• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Padmanabha Behera
ସର୍ବାଧିକ ୫ଟି ଜିଲ୍ଲାରେ ଖର୍ଚ୍ଚ ହୋଇଛି ଖଣିଜ ପାଣ୍ଠି : ଗୃହରେ ଉଠିଲା DMF ଅର୍ଥ ଖର୍ଚ୍ଚ ସଂପର୍କିତ ପ୍ରଶ୍ନ

ଭୁବନେଶ୍ୱର: ବିଧାନସଭାରେ ଆଜି ଉଠିଛି ଜିଲ୍ଲା ଖଣିଜ ପାଣ୍ଠି ବା DMF ଅର୍ଥ ଖର୍ଚ୍ଚ ସଂପର୍କୀତ ପ୍ରଶ୍ନ। ବିଭିନ୍ନ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେର। ବିଧାୟକଙ୍କ ଉତ୍ତରରେ ସର୍ବାଧିକ ୫ଟି ଜିଲ୍ଲାରେ DMF ଅର୍ଥ ଖର୍ଚ୍ଚ ହୋଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ। ସର୍ବାଧିକ ୫ଟି ଜିଲ୍ଲାରେ DMF ଅର୍ଥ ଖର୍ଚ୍ଚ ହୋଇଛି। କେନ୍ଦୁଝର, ଯାଜପୁର, ସୁନ୍ଦରଗଡ଼, ଅନୁଗୁଳ ଏବଂ ଝାରସୁଗୁଡାରେ ଜିଲ୍ଲାରେ ଖଣିଜ ପାଣ୍ଠିରୁ ଖର୍ଚ୍ଚ ହୋଇଛି। କେନ୍ଦୁଝର […]

  • Tuesday, 13 July 2021
congress-fight
ରଣକ୍ଷେତ୍ର ପାଲଟିଲା କଂଗ୍ରେସ ଭବନ : ଗୋଟିଏ ଗୋଷ୍ଠୀ ବିଜେଡି ସହ ହାତ ମିଳାଇଥିବା ଅଭିଯୋଗରେ ଗଣ୍ଡଗୋଳ

ଭୁବନେଶ୍ୱର: ପଦାରେ ପଡିଲା ରାଜ୍ୟ କଂଗ୍ରେସର ଅନ୍ତରୀଣ କନ୍ଦଳ। ରଣକ୍ଷେତ୍ର ପାଲଟିଲା କଂଗ୍ରେସ ଭବନ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ବାଡିଆପିଟା ହୋଇଛନ୍ତି ଦୁଇ ଗୋଷ୍ଠୀ।  ଆଜି କଂଗ୍ରେସ ଭବନରେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ସାଧାରଣ ପରିଷଦ ବୈଠକ ପୂର୍ବରୁ ୨ ଗୋଷ୍ଠୀ ମଧ୍ୟରେ ଠେଲାପେଲା ହୋଇଛି। ଗୋଟିଏ ଗୋଷ୍ଠୀ ବିଜେଡି ସହ ହାତ ମିଳାଇଥିବା ଅଭିଯୋଗ କରାଯାଇଥିଲା । ଏହାକୁ ନେଇ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା, ଏପରିକି ସାଧାରଣ ପରିଷଦ […]

  • Tuesday, 13 July 2021
jhrarphula
ଖୁବ୍‌ ଶୀଘ୍ର ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ ହଟିବ ପରଦା !

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ରହସ୍ୟ ଉପରୁ ଖୁବ୍ ଶୀଘ୍ର ପରଦା ହଟିପାରେ। ଝରାଫୁଲଙ୍କ ଭିସେରା ରିପୋର୍ଟ ଯାଜପୁର ପୋଲିସ୍‌କୁ ମିଳିଥିବା ବେଳେ ଏହାକୁ ନେଇ ପୋଲିସ୍‌ ତର୍ଜମା କରୁଛି। ତେଣୁ ଖୁବ୍‌ ଶୀଘ୍ର ଝରାଫୁଲଙ୍କ ମୃତ୍ୟୁ ରହସ୍ୟର ଖୁଲାସା ହେବାର ସମ୍ଭାବନା ରହିଛି। ଝରାଫୁଲଙ୍କୁ ହତ୍ୟା କରାଯାଇଛି ନା ନାହିିଁ ? ଯଦି ହତ୍ୟା କରାଯାଇଛି ତା‘ହେଲେ କିପରି ହତ୍ୟା କରାଯାଇଛି, ସେସବୁର ପ୍ରମାଣ ମିଳିପାରେ ବୋଲି ଆଶା କରାଯାଉଛି। ରମାଦେବୀ […]

sun hospital
ସାମୟିକ ଭାବେ ବନ୍ଦ ହେଲା ସନ୍ ହସ୍ପିଟାଲ୍

କଟକ: କଟକ ବିଜୁ ପଟ୍ଟନାୟକ ସ୍ଥିତ ସନ୍ ହସ୍ପିଟାଲ୍‌କୁ ସାମୟିକ ଭାବେ ବନ୍ଦ କରି ଦିଆଯାଇଛି। ଏନେଇ କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନି ସୂଚନା ଦେଇଛନ୍ତି। ଅଗ୍ନିକାଣ୍ଡ ପରେ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କୁ ଶୋ’ କଜ୍ ନୋଟିସ୍ ହୋଇଥିଲା। ତେବେ ସନ୍ତୋଷଜନକ ଉତ୍ତର ନ ମିଳିବାରୁ ସାମୟିକ ଭାବେ ପ୍ରଶାସନ ପକ୍ଷରୁ ହସ୍ପିଟାଲ୍‌କୁ ବନ୍ଦ କରି ଦିଆଯାଇଥିବା ଜଣାପଡ଼ିଛି। ଅଗ୍ନି ନିରାପତ୍ତା ଆଇନ୍‌ ଖିଲାପ କରିବା ସହ ବେଆଇନ୍ ଭାବେ ଚାଲିଥିବାରୁ ଏହାକୁ ବନ୍ଦ କରି ଦିଆଯିବାକୁ ନିଷ୍ପତ୍ତି […]

grass cutter machine
ପେଡାଲ ମାରିଲେ ଚାଲୁଛି ଚାରି ଚକିଆ ଘାସକଟା ମେସିନ: କମାଲ୍ କଲେ ରାଉରକେଲା ଏସକେଡିଏଭି ପଲିଟେକନିକ୍‌ ଛାତ୍ରଛାତ୍ରୀ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ବିନା ଇନ୍ଧନରେ ଘାସ କାଟିବ ମେସିନ୍। ନା ଥିବ ପେଟ୍ରୋଲ କିଣାର ଟେନସନ୍, ନା ପ୍ରଦୂଷଣର ଝନଝଟ। ସିଟରେ ବସି ପେଡାଲ ମାରିଲେ ଚାଲିବ ମେସିନ। ରାଉରକେଲା ଏସ କେଡିଏଭି ପଲିଟେକ୍ନିକ କଲେଜର ଫାଇନାଲ ଇଅର ମେକାନିକାଲ ବିଭାଗର ୧୦ ଜଣ ଛାତ୍ରଛାତ୍ରୀ ପ୍ରସ୍ତୁତ କରିଛନ୍ତି ବିନା ଇନ୍ଧନରେ ଚାଳିତ ଚାରି ଚକିଆ ଘାସ କଟା ମେସିନ। ମେସିନର ସମ୍ମୁଖ ଭାଗରେ ଲାଗିଥିବା କଟର ଘାସ କାଟି ସଫା କରିଦେଉଛି। ବିଶେଷ କିଛି ଖର୍ଚ୍ଚ […]

  • Tuesday, 13 July 2021
small potato
ବଢ଼ୁଛି ଠୁରୀ ଆଳୁର ଚାହିଦା: ବିନା ଶୀତଳ ଭଣ୍ଡାରରେ ବର୍ଷ ତମାମ ରହୁଛି ସତେଜ

କନ୍ଧମାଳ: ରୋଷେଇ ଘରର ରାଜା ଆଳୁ। ଆମର ନିତିଦିନିଆ ଖାଦ୍ୟର ଆଳୁର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏଣୁ ବର୍ଷତମାମ ଆଳୁର ଆବଶ୍ୟକତା ବି ପଡିଥାଏ। ରାଜ୍ୟରେ ଅଧିକ ଆଳୁ ଉତ୍ପାଦନ ହୋଇପାରୁ ନଥିବାରୁ  ବାହାର ରାଜ୍ୟରୁ ଆଳୁ ଆମଦାନୀ କରି ଶୀତଳ ଭଣ୍ଡାରରେ ସଂରକ୍ଷିତ କରନ୍ତି ବ୍ୟବସାୟୀ। କିନ୍ତୁ କନ୍ଧମାଳ ଜିଲ୍ଲାର ଚାଷୀମାନେ ଏପରି ଆଳୁ ଉତ୍ପାଦନ କରୁଛନ୍ତି, ଯାହାକି ବର୍ଷ ତମାମ ବିନା ଶୀତଳ ଭଣ୍ଡାରରେ ସତେଜ ରହିପାରିବ। ସାର ପ୍ରୟୋଗ ହେଉନଥିବାରୁ ଏହା ଦେହ […]

  • Tuesday, 13 July 2021
bus catches fire
ବିଳମ୍ବିତ ରାତିରେ ଜଳିଗଲା ୪ ବସ୍‌, ଗୋଟିଏ କାର୍‌

ଭଦ୍ରକ(ପାର୍ଥ ସାରଥୀ ନାୟକ): ରାସ୍ତାକଡ଼ରେ ଥିବା ଏକ ଗ୍ୟାରେଜରେ ଜଳିଗଲା ୪ଟି ବସ୍ ଓ ଗୋଟିଏ ସ୍କର୍ପିଓ ଗାଡ଼ି। ସୌଭାଗ୍ୟବଶତଃ, ବସ୍‌ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥର ଡାହାଣୀଗଡ଼ିଆ ଛକ ନିକଟରେ ଥିବା ହରିଶଙ୍କର ଗ୍ୟାରେଜରେ ଏହି ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଗ୍ୟାରେଜ୍‌ରେ ନିଆଁ ଲାଗିଯିବା ଦେଖି ସ୍ଥାନୀୟ ଲୋକେ ବସ୍‌ ଭିତରେ ଶୋଇଥିବା କର୍ମଚାରୀଙ୍କୁ ଏସମ୍ପର୍କରେ ଆଲର୍ଟ କରାଇଥିଲେ। ଏହାପରେ […]

  • Tuesday, 13 July 2021
tiger-skin
ବିକ୍ରି ପାଇଁ ଡିଲ୍ ବେଳେ ବାଘ ଚମଡ଼ା, ହାତୀ ଦାନ୍ତ ଜବତ

ଭୁବନେଶ୍ୱର: କ୍ରାଇମ୍‌ବ୍ରାଞ୍ଚ କବ୍‌ଜାରେ ବନ୍ୟପ୍ରାଣୀ ସ୍ମଗଲିଂ ଗ୍ୟାଙ୍ଗ। ବିକ୍ରି ପାଇଁ ଡିଲ୍ ବେଳେ ଗୋଟିଏ କଲରାପତରିଆ ବାଘ ଚମଡ଼ା ଓ ୨ଟି ହାତୀ ଦାନ୍ତ ଜବତ ହୋଇଛି। ମୟୂରଭଞ୍ଜ ଓ କେନ୍ଦୁଝରରୁ କଲରାପତରିଆ ବାଘ ଚମଡ଼ା ସହ ହାତୀ ଦାନ୍ତ ଜବତ କରାଯାଇଛି। କ୍ରାଇମ୍‌ବ୍ରାଞ୍ଚ STF ଏବଂ ଓ୍ୱାଇଲ୍ଡ ଲାଇଫ୍ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋର ମିଳିତ ଚଢ଼ାଉ ବେଳେ ୩ ଜଣଙ୍କୁ ଗିରଫ କରାଯାଇଛି। ବାଘ ଚମଡ଼ା ଓ ହାତୀ ଦାନ୍ତ ବିକ୍ରି ପାଇଁ ଲକ୍ଷାଧିକ ଟଙ୍କାରେ […]

  • Tuesday, 13 July 2021
kalia scheme
କାଳିଆ ଯୋଜନାରେ ଲକ୍ଷେ ଟପିଲା ଅଯୋଗ୍ୟଙ୍କ ସଂଖ୍ୟା

ଭୁବନେଶ୍ୱର: କାଳିଆ ଯୋଜନାରେ ଲକ୍ଷେ ଟପିଲା ଅଯୋଗ୍ୟଙ୍କ ସଂଖ୍ୟା । ଆଜି ବିଧାସନଭାରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, କାଳିଆ ଯୋଜନା ବାବଦରେ ପୂରା ତଥ୍ୟ ଦେବାପାଇଁ କୃଷିମନ୍ତ୍ରୀ ଅରୁଣ ସାହୁଙ୍କୁ ପ୍ରଶ୍ନ କରିଥିଲେ। କୃଷକଙ୍କ ଜୀବିକା ଓ ଆୟ ବୃଦ୍ଧି ନିମନ୍ତେ କାଳିଆ ଯୋଜନା ହିତାଧିକାରୀ ଚୟନରେ ତୃଟି ଯୋଗୁଁ ପାଖାଖାପି ୨ ଲକ୍ଷ୯୧ ହଜାର ୮୮୦ ପରିବାର ଆର୍ଥିକ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି। କେତେଜଣ ଅଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଯୋଜନା ଟଙ୍କା ମିଳିବାରୁ […]

  • Tuesday, 13 July 2021
babusan
ଓଲିଉଡ ଅଭିନେତାଙ୍କ ମହାନତା : ଇଚ୍ଛା ପୂରଣ କରିବାକୁ ଯାଇ କୁନି ପ୍ରଶଂସକଙ୍କୁ ମେଡିକାଲରେ ଭେଟିଲେ ବାବୁସାନ୍

ଢ଼େଙ୍କାନାଳ: ମହାନତା ଦେଖାଇଲେ ଓଲିଉଡ ଅଭିନେତା ବାବୁସାନ୍ ମହାନ୍ତି। ସିନେ ପରଦାରେ ହଜାର ହଜାର ଲୋକଙ୍କ ମନ ଜିଣିଥିବା ଅଭିନେତା ରିୟଲ୍ ଲାଇଫରେ ବି ଆଜି ସମସ୍ତଙ୍କ ମନ ଜିଣି ନେଇଛନ୍ତି। ନିଜର କୁନି ପ୍ରଶଂସକର ଇଛା ପୂରଣ କରିବା ପାଇଁ ଅଚାନକ ପହଞ୍ଚି ଯାଇଥିଲେ ବଡ଼ ମେଡିକାଲରେ। ଆଉ ମେଡିକାରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ପ୍ରଶଂସକଙ୍କୁ ଭେଟିବା ସହ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। କଟକ ବଡ଼ ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଗୁରୁତର ହୋଇ ଚିକିତ୍ସିତ […]

  • Tuesday, 13 July 2021
puri
ଖୁବ୍‌ଶୀଘ୍ର ଆନନ୍ଦ ବଜାରରେ ବସି ମହାପ୍ରସାଦ ସେବନ କରିପାରିବେ ଭକ୍ତ

ପୁରୀ: ପୂର୍ବପରି ଭକ୍ତମାନେ ଆନନ୍ଦ ବଜାରରେ ବସି ମହାପ୍ରସାଦ ସେବନ କରିପାରିବେ। ଏନେଇ ଖୁବ୍‌ଶୀଘ୍ର ପୁରୀ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେବାକୁ ଯାଉଛି। କରୋନା ଯୋଗୁ ଆନନ୍ଦ ବଜାର ଭକ୍ତଙ୍କ ପାଇଁ ବନ୍ଦ ରହିଛି। ତେବେ ଏହାର ପୁନଃସମୀକ୍ଷା କରି ଖୁବଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି। ଦୀପ ଦୋକାନୀଙ୍କୁ ମଧ୍ୟ ଶ୍ରୀମନ୍ଦିର ଭିତରେ ଥଇଥାନ୍ କରିବା ପାଇଁ ଚିନ୍ତା କରାଯାଉଥିବା ଜିଲ୍ଲାପାଳ କହିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶ୍ରୀମନ୍ଦିର […]

joranda mela
ଭାଙ୍ଗିବ ବର୍ଷ ବର୍ଷର ପରମ୍ପରା: ବିନା ଭକ୍ତ ଓ ସାଧୁସନ୍ଥରେ ପାଳିତ ହେବ ମାଘ ମେଳା

ଢ଼େଙ୍କାନାଳ(ରାଜଶ୍ରୀ ଶତପଥୀ): ଭାଙ୍ଗିବ ବର୍ଷ ବର୍ଷର ପରମ୍ପରା । ବିନା ଭକ୍ତ ଓ ସାଧୁସନ୍ଥରେ ପାଳନ ହେବ ବିଶ୍ଵପ୍ରସିଦ୍ଧ ମାଘ ମେଳା। ଆସନ୍ତା ଗୁରୁବାର ଠାରୁ ତିନିଦିନ ଧରି ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଯୋରନ୍ଦା ମାଘମେଳା। ଆଉ ଏହାରି ଭିତରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ମହିମା ସନ୍ନ୍ୟାସୀଙ୍କୁ ନେଇ ଶେଷ ବୈଠକରେ ପ୍ରସ୍ତୁତ ହୋଇଛି ଚୁଡାନ୍ତ ରୂପରେଖ। କେବଳ ବିଧିରକ୍ଷା ପାଇଁ ହେବ ମେଳା। ଆସିବେନି ଭକ୍ତ,କି ବାହାରୁ ସାଧୁସନ୍ଥ। […]

  • Tuesday, 13 July 2021
dipti
ମିକ୍ସର ବିକୁଥିଲେ, କଠିନ ପରିଶ୍ରମ କରି ଏବେ ବିଏସଏଫରେ ଚାକିରି ପାଇଲେ ଅଭାବୀ ବାପାର ଝିଅ ଦିପ୍ତୀ

ପୁରୀ(ନୀଳକଣ୍ଠ ପ୍ରଧାନ,ଅଶୋକ ବ୍ରହ୍ମା):ଆତ୍ମବିଶ୍ୱାସ ଆଗରେ ହାର ମାନେ ସମସ୍ତ ବାଧାବିଘ୍ନ। ଆର୍ଥିକ ଅନଟନ କିଛି ଫରକ୍ ପକାଏନି। ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ। ଆଉ ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ପୁରୀ ଝିଅ ଦିପ୍ତୀ। ବାପାଙ୍କ ସହ ମିଶି ମିକ୍ସର ତିଆରି କରି ଘର ଚଳାଉଥିବା ଅଭାବୀ ଝିଅର ଇଚ୍ଛା ଥିଲା ଭାରତୀୟ ସେନା ବାହିନୀରେ ଯୋଗଦେବ, ଆଉ ଶତ୍ରୁ ସହ ଲଢ଼େଇ କରିବେ। ଆଜି ତାଙ୍କର ଏହି ସ୍ୱପ୍ନ ପୁରଣ ହୋଇଛି। […]

  • Tuesday, 13 July 2021
kyc-fake
KYC ଅପଡେଟ୍ ନାଁରେ ହେଉଥିବା ଫ୍ରଡ୍ ରୋକିବାକୁ ପ୍ରୟାସ: ପରାମର୍ଶ ଜାରି କଲା ଓଡ଼ିଶା ପୋଲିସ

ଭୁବନେଶ୍ୱର:  KYC ଅପଡେଟ୍ ନେଇ ସଚେତନତା। ରାଜ୍ୟରେ ସାଇବର ଠକଙ୍କ ଦୌରାତ୍ମ୍ୟ ବଢ଼ୁଥିବା ବେଳେ KYC ଅପଡେଟ୍ ନାଁରେ ହେଉଥିବା ଠକେଇ ରୋକିବାକୁ ଓଡ଼ିଶା ପୋଲିସର ପ୍ରୟାସ କରିଛି। ଟ୍ୱିଟ କରି ଏନେଇ ପରାମର୍ଶ ଜାରି କରିଛି ଓଡ଼ିଶା ପୋଲିସ।  KYC ଅପଡେଟ୍ ନେଇ ଆସୁଥିବା SMSକୁ ଅଣଦେଖା କରିବାକୁ ପରାମର୍ଶ ଦିଆଯାଇଛି। ସେହିପରି KYC ଅପଡେଟ୍ ନେଇ କୌଣସି ଅଜ୍ଞାତ ନମ୍ବରକୁ ଫୋନ କରନ୍ତୁ ନାହିଁ। ସେବା ପ୍ରଦାନକାରୀ ସଂସ୍ଥା କୌଣସି ନମ୍ବରକୁ ଫୋନ ପାଇଁ […]

  • Tuesday, 13 July 2021
cuttack
ପୁଣି ଥରେ କଟକରୁ ବାହାରିଲା ନକଲି ସାମଗ୍ରୀ: ଜଗତପୁରରେ ଠାବ ହେଲା ନକଲି ସିମେଣ୍ଟ ଫ୍ୟାକ୍ଟ୍ରି

କଟକ: ସିଲଭର ସିଟିରେ ଭେଜାଲ ସାମଗ୍ରୀ ହାଉଜାଉ। କିହବାକୁ ଗଲେ ଏ‍ବେ ନକଲି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତିର ହବ୍‌ ପାଲଟିଛି କଟକ। କିଛି ଦିନର ବ୍ୟବଧାନ ପରେ ପୁଣି ଥରେ କଟକରୁ ବାହାରିଛି ନକଲି ସାମଗ୍ରୀ। କଟକ ଜଗତପୁରରେ ଠାବ ହେଲା ନକଲି ସିମେଣ୍ଟ ଫ୍ୟାଟ୍ରି। ତର୍କିତ ଚଢ଼ାଉ କରି ବିପୁଳ ପରିମାଣର ନକଲି ସିମେଣ୍ଟ ବସ୍ତାକୁ ଜବତ କରିଛି ପୋଲିସ। ଭଡ଼ା ଘର ନେଇ ଗୋଦାମ ଚଲାଇଥିଲେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି। ଗତ କିଛି […]

  • Tuesday, 13 July 2021
petrol-price
’ଦର ବୃଦ୍ଧି ସାମୟିକ, ଶୀଘ୍ର ସ୍ଥିତି ସୁଧୁରିବ’: ବେଲଗାମ ତେଲ ଦର ପ୍ରସଙ୍ଗରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ

ଭୁବନେଶ୍ୱର:   ’ତୈଳ ଦର ବୃଦ୍ଧି ସାମୟିକ, ଶୀଘ୍ର ସ୍ଥିତି ସୁଧୁରିବ’। ଦେଶରେ ହୁ ହୁ ହୋଇ ତେଲ ଦର ବଢ଼ୁଥିବା ବେଳେ ଏପରି ମନ୍ତବ୍ୟ ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ। ତୈଳ ଦର ସାମୟିକ ସମୟ ପାଇଁ ବୃଦ୍ଧି ପାଇଛି ବୋଲି କହିଛନ୍ତି  ଧର୍ମେନ୍ଦ୍ର ପ୍ରଧାନ। ବିଶ୍ୱ ବଜାରରେ ତୈଳ ଉତ୍ପାଦନ ହ୍ରାସ ପାଇଛି। ଦେଶକୁ ତୈଳ ଯୋଗାଣ କରୁଥିବା ଦେଶ କଥା ଦେଇ କଥା ରଖିଲେନି, ଯଦ୍ୱାରା ଏପରି ସ୍ଥିତି ଉପୁଜିଛି। ତେବେ ଏଥିପାଇଁ ଏସିଆ […]

  • Tuesday, 13 July 2021
raped
ବଣଭୋଜି କରିବାକୁ ଯାଇଥିବା ବେଳେ ଯୁବତୀଙ୍କୁ ଗଣଦୁର୍ଷ୍କମ ଅଭିଯୋଗ

ବାଲିଗୁଡ଼ା(ଅଜିତ ନାୟକ): ଜଙ୍ଗଲରେ ସଲପ ରସ ପିଆଇ ଯୁବତୀଙ୍କୁ ଗଣଦୁଷ୍କର୍ମ କରଯାଇଥିବା ଅଭିଯୋଗ ହୋଇଛି। କନ୍ଧମାଳ ଜିଲ୍ଲା କୋଟଗଡ ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି। ଏହି ଘଟଣାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ-ଅଶେଫ ବଡମାଝି ଏବଂ ନିଳାମ୍ବର ବଡ ମାଝି। ଅଭିଯୋଗ ଅନୁଯାୟୀ, ଗତ ୨୯ ତାରିଖରେ ଅଶେଫ, ନିଳାମ୍ବର ଗାଁର ଦୁଇ ଜଣ ମହିଳା ଓ ପୀଡିତାଙ୍କ ସହ ବଣଭୋଜି କରିବାକୁ ଯାଇଥିଲେ। ସେଠାରେ ସମସ୍ତେ […]

  • Tuesday, 13 July 2021
school
ସଂକ୍ରମଣକୁ ଦୃଷ୍ଟିରେ ରଖି ଏବେ ଖୋଲିବନି ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ : ସୂଚନା ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଏବେ ଖୋଲିବନି ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ। ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନି। ଆଜି ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।  ମହାରାଷ୍ଟ୍ର, ଗୁଜରାଟ ଭଳି କିଛି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି ବିଚାର ବିମର୍ଶ କରି  ଏପରି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ନବମ, ଦଶମ, ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ଖୋଲିଛି। […]

  • Tuesday, 13 July 2021
education
ବଜେଟ୍‌ରେ ଶିକ୍ଷାକୁ ଗୁରୁତ୍ୱ: ୨୪, ୩୭୦ କୋଟିର ବ୍ୟୟବରାଦ୍‌

ଭୁବନେଶ୍ୱର: ଆର୍ଥିକ ବର୍ଷ ୨୦୨୧-୨୨ରେ ରାଜ୍ୟ ସରକାର ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ସରକାର ୨୪, ୩୭୦ କୋଟିର ବଜେଟ୍‌ ରଖିଛନ୍ତି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ୱାରା ବିଧାନସଭାରେ ଉପସ୍ଥାପିତ ହୋଇଥିବା ବଜେଟ୍‌ରେ ଆଦର୍ଶ ସ୍କୁଲ ପାଇଁ ୨୮୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସେହିପରି ମଧ୍ୟାହ୍ନ ଭୋଜନ ଯୋଜନା ପାଇଁ ୯୫୭ କୋଟି ବ୍ୟୟବରାଦ ହୋଇଥିବା ବେଳେ ମୋ ସ୍କୁଲ ପାଇଁ ୨୫୩ କୋଟି ଓ ମୋ କଲେଜ ପାଇଁ ୭ କୋଟି […]

  • Tuesday, 13 July 2021
deadbody-found
ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଠାବ କରାଯାଇଛି।ଘାଟିକିଆ ସ୍ଥିତ ସରକାରୀ ଇଞ୍ଜିନିୟରିଂ କଲେଜ ପଛ ଜଙ୍ଗଲରୁ ଆଜି ସକାଳେ ଜଣେ ଯୁବକଙ୍କ ଗଳିତ ମୃତଦେହକୁ ଭରତପୁର ପୋଲିସ୍‌ ଉଦ୍ଧାର କରିଛି। ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। ମୃତଦେହଟି ୧୦ରୁ ୧୫ ଦିନ ହେଲା ଝୁଲି ରହିଥିବା ସନ୍ଦେହ କରାଯାଉଥିବା ବେଳେ ପଚିସଢ଼ି ନଷ୍ଟ ହୋଇଯାଇଛି। ମୃତ ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ହୋଇଥିବା ପୋଲିସ୍‌ ସନ୍ଦେହ […]

  • Tuesday, 13 July 2021
supreme-court
ନୟାଗଡ଼ ନାବାଳିକା ମୃତ୍ୟୁ ମାମଲା : ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ୪ସପ୍ତାହ ମହଲତ ଦେଲେ ସୁପ୍ରିମକୋର୍ଟ

ନୟାଗଡ଼: ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲା ରେ ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ମହଲତ ଦେଲେ ସୁପ୍ରିମକୋର୍ଟ। ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ୪ ସପ୍ତାହ ସମୟ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ। ପୂର୍ବରୁ ଘଟଣାର ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ନାବାଳିକାର ମା ସୌଦାମିନି ସାହୁ। ମାମଲାର ନିରପେକ୍ଷ ତଦନ୍ତ କରାଯାଉ ବୋଲି ଦାବି କରି ସୁପ୍ରିମକୋର୍ଟରେ ରିଟ୍ ପିଟିସନ ଦାଖଲ କରିଥିଲେ। #ପରୀ_ମାମଲା #ରାଜ୍ୟକୁ_୪_ସପ୍ତାହ […]

BMC
କରୋନା ସଂକ୍ରମଣ ରୋକିବାକୁ BMC ପକ୍ଷରୁ ଆଡଭାଇଜରୀ : ଗଠନ ହେଲା ୫ଟି ସ୍ୱତନ୍ତ୍ର ସ୍କ୍ୱାଡ୍

ଭୁବନେଶ୍ୱର: ସାବାଡ଼ ହେବେ ଅମାନିଆ। କରୋନା ସଂକ୍ରମଣ ରୋକିବାକୁ ବିଏମସି ପକ୍ଷରୁ ଆଡଭାଇଜରୀ ଜାରି ହୋଇଛି। କମିଶନରେଟ ପୋଲିସ ସହ ଆଲୋଚନା କରି କଟକଣା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଅମାନିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି। ଆଉ ଏଥିପାଇଁ ବିଏମସି ପକ୍ଷରୁ ୫ଟି ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରି ଯାଞ୍ଚ ଆରମ୍ଭ ହୋଇଛି। ମାସ୍କ, ସାନିଟାଇଜର, ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି କୁହାଯାଉଛି। […]

  • Tuesday, 13 July 2021
sabhinka-swartha-pai
'ଅଧିନିୟମ' ପ୍ରତ୍ୟାହାର ନହେଲେ କ୍ଷତି ସହିବ କିଏ?

ପୁରୀ: ଜାତୀୟ ସ୍ମାରକ ପ୍ରାଧିକରଣ-NMAର ଅଧିନିୟମ ପ୍ରତ୍ୟାହାର ପାଇଁ ଶ୍ରୀମନ୍ଦିର ପ୍ରଶାସନ ଚିଠି ଲେଖିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏନେଇ ସଂସ୍କୃତି ବିଭାଗର NMAକୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଏହି ଅଧିନିୟମ କାର୍ଯ୍ୟକାରୀ ହେଲେ ବର୍ଷ ବର୍ଷ ଧରି ମହାପ୍ରଭୁଙ୍କର ସେବା କରୁଥିବା ସେବାୟତ ମାନେ କ୍ଷତି ସହିବେ। ତେଣୁ ସେବାୟତ, ଭକ୍ତ ଓ ଭଗବାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହାକୁ ପ୍ରତ୍ୟାହାର କରିବା ପାଇଁ ଚିଠି ମାଧ୍ୟମରେ ଶ୍ରୀମନ୍ଦିର ପ୍ରଶାସକ ଅନୁରୋଧ […]

  • Tuesday, 13 July 2021
anganwadi
ଅଙ୍ଗନବାଡ଼ି ହେବ ତ ଏମିତି: ପ୍ଲେ-ସ୍କୁଲଠାରୁ ଅଧିକ ସୁନ୍ଦର ଓ ବ୍ୟବସ୍ଥିତ

ଆଳି: ଦିନକୁ ଦିନ ବେସରକାରୀ ଶିକ୍ଷାନୁଷ୍ଠାନର ଚାହିଦା ବଢୁଛି। ଆକର୍ଷଣୀୟ ଶିକ୍ଷା ଉପକରଣ ଏବଂ ଅତ୍ୟାଧୁନିକ ଶୈଳୀର ପାଠପଢା ପାଇଁ ବେସରକାରୀ ଶିକ୍ଷାନୁଷ୍ଠାନ ପ୍ରତି ପିଲାମାନେ ମନବଳାଉଥିବା ବେଳେ ଆଳିର ଏକ ଅଙ୍ଗନବାଡି ଶିକ୍ଷା କେନ୍ଦ୍ରକୁ ନେଇ ଚର୍ଚ୍ଚା କୁନି କୁନି ପିଲାମାନଙ୍କୁ ପାଠପଢା ସହ ଶିକ୍ଷାନୁଷ୍ଠାନ ପ୍ରତି ଆକୃଷ୍ଟ କରିବା ଏଠାରେ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା। କେଉଁଠି କାନ୍ଥରେ ଲେଖାହୋଇଛି ସଚେତନତାର ବାର୍ତ୍ତା ତ ଆଉ କେଉଁଠି ଚିତ୍ରିତ ହୋଇଛି ପଶୁ ପକ୍ଷୀଙ୍କ ଛବି। ଆକାଶ ପରି […]

  • Tuesday, 13 July 2021
PURI
ପୁରୀ ସହରବାସୀଙ୍କୁ ୟୁଜର୍ସ ଫି ତଣ୍ଡ : ମାସକୁ ୬୦ଟଙ୍କାରୁ ଆରମ୍ଭ କରି ୫ ହଜାର ପର୍ଯ୍ୟନ୍ତ ଶୁଳ୍କ

ପୁରୀ(ପ୍ରଦୀପ ମହାନ୍ତି): ପୁରୀକୁ ସ୍ୱଚ୍ଛ ସହର ଭାବେ ଗଢିବା ପାଇଁ ପ୍ରଶାସନ ପ୍ରସ୍ତୁତି ଚଳାଇଛି।ଏଣିକି ବ୍ୟବସାୟ ପ୍ରତିଷ୍ଠାନ ଗୁଡିକୁ ଦେବାକୁ ପଡିବ ୟୁଜର୍ସ ଫି। ଏଭଳି ନିୟମ ଚଳିତ ମାସରୁ ଲାଗୁ କରିଛି ପୁରୀ ପୌରସଂସ୍ଥା। ମାସକୁ ୬୦ଟଙ୍କାରୁ ଆରମ୍ଭ କରି ୫ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି ଶୁଳ୍କ ବା ୟୁଜର୍ସ ଫି। ସରକାରଙ୍କ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ ୨୦୧୬ ଆଇନ ତଥା ପୁରୀ ପୌରପରିଷଦ ବୈଠକ ପ୍ରସ୍ଥାବ ଅନୁଯାୟୀ ଅଳିଆ ସୃଷ୍ଟିକାରୀଙ୍କ ନିକଟରୁ ବର୍ଜ୍ୟବସ୍ତୁ […]

  • Tuesday, 13 July 2021