• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

amit-saha
ମୟୂରଭଂଜ ମୋରଡ଼ାରେ ନବୀନଙ୍କୁ ଶାହଙ୍କ କଡ଼ା ସମାଲୋଚନା

ବାରିପଦା: ମୟୂରଭଂଜ ମୋରଡ଼ାରେ ତୀବ୍ର ଭାବେ ବର୍ଷିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାରରେ ଆସି ନବୀନଙ୍କ ଉପରେ ବର୍ଷିଛନ୍ତି ଶାହା। ସେ କହିଛନ୍ତି, ‘ସାରା ଭାରତରେ ମୋଦି ନାରା ଶୁଭୁଛି। ଦେଶ ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ନିର୍ଣ୍ଣୟ ନେଇସାରିଛି। ମୋଦି ଲହର ଦେଖି ଏଠାରେ ଶାସନ ଚଳାଉଥିବା ବାବୁଙ୍କ ନିଦ ଉଡ଼ିଗଲାଣି। ଭ୍ରଷ୍ଟାଚାରୀ ବିଜେଡି ସରକାରକୁ ଉପାଡ଼ି ଫିଙ୍ଗିବା ଦରକାର। ଓଡ଼ିଆ ଭାଷା ଜାଣିନଥିବା, କହୁନଥିବା ମୁଖ୍ୟମନ୍ତ୍ରୀ ଦରକାର […]

  • Wednesday, 21 July 2021
election
କେଉଁ ଦଳକୁ କେତେ ଆସନ ମିଳିବ ତାକୁ ନେଇ ଚାଲିଛି ଅଙ୍କକଷା

ଭୁବନେଶ୍ୱର: ରାଜ୍ୟରେ କିଏ ଗଢ଼ିବ ପରବର୍ତ୍ତୀ ସରକାର? ବିଜେଡି କ୍ଷମତା ବଜାୟ ରଖିବ କି ବିଜେପି କ୍ଷମତା ଛଡ଼ାଇ ନେବ ନା କଂଗ୍ରେସ ଚମତ୍କାର କରିବ? ଏହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ କେଉଁ ଦଳକୁ କେତେ ଆସନ ମିଳିବ ତାକୁ ନେଇ ମଧ୍ୟ ଜୋର ଧରିଛି ଅଙ୍କକଷା। ପ୍ରଥମ ତିନିଟି ପର୍ଯ୍ୟାୟରେ ୧୦୫ଟି ବିଧାନସଭା ଆସନରେ ଭୋଟ୍‌ ଗ୍ରହଣ ହୋଇ ସାରିଥିବା ବେଳେ ଉପକୂଳ ଓ ଉତ୍ତର ଓଡ଼ିଶାର ଅତି ଗୁରୁତ୍ୱପୂର୍ଣ୍ଣ ୪୧ଟି ଆସନ ଉପରେ […]

  • Wednesday, 21 July 2021
election-staff
ରହିବା ପାଇଁ ମିଳିଲାନି ଘର: ଖୋଲା ଆକାଶ ତଳେ ରାତି କାଟିଲେ ନିର୍ବାଚନ କର୍ମଚାରୀ

ବାଲେଶ୍ୱର(ରଞ୍ଜିତ୍ ପାକଳ): ରହିବା ପାଇଁ ଘର ନମିଳିବାରୁ ନିର୍ବାଚନ କର୍ମଚାରୀ ହଟହଟା। ଶେଷରେ ବସ୍‌ରେ ଏବଂ ଖୋଲା ଆକାଶ ତଳେ ରାତି କାଟିଲେ। ଏଭଳି ଅଭିଯୋଗ ଆସିଛି ବାଲେଶ୍ୱରରୁ। ସୂଚନା ଅନୁସାରେ, ନିର୍ବାଚନୀ ଡ୍ୟୁଟି ପାଇଁ ଖୋର୍ଦ୍ଧାରୁ ପ୍ରାୟ ୫୦ ଜଣ କର୍ମଚାରୀ ଏକ ବସ୍‌ରେ ଗତକାଲି ରାତିରେ ବାଲେଶ୍ୱର ପହଞ୍ଚିଥିଲେ। ସମସ୍ତେ ସହଦେବଖୁଣ୍ଟା ସ୍ଥିତ ବାଳାଶ୍ରମରେ ରହିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ହେଲେ ସେଠାରେ ପହଞ୍ଚିବା ବେଳକୁ ରୁମ୍‌ରେ ତାଲା ଝୁଲୁଥିବା ଦେଖିବାକୁ […]

  • Wednesday, 21 July 2021
raj-babbar
କେନ୍ଦ୍ରାପଡ଼ାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ରାଜ୍ ବବ୍ବର୍

କେନ୍ଦ୍ରାପଡ଼ା(ବିବର୍ତ୍ତନ ପଣ୍ଡା): କେନ୍ଦ୍ରାପଡ଼ାରେ କଂଗ୍ରେସ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବଲିଉଡ୍‌ ଅଭିନେତା ତଥା କଂଗ୍ରେସ ନେତା ରାଜ୍ ବବ୍ବର୍। ଏହି ଅବସରରେ ତିନିମୁହାଣୀ ଛକଠାରୁ ଏକ ରୋଡ ଶୋ’ ଆରମ୍ଭ ହୋଇ ବଳଦେବଜୀଉଙ୍କ ମନ୍ଦିରରେ ଶେଷ ହୋଇଥିଲା। ରାଲିରେ ରାଜ୍ ବବ୍ବର୍‌ଏ ସହ କଂଗ୍ରେସ ନେତା ନରସିଂହ ମିଶ୍ର, କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ଧରଣୀଧର ନାୟକ, ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରା, କଂଗ୍ରେସ ରାଜ୍ୟ ପ୍ରଭାରୀ ଓ ବହୁ କଂଗ୍ରେସ ନେତା […]

  • Wednesday, 21 July 2021
8
ପାଖେଇ ଆସୁଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ, ଲାଗିଛି ଘମାଘୋଟ ଲଢ଼େଇ

ଭୁବନେଶ୍ୱର: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଏବେ ତିନି ପ୍ରମୁଖ ରାଜନୈତିକ ଦଳ ଜୋରଦାର ପ୍ରଚାର ଚଳାଇଛନ୍ତି। ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ଓଡ଼ିଶା ଆସି ୩ଟି ସ୍ଥାନରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ନବୀନ ପଟ୍ଟନାୟକଙ୍କୁ ସିଧା ଟାର୍ଗେଟ୍ କରିଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ମାରାଥନ ପ୍ରଚାର କରିଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଂଜରୁ ପ୍ରଚାର ଆରମ୍ଭ କରି ଜଗତସିଂହପୁରରେ ସାରିଛନ୍ତି। ସେହିପରି କଂଗ୍ରେସ୍ ପାଇଁ ଆଜି […]

  • Wednesday, 21 July 2021
7
ଓଡ଼ିଶାରେ ବାବୁମାନେ ଶାସନ ଚଳାଉଛନ୍ତି: ଶାହ

ଭୁବନେଶ୍ୱର: ଓଡ଼ିଶାରେ ନବୀନ ପଟ୍ଟନାୟକ ଶାସନ ଚଳାଉ ନାହାନ୍ତି। ଏଠାରେ ତଥାକଥିତ ବାବୁ ମାନେ ହିଁ ଶାସନ ଚଳାଉଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସଠିକ୍ ତଥ୍ୟ ପହଞ୍ଚୁନାହିଁ। ଏଭଳି ସ୍ଥିତିରେ ରାଜ୍ୟରେ ଦୁର୍ନୀତିର ସ୍ତର ଚରମ ସୀମାରେ ପହଞ୍ଚି ସାରିଲାଣି। ଏଭଳି କହିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମୀତ ଶାହ। ଓଟିଭିକୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଶାହ କହିଛନ୍ତି, ଏଠି ଓଡ଼ିଶାରେ ଲୋକତାନ୍ତ୍ରିକ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ନିର୍ବାଚିତ ପ୍ରତିନିଧିମାନଙ୍କୁ କୋଣଠେସା କରି ବାବୁମାନେ […]

  • Wednesday, 21 July 2021
3
ସୁକିନ୍ଦାରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଥାନା ଘେରିଲେ ଗ୍ରାମବାସୀ

ସୁକିନ୍ଦା: ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗକୁ ନେଇ ସ୍ଥାନୀୟ ଲୋକେ ଥାନା ଘେରାଉ କରିଛନ୍ତି। ତୁରନ୍ତ ଦୋଷୀକୁ ଧରିବା ପାଇଁ ପୁଲିସ୍‌ କାର୍ଯ୍ୟାରନୁଷ୍ଠାନ ଗ୍ରହଣ କରୁ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ସ୍ଥାନୀୟ ଅଞ୍ଚଳର ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ଘଡ଼ାଇଙ୍କ ସମ୍ପର୍କୀୟ ଏବଂ ଅନ୍ୟ ଜଣେ ବ୍ୟକ୍ତି ଏଭଳି କାଣ୍ଡ ଭିଆଇଛନ୍ତି ବୋଲି ପିଡ଼ିତାଙ୍କ ବାପା ଏତଲାରେ ଦର୍ଶାଇଛନ୍ତି। ଖାଲି ସେତିକି ନୁହେଁ […]

  • Wednesday, 21 July 2021
2
ଆନ୍ଦୋଳନ କଲେ ଡିଗ୍ରୀ କଲେଜ୍‌ ଛାତ୍ରଛାତ୍ରୀ,  ଜୁନ୍‌ ୧୭କୁ ଘୁଞ୍ଚିଲା ପରୀକ୍ଷା

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଡିଗ୍ରୀ କଲେଜର ଯୁକ୍ତ ତିନି ଚତୁର୍ଥ ସେମିଷ୍ଟାର ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ତାରିଖରେ ହେବନାହିଁ। ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିବାରୁ କଲେଜ୍ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି। ଫଳରେ ମେ ୪ରେ ଚତୁର୍ଥ ସେମିଷ୍ଟାର ପିଲାମାନଙ୍କର ହେବାକୁ ଥିବା ଥିଓରି ପରୀକ୍ଷା ଜୁନ୍ ୧୭ରେ ହେବ ବୋଲି ସୂଚନା ମିଳିଛି। ସେହିପରି ପ୍ରାକ୍ଟିକାଲ୍ ପରୀକ୍ଷା ମେ ୪ରେ କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ ଚତୁର୍ଥ ସେମିଷ୍ଟାରର […]

  • Wednesday, 21 July 2021
sambalpur-mla
ନିର୍ବାଚନ ପରେ ଏବେ କ’ଣ କରୁଛନ୍ତି ଆମ ରାଜନେତା?

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ସମ୍ବଲପୁର ଲୋକସଭା କ୍ଷେତ୍ର ଏବଂ ଏହା  ଅଧୀନରେ ଥିବା ବିଧାନସଭା ଆସନ ଲାଗି ମତଦାନ ସମ୍ପନ୍ନ ହୋଇଛି। ଆସନ୍ତା ମେ ୨୩ରେ ବାହାରିବ ଏହାର ଫଳାଫଳ। ତେବେ କିଏ ଜିତିବ କିଏ ହାରିବ ତାହା ତ ସମୟ କହିବ। ହେଲେ ଏବେ ଜନପ୍ରତିନିଧିମାନେ ଟିକିଏ ରିଲାକ୍ସ ମୁଡ୍‌ରେ ଅଛନ୍ତି। ଘନଘନ ପ୍ରଚାର, ସାଧାରଣ ସଭା, ଜନତାଙ୍କୁ ଭେଟିବା ଆଦି ଅହରହ ନିର୍ବାଚନୀ ଜଞ୍ଜାଳ ତୁଟିବା ପରେ ନେତା ମାନେ ଏବେ ଟିକେ […]

  • Wednesday, 21 July 2021
1
ଆଠଗଡ଼ର ୯ଟି ବୁଥ୍‌ରେ ଆଉଥରେ ହେଉ ମତଦାନ: ବିଜେପି

କଟକ: କଟକ ଲୋକସଭା କ୍ଷେତ୍ର ଅଧିନରେ ଥିବା ଆଠଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ୯ଟି ବୁଥରେ ବ୍ୟାପକ ଅନିୟମିତ ହୋଇଛି। ଏଠାରେ ନାଗରିକମାନେ ଠିକ୍‌ରେ ଭୋଟ୍‌ ଦେଇ ପାରିନାହାନ୍ତି। ଖାଲିସେତିକି ନୁହେଁ ଏଠାରେ ଇଭିଏମ୍‌ରେ ତ୍ରୁଟି ପରିଲକ୍ଷିତ ମଧ୍ୟ ହୋଇଛି। ଏଣୁ ଏଠାରେ ସାନିମତଦାନ କରାଯାଉ। ଆଜି ଭାରତୀୟ ଜନତାପାର୍ଟିର ସ୍ଥାନୀୟ ଲୋକସଭା ପ୍ରାର୍ଥୀ ପ୍ରକାଶ ମିଶ୍ର ଓ ଦଳର ଅନ୍ୟ କର୍ମକର୍ତ୍ତାମାନେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଏଭଳି ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ ଆଠଗଡ଼ର ୧୬୬, […]

  • Wednesday, 21 July 2021
child
ଅଳିଆ ଗଦାରେ ପ୍ରସବ କଲେ ମହିଳା

ଲମତାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ହୁସୁବା ପଞ୍ଚାୟତର ଅଡ଼ିପଡ଼ା ଗାଁରେ ଜଣେ ଅବିବାହିତ ଦିବ୍ୟାଙ୍ଗ ମହିଳା ଅସ୍ୱାସ୍ଥ୍ୟକର ପରିବେଶରେ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ମହିଳା ଜଣଙ୍କ ଅବିବାହିତ ହୋଇଥିବାରୁ, ଗର୍ଭବତୀ ହେବା ପରେ ପରିବାର ଓ ଗାଁ ଲୋକମାନେ ତାଙ୍କୁ ବାସନ୍ଦ କରି ଦେଇଥିଲେ। ଏହାପରେ ସେ ଖୋଲା ଆକାଶ ତଳେ ଏକ ଅଳିଆ ଗଦାରେ ସନ୍ତାନକୁ ଜନ୍ମ ଦେଇଥିଲେ। ଏନେଇ ଖବର ପାଇବା ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ସଖୀର କର୍ମକର୍ତ୍ତାମାନେ […]

  • Wednesday, 21 July 2021
jogesh
ବିଜେଡ଼ି ବିଧାୟକ ପ୍ରାର୍ଥୀ ଯୋଗେଶ ସିଂଙ୍କ ନାମରେ ମାମଲା

ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ଯୋଗେଶ ସିଂ, ତାଙ୍କ ଭାଇ ରିତେଶ ଏବଂ ତାଙ୍କର ୭ଜଣ ସମର୍ଥକଙ୍କ ନାମରେ ସ୍ଥାନୀୟ ଭସ୍ମା ଥାନାରେ ଏକ ମାମଲା ରୁଜୁ ହୋଇଛି। ରାଇବଗା ଅଞ୍ଚଳରେ ରହୁଥିବା ବୀଣା ଗହୀର ନାମକ ଜଣେ ମହିଳା ଯୋଗେଶଙ୍କ ବିରୋଧରେ ଏକ ଆକ୍ରମଣ ଅଭିଯୋଗ ଆଣିବା ପରେ ଏହି ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଉକ୍ତ ଅଭିଯୋଗରେ ମହିଳା ଜଣଙ୍କ ଦର୍ଶାଇଛନ୍ତି ଯେ, ଗତ ୧୭ ତାରିଖରେ ତାଙ୍କ ବାପା ତୁଳାରାମଙ୍କୁ […]

  • Wednesday, 21 July 2021
2
ଛିଣ୍ଡୁନି ହାର୍‌ଜିତ୍‌ର ଅଙ୍କ କଷା

ଭୁବନେଶ୍ୱର( ହରିହର ଚାନ୍ଦ/ ଅର୍ଚ୍ଚନା ଶତପଥୀ): ବହୁ ପ୍ରଚାର, ଗଣ୍ଡଗୋଳ, ମାର୍‌ପିଟ୍ ଓ ବୋମାମାଡ଼ ଶେଷରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ହେଭିୱେଟ୍‌ ନେତାମାନଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଥିବା ବେଳେ କିଏ ଜିତିବ କେତୋଟି ଆସନ ଆଉ କାହାର ବଢ଼ିବ ୱେଟ୍‌ ଏହାକୁ ନେଇ ଚାଲିଛି ଅଙ୍କ କଷା। ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ନିଜ ନିଜ ଭିତରେ ଆକଳନ ଚଳାଇଛନ୍ତି। ତୃତୀୟ ପର୍ଯ୍ୟାୟରେ ୬ ଲୋକସଭା  ଓ ଏଥି ଅନ୍ତର୍ଗତ […]

  • Wednesday, 21 July 2021
8
ଏଥର ବିଜେଡ଼ି ଯିବ, ବିଜେପି ଆସିବ: ମୋଦି

ବାଲେଶ୍ୱର/କେନ୍ଦ୍ରାପଡ଼ା/ଭୁବନେଶ୍ୱର:  ଏଥର ବିଜେଡ଼ି ଯାଉଛି ଏବଂ ବିଜେପି ଆସୁଛି। ହାତଗଣତି କେତେଜଣ ଅଫିସର ନବୀନ ସରକାରକୁ ଓଡ଼ିଶାରେ ବଞ୍ଚାଇ ରଖିପାରିବେ ନାହିଁ। ନବୀନଙ୍କ ନାଁ ଧରି ଏଭଳି ସିଧା ସିଧା ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ପୂର୍ବରୁ ମୋଦି ଦୁଇ ଦୁଇ ଥର ଓଡ଼ିଶା ଆସି ପରୋକ୍ଷରେ ନବୀନଙ୍କୁ କଟକ୍ଷା କରିଥିଲେ ମଧ୍ୟ ଏତେ ମାତ୍ରାରେ ଉତ୍ତେଜିତ ହୋଇ ନ ଥଇଲେ। ଏଥର କିନ୍ତୁ ମୋଦି କହିଛନ୍ତି, ମୁଁ ପୂର୍ବରୁ ମର୍ଯ୍ୟାଦା ପାଳନ କରି […]

  • Wednesday, 21 July 2021
5
ତୃତୀୟ ପର୍ଯ୍ୟାୟରେ ୬୧% ମତଦାନ

ଭୁବନେଶ୍ୱର: ରାଜ୍ୟରେ ଆଜି ଥିଲା ତୃତୀୟ ପର୍ଯ୍ୟାୟ ମତଦାନ। ଏଥିରେ ୬ଟି ଲୋକସଭା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଚାଲିଥିଲା କସରତ। ହେଲେ ଦିନ ଗୋଟେ ସୁଦ୍ଧା ଆଖିଦୃଷ୍ଟିଆ ଭୋଟ୍ ଦାନ ହୋଇ ନ ଥିବା ବେଳେ ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ମତଦାନ ସର୍ବନିମ୍ନ ୨୦%ରେ ସୀମିତ ଥିଲା। ହେଲେ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ସୂଚନା ଅନୁସାରେ ସଂନ୍ଧ୍ୟା ୫ଟା ସୁଦ୍ଧା ମତଦାନ ହାର ୬୧ ପ୍ରତିଶତକୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଇଭିଏମ୍ ସହ ଭିଭିପାଟରେ […]

  • Wednesday, 21 July 2021
3
ଇଭିଏମ୍‌ ଭାଙ୍ଗିଦେଲେ ଗାଁ ଲୋକେ

ପୁରୀ(ମଧୂସୁଦନ ମିଶ୍ର): ଗୋଟିଏ ଦଳକୁ ଭୋଟ୍ ଦେଲେ ଆଉ ଗୋଟିଏ ଦଳକୁ ଭୋଟ୍‌ ଯାଉଛି। ଏଭଳି ସନ୍ଦେହ ସକାଶେ ଆଜି ଏକ ପୋଲିଂ ବୁଥ୍‌ରେ ଭୋଟରମାନେ ଇଭିଏମ୍‌ ଭଙ୍ଗାରୁଜା କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର କମାଶାସନ ଅଞ୍ଚଳର ୨୨୨ ନମ୍ବର ବୁଥ୍‌ରେ ଏଭଳି ଦୁର୍ଘଟଣା ଘଟିଛି। ସ୍ଥାନୀୟ ଭୋଟରଙ୍କ ଅଭିଯୋଗ ଫଳରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ହୋଇଛି।

  • Wednesday, 21 July 2021
1
ଭଦ୍ରକରେ ଭୋଟ ମାଗିଲେ ନବୀନ

ଭଦ୍ରକ(କିର୍ତ୍ତୀ ଦାସ): ଭଦ୍ରକ ଜିଲ୍ଲାରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ନିର୍ବାଚନୀ ପ୍ରଚାର କରିଛନ୍ତି। ସ୍ଥାନୀୟ ନେହରୁ ଷ୍ଟାଡ଼ିୟମରେ ଦଳର ବିଧାୟକ ପ୍ରାର୍ଥୀ ସଂଜୀବ ମଲ୍ଲିକ ଓ ଲୋକସଭା ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳଙ୍କ ପାଇଁ ନବୀନ ପ୍ରଚାର କରିଥିଲେ। ଏହି ଅବସରରେ ନବୀନ ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ଚିରାଚରିତ ଭାବରେ ନିଜର ଲିଖିତ ଭାଷଣ ପଢ଼ି ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ଆଡ଼ୁ ଅବହେଳାର ଦୋଷ […]

  • Wednesday, 21 July 2021
deadbody
ଭୋଟ୍‌ ଗ୍ରହଣ ବେଳେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଆଜି ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ବେଳେ ଜଣେ ପୋଲିଂ କର୍ମଚାରୀଙ୍କର ମୃତ୍ୟୁ ହୋଇଛି। କର୍ମଚାରୀଜଣଙ୍କ ନାମ ନବ କିଶୋର ନାୟକ(୪୨) ଏବଂ ତାଙ୍କ ଘର ହିନ୍ଦୋଳ ଅଞ୍ଚଳରେ ବୋଲି ଜଣା ପଡ଼ିଛି। ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ନିର୍ବାଚନ ମଣ୍ଡଳୀର ୪୧ ନମ୍ବର ବୁଥରେ କର୍ମଚାରୀ ଜଣକ କାର୍ଯ୍ୟରତ ଅବସ୍ଥାରେ ଏହି ଅଭାବନୀୟ ଘଟଣା ଘଟିଛି। ମତଦାନ ଚାଲିଥିବା ବେଳେ ନବ କିଶୋର ହଠାତ ଅସୁସ୍ଥ ହୋଇପଡ଼ିଥିଲେ।  ତାଙ୍କୁ ତୁରନ୍ତ ସ୍ଥାନୀୟ […]

  • Wednesday, 21 July 2021
niranjan
କଂଗ୍ରେସ ଏଜେଣ୍ଟଙ୍କୁ ମାଡ଼ ମାରି ବାହାର କରିଦେଉଥିବା ଅଭିଯୋଗ ଆଣିଲେ ନିରଞ୍ଜନ

ଭୁବନେଶ୍ୱର: ଆଜି ଦେଶର ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏଥିପାଇଁ ରାଜ୍ୟର ବିଭିନ୍ନ ବୁଥ୍‌ରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ହେଲେ କେନ୍ଦୁଝର ଜିଲ୍ଲା ଘଷିପୁରା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ୍‌ରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇନଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି। କଂଗ୍ରେସ ଏଜେଣ୍ଟକୁ ମାଡ଼ ମାରି ବାହାର କରି ଦେଉଥିବା ନିରଞ୍ଜନ ଅଭିଯୋଗ ଆଣିଛନ୍ତି। ଏଥିସହ […]

  • Wednesday, 21 July 2021
vote
ତୃତୀୟ ପର୍ଯ୍ୟାୟ ନିର୍ବାଚନ: ଓଡ଼ିଶାରେ ସକାଳ ୯ଟା ସୁଦ୍ଧା ୬ ପ୍ରତିଶତ ମତଦାନ

ନୂଆଦିଲ୍ଲୀ/ଭୁବବନେଶ୍ୱର: ଆଜି ଦେଶର ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଆସାମ, ବିହାର, ଛତିଶଗଡ଼, ଜମ୍ମୁ ଓ କଶ୍ମୀର , କର୍ଣ୍ଣାଟକ, ମହାରାଷ୍ଟ୍ର, ଓଡ଼ିଶା, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ଭୋଟ୍ ଗ୍ରହଣ ଚାଲିଛି। ସେହିପରି ଗୁଜରାଟ, କେରଳ, ଦାଦରାନଗର ହାବେଲି, ଗୋଆ ଓ ଡାମନ୍ ଡିଉର ସମସ୍ତ ଲୋକସଭା ଆସନରେ ମଧ୍ୟ ଆଜି ଭୋଟ୍ ଗ୍ରହଣ ହେଉଛି। ଏବେ ଆସନ୍ତୁ ନଜର ପକାଇବା […]

  • Wednesday, 21 July 2021
IRCTC Launches Special Train
ପିତୃପକ୍ଷରେ ତୀର୍ଥଯାତ୍ରୀଙ୍କ ପାଇଁ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍

ସେପ୍ଟେମ୍ବରରେ ଚାଲିବ ସ୍ୱତନ୍ତ୍ର ଟ୍ରେନ। ସ୍ୱତନ୍ତ୍ର ଭାବେ ତୀର୍ଥଯାତ୍ରୀଙ୍କ ପାଇଁ ଏହି ଟ୍ରେନ ଗଡ଼ିବ।  ପିତୃପକ୍ଷ ସମୟରେ ତୀର୍ଥ ଯାତ୍ରୀଙ୍କ ଯାତାୟାତ ସୁବିଧା ଯୋଗାଇ ଦେବା ପାଇଁ ଏହି ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଛି।  ଏହି ପିଲଗ୍ରୀମ ସ୍ପେଶାଲ ଟୁରିଷ୍ଟ ଟ୍ରେନ ସେପ୍ଟେମ୍ବର ୨୫ରୁ ସିକନ୍ଦରାବାଦରୁ ଛାଡିବ।

bike
ଟ୍ରଲର-ବାଇକ୍ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ବାଲେଶ୍ୱର(ରଞ୍ଜିତ ପାକଳ): ବାଲେଶ୍ୱର ଜିଲ୍ଲାରେ ବଡ଼ ଧରଣର ଦୁର୍ଘଟଣା। ଜିଲ୍ଲାର ୧୬ ନମ୍ବର ଜାତୀୟ ରାଜପଥର ସେରଗଡ଼ ଫାଣ୍ଡି ସମ୍ମୁଖରେ ଟ୍ରଲର-ବାଇକ୍ ଧକ୍କା। ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଭଦ୍ରକ ଜିଲ୍ଲା ଚରମ୍ପା ଅଂଚଳର ସୌମରଞ୍ଜନ। ସୂଚନା ଅନୁସାରେ ସୌମ୍ୟରଞ୍ଜନ ଆଜି ସକାଳୁ ବାଲେଶ୍ୱରରୁ ଭଦ୍ରକ ଯାଉଥିବାବେଳେ ସେରଗଡ଼ ଟୋଲଗେଟ୍ ପୂର୍ବରୁ ଏକ ଟ୍ରଲରକୁ ପଛପଟୁ ଧକ୍କା ଦେଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ଘଟଣା ସ୍ଥଳରେ ପୁଲିସ୍ ପହଞ୍ଚି […]

  • Wednesday, 21 July 2021
bjp
କେନ୍ଦ୍ରାପଡ଼ା ଜିଲ୍ଲାର ବହୁ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ୍

ରାଜକନିକା: କେନ୍ଦ୍ରାପଡ଼ା ଜିଲ୍ଲାର ବହୁ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ଏନେଇ ରାଜକନିକାର ନେଉଳଗଡ଼ିଆରେ ବିଜେପିର ଏକ କର୍ମୀ ସମାବେଶ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବହୁ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ଆଳିର ବିଜେପି ପ୍ରାର୍ଥୀ ଦୋଳଗୋବିନ୍ଦ ନାୟକ, ବିଜେପି ଯୁବନେତା ରଶ୍ମିରଂଜନ ବେହେରା, ବ୍ରଜ ସୁନ୍ଦର ଭୂୟାଁ ପ୍ରମୁଖ ଯୋଗ ଦେଇ ମୋଦି ସରକାରର ଜନହିତକର ଯୋଜନା ସଂପର୍କରେ କର୍ମୀଙ୍କୁ ଅବଗତ କରାଇଥିଲେ।

  • Wednesday, 21 July 2021
strike
ପୋଲିଂ ପାର୍ଟିକୁ ବିରୋଧ କଲା ନବ ନିର୍ମାଣ କୃଷକ ସଂଗଠନ

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝରରେ ପୋଲିଂ ପାର୍ଟିକୁ ବିରୋଧ କଲା ନବ ନିର୍ମାଣ କୃଷକ ସଂଗଠନ। ବୁଥକୁ ଯିବା ପୂର୍ବରୁ ଚାଷୀ ସଂଗଠନ ପୋଲିଂ ପାର୍ଟିକୁ ବିରୋଧ କରି ଇଭିଏମ୍ ବିତରଣ କେନ୍ଦ୍ର ‌ଆଗରେ ଧାରଣା ଦେଇଥିଲା। କୃଷକ ସଂଗଠନର ଶତାଧିକ ଚାଷୀ ଏକ ଶୋଭାଯାତ୍ରାରେ ଆସି ଇଭିଏମ୍ ବିତରଣ କେନ୍ଦ୍ର କରାଯାଇଥିବା କେନ୍ଦୁଝରର ମାଇନିଂ ଇଂଜିନିୟରିଂ କଲେଜ ‌ଆଗରେ ଧାରଣାରେ ବସିଥିଲେ। ସରକାର ଚାଷୀଙ୍କୁ ସହରରେ ପୂରାଇ ଦେଉନଥିବାରୁ ପୋଲିଂ ପାର୍ଟିକୁ ଗାଁ ବୁଥରେ ପୂରାଇ ନଦେବା […]

  • Wednesday, 21 July 2021
deadbody
ସାନ ଭାଇର ଠେଙ୍ଗା ମାଡ଼ରେ ବଡ଼ ଭାଇର ମୃତ୍ୟୁ

ନବରଙ୍ଗପୁର: ସାନ ଭାଇର ଠେଙ୍ଗା ମାଡ଼ରେ ବଡ଼ ଭାଇର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍‌ ଅନ୍ତର୍ଗତ କେରଣ୍ଡି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ତୁଳାରାମ ମାଝି। ଅଭିଯୁକ୍ତଙ୍କ ନାଁ କନେଇ ମାଝି। ତାଙ୍କୁ ଡାବୁଗାଁ ପୁଲିସ୍ ଗିରଫ କରିଛି। ପାରିବାରିକ କଳହକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, କୌଣସି ଏକ କଥାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ଏହି ସମୟରେ କନେଇ ଉତ୍ତ୍ୟକ୍ତ […]

  • Wednesday, 21 July 2021