• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

bjd
ବିଜେଡ଼ି ବିଧାୟକ ଯାଇଥିଲେ କୁଆଡ଼େ ? ଶାସକ ଦଳ ନେତାନେତ୍ରୀଙ୍କ କଥାରେ ତାଳମେଳ ଖାଉନି . .

ଭୁବନେଶ୍ୱର : ପ୍ରକୃତରେ ବିଜେଡ଼ି ବିଧାୟକ ଯାଇଥିଲେ କୁଆଡ଼େ ? ବିଧାନସଭା ଚାଲି ପାରୁନଥିବା ନେଇ ଅଭିଯୋଗ କରିବା ପାଇଁ ଯାଇଥିଲେ ତ ? କାରଣ  ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ନେଇ ବିଜେଡି ବିଧାୟକ ଭିନ୍ନ ଭିନ୍ନ ମତ ରଖିଛନ୍ତି । ବାଉଳା ହୋଇ ଯାଉଛନ୍ତି କି ବିଧାୟକ ? କ’ଣ କହୁଛନ୍ତି ନିଜେ ଜାଣି ପାରୁନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପ୍ରସଙ୍ଗରେ ପାରାଦୀପ  ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି, ମୁଖ୍ୟମନ୍ତ୍ରୀ ସର୍ବେସର୍ବା, ଗୃହର ସର୍ବମାନ୍ୟ ନେତା । ବିଧାନସଭା […]

  • Tuesday, 13 July 2021
tomato
୨ ଟଙ୍କାରେ ବି ନେଲେନି, ମାଗଣାରେ ଚାଷୀ ବାଣ୍ଟିଲେ ଟମାଟୋ

୨ ଟଙ୍କାରେ ବି ନେଲେନି, ମାଗଣାରେ ବାଣ୍ଟିଲେ ଟମାଟୋ ଟମାଟୋ ବିକ୍ରି ନ ହେବାରୁ ମାଗଣାରେ ବାଣ୍ଟିଦେଲେ ଚାଷୀ ସୁନ୍ଦରଗଡ ବୀରମିତ୍ରପୁର ବଜାରର ଘଟଣା ବୀରମିତ୍ରପୁର(ରାକେଶ କୁମାର ସାହୁ): ଟମାଟୋର ଅଭାବୀ ବିକ୍ରି। ୨ ଟଙ୍କାରେ ବି କେହି ନେଲେନାହିଁ, ମାଗଣାରେ ଟମାଟୋ ବାଣ୍ଟିଦେଲେ ଚାଷୀ। ଆଜି ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ବଜାରରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । କିଛି ଚାଷୀ ଲୋକଙ୍କୁ ମାଗଣାରେ ଟମାଟୋ ବାଣ୍ଟୁଥିବା ଦେଖିବାକୁ ମିଳିଥିଲା । ବଜାରରେ ଟମାଟୋ ବିକ୍ରି […]

  • Tuesday, 13 July 2021
dhod
ଆ ଲୋ ମୋ ଧନ ଆ . . ଆ ଭାତ ଖାଇବୁ ଆ : କୁନ୍ତଳାଙ୍କ କୋଳକୁ ଫେରିଛି ଜଙ୍ଗଲୀ ବାରହା ଧୋଡ଼

କେନ୍ଦୁଝର ପୁରୁଷୋତ୍ତମପୁରର କୁନ୍ତଳାଙ୍କ କୋଳକୁ ଫେରିଲା ଧୋଡ଼ ଜଙ୍ଗଲରେ ବୁଲୁଥିବା ବେଳେ ଧୋଡ଼କୁ ଧରି ଘରକୁ ଆଣିଲେ କୁନ୍ତଳା ସପ୍ତାହେ ହେଲା ଢୁଡକୁ ନେଇ ଜଙ୍ଗଲରେ ଛାଡ଼ିଥିଲା ବନ ବିଭାଗ କେନ୍ଦୁଝର : ଆ ଲୋ ମୋ ଧନ ଆ . . ଆ ଭାତ ଖାଇବୁ ଆ .. ମୋ ଧନ. . . ଏତେ ଦିନ ହେଲା କିଛି ଖାଇନି ଲୋ . . ତୋତେ ଆଉ ଆମ ଠାରୁ କେହି ନେବେନି । […]

  • Tuesday, 13 July 2021
assembly
ବିଧାନସଭା ଅଚଳ: ପ୍ରବଳ ହଟ୍ଟଗୋଳ, ପ୍ରତିବାଦ ଯୋଗୁଁ ଅପରାହ୍ନ ୪ଟା ଯାଏ ଗୃହ ମୁଲତବି

ଅପରାହ୍ନ ୪ଟା ଯାଏ ଗୃହ ମୁଲତବି ଗୃହ କାର୍ଯ୍ୟ ଆରମ୍ଭ ପରେ ମଧ୍ୟଭାଗରେ ବିଜେପି, କଂଗ୍ରେସର ହଟ୍ଟଗୋଳ ନିଜ ନିଜ ଆସନରେ ଛିଡ଼ା ହୋଇ ପ୍ରତିବାଦ କରିଥିଲେ ଶାସକ ଦଳ ସଦସ୍ୟ ପ୍ରବଳ ହଟ୍ଟଗୋଳ, ପ୍ରତିବାଦ ଯୋଗୁଁ ମୁଲତବି ଘୋଷଣା କଲେ ବାଚସ୍ପତି ଭୁବନେଶ୍ୱର: ଲଗାତାର ୫ ଦିନ ହେଲା ଚାଲିପାରୁନି ବିଧାନସଭା । ଆଜି ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ଓ ଶାସକ ଦଳ ସଦସ୍ୟ ହଟ୍ଟଗୋଳ କରିବାରୁ ଗୃହକୁ ମଧ୍ୟାହ୍ନ ୧୨ଟା ଯାଏଁ ମୁଲତବି ଘୋଷଣା […]

  • Tuesday, 13 July 2021
school students
ବଦଳିପାରେ ସକାଳୁଆ ସ୍କୁଲ୍‌ ସମୟ

ଭୁବନେଶ୍ୱର: ସକାଳ ୭ଟାରୁ ଦିନ ୧ଟା ଯାଏ ଚାଲିଥିବା ସ୍କୁଲ ସମୟ ବଦଳିପାରେ। ଖରା ପାଇଁ ସମସ୍ୟା ହେଉଥିବାରୁ ଆଗାମୀ ଦିନରେ ସମୟ ପରିବର୍ତ୍ତନ ନେଇ ତର୍ଜମା ଚାଲିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠୁ ସକାଳ ୭ରୁ ଦିନ ୧ଟା ଯାଏ ସ୍କୁଲ୍‌ ଆରମ୍ଭ ହୋଇଛି। ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ନବମ ଓ ଏକାଦଶ ଶ୍ରେଣୀ ପାଇଁ ପାଠପଢା ହେବ। ସେହିପରି […]

  • Tuesday, 13 July 2021
body-builder
ବରା ବିକାଳୀରୁ ବଡି ବିଲ୍ଡର

ବରା ବିକ୍ରେତାରୁ ସଫଳ ବଡି ବିଲ୍ଡର ମିଷ୍ଟର ଓଡ଼ିଶା ଟାଇଟଲ ଜିଣିଲେ ରଶ୍ମି ରଂଜନ ସାହୁ ୧୨ ବର୍ଷର ସଂଘର୍ଷ ପରେ ସଫଳତା ପୂର୍ବରୁ ରାଜଧାନୀ ରାସ୍ତା କଡ଼ରେ ବିକୁଥିଲେ ବରା ଭୁବନେଶ୍ୱର (ନିରଞ୍ଜନ ରେଡ୍ଡି) : ସଂଘର୍ଷରୁ ସଫଳତା। ବରା ବିକାଳୀ ଆଜି ବଡି ବିଲ୍ଡର । ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଆଜି ସେ ସ୍ଥିର କରିଥିବା ନିଜ ଲକ୍ଷ୍ୟକୁ ହାସଲ କରିନେଇଛନ୍ତି ।  ଦିନେ ରାଜଧାନୀ ରାସ୍ତା କଡରେ ବରା ପିଆଜି […]

  • Tuesday, 13 July 2021
high court
ଅଞ୍ଜନା ଗଣଦୁଷ୍କର୍ମ ଘଟଣା: ତଦନ୍ତ ଶିଥିଳତା ଓ ଷଡ଼ଯନ୍ତ୍ର ମାମଲାର ପରିସମାପ୍ତି କଲେ ହାଇକୋର୍ଟ

କଟକ: ୧୯୯୯ ମସିହା ଜାନୁଆରୀ ୯ ତାରିଖ ଅର୍ଥାତ୍‌ ୨୨ ବର୍ଷ ତଳର ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାରେ ଆଗତ ଏକ ମାମଲାର ପରିସମାପ୍ତି ଘଟାଇଛନ୍ତି ହାଇକୋର୍ଟ। ଘଟଣାରେ ସିବିଆଇ ତଦନ୍ତର ଶିଥିଳତା ଏବଂ ଷଡ଼ଯନ୍ତ୍ର ଅଭିଯୋଗକୁ ନେଇ ୧୯ ବର୍ଷ ତଳେ ନିଜେ ଅଞ୍ଜନା ମିଶ୍ର କରିଥିବା ଏକ ମାମଲାର ଶୁଣାଣି କରି ଆଜି ହାଇକୋର୍ଟ ଏହାର ପରିସମାପ୍ତି ଘଟାଇଛନ୍ତି। ୨୦୦୨ ମସିହାରେ ଅଞ୍ଜନାଙ୍କ ପକ୍ଷରୁ ଏହି ମାମଲା ଦାୟର କରାଯାଇଥିଲା। ଏଥିରେ ସେ […]

  • Tuesday, 13 July 2021
corona vaccine
ଟିକା ନେଲେଣି ଲକ୍ଷେ ବୟସ୍କ : ଟିକାକରଣକୁ ବ୍ୟାପକ କରିବା ଲକ୍ଷ୍ୟ

ଟିକାକରଣକୁ ବ୍ୟାପକ କରିବା ଲକ୍ଷ୍ୟ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା ଅନୁଗୁଳ ଓ ବୌଦ୍ଧରେ କମ୍ ଟିକାକରଣ ହୋଇଛି, ଧୀରେ ଧୀରେ ଠିକ୍ ହୋଇଯିବ ଦୈନିକ ୧ ଲକ୍ଷ ବୟସ୍କଙ୍କୁ ଟିକାକରଣ ପାଇଁ ୯୨୭ କେନ୍ଦ୍ର କରାଯାଇଛି ଗତକାଲି ଗୋଟିଏ ଦିନରେ ୧ ଲକ୍ଷ ୨୧ ହଜାର ୫୭୨ ଜଣଙ୍କୁ ଟିକାକରଣ ଟିକା ନେଇଥିବା ବ୍ୟକ୍ତିଙ୍କ ଆଣ୍ଟିବଡି ନୂଆ ଷ୍ଟ୍ରେନରେ ମଧ୍ୟ କାମ କରିବ ଭୁବନାଶ୍ୱର: ରାଜ୍ୟରେ ଟିକାକରଣକୁ କିଭଳି ଭାବେ […]

  • Tuesday, 13 July 2021
sabya-archita
ବିବାହ ପୂର୍ବରୁ ସାମ୍ନାକୁ ଆସିଲା ସବ୍ୟସାଚୀ-ଅର୍ଚ୍ଚିତାଙ୍କ ହଳଦୀ ସେରିମୋନି ଫଟୋ

ଭୁବନେଶ୍ୱର: ଆଜି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଓଲିଉଡ୍‌ର ହିଟ୍‌ ଯୋଡ଼ି ଅର୍ଚ୍ଚିତା ଓ ସବ୍ୟସାଚୀ। ଆଉ କିଛି ସମୟ ପରେ ଅର୍ଚ୍ଚିତାଙ୍କୁ ଜୀବନ ସାଥୀ କରିବେ ସବ୍ୟସାଚୀ। ରାଜସ୍ଥାନର ଏକ ଲଗ୍‌ଜୁରିଅସ୍‌ ରିସର୍ଟରେ ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁଙ୍କ ବିବାହ କାର୍ଯ୍ୟକ୍ରମ ଚାଲିଥିବା ସୂଚନା ମିଳିଛି। ବିବାହ ପୂର୍ବରୁ ଅର୍ଚ୍ଚିତା ଓ ସବ୍ୟସାଚୀଙ୍କ ହଳଦୀ ସେରିମୋନିର ଫଟୋ ସାମ୍ନାକୁ ଆସିଛି।     ଗତ ୩ ଦିନ ହେବ ଉଭୟ ପରିବାରର ସଦସ୍ୟ […]

  • Tuesday, 13 July 2021
Pramodini Roul
ବନ୍ଧୁ ସରୋଜଙ୍କ ହାତ ଧରିବେ ଓଡ଼ିଶାର ‘ଛପାକ୍’‌ ଗର୍ଲ

ଭୁବନେଶ୍ୱର: ବିବାହ ବନ୍ଧନରେ ବାନ୍ଧି ହେବେ ଓଡ଼ିଶାର ‘ଛପାକ୍’‌ ଗର୍ଲ ପ୍ରମୋଦିନୀ ରାଉଳ। ଆଜି ପ୍ରମୋଦିନୀ ନିଜର ବନ୍ଧୁ ସରୋଜଙ୍କୁ ଜୀବନ ସାଥୀ ଭାବେ ଗ୍ରହଣ କରିବେ। ଏସିଡ୍ ଆକ୍ରମଣରେ ପ୍ରମୋଦିନୀଙ୍କ ସମ୍ପୂର୍ଣ୍ଣ ଚେହେରା ଜଳିଯାଇଥିଲା ବି ତାଙ୍କ ହୃଦୟକୁ ଭଲ ପାଇଛନ୍ତି ସରୋଜ। ଦୀର୍ଘ ୫ ବର୍ଷର ପ୍ରେମ ସମ୍ପର୍କ ପରେ ଉଭୟ ପରିବାରର ସହମତି କ୍ରମେ ଏହି ନିଆରା ଯୋଡ଼ି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ୨୦୦୯ ମସିହାରେ ର୍ତିତ୍ତୋଲ ସ୍ଥିତ ଆଦିକବି […]

  • Tuesday, 13 July 2021
ambulance
୧୦୮ ଆମ୍ବୁଲାନ୍ସରେ ଅପହରଣ ହେଉଥିବା ଜାଣି ଗାଡ଼ିରୁ ଡେଇଁ ପଡ଼ିଲେ ରୋଗୀଙ୍କ ମା’

ଭଦ୍ରକ(ପାର୍ଥ ସାରଥୀ ନାୟକ): ରୋଗୀଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ରେଫର କରିଥିଲେ ଡାକ୍ତର। ହେଲେ ୧୦୮ ଆମ୍ବୁଲାନ୍ସ ରୋଗୀଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ଅପହରଣ କରୁଥିବା ଅଭିଯୋଗ ହୋଇଛି। ଆମ୍ବୁଲାନ୍ସ କର୍ମଚାରୀ ରୋଗୀଙ୍କୁ କଟକ ନେବା ପରିବର୍ତ୍ତେ ବାଲେଶ୍ୱର ଅଭିମୁଖେ ନେଇଥିଲେ। ଶେଷରେ ରୋଗୀଙ୍କ ମା’ ଆମ୍ବୁଲାନ୍ସରୁ ଡେଇଁ ପଡ଼ିଥିଲେ। ଭଦ୍ରକ ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି। ସୂଚନା ଅନୁସାରେ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରମ୍ଭିଳା ଅଞ୍ଚଳର ୧୦ ବର୍ଷର ଶିଶୁ ଗଛରୁ […]

  • Tuesday, 13 July 2021
Girl Fights Mobile Snatchers
ସାହାସ ଦେଖାଇଲେ ବୁଲେଟ୍‌ ରାଣୀ; ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଲୁଟେରାଙ୍କୁ ଧରିଲେ

ଭୁବନେଶ୍ୱର: ସାହସ ଦେଖାଇ ଲୁଟେରାକୁ କାବୁ କଲେ ଯୁବତୀ। ନ ଡରି ପୁରା ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଲୁଟେରାଙ୍କୁ ଧରିଲେ ଏହି ଯୁବତୀ। ଘଟଣା ଘଟିଛି ଭୁବନେଶ୍ୱର ଡୁମଡୁମା ଅଞ୍ଚଳରେ। ଗତକାଲି ରାତି ପ୍ରାୟ ସାଢ଼େ ୮ଟାରେ କାମ ସାରି ରିନୁ ବୁଲେଟରେ ଘରକୁ ଫେରୁଥିଲେ। ତାଙ୍କୁ ପିଛା କରିଥିଲେ ୨ ଜଣ ଯୁବକ। ସେ ଏହା ଜାଣିପାରିବା ଟିକେ ସାଇଡ୍ ହୋଇ ଗାଡ଼ି ଅଟକି ରହି ଯାଇଥିଲେ। ଏହି ସମୟରେ ଫୋନ୍ ଆସିବାରୁ ସେ […]

  • Tuesday, 13 July 2021
Drunk Warder Attacks Colleagues
ନିଶାସକ୍ତ ଅବସ୍ଥାରେ ୨ ସହକର୍ମୀଙ୍କୁ ଆକ୍ରମଣ କଲେ ଓ୍ୱାର୍ଡର

ସମ୍ବଲପୁର: ସମ୍ବଲପୁର ସର୍କଲ ଜେଲ୍‌ରେ ୨ ସହକର୍ମୀଙ୍କୁ ଜଣେ ଓ୍ୱାର୍ଡର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗତକାଲି ବଚସା ପରେ ନିଶାସକ୍ତ ଅବସ୍ଥାରେ ଓ୍ୱାର୍ଡର ୨ ସହକର୍ମୀଙ୍କୁ ବାଡ଼େଇ ଥିବା ଅଭିଯୋଗ ହୋଇଛି। ଧନୁପାଲି ଥାନାରେ ଜେଲ୍ କର୍ତ୍ତୃପକ୍ଷଙ୍କ ଲିଖିତ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି। ଅଭିଯୋଗ ପରେ ସମ୍ପୃକ୍ତ ଜେଲ୍ ଓ୍ୱାର୍ଡର ଅଶୋକ ଥାଟିଙ୍କୁ ପୋଲିସ୍‌ ଅଟକ ରଖିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ, ଘଟଣାକୁ ନେଇ ଜେଲ ଅଧିକ୍ଷକ ଅଶୋକଙ୍କୁ ନିଲମ୍ବନ କରିଛନ୍ତି।

  • Tuesday, 13 July 2021
job fraud
ଚାକିରି ଦେବା ନାଁରେ ୬୯ ହଜାର ଠକିନେଲେ ସ୍ୱାମୀ, ସ୍ତ୍ରୀ

ଅନୁଗୁଳ(ବିରଜା ପ୍ରସାଦ ଦାସ): ଚାକିରି କରାଇ ଦେବା ନାଁରେ ଠକି ନେଲେ ହଜାର ହଜାର ଟଙ୍କା। ନା ଦେଲେ କୌଣସି ନିଯୁକ୍ତି ପତ୍ର ନା ଚାକିରି। ହେଲେ ପୋଲିସ୍‌ ହାତରେ ଏହି ଠକମାନେ ଧରାପଡ଼ିଛନ୍ତି।ଠକେଇ ଅଭିଯୋଗରେ ଅନୁଗୁଳ ପୋଲିସ୍‌ ରାଜକିଶୋରପଡ଼ାର ରଞ୍ଜନ କୁମାର ତ୍ରିପାଠୀ, ତାଙ୍କ ସ୍ତ୍ରୀ ମିତାଲି ତ୍ରିପାଠୀ ଏବଂ ରେଙ୍ଗାଳି ଅଞ୍ଚଳର ରଞ୍ଜନ କୁମାର ସାହୁଙ୍କୁ ଗିରଫ କରିଛି। ପୋଲିସ୍‌ ସୂଚନା ଅନୁଯାୟୀ, ଗତବର୍ଷ ଡିସେମ୍ବର ୫ରେ ରାଜ୍ୟର କିଛି ଶିଳ୍ପାଞ୍ଚଳରେ ନିଯୁକ୍ତି ପାଇଁ […]

  • Tuesday, 13 July 2021
car-catches-fire
ପୋଲ ବାଡ଼ାରେ ପିଟି ହୋଇ‌ ଜଳିଗଲା କାର୍

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ପୋଲ ବାଡ଼ାରେ ପିଟି ହୋଇ ହଠାତ୍‌ ଚାହୁଁ ଚାହୁଁ ଜଳିଗଲା କାର୍‌। ଦେବଗଡ଼ ଥାନା ଅନ୍ତର୍ଗତ କୁଶପଙ୍ଗା ଗାଁ ନିକଟ ରାଞ୍ଚି-ବିଜୟୱାଡ଼ା ରାଜପଥର ଏକ ପୋଲ ବାଡ଼ାରେ କାର୍‌ ପିଟି ହୋଇ ଜଳି ଯାଇଛି। ଗତକାଲି ସନ୍ଧ୍ୟାରେ ଏହି ଅଘଟଣ ଘଟିଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ୪୫ ମିନିଟ୍‌ ସମୟରେ କାର୍‌ଟି ରାଞ୍ଚି-ବିଜୟୱାଡ଼ା ରାସ୍ତାରେ ଯାଉଥିବା ବେଳେ କୌଣସି କାରଣରୁ ଗାଡ଼ିଟି ଭାରସାମ୍ୟ ହରାଇ ପୋଲ ବାଡ଼ାରେ ପିଟି […]

  • Tuesday, 13 July 2021
VSSUT
ବୁର୍ଲା ଭିସୁଟ୍ ଶଟ୍‌ଡାଉନ୍‌

ସମ୍ବଲପୁର: ବୁର୍ଲା ଭିସୁଟ୍(Veer Surendra Sai University of Technology)ରେ  କରୋନା ସଂକ୍ରମଣ ବୃଦ୍ଧି ପରେ ଆଜିଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଭିସୁଟ୍‌କୁ ଶଟ୍‌ଡାଉନ୍‌‌ କରାଯାଇଛି। ବୁର୍ଲା ଭିସୁଟ୍‌ରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଭିସୁଟ୍ ହଷ୍ଟେଲ୍‌ ଗୁଡ଼ିକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ଭାବେ ଘୋଷଣା କରାଯାଇଛି। କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଭାବେ ଘୋଷଣା ହୋଇଥିବା ଭିସୁଟ୍‌ର ୧୧ଟି ହଷ୍ଟେଲ ମଧ୍ୟରେ ରହିଛି- ପୁଲହ, ପୁଲତ୍ସ୍ୟ, ଅତ୍ରି, କ୍ରତୁ, […]

  • Tuesday, 13 July 2021
Thief
ଚୋରି କରିବା ପାଇଁ ଫ୍ଲାଇଟ୍‌ରେ ଓଡ଼ିଶାରୁ ଯାଉଥିଲେ ସୁରତ

ସୁରତ: ଓଡ଼ିଶାରୁ ବିମାନରେ ଉଡ଼ି ଚୋରି ପାଇଁ ଯାଉଥିଲେ ସୁରତ। ସେଠାରେ ପହଞ୍ଚିବା ପରେ ଏକ ସ୍କୁଲ୍‌ ବ୍ୟାଗରେ ହାତୁଡ଼ି, କଟର, ଗ୍ଲୋଭ୍ସ, ମାସ୍କ ନେଇ ଚୋରି ପାଇଁ ଯାଉଥିଲେ ଏବଂ ସେଠାରେ ଚୋରି କରି ପୁଣି ବିମାନରେ ଓଡ଼ିଶାରେ ଫେରୁଥିଲେ। ବିନା ସହଯୋଗୀରେ ଦୁର୍ବୃତ୍ତ ଜଣକ ଏକାକୀ ସୁରତର ବିଭିନ୍ନ ସ୍ଥାନରେ ଚୋରି କରୁଥିଲେ। ସୁରତ କ୍ରାଇମ୍‌ବ୍ରାଞ୍ଚର ଏକ ଟିମ୍ ହାତରେ ଏମିତି ଏକ ଚୋର ଧରାପଡ଼ିଛି। ତାଙ୍କ ନାଁ ଦଣ୍ଡପାଣୀ ବିଷୋୟୀ ବୋଲି କ୍ରାଇମ୍‌ବ୍ରାଞ୍ଚ […]

  • Tuesday, 13 July 2021
bjp-mla
ଆତ୍ମହତ୍ୟା ଧମକ ଦେଲେ ବିଜେପି ବିଧାୟକ

ଭୁବନେଶ୍ୱର: ମଣ୍ଡି ସମସ୍ୟାକୁ ନେଇ ଆଜି ବିଧାନସଭାରେ ଦେବଗଡ଼ର ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଆତ୍ମହତ୍ୟା ଧମକ ଦେଇଛନ୍ତି। ବିଧାନସଭାର ଶୂନ୍ୟକାଳରେ ବିଧାୟକ ଏଭଳି ଧମକ ଦେଇଛନ୍ତି। ମଣ୍ଡିରୁ ଧାନ ନଉଠିଲେ ଆତ୍ମହତ୍ୟା କରିବି ବୋଲି ବିଧାୟକ କହିଛନ୍ତି। ଆଜି ପ୍ରଶ୍ନକାଳ ସମୟରେ ଧାନ ମଣ୍ଡିରେ ଅବ୍ୟବସ୍ଥାର ପ୍ରତିବାଦ କରି ବିଧାୟକ ସୁବାସ ପାଣିଗ୍ରାହୀ ଗୃହର ମଧ୍ୟ ଭାଗକୁ ଆସି ବସି ରହିଥିଲେ। ଏହାପରେ ତାଙ୍କୁ ନିଜ ଆସନକୁ ଫେରିଯିବାକୁ ଅନୁରୋଧ କରିି ଶୂନ୍ୟକାଳରେ ଏନେଇ […]

  • Tuesday, 13 July 2021
marriage in jail
ସରିଲା ବାହାଘର: ଝିଅ ଗଲା ଶାଶୂ ଘର, ପୁଅ ଗଲା ଜେଲ୍‌

ଚୌଦ୍ୱାର: ବିବାହ ପରେ କନ୍ୟା ଶାଶୂ ଘରକୁ ଯାଇଥିବା ବେଳେ ଜେଲ୍‌ ଗଲା ବର। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି କଟକ ଚୌଦ୍ୱାରରେ। ଚୌଦ୍ୱାର ସର୍କଲ ଜେଲ୍‌ରେ ଥିବା ଜଣେ ଅଭିଯୁକ୍ତଙ୍କ ନିଆରା ଢଙ୍ଗରେ ବାହାଘର ହୋଇଛି। ବିବାହ ପରେ ନବବଧୂ ଶାଶୂ ଘରକୁ ଫେରିଥିବା ବେଳେ ଅଭିଯୁକ୍ତ କଏଦୀ ଅର୍ଥାତ୍‌ ବର ଜେଲ୍‌କୁ ଯାଇଥିଲେ। ଭୋଜିଭାତ ସାଙ୍ଗକୁ କେକ୍ କାଟି ଧୁମ୍‌ଧାମ୍‌ରେ ବିବାହ କାର୍ଯ୍ୟ ହୋଇଥିଲା। ବିବାହ ସମୟରେ କନ୍ୟା ଓ ବର ଉଭୟ […]

  • Tuesday, 13 July 2021
heat wave
ଅଂଶୁଘାତ ସତର୍କ ସୂଚନା ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ମାଘରୁ ଘାରିଲାଣି ନିଦାଘ ଚିନ୍ତା। ଫେବୃଆରୀ ମାସ ସରି ନଥିବାବେଳେ ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ ଛୁଇଁବ ହେଲାଣି। ଗତକାଲି ରାଜଧାନୀ ଭୁବନେଶ୍ୱର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଥିଲା। ଗତକାଲି ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୯.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ବଢୁଥିବା ତାତିକୁ ଦେଖି ରାଜ୍ୟ ସରକାର ଆଗୁଆ ଅଂଶୁଘାତ ସତର୍କ ସୂଚନା ଜାରି କରିଛନ୍ତି। ଅଂଶୁଘାତ ପାଇଁ ସତର୍କ ରହିବାକୁ ରାଜ୍ୟବାସୀଙ୍କୁ ଡେପୁଟି ରିଲିଫ କମିଶନର ପରାମର୍ଶ ଦେଇଛନ୍ତି। ଛାତ୍ରଛାତ୍ରୀମାନେ […]

  • Tuesday, 13 July 2021
Tusharkanti Behera
ବାଣ ନାହିଁ କି ବାଜା ନାହିଁ ନିରାଡମ୍ବରରେ ବାହା ହେଲେ କ୍ରୀଡ଼ା ମନ୍ତ୍ରୀ

କୋଣାର୍କ: କାକଟପୁର ବିଧାୟକ ତଥା ରାଜ୍ୟ କ୍ରୀଡା, ଯୁବ ବ୍ୟାପାର ଓ ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଗତକାଲି କାକଟପୁର ସ୍ଥିତ ଦେଉଳିମଠରେ ବୈଦିକ ରୀତିରେ ବିବାହ ସମ୍ପନ୍ନ ହୋଇଛି। ମନ୍ତ୍ରୀ ଶ୍ରୀ ବେହେରା ନିଜ ପୈତୃକ ଗାଁ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍‌ ନଗର ପଞ୍ଚୟତ ବାଲିଡିଆର  ରୋହିତ ବେହେରାଙ୍କ କନ୍ୟା ନନ୍ଦିନୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିନା ବାଣ ବାଜାରେ ନିରାଡମ୍ବର ପୂର୍ଣ୍ଣ ଶୋଭାଯାତ୍ରା କରି […]

  • Tuesday, 13 July 2021
minor girl
ସେ ପୁଅକୁ ମୋ ପାଖକୁ ଆଣ ! ଜିନିଷପତ୍ର ଏକାଠି କରି ରଖିଥା କହି ଚାଲିଗଲେ . .

ମଦନପୁର: ନବମ ଶ୍ରେଣୀ ଛାତ୍ରୀକୁ ଶିକ୍ଷକଙ୍କ ଦୁଷ୍କର୍ମ ଅଭିଯୋଗ । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଅଂଚଳର ଜଣେ ଛାତ୍ରୀଙ୍କୁ ତାଙ୍କ ସ୍ଲୁଲର ଜଣେ ଶିକ୍ଷକ ଗତ ଦୁଇ ବର୍ଷ ହେଲା ବିଭିନ୍ନ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଆସୁଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏପରିକି ତାଙ୍କୁ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ ଛାଡି ପଳାଇଥିଲେ ସମ୍ପୃକ୍ତ ଶିକ୍ଷକ । ଏହାପରେ ଛାତ୍ରୀ ଜଣକ ଆସି ମଦନପୁର ରାମପୁର ଥାନାରେ ଅଭିଯୋଗ କରିଥିଲେ । ଶିକ୍ଷକ […]

  • Tuesday, 13 July 2021
CYBER loot
ଦୁଇ ମାସରେ ୧.୩ କୋଟି ଲୁଟି ନେଲେ ସାଇବର ଲୁଟେରା

ଭୁୁବନେଶ୍ୱରରୁ ଦୁଇ ମାସରେ କୋଟିଏ ୩ ଲକ୍ଷ ଟଙ୍କା ଲୁଟ୍ ଫେବ୍ରୁଆରି ମାସରେ ଭୁବନେଶ୍ୱରରୁ ୫୧ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ଫେବ୍ରୁଆରିରେ ଲୋକେ ଫେରି ପାଇଛନ୍ତି ୬ ଲକ୍ଷ ୮୫ ହଜାର ୮୪୭ ଟଙ୍କା ସାଇବର୍ ସେଲର ତତ୍ପରତା ଯୋଗୁଁ ଲୋକେ ଫେରି ପାଇଛନ୍ତି ଟଙ୍କା ଅଭିଯୋଗ ସଂଖ୍ୟା କମିଥିଲେ ବି ଠକେଇର ନୂଆ ତରିକାକୁ ନେଇ ଚିନ୍ତା ଭୁବନେଶ୍ୱର :  ସାଇବର ଠକେଇକୁ ନେଇ ବଢୁଛି ଚିନ୍ତା  । ରାଜଧାନୀ ଭୁୁବନେଶ୍ୱରରୁ  ଦୁଇ ମାସରେ […]

president
ରାଷ୍ଟ୍ରପତିଙ୍କ ପାଖକୁ ଯିବାକୁ ଥିବା ସମସ୍ତ ବ୍ୟକ୍ତିଙ୍କର ହେବ RT-PCR ଟେଷ୍ଟ

ଆସନ୍ତା ୨୧ରେ ରାଉରକେଲା ଆସୁଛନ୍ତି ରାଷ୍ଟ୍ରପତି ଏଡିଏମ୍ ଅଫିସରେ ଭିଡିଓ କନଫରେନ୍ସରେ ଆଲୋଚନା ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟ ଶାସନ ସଚିବଙ୍କ ଆଲୋଚନା ରାଉରକେଲା : ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏଥିପାଇଁ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି ଚାଲିଛି ଗସ୍ତକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ଅତିରିକ୍ତ ସଚିବ ଓ ଡିଜିପିଙ୍କୁ ନେଇ ବୈଠକ ହୋଇଛି । ସେପଟେ ରାଷ୍ଟ୍ରପତିଙ୍କ ପାଖକୁ ଯିବାକୁ ଥିବା ସମସ୍ତ ବ୍ୟକ୍ତିଙ୍କର RT-PCR ଟେଷ୍ଟ କରାଯିବା […]

  • Tuesday, 13 July 2021
bus accident
ବରଯାତ୍ରୀଙ୍କୁ ଧରି ଫେରୁଥିବା ବେଳେ ଘାଟିରେ ଓଲଟିଲା ବସ୍‌

ତେଲକୋଇ(ଚିନ୍ମୟ କୁମାର ସାହୁ): କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବରଯାତ୍ରୀ ବସ୍ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ ଜଣ ଆହତ ହୋଇଛନ୍ତି। ମୃତକଙ୍କ ନାଁ ଅନୀଲ ମହାରଣା। ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ରାଉରକେଲା ବନ୍ଧମୁଣ୍ଡାରୁ ଏକ ଘରୋଇ ବସ୍‌ରେ ୨୦ ଜଣ ପୁରୁଷ, ୧୬ ଜଣ ମହିଳା ଓ ୫ ଜଣ ଶିଶୁ କେନ୍ଦୁଝର ଜିଲ୍ଲା ଢେଙ୍କିକୋଟକୁ ବରଯାତ୍ରୀ ଯାଇଥିଲେ। […]

  • Tuesday, 13 July 2021