରୀ ୨ ଭାଇ ହେଲେ ସୁଧୀର ଓ ସାଗର ବୋଲି ସୂଚନା […]

  • Tuesday, 13 July 2021
fire in jungle
ଜଳୁଛି ଜଙ୍ଗଲ: ଶିମିଳିପାଳ ସମେତ ରାଜ୍ୟର ୩୦୦ ଜଙ୍ଗଲରେ ବ୍ୟାପୁଛି ନିଆଁ

ଭୁବନେଶ୍ୱର: ଯେତେ ଲିଭେଇଲେ ବି ଲିଭୁନି ଶିମିଳିପାଳ ନିଆଁ। ଗୋଟିଏ ପଟେ ଥମିଲେ ଅନ୍ୟ ପଟେ ବିଜୁଳି ବେଗରେ ବ୍ୟାପୁଛି। ସପ୍ତାହେରୁ ଅଧିକ ସମୟ ଧରି ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ ଅଭୟାରଣ୍ୟ। ଜଙ୍ଗଲର ଦୁଧିଆଣି, ତାଳବନ୍ଧ, ଗୁରୁଗୁଡ଼ିଆ, କେନ୍ଦୁମୁଣ୍ଡି, ଓ ବରେହିପାଣି ଭଳି ପ୍ରାୟ ୧୦ଟି କୋର୍‌ ଏରିଆରେ ନିଆଁ ଲାଗି ଥିବାରୁ ଏସୁବୁ ସ୍ଥାନକୁ ଅଧିକ ଅଗ୍ନିଶମ ଟିମ୍ ଯାଇଛନ୍ତି। ସେହିପରି ବଫର ଏରିଆରେ ଥିବା ପିଠାବଟା ରେଞ୍ଜ୍ ଖସାଡିହା ଜଙ୍ଗଲରେ ବି ବ୍ୟାପିବାରେ […]

  • Tuesday, 13 July 2021
accident
ବାପାଙ୍କ ଅନ୍ତିମ ସଂସ୍କାର ସାରି ଘରକୁ ଫେରିବା ବାଟରେ ଚାଲିଗଲା ପୁଅର ଜୀବନ

ବୌଦ୍ଧ(ଭାର୍ଜନ ପ୍ରଧାନ): ଏମିତି ବି ଆସେ ମୃତ୍ୟୁ ! ବାପାଙ୍କ ଅନ୍ତିମ ସଂସ୍କାର ସାରି ଘରକୁ ଫେରିବା ବାଟରେ ଦୁର୍ଘଟଣାରେ ଚାଲିଗଲା ପୁଅର ଜୀବନ। ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ତରଭା ଅଞ୍ଚଳର ଅରୁଣ ମେହେର। ସୂଚନା ଅନୁସାରେ, ବାପାଙ୍କ ଅନ୍ତିମ ସଂସ୍କାର ସାରି ଅରୁଣ, ସମ୍ପର୍କୀୟଙ୍କ ସହ ଏକ କାର୍‌ରେ ଆଜି ସକାଳେ ଫୁରୀରୁ ଫେରୁଥିଲେ। ଏହି ସମୟରେ ବୌଦ୍ଧ ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗୀର ୫୭ […]

  • Tuesday, 13 July 2021
man died
ସାଙ୍ଗଙ୍କ ସହ ପୁରୀ ବୁଲିବାକୁ ଯାଇଥିଲେ, ଫେରିବା ବାଟରେ ଯୁବକଙ୍କ ମୃତ୍ୟୁ

ନୀଳଗିରି: ଦୁଇ ଦିନ ତଳେ ସାଙ୍ଗମାନଙ୍କ ସହ ପୁରୀ ବୁଲିବାକୁ ଯାଇଥିଲେ। ତେବେ ଘରକୁ ଫେରିବା ବାଟରେ କାର୍‌ ଭିତରେ ଚେତାଶୂନ୍ୟ ହୋଇପଡ଼ିଲେ ଯୁବକ। ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଏହି ଘଟଣା ଘଟିଛି। ମୃତ ଯୁବକ ହେଲେ ବାରିପଦାର ମଣ୍ଟୁ ପାତ୍ର। ସୂଚନା ଅନୁସାରେ, ୨ ଦିନ ତଳେ ମଣ୍ଟୁ ସାଙ୍ଗମାନଙ୍କ ସହ କାର୍‌ରେ ପୁରୀ ବୁଲିବାକୁ ଯାଇଥିଲେ। ଗତକାଲି ପୁରୀରୁ ଫେରିବା […]

  • Tuesday, 13 July 2021
bus accident
ଘାଟିରୁ ଓଲଟିଲା ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍‌

ଆନନ୍ଦପୁର: ଆନନ୍ଦପୁର-କରଞ୍ଜିଆ ରାସ୍ତାର ସାତକୋଶିଆ ଘାଟିରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘାଟିରୁ ବସ୍‌ ଓଲଟି ପଡ଼ିବା ଯୋଗୁ ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଘାଟିରୁ ଓଲଟି ପଡ଼ିବା ପରେ ବସ୍‌ରେ ନିଆଁ ଲାଗି ଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ବସ୍‌ଟି ଆଜି ସକାଳେ କରଞ୍ଜିଆରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲା। ଏହି ସମୟରେ ବସ୍‌ଟି ସାତକୋଶିଆ ଘାଟିରୁ […]

  • Tuesday, 13 July 2021